ପଟ୍ଟାମୁଣ୍ଡାଇ ଓକିଲ ସଂଘ ଶପଥ ଗ୍ରହଣ ଉତ୍ସବ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତର୍ାଙ୍କ ଶପଥ ଗ୍ରହଣ ଉତ୍ସବ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘ ପ୍ରାକ୍ତନ ସଭାପତି ଆଡ଼ଭୋକେଟ ଅନନ୍ତ ଚରଣ ଦାସଙ୍କ ପୌରହିତ୍ୟ ଓ ପ୍ରାକ୍ତନ ସଭାପତି ଆଡ଼ଭୋକେଟ ସୂର୍ଯ୍ୟ ରଞ୍ଜନ…

ଗରାପୁର ଶ୍ରୀମହାବୀର ଆଶ୍ରମରେ ଶ୍ରୀରାମଚରିତ ମାନସ ପରାୟଣ ଶୁଭାରମ୍ଭ

କେନ୍ଦ୍ରାପଡ଼ା, ୧୦ା୪: ଗତକାଲି ଗରାପୁରସ୍ଥିତ ବାବା ବୈକୁଣ୍ଠ ବ୍ରହ୍ମଚାରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀମହାବୀର ହନୁମାନ ଆଶ୍ରମରେ ଶ୍ରୀରାମଚରିତ ମାନସ ପରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ମନ୍ଦିର ପରିଚାଳନା କମିଟିର ସଭାପତି ବୈଷ୍ଣବ ପଦରଜ ଭିକ୍ଷୁ ବାବାଜୀ ଚେତନାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ…

କ୍ଲଷ୍ଟର ସ୍ତରୀୟ ଅବସରକାଳିନ ସମ୍ବର୍ଦ୍ଧନା ସଭା

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସପ୍ନେଶ୍ୱର ନୋଡାଲ କ୍ଲଷ୍ଟର ପକ୍ଷରୁ କଜଳବନ୍ଧ କେ. ବି. ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସି ଆର ସି ସି ଉମାକାନ୍ତ ବେହେରାଙ୍କ ପୌରହିତ୍ୟରେ…

ନାବାଳିକା ଝିଅର ମୃତ୍ୟୁକୁ ନେଇ ଗ୍ରାମରେ ଉତେଜନା , ଆସାମିକୁ ଗିରଫ ଦାବି କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ମିଜାଉଁଣୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ମା ଛେଉଣ୍ଡ ଝିଅ ସୁଚିତ୍ରା ସ୍ୱାଇଁ (୧୧)କୁ ତାଙ୍କ ଦାଦା ପିଟି ପିଟି ମାରିଦେଇଥିବା ନେଇ ଗ୍ରାମବାସୀ ନାବାଳିକା ଝିଅର ମୃତ ଦେହ…