କେନ୍ଦ୍ରାପଡ଼ା, ୨୪ା୪: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ କିରାଣୀ ତଥା ଡିଲିଙ୍ଗ ଆସିଷ୍ଟାଣ୍ଟ ମାଧବ ଚରଣ ଆଚାର୍ଯ୍ୟଙ୍କୁ ଜନୈକ ଇନ୍ଦିରା ଆବାସ ହିତାଧିକାରୀଙ୍କ ଠାରୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ ନିମନ୍ତେ ଲାଞ୍ଚ ଗ୍ରହଣ କରିଥିବା ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ଆଚାର୍ଯ୍ୟଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ […]
Day: 25 April 2024
କେନ୍ଦ୍ରାପଡ଼ା, ୨୪ା୪: ଆସନ୍ତା ଜୁନ୍ ମାସ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି । ତେଣୁ ଏହି ନିର୍ବାଚନରେ ଶତପ୍ରତିଶତ ଭୋଟ୍ ଦାନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ଶୈଳୀରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍ମାନଙ୍କୁ ସଚେତନ କରିବାକୁ ଆଜିଠୁ […]
କେନ୍ଦ୍ରାପଡ଼ା,୨୪ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢାଗୋବିନ୍ଦଜୀୟୁଙ୍କ ଜମି ଜବରଦଖଲ ମାମଲା ସୁପ୍ରିମକୋର୍ଟରେ ଚାଲୁଅଛି । ସୂଚନାଯୋଗ୍ୟ ଯେ ତିନିମୁହାଣୀସ୍ଥିତ ବୁଢାଗୋବିନ୍ଦଜୀୟୁଙ୍କ ଜମିକୁ କିଛି ଅସାଧୁ ବ୍ୟବସାୟୀ ଜବରଦଖଲ କରି ବହୁଦିନ ହେବ ବ୍ୟବସାୟ କରୁଛନ୍ତି । ଏହି ଘଟଣାକୁ ବିଚାର କରି ଗତ ୨୦୨୧ ମସିହା ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଥିଲେ ଯେ ମାମଲା ଶେଷ ହେବା ପର୍ଯ୍ୟନ୍ତ ଯେଉଁ ବ୍ୟବସାୟୀମାନେ […]