ଆମ ଦେଶରେ ପ୍ରତି ପାଞ୍ଚବର୍ଷରେ ଥରେ ଆସେ ନିର୍ବାଚନ ଋତୁ   । ଏହି ଋତୁ ପ୍ରକୃତିର ଛଅ ଋତୁ ଭଳି ନୁହେଁ କି ଏ ଋତୁରେ ବଦଳେନି ଜଳବାୟୁ କି ପାଣିପାଗ  । କେବଳ ସରଗରମ ହୋଇ ଉଠେ ରାଜନୈତିକ ପାଣିପାଗ ଓ ବଦଳିଯାଏ ନେତାଙ୍କ ଚିତ୍ର ଓ ଚରିତ୍ର । ନାଭମଣ୍ଡଳରେ ତୈଳ ଲେପନ କରି ଶୋଇଥିବା କିଛି ନେତା ହଠାତ୍ ଚିହିକି ଉଠନ୍ତି ଓ ଭୋଟର ମାନଙ୍କୁ […]

ପଟ୍ଟାମୁଣ୍ଡାଇ – ତୃଣ ମୂଳ ସ୍ତରରେ ସଂଗଠନକୁ ମଜବୁତ କରି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ଦଳକୁ କଡା ମୁକାବିଲା କରିବା ପାଇଁ ରେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଧନେଶ୍ୱର ଦାସଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ,ଜିଲ୍ଲା ପଛୁଆବର୍ଗ ଅଧକ୍ଷ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭାପ୍ସଶୁ କୁମାର ଦାସଙ୍କ ପୌରହିତ୍ୟରେ ମା’ ଛୁଆଳିଆ କଲ୍ୟାଣ ମଣ୍ଡପରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଏହି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନେକ ସ୍ଥାନରେ ବିପଦ ସଙ୍କୁଳ ଖୋଲାମେଲା ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ହାତପାହାନ୍ତରେ ପଡିରହିଛି । ଖୋଲାମେଲା ଭାବେ ଟ୍ରାନ୍ସଫର୍ମର ପଡ଼ି ରହିଥିବାରୁ ଏହା ବିପଦକୁ ଆମନ୍ତ୍ରଣ କରୁଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଟ୍ରାନ୍ସଫର୍ମରରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ପ୍ରବାହିତ ହେଉଥିବା ବେଳେ ଏହା ମନୁଷ୍ୟ ଓ ବୁଲା ପଶୁଙ୍କ ଜୀବନ ପାଇଁ କାଳ ସାଜିଛି । ପୂର୍ବରୁ ବୁଲା ଗୋରୁଗାଈ […]

ଦରମା ପ୍ରଦାନ ଦାବୀରେ ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀମାନେ ସଫେଇ କାମ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଦୀର୍ଘ ଦିନ ଧରି ସେମାନଙ୍କର ବର୍ଦ୍ଧିତ ଦରମା ପାଇ ନଥିବା ଓ ପ୍ରତି ମାସର ଦରମା ନିର୍ଧାରିତ ସମୟରେ ପାଉନଥିବାରୁ ଅସନ୍ତୋଷ ପ୍ରକାଶକରି ଶୁକ୍ରବାର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ କାମ ବନ୍ଦକରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ […]