କେନ୍ଦ୍ରାପଡା ୮/୪: କେନ୍ଦ୍ରାପଡ଼ା ସ୍ୱୟଂସାସୀତ ମହାବିଦ୍ୟାଳୟର ପଞ୍ଜିକୃତ ମାଇଁ ଏନସିସି ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ନିଆରା ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କାଜଳା ସ୍ଥିତ ନିମାଇଁ ଚରଣ ମାନସିକ ନୁନ୍ୟତା ବିଦ୍ୟାଳୟରେ ରହୁଥିବା ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଆସୋସିଏସନ ପକ୍ଷରୁ ଶୁଖିଲା ଖାଦ୍ୟ, ଚକଲେଟ ଓ କେକ ଦେଇ ପାଳନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଏକ ଆନନ୍ଦ […]
Day: 8 April 2024
କେନ୍ଦ୍ରାପଡ଼ା, ୮ା୪: କେନ୍ଦ୍ରାପଡା ଗରାପୁରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ମୁଖ୍ୟ ଫାଟକ ନିକଟରେ ଆନ୍ତର୍ଜାତିକ ଅଶୋଭୋନୀୟତା ନିରୋଧ ଆନ୍ଦୋଳନର କେନ୍ଦ୍ରାପଡା ସଂଯୋଜିକା ମମତା ମଲ୍ଲଙ୍କ ସଂଯୋଜନାରେ ଆନ୍ତର୍ଜାତିକ ଅଶୋଭୋନୀୟତା ନିରୋଧ ଦିବସ ଓ ପୂଜ୍ୟ କୁମାର ଭାଇଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାମାଜିକ କର୍ମୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟ ରାଜେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ମାନବିକତାର ପତାକା ଉତ୍ତୋଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ […]