ପୂର୍ବତନ ଓଏଲଏମ ଡିପିଏମଙ୍କକ ପ୍ରରୋଚନାରେ ଇସିମେମ୍ବରଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୨୬ା୭: ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଭାବେ ଅତିରିକ୍ତ ଦାୟୀତ୍ୱରେ ଥିବା ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତିଙ୍କ ଠାରୁ ଗତକାଲି ଅତିରିକ୍ତ ଦାୟୀତ୍ୱକୁ ପ୍ରତ୍ୟାହାର କରିନିଆଯାଇଥିଲା । ସେହି ଅତିରିକ୍ତ…

ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ପ୍ରତି ବିପୁଳ ସମର୍ଥନ ; ବିଭିନ୍ନ ମହଲରୁ ପ୍ରତିକ୍ରିୟା

କେନ୍ଦ୍ରାପଡା – ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇବାସୀଙ୍କ ପକ୍ଷରୁ ଦୀର୍ଘ ୧୮ ବର୍ଷ ହେଲା ଆନ୍ଦୋଳନ, ଧାରଣା, ଅନଶନ ଜାରି ରହି ଆସିଥିବା ବେଳେ ଏବେ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ବିପୁଳ ଜନସମର୍ଥନ ପ୍ରକାଶ ପାଇଛି । ୧୯୯୩…

କ୍ରୀଡା ଶିକ୍ଷୟିତ୍ରୀଙ୍କ ବିରୋଧରେ ପରିଚାଳନା କମିଟିର ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ

କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡ଼ା ବ୍ଲକ ଜମଧର ପଞ୍ଚାୟତରେ ଥିବା ବଡ଼ଗାଁ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରୁଥିବା କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ମନମାନିି କାର୍ଯ୍ୟକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛି । ଅଭିଯୋଗରେ ଦର୍ଶାଯାଇଛି ସଂପୃକ୍ତ ଶିକ୍ଷୟିତ୍ରୀ ଠିକ…

ବିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟର ଜଳସେଚନ ସ୍ଥିତିକୁ ନେଇ ଆଜି ଦିଆଯାଇଥିବା ତଥ୍ୟ ଆଧାରରେ, ମାନ୍ୟବର ଜଳସେଚନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ କିଏ ସତ କହୁଛନ୍ତି ବୋଲି…

୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୭ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ଏଥରର ବଜେଟ୍ ପରିମାଣ…

ଅନାବାଦୀ ଜମିକୁ ବିଲଡ଼ରକୁ ଦେବାକୁ ମସୁଧା: ପୋଲିସର ଦମନଲିଳା ପ୍ରତିବାଦରେ ଜିଲ୍ଲାସ୍ତରୀୟ ପ୍ରତିବାଦ ସଭା ୨୯ରେ , ବିଦ୍ୟାଧର ଦେହୁରୀଙ୍କ ସମେତ ୨୭ ଆଦିବାସୀଙ୍କ ଗିରଫକୁ ନିନ୍ଦା

କେନ୍ଦ୍ରପଡ଼ା- ତା ୨୫/୦୭- ଆଦିବାସୀ ଦଳିତଙ୍କ ଉପରେ ନିର୍ଯ୍ୟାତନା ପ୍ରତିବାଦରେ ସାବିତ୍ରୀ ବାଈଫୁଲେ ସେବା ସଂଘ ତରଫରୁ କେନ୍ଦ୍ରାପଡା ସହରର ତିନିମୂହାଣୀ ଠାରେ ଜିଲ୍ଲାସ୍ତରୀୟ ସମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାଠାରେ ସମସ୍ତ ସଂଗଠନକୁ ନେଇ…