Kendrapara: The Gobari River flowing by Pattamundai area in Kendrapara district for a 20-km stretch is getting buried fast and its existence has been threatened, a report said Sunday. Taking…
Day: 11 April 2024
ଐତିହାସିକ ନଦୀ ଗୋବରୀ ଏବେ ଖେଳ ପଡ଼ିଆ , ପୁନରୁଦ୍ଧାର ନାଁରେ କୋଟିକୋଟି ଚଳୁ
ଦିନେ ଏହି ନଦୀଦେଇ କଳିଙ୍ଗର ସାଧବମାନେ ନୌବାଣିଜ୍ୟ କରୁଥିଲେ ଏଠାରେ ଇଂରେଜଙ୍କ ବୋଟ୍ ଚାଲୁଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଦେଇ ବହିଯାଉଥିବା ଗୋବରୀ ନଦୀ ଏବେ ସୁପ୍ତ ଅବସ୍ଥାରେ ଖେଳପଡ଼ିଆରେ…
ବିଜୟ ପଟ୍ଟନାୟକଙ୍କ ପ୍ରତିନିଧି ରୂପେ ବିଭୁତି ନିଯୁକ୍ତ
କେନ୍ଦ୍ରାପଡ଼ା, ୧୧ା୪: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ତାଙ୍କ ଏକାନ୍ତ ଅନୁଗତ ବିଭୁତି ଭୂଷଣ ମହାପାତ୍ରଙ୍କୁ ପ୍ରତିନିଧି ରୂପେ ନିଯୁକ୍ତି ଦେଇଛନ୍ତି । ବିଭୁତି ଏବେ ରାଜ୍ୟ ଛାତ୍ର କଂଗ୍ରେସ…
+୩ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୧୧ା୪: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ, ଅଧ୍ୟାପକ ଡ଼. ରାମାନାଥ ମହାନ୍ତି, ଡ଼. ପ୍ରଭାକର ମଲିକ,…
ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ହେଲେ ଆଇନଜୀବୀ ବିଧୁଭୂଷଣ
କେନ୍ଦ୍ରାପଡ଼ା, ୧୧ା୪: ଚଳିତ ସାଧାରଣ ନିର୍ବାଚନ ପାଇଁ ଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲା ଓବିସିସେଲ୍ର ପ୍ରାକ୍ତନ ସଭାପତି, ରାଜ୍ୟ ମାଟି ବାଲି ଓ ପାଣି ସୁରକ୍ଷା ସମିତିର ଆବାହକ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ସଦସ୍ୟ…
ପଟ୍ଟାମୁଣ୍ଡାଇରେ ରାମଚରିତ ମାନସ ପ୍ରବଚନ ଜ୍ଞାନଯଜ୍ଞ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ଆସନ୍ତା ୯ ତାରିଖରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆରମ୍ଭ ହୋଇଛି ।…
ପଟ୍ଟାମୁଣ୍ଡାଇରେ ଆନନ୍ଦଉଲ୍ଲାସରେ ପାଳିତ ହେଲା ଇଦ, ଶୁଭେଚ୍ଛା ଜଣାଇଲେ ବିଧାୟକ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳରେ ଇସଲାମ ଧର୍ମର ଅନ୍ୟତମ ପବିତ୍ର ଗଣମହୋତ୍ସବ ଇଦ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ଇଦଗାହା ପଡିଆ ସମୂହ ନମାଜ ପାଠ କରାଯାଇଥିଲା । ଏମାମ…
କେନ୍ଦ୍ରାପଡାରେ ଇଦ୍ପର୍ବ ପାଳିତ
କେନ୍ଦ୍ରାପଡା,୧୧/୪- ଇସଲାମ ଧର୍ମର ଅନ୍ୟତମ ପବିତ୍ର ଗଣମହୋତ୍ସବ ଇଦ୍-ଉଲ୍-ଫିତର ଆଜି କେନ୍ଦ୍ରାପଡା ଜିଲ୍ଲାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ସକାଳ ୮ଟା ଠାରୁ ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ପୁରୁଣା ଇଦ୍ଘା ମଜଜିଦ୍,…
ଟାଉନ ଥାନା ପୋଲିସର ଚଢାଉ: ୭୯ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ
କେନ୍ଦ୍ରାପଡ଼ା, ୧୦ା୪: ଏକ ବିଶେଷ ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ଚଢାଉ କରାଯିବା ଫଳରେ ୭୯ଲିଟର ୨୦୦ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଛି । ଟାଉନ ଥାନା ଇନିସପେକ୍ଟର ଦିଲ୍ଲିପ କୁମାର ସାହୁଙ୍କ ନିର୍ଦେଶ…
ଲାଞ୍ଚ ଦାବି କରୁଥିବା ଅଡିଓ ଭାଇରାଲ ଘଟଣା : ତଦନ୍ତ ପାଇଁ ଅବକାରୀ ବିଭାଗ ଡେପୁଟୀ କମିଶନର ପହଞ୍ଚିଲେ
କେନ୍ଦ୍ରାପଡ଼ା,୧୦ା୪: କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ଲାଞ୍ଚ ମାଗୁଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଦେଶୀ ଓ ବିଦେଶୀ ମଦ ଦୋକାନୀଙ୍କୁ ଲାଇସେନ୍ସ ରିନ୍ୟୁଆଲ ନିମନ୍ତେ ଲକ୍ଷାଧିକ ଟଙ୍କା ଲାଞ୍ଚ ଦାବି କରି ନମିଳିବାରୁ ଦୋକାନ…









