ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ

ବିଜେପି ରାଷ୍ଟ୍ରୀୟ ଉପସଭାପତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ କରାଯାଇଛି । ନଗର ବିଜେପି ପ୍ରଭାରୀ ସୁଶୀଲ ପରିଡାଙ୍କ ନେତୃତ୍ୱରେ ବିଜେପି ନେତା ଶଶିକାନ୍ତ ସ୍ୱାଇଁ,ସମୀର ପାତ୍ର,ପଦ୍ମ ନାଭ ପଣ୍ଡା,ରଶ୍ମିତା ସାହୁ,କାଉନ ସିଲର ବିଦ୍ୟାଧର ସେଠୀ,ଚନ୍ଦନ ପାତ୍ର,ରବୀନ୍ଦ୍ର ବିଶ୍ୱାଳ,ପିତାମ୍ବର…

ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବରେଡକ୍ରସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅଧକ୍ଷା ସଲୀଳା ବାରିକ ଉଦଘାଟନ କରିଥିଲେ। ଯୁବରେଡକ୍ରସ କାଉନସେଲର ଅଧ୍ୟାପିକା ବିଜୟାଲଷ୍ମୀ…

ପଟ୍ଟାମୁଣ୍ଡାଇ କଲେଜରେ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡିଗ୍ରୀ କଲେଜ ଓ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ…

ପଟ୍ଟାମୁଣ୍ଡାଇ ପୌରାଂଚଳ ୧୫ ନଂ ୱ୍ୱାର୍ଡରେ ଅର୍ପଣ ରଥକୁ ବିରୋଧ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ୧୫ ନଂ ୱ୍ୱାର୍ଡ ଅଳଭା ଦଳିତ ସାହିରେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । ଦୀର୍ଘ ମାସ ହେଲା ଗ୍ରାମରେ ଲାଗିରହିଥିବା ଅସାନ୍ତି ଲୋକେ ଆଜି ଜଗନ୍ନାଥଙ୍କ ଅର୍ପର ରଥ ଉପରେ…

ପଟ୍ଟାମୁଣ୍ଡା ଅଞ୍ଚଳରେ କାଉ ମଡକ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗାଁରେ ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବାର ଦେଖି ସ୍ଥାନୀୟ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁର ବିଭିନ୍ନ ସ୍ଥାନରେ କାଉ ମରିପଡିଥିବା ବେଳେ ଅନେକ କାଉ ଅର୍ଦ୍ଧମୃତ ଭାବେ…

ବ୍ରାହ୍ମଣୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ରେ ବାଳିକା ଆତ୍ମ ସୁରକ୍ଷା କର୍ମଶାଳା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ବ୍ରାହ୍ମଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସୁବାଷ ଚନ୍ଦ୍ର ଜେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସମାଜସେବୀ ବରିଷ୍ଠ ସାମ୍ବାଦିକ…

୨୦୨୪ ନିର୍ବାଚନ ପାଇଁ ସରଗରମ ରାଜନୈତିକ ପାଣିପାଗ : ବିଜେଡି, ଭାଜପା ଓ କଂଗ୍ରେସର ପୋଷ୍ଟର ୱାର , ସହର ସାରା ଛାଇଯାଇଛି ଶୁଭେଚ୍ଛା ବ୍ୟାନର

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ନୂଆବର୍ଷରେ ରାଜନୈତିକ ପାଣିପାଗ ସରଗରମ ହୋଇପଡିଥିବା ବେଳେ ରାଜନଗର ନିର୍ବାଚନ ମଣ୍ଡଳୀର ପଟ୍ଟାମୁଣ୍ଡାଇ ଲୋକଙ୍କ ନିକଟତର ହେବାକୁ ନେତାମାନେ ରୂପରେଖ ପ୍ରସ୍ତୁତ କରି ସାରିଲେଣି । ନୂଆବର୍ଷର ଅଭିନନ୍ଦନ ନାଁରେ ପଟ୍ଟାମୁଣ୍ଡାଇର ଗଳିକନ୍ଦିରେ…

ବେଆଇନ ଇଟାଭାଟି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

   ନିଶା କାରବାରଠୁ ବଳିଗଲାଣି ଇଟା ପୋଡି,ବାଲି ଚୋରି  ପ୍ରଶାସନ-ରାଜନେତା-ବାଲିମାଫିଆଙ୍କ ମଧୁଚନ୍ଦ୍ରିକା ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଅଂଚଳରେ ବେଆଇନ ଭାବେ ଶତାଧିକ ଇଟାଭାଟି ଗଢି ଉଠି ଦୂଷିତ କଳା ଧୂଆଁରେ ପରିବେଶରେ ପ୍ରଦ୍ୟୁଷଣ ବଢ଼ୁଥିବାରୁ ସାଧାରଣରେ ତୀବ୍ର…

ବନ୍ଦ ପଡିଛି ମିଶନଶକ୍ତି କାଫେ : ପରିଚାଳନା ପାଇଁ ଏସଏଚ୍‌ଜି ରାଜି ହେଉନାହାଁନ୍ତି , ଆସ୍ଥା ତୁଟୁଛି ଜନସାଧାରଣଙ୍କ

ସହରାଂଚଳ ଗ୍ରାମାଂଚଳ ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଦୂରଦୁରାନ୍ତରୁ ଆସୁଥିବା ଲୋକ ସୁସ୍ୱାଦୁ ଖାଦ୍ୟ ଯୋଗାଇଦେବା ଲକ୍ଷରେ ଜିଲ୍ଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ଗତ ୩ ବର୍ଷ ତଳେ ମିଶନ ଶକ୍ତି କାଫେ ଖୋଲି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ…

ପଟ୍ଟାମୁଣ୍ଡାଇରେ ପୂର୍ବତନ ସାଂସଦ ସୁଶ୍ରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଳି ରାଜା ସାହେବ ପୂର୍ବତନମନ୍ତ୍ରୀ ସ୍ୱର୍ଗତ ଶରତ କୁମାର ଦେବଙ୍କ ଧର୍ମପତ୍ନୀ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମାତା ପୂର୍ବତନ ସାଂସଦ ଓ ବିଧାୟିକା ରାଜମାତା ସୁଶ୍ରୀ ଦେବୀଙ୍କ ମର ଶରୀର କଟକରୁ ଶୋଭାଯାତ୍ରାରେ ବାହାରି ଆଳି ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ…

ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା, ପୁସ୍ତକ ପ୍ରେମରେ କେନ୍ଦ୍ରାପଡାବାସୀ ୬ଜଣଙ୍କୁ ଜିଲ୍ଲା ଗୌରବ ସମ୍ମାନ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ

କେନ୍ଦ୍ରାପଡା ୧୧/୧- ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବ କବିତା ପାଠ ଓ ସମ୍ବର୍ଦ୍ଧନା ପର୍ବ ସାହିତ୍ୟ ସଂସଦରେ ସଭାପତି ଡଃ ବାସୁଦେବ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।…

ବୁଲୁଛି ଅର୍ପଣ ରଥ, ସାଇତି ରଖିଛୁ ଗୁଆ ଚାଉଳ , ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ା, ତା ୧୧/୦୧: ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ତୁଳସୀକ୍ଷେତ୍ରର ପୁରପଲ୍ଲୀ ଭକ୍ତିମୟ ହେଉପଡିଛି । କେନ୍ଦ୍ରାପଡ଼ାବାସୀ ‘ଅର୍ପଣ ରଥ’କୁ କେବଳ ଭବ୍ୟ ସ୍ୱାଗତ କରୁନାହାନ୍ତି ବରଂ କେଉଁଠି କେଉଁଠି ଜନ ସମାଗମକୁ ଦେଖିଲେ ମନେ ହେଉଛି ସତେ ଯେପରି ଆସିଛି…

ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ସ୍ୱାଗତ…

କେନ୍ଦ୍ରାପଡ଼ାରେ ଗଡ଼ିଲା ଇଭିଏମ୍ ଭିଭିପିଏଟି ଭ୍ରାମ୍ୟମାଣ ସଚେତନତା ରଥ

ଆସନ୍ତା ୨୦୨୪  ସାଧାରଣ ନିର୍ବାଚନ ପାଇଁ ଇଭିଏମ୍ ଓ ଭିଭିପିଏଟି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଓ ଡେପୁଟି କଲେକ୍ଟର(ନିର୍ବାଚନ) ଶିବାଶିଷ ପରିଡ଼ାଙ୍କ ଦ୍ୱାରା ଏହା ଶୁଭାର କରାଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ…

ତୁଳସୀକ୍ଷେତ୍ରର କୋଣଅନୁକୋଣରେ ଭାବମୟ ପରିବେଶ

କେନ୍ଦ୍ରାପଡ଼ା, ତା ୧୦/୦୧: ତୁଳସୀକ୍ଷେତ୍ରରେ ପୁରପଲ୍ଲୀରେ ‘ଅର୍ପଣ ରଥ’କୁ କରାଯାଉଛି ଭବ୍ୟ ସ୍ୱାଗତ । ରଙ୍ଗବେରଙ୍ଗ ମୁରୁଜ ସାଙ୍ଗକୁ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ…

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଦ୍ୱିତୀୟ ଦିନରେ  ୪୨୯ ଜଣ ଯୋଗ୍ୟ ବିବେଚିତ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଦକ୍ଷତା ବିକାଶ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଦ୍ୱିତୀୟ ତଥା ଅନ୍ତିମ ଦିବସ ଅନୁଷ୍ଠିତ ହୋଇଯାଇଛି । ରାଜନଗରର ବିଧାୟକ ଧ୍ରୁବଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ…

ବଡ଼ମୂଳବସନ୍ତ ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ

ଧାନର ଅଭାବୀ ବିକ୍ରି ଦୂର କରିବା ପାଇଁ ରାଜ୍ୟ ସରକାର ଓ ସମବାୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଏକ ମଣ୍ଡି…

ବିଜେଡି ବିଧାୟକଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତି ପ୍ରତିବାଦରେ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା ୧୦ା୧: ରାଜନଗରର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତିକୁ ନେଇ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ତିନିମୁହାଣି ଛକରେ ବିଧାୟକ ଶ୍ରୀ ସାହୁଙ୍କ କୁଶ ପୁତଳିକା ଦାହ କରାଯାଇଛି । ବିଧାୟକ…

୫-ଟି ର ସ୍ଳୋଗାନକୁ ଧୂଆଁବାଣରେ ପରିଣତ କରିଛନ୍ତି ରାଜନଗର ବିଧାୟକ , ବିଧାୟକ ଧ୍ରୁବ ସାହୁଙ୍କ ଗିରଫ ଓ ବହିଷ୍କାର ଦାବିକଲା କଂଗ୍ରେସ

କେନ୍ଦ୍ରାପଡ଼ା ୧୦ା୧: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଓ ନିର୍ମଳ ଶାସନର ନାରା ସହ ୫-ଟି ଉପକ୍ରମରେ ସଶକ୍ତ ସମୃଦ୍ଧ ଓ ଦୁର୍ନୀତି ମୁକ୍ତ ଓଡିଶା ଗଠନ କରିବାର ସ୍ଳୋଗାନ ଦେଉଥିବା ବେଳେ ସେହି ଦଳର ରାଜନଗରରୁ ପ୍ରତିନିଧିତ୍ୱ କରୁଥିବା…

କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ସିପିଆଇର ଦାବିପତ୍ର

କେନ୍ଦ୍ରାପଡ଼ା ୧୦ା୧: କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେଶ…

ଚନ୍ଦନପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ

କେନ୍ଦ୍ରାପଡା ୧୦/୧- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ନୂଆସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାଥଶର୍ମା ସଭାପତିତ୍ୱ କରିଥିଲେ । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ…

ଫେକ ଭିଡ଼ିଓ ଓ ଅଡିଓକୁ ନେଇ ବିଧାୟକଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି : ବିଜେଡି

ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଦୀର୍ଘବର୍ଷ ଧରି କ୍ଷମତା ବାହାରେ ଥିବା ବିରୋଧି ଦଳ ହତାଶ ହୋଇ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ହାତବାରିସୀ କରି ଟେଣ୍ଡର ଫିକ୍ସିଙ୍ଗର ଫେକ ଭିଡ଼ିଓ ଓ ଅଡିଓ ଜରିଆରେ…

ଆଳି ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କ ପରଲୋକ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ରାଜବାଟୀ ଆଳିର ରାଜମାତା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର…

ବିଜେପି ପକ୍ଷରୁ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଓ ବିଧାୟକ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ସ୍ଥାନୀୟ ବାଇପାସ ଛକ ଠାରେ ବିଧାୟକ…