ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୬ତମ ଜୟନ୍ତୀ ପାଳିତ

କେନ୍ଦ୍ରାପଡା,୨୩ା୪: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୬ତମ ଜୟନ୍ତୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କଣ୍ଠଶିଳ୍ପୀ ଗୋଲୋକ…

ଏସ୍‌.ୟୁ.ସି.ଆଇ(ସି) ପାର୍ଟି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀଙ୍କୁ ସହଯୋଗ ପାଇଁ ସାମ୍ବାଦିକ ସମ୍ମିଳନୀ

  କେନ୍ଦ୍ରାପଡ଼ା, ୨୩ା୪: ଏସ୍‌.ୟୁ.ସି.ଆଇ(ସି) ପାର୍ଟି ପକ୍ଷରୁ ମଙ୍ଗଳବାର କେନ୍ଦ୍ରାପଡା ସହରର ହାଇସ୍କୁଲ ଛକ ନିକଟସ୍ଥ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ କମ୍ୟୁନିଷ୍ଟ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସୈାଭାଗ୍ୟ କେତନ ସାମଲଙ୍କୁ ସହଯୋଗ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…

ସରସ୍ୱତୀ ସରକାରୀ ହାଇସ୍କୁଲରେ ନିରାପତା ଏବଂ ସୁରକ୍ଷା ସମ୍ପର୍କିତ କର୍ମଶାଳା : ଇକୋ କ୍ଲବର ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୨୩ା୪ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିରାପତା ଓ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ…

ଭୋଟ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ

ନଦୀ ପରି ଭୋଟଦାନର ସଚେତନତା ବାର୍ତା ବହିଯାଉ ପ୍ରାଣରୁ ପ୍ରାଣକୁ ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ ଉଜ୍ଜ୍ୱଳି ଉଠୁ ପ୍ରତିଟି ହୃଦୟରେ  ଶତ ପ୍ରତିଶତ ଭୋଟ୍‌ଦାନ କରି ଗଣତାନ୍ତ୍ରିକ ଅଧିକାରକୁ ସୁନିଶ୍ଚିତ କରିବାକୁ ଆହ୍ୱାନ କେନ୍ଦ୍ରାପଡା:  ଆସନ୍ତା ସାଧାରଣ ନିର୍ବାଚନରେ…

ପଟ୍ଟାମୁଣ୍ଡାଇ ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ -କେନ୍ଦ୍ରାପଡ଼ା ଲୋକସଭା ଭାଜପା ପ୍ରାର୍ଥୀ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ପଟ୍ଟାମୁଣ୍ଡାଇରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ବେଲତଳ ଗ୍ରାମକୁ ଯାଇ କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ଭାଇ ରବି ବଲ୍ଲଭ ନାୟକ ପରଲୋକ…

ବିଶ୍ୱ ଧରିତ୍ରୀ ଦିବସରେ ପ୍ଲାଷ୍ଟିକ ସଚେତନତା

ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ – ବିକାଶ ସାଥୀ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ କସ୍ତୁରୀ କଳା ନିକେତନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ମୁଖ୍ୟ ରୁତିକା ନାଥଙ୍କ ପୌରହିତ୍ୟରେ…

ଗାଁ ସାଥୀଙ୍କ ସାଂଗଠନିକ କର୍ମଶାଳା , ଆସନ୍ତା ମଇ୨୨ରେ ହେବ ଶପଥ ସମାବେଶ

କେନ୍ଦ୍ରାପଡ଼ା, ୨୨ା୪: ଗାଁ ସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶ ଶାଖାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଂଘର ସଭାପତି ଅନିଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗରାପୁରସ୍ଥିତ ଶ୍ରୀ ଗୋପାଳଜୀୟୁଙ୍କ ମନ୍ଦିର ପରିସରରେ ଜି୍‌ଲ୍ଲା ଓ…