ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

8 July 2024 kanika odisha 0

ଭୁବନେଶ୍ୱର,୮ା୭: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ […]

ଦ୍ୱିତୀୟ ଦିନରେ କେନ୍ଦ୍ରାପଡାର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା

8 July 2024 kanika odisha 0

କେନ୍ଦ୍ରାପଡ଼ା,୮ା୭:ଆଜି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାର ଦ୍ୱିତୀୟ ଦିନରେ ଅପରାହ୍ନ ୩ଟାରେ ରଥ ଟଣାଯାଇ ପ୍ରାୟ ଏକଶହ ମିଟର ଯିବା ପରେ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା […]

କଲେଜ ଏସି ଚୋରି ଘଟଣାର : ମାଷ୍ଟର ମାଇଣ୍ଡ ଅଭିଯୁକ୍ତଙ୍କୁ ଗିରଫ ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପୁରାତନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଧାରଣା

8 July 2024 kanika odisha 0

କେନ୍ଦ୍ରାପଡ଼ା, ୮ା୭: କେନ୍ଦ୍ରାପଡା କଲେଜରେ ୧୪ଟି ଏସି, ଲାପଟପ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଚୋରି ଘଟଣାରେ ସମ୍ପୂକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କଲେଜର ପୁରାତନ ଛାତ୍ରମାନେ […]

ରଥଯାତ୍ରାରେ ପୁନର୍ବାସର ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ଷ୍ଟଲ

8 July 2024 kanika odisha 0

କେନ୍ଦ୍ରାପଡା, ୮ା୭: ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସଚେତନତା ଷ୍ଟଲ ଖୋଲାଯାଇଛି । ବିଶେଷ କରି ନୂତନ ଭିନ୍ନକ୍ଷମ ଅଧିକାର ଆଇନ,୨୦୧୬ରେ ଅନ୍ତର୍ଭୁକ୍ତ […]

ପୁରାତନ ଛାତ୍ରମାନଙ୍କ ପକ୍ଷରୁ ୭୫ତମ ବନମହୋତ୍ସବ

8 July 2024 kanika odisha 0

ପଟ୍ଟାମୁଣ୍ଡାଇ୮/୭ ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ ରବିବାର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୧୯୯୩ ମସିହା ପୂର୍ବତନ […]

ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ  ଚାରାଗଛ ବଣ୍ଟନ ଓ ଜଳଛତ୍ର

8 July 2024 kanika odisha 0

ପଟ୍ଟାମୁଣ୍ଡାଇ ତା ୮/୭-ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ନିର୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯାଇଛି । ପବିତ୍ର […]

ଅଶୋକ ଧଳ ନଗର ଯୁବବିଜେଡି ସଭାପତି

8 July 2024 kanika odisha 0

ପଟ୍ଟାମୁଣ୍ଡାଇ, ତା ୮/୭-ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ଶାସନ କରିବା ପରେ ଚଳିତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିଛି । ସମ୍ପ୍ରତି ବିରୋଧୀ ଦଳ ଭୂମିକାରେ ଥିବା ବିଜେଡିର ସଂଗଠନକୁ ତୃଣମୂଳ ସ୍ତରରେ […]

ଦିଲ୍ଲୀରେ ରଥଯାତ୍ରା ପାଳନ, ସହଦେବବାବା ଯୁବ ପରିଷଦ ପକ୍ଷରୁ ସେବାକାର୍ଯ୍ୟ ପରିବେଷଣ

8 July 2024 kanika odisha 0

ପଟ୍ଟାମୁଣ୍ଡାଇ୮/୭ – ନୂଆଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉତ୍ସବ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସହଦେବବାବା ଯୁବ ପରିଷଦ ଦିଲ୍ଲୀ ଶାଖାପକ୍ଷରୁ ସେବାକାର୍ଯ୍ୟ ପରିବେଷଣ ନେଇ ବିଭିନ୍ନ ମହଲରୁ ସାଧୁବାଦ । ନୂଆଦିଲ୍ଲୀ […]

ଶନିଲକ୍ଷ୍ମୀ ପୂଜା କମିଟିର ରକ୍ତଦାନ ଶିବିର

7 July 2024 kanika odisha 0

କେନ୍ଦ୍ରାପଡା, ୭/୭: କେନ୍ଦ୍ରାପଡା ସହରର ପୁରାତନ ଟାଉନ୍ ବଳରାମପୁର ଶନିଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ରଥଯାତ୍ରା ଅବସରରେ ଶନିଲକ୍ଷ୍ମୀ କ୍ଳବ୍‌ରେ ଆଜି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଳବ୍‌ର ସଦସ୍ୟ ଓ […]

କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା

7 July 2024 kanika odisha 0

କେନ୍ଦ୍ରାପଡ଼ା,୭ା୭:ଆଜି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉମାନେ ପହଣ୍ଡି ହୋଇ ବ୍ରହ୍ମତାଳଧୋଜ ରଥରେ ଆସିନ ହୋଇଥିଲେବି ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଆଉ […]

ପାବନ କ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମହୋତ୍ସବ

7 July 2024 kanika odisha 0

କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କୋରୋ ସ୍ଥିତ ପାବନ କ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ରୁରଲ୍ ଡେଭ୍‌ଲପ୍‌ମେଂଟ୍ କଲ୍‌ଚରାଲ୍ ୟୁଥ୍ ଅର୍ଗାନାଇଜେନ୍ ଆନୁକୂଲ୍ୟରେ ଶ୍ରୀଗୁଣ୍ଡିଚା ମହୋତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି […]

ପଟ୍ଟାମୁଣ୍ଡାଇରେ ରଥଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ

7 July 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଚଂଳ ପୋଖରୀଆପଡା ପତିତପାବନଜୀଉଙ୍କ ରଥ ସଂନ୍ଧ୍ୟା ୮ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିର ଚକଡା ଛୁଇଁଛି । ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟୁଷରୁ ମନ୍ଦିର ପୂଜକ ମାନେ ପହଡ […]

ବିଭିନ୍ନ ବ୍ରାଣ୍ଡର ଏକ୍ସପାରୀ ସିମେଣ୍ଟ ବିକ୍ରି

7 July 2024 kanika odisha 0

କେନ୍ଦ୍ରାପଡା, ୬ା୭: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବିଭିନ୍ନ ବ୍ରାଣ୍ଡର ଏକ୍ସପାଇରୀ ସିମେଣ୍ଟ ବିକ୍ରି ହେଉଛି । ସିମେଣ୍ଟର ଦାମ ଯେତିକି ବେପାରୀମାନେ ଗ୍ରାହକଙ୍କ ଠାରୁ ସେତିକି ନେଉଛନ୍ତି । କିନ୍ତୁ ବେପାରୀମାନେ […]

ଉତ୍କଳମଣି ଯୁବକ ସଂଘ ପକ୍ଷରୁ ୭୫ତମ ବନମହୋତ୍ସବ ସପ୍ତାହ ପାଳିତ

7 July 2024 kanika odisha 0

ପଟ୍ଟାମୁଣ୍ଡାଇ ବ୍ଲକ ଉତ୍କଳମଣି ଯୁବକ ସଂଘ ତରଫରୁ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସଙ୍ଗଠନର ଅଧ୍ୟକ୍ଷ ଗୌତମ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ଏଥିରେ ସଙ୍ଗଠନ ସଦସ୍ୟ […]

ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ

7 July 2024 kanika odisha 0

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରସ୍ଥିତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାଶଙ୍କ […]

ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବୃକ୍ଷରୋପଣ କାର୍ଯ୍ୟକ୍ରମ

7 July 2024 kanika odisha 0

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ଦୁତୀଆଳ ଆଦର୍ଶ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୃକ୍ଷରୋପଣ […]

ନିମ୍ନମାନର ଛତୁଆ ବିକ୍ରୀ ବିବାଦରେ ସ୍ୱୟଂ ସହାୟକ ଗୋଷ୍ଠୀ

7 July 2024 kanika odisha 0

କେନ୍ଦ୍ରାପଡ଼ା, ୬ା୭: ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଛନ୍ଦି ହୋଇପଡୁଥିବା ରାଜକନିକା ବ୍ଲକର ଦୁଇ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ନିମ୍ନମାନର ଛତୁଆ ପ୍ରସ୍ତୁତିକୁ ନେଇ ଚର୍ଚ୍ଚାରେ ଥିବା […]

No Image

କେନ୍ଦ୍ରାପଡା ମହାବିଦ୍ୟାଳୟରୁ ନୂତନ ଏସି ଚୋରୀ ଅଭିଯୋଗ : ଚୋର ଗିରଫ

6 July 2024 kanika odisha 0

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏ.ସି. ଚୋରୀ ହୋଇଥିବା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷଙ୍କ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି […]

ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବନ ମହୋତ୍ସବ ବ୍ୟାପକ ବୃକ୍ଷରୋପଣ ଜୀବଜଗତର ରକ୍ଷାକବଚ

6 July 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ପକ୍ଷରୁ ୭୫ତମ ବନ ମହୋତ୍ସବ ଅବସରରେ ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ […]

ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଡ୍‌ର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳନ

6 July 2024 kanika odisha 0

କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଡ୍ ତରଫରୁ ନିକିରାଇ କଲେଜର ଉପାଧ୍ୟକ୍ଷ ଡଃ ହେମନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ଅନୁଷ୍ଠିତ […]

ପୁରାତନ ଛାତ୍ରମାନଙ୍କ ପକ୍ଷରୁ ୭୫ତମ ବନମହୋତ୍ସବ

6 July 2024 kanika odisha 0

ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ […]

ରାତି ପାହିଲେ ରଥଯାତ୍ରା ; ଶ୍ରୀ ପତିତପାବନଜୀଉଙ୍କ ଅପେକ୍ଷାରେ ରଥ ଆଉ ପଥ

6 July 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀ ଶ୍ରୀ ପତିତପାବନ ଜିଉଙ୍କର ରାତି ପାହିଲେ ଜମିବ ଭକ୍ତଙ୍କ ଭିଡ଼ । ଘଂଟିଘଂଟା, ଶଙ୍ଖ ଧ୍ୱନିରେ ଉଛୁଳି ଉଠିବ ଚର୍ତୁଦିଗ । ଭକ୍ତଙ୍କ ଗହଳୀ ଭିଡରେ ମାଉସୀ ଘରକୁ […]

ବିଜେଡିରୁ ଇସ୍ତଫା ଦେଲେ ନଗର ଯୁବବିଜେଡି ସଭାପତି ମିଟୁ ନାୟକ

6 July 2024 kanika odisha 0

ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ ଦଳୀୟ ପଦବୀ ଓ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜର ଇସ୍ତଫାପତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଯୁବବିଜେଡି ସଭାପତି […]

ନିର୍ମାଣର ୬ମାସ ଭିତରେ ୫-ଟି ସ୍କୁଲର ଛାତ ଓ କାନ୍ଥରେ ଫାଟ

5 July 2024 kanika odisha 0

କେନ୍ଦ୍ରାପଡା, ୫ା୭:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୫-ଟି ଯୋଜନାର ତୃତୀୟ ପର୍ଯ୍ୟାୟରେ […]