ନଦୀକୁ ଡେଇଁ ଯୁବକ ନିଖୋଜ

କେନ୍ଦ୍ରାପଡା୧୭।୮ – କେନ୍ଦ୍ରାପଡା ଜିଲା ଡେରାବିଶ ବସପୁର ନିକଟ ଲୁଣା ନଦୀକୁ ଶନିବାର ମଧ୍ୟାହ୍ନରେ ସମ୍ବିତ ସ୍ବାଇଁ(୩୮) ନାମକ ଜଣେ ଯୁବକ ଡେଇଁପଡ଼ି ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲେ ଗ୍ରାମ ସୁରେଶ ଚନ୍ଦ୍ର ସ୍ବାଇଁଙ୍କ…

ପଟ୍ଟାମୁଣ୍ଡାଇ ବିଜେଡି ଅଫିସରେ ସ୍ୱାଧୀନତା ଦିବସ

ପଟ୍ଟାମୁଣ୍ଡାଇ ବିଜେଡି ଅଫିସ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ…

ବକେୟା ଦରମା ଦାବୀରେ ସଫେଇ କର୍ମଚାରୀଙ୍କ ତାଲା ବନ୍ଦ ଆନ୍ଦୋଳନ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦର ସଫେଇ କର୍ମଚାରୀମାନେ ଦୀର୍ଘ ଦିନ ଧରି ଦରମା ପାଇବାରୁ ବଂଚିତ ହୋଇଥିବାରୁ ପ୍ରତିବାଦରେ ଆଜି ପୌର ପରିଷଦର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ ।  ଏଥିରେ ବହୁ ସଫେଇ କର୍ମଚାରୀ ସାମିଲ ହୋଇଥିଲେ…

କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ପତାକା ଉତୋଳନ

ମାଟିବଂଶ ଅବଧାନ ସମାଜ ପତାକା ଉତ୍ତୋଳନ କେନ୍ଦ୍ରାପଡା,୧୬/୮: ଆଜି ସ୍ୱାଧୀନତା ଦିବସ ଅବସରରେ ସକାଳ ୭.୩୦ମିନିଟ ସମୟରେ “ମାଟିବଂଶ” ଅବଧାନ ସମାଜ ତରଫରୁ ଗୁହାଳସିଂସ୍ଥିତ କାର୍ଯ୍ୟାଳୟରେ ପରିଚାଳନା କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ରାଜ୍ୟସଂଘ ଉପଦେଷ୍ଟା ଉପେନ୍ଦ୍ର କୁମାର ବେଜ ଜାତୀୟ ପତାକା…

ସିମ୍ପୋନି ତରଫରୁ ଗପ,କବିତା, ସଙ୍ଗୀତ ଓ ବିତର୍କର ନିଆରା ଜଲସା

କେନ୍ଦ୍ରାପଡା ୧୬/୮ – ସ୍ୱାଧୀନତା ଦିବସ ଅବସରରେ ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ପୋନି’ ତରଫରୁ ଗପ, କବିତା, ସଙ୍ଗୀତ ଅକ୍ଷସର ସହ “କଳା ଅଭିବ୍ୟକ୍ତିରେ ସ୍ୱାଧୀନତା ଅଙ୍କୁଶଯୁକ୍ତ ହେବା ଉଚିତ୍ କି ?’ ଶୀର୍ଷକ ଏକ ବିତର୍କ ମାଧପୁରସ୍ଥିତ ପୁନର୍ବାସ…

କଳିଙ୍ଗ ନବ ଦିଗନ୍ତ ସଂଗଠନ ପକ୍ଷରୁ କିଡନୀ ପିଡିତ , ଅଗ୍ନିବିପର୍ଣ୍ଣ ପରିବାରଙ୍କୁ ସହାୟତା

ସ୍ଵାଧିନତା ଦିବସ ପାଳନ ଅବସରରେ କଳିଙ୍ଗ ନବ ଦିଗନ୍ତ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଂଚାୟତ ଅଢାଖଣ୍ଡ ମଠସାହି ଗ୍ରାମର କିଡନୀ ପିଡିତ କୃତିବାସ ସାହୁଙ୍କୁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନକରିବା…

ଭାଜପାରେ କର୍ମୀଙ୍କ ମଧ୍ୟରେ କୁହୁଳୁ ଥିବା ଗୋଷ୍ଠୀ ବିବାଦ

କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ଭାଜପାରେ ଦୀର୍ଘଦିନ ହେଲା କୁହୁଳୁ ଥିବା ଗୋଷ୍ଠୀ ବିବାଦ ଗୁରୁବାର ଅପରାହ୍ନରେ ସାଂଘାତିକ ରୂପ ନେଇଛି। ହରଘର ତ୍ରିରଙ୍ଗା ରେଡଶୋ ଚାଲିଥିବା ବେଳେ ମଣ୍ଡଳ ଭାଜପା ସଭାପତିଙ୍କୁ ପ୍ରବଳ ମାଡ ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି…

ଭିଜିଲାନ୍ସ ହାତରେ କୋଟିପତି ଯୋଗାଣ ଅଧିକାରୀ

କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା କୋଟିପତି ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କର କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ପ୍ରଭୃତି ୫ଟି ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର…

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା,୧୬ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ଆନନ୍ଦ ମାର୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।…

ବିଜେଡି ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କ ଦେହାନ୍ତ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା  ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ତମାଳ ଶାସନ ଗ୍ରାମର ବିଜୁ ଜନତା ଦଳର ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କର ୯୨ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଶ୍ରୀଦଧିବାମନଜୀଉଙ୍କ ପୂଜକ, ଚନ୍ଦନପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ପରୋପକାରୀ…

ଅପହରଣ କରି ମାଡମାରି ନଦୀକୁ ଠେଲି ଦେଇଥିବା ଯୁବକର ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ବିରୁପା ନଦୀର ଇନ୍ଦୁପୁର ଘାଟରେ ଜଣେ ଯୁବକକୁ ମାଡ ମାରି ର୍ଫିଙ୍ଗି ଦେଇଥିବା ନିଖୋଜ ଯୁବକଙ୍କ ମୃତଦେହ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ବ୍ରାହ୍ମଣୀ ନଦୀ ଘାଟରେ ଗୁରୁବାର ଅପରାହ୍ନରେ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ…

ଏମିତି ବି ଆସେ ମୁତ୍ୟୁ ,ଅଗ୍ନିକାଣ୍ଡ ଘଟି ଚାଲିଗଲା ଦୁଇ ଶିଶୁଙ୍କ ଜୀବନାଶ୍ୟ

ଏମିତି ବି ଆସେ ମୁତ୍ୟୁ । କେହି କିଛି ଜାଣିବା ଆଗରୁ ନିମିଷକେ ଝଡିଗଲା ଦୁଇ କୋମଳ ଶିଶୁଙ୍କ ଜୀବନ । କାନ୍ଦି କାନ୍ଦି ମା’ବାପ ସହିପଡିସାଙ୍କ ଆଖିରୁ ଲୁହ ଶୁଖୁନାହିଁ । ମାତ୍ର କିଛି ସମୟ ତଳେ ଏପରି ଏକ…

ପଟ୍ଟାମୁଣ୍ଡାଇ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ଗୁରୁବାର ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର…

ସ୍ୱାଧୀନତା ଦିବସ ଆମ ପାଇଁ ଆତ୍ମ ସମୀକ୍ଷା ଓ ସଂକଳ୍ପର ଦିନ: ଜିଲ୍ଲାପାଳ

କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ…

ଗ୍ୟାସ୍‌ଟାଙ୍କି ବିସ୍ଫୋରଣରେ ଘରେ ଲାଗିଲା ନିଆଁ , ଜଳିଗଲେ ଭଉଣୀଭାଇ

ସ୍ୱାଧିନତା ଦିବସରେ ଅପେକ୍ଷା କରିଥିଲା ମୃତ୍ୟୁ। ସ୍କୁଲରେ ପ୍ୟାରେଡ ସାରି ଘରକୁ ପାହଁଚିବା ପରେ ଘରେ ହଟାତ ଗ୍ୟାସ୍‌ଟାଙ୍କି ବିସ୍ଫୋରଣ ହେଲା । କିଛି ବୁଝିବା ଆଗରୁ ପୁରା ଘର ଜଳି ବାକୁ ଲାଗିଲା । ନିଆଁର ପ୍ରଖର ଧାସରେ ଭଉଣୀ-ଭାଇ…

ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଭାଇଭଉଣୀ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଳରାମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁଲାଗି ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି।ଏହାଛଡ଼ା ଘରେ ଥିବା…

ଅଙ୍ଗନବାଡିର ନାହିଁ ନିଜସ୍ୱ ଗୃହ , ଭଙ୍ଗା ଘରେ ଶିଶୁଙ୍କ ପାଠପଢା

ସରକାର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କ ପ୍ରାକ୍ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଶିଶୁଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ଉପକରଣ ପ୍ରଦାନ କରୁଛନ୍ତି। ସରକାର ପ୍ରତି ଅଙ୍ଗନବାଡି କେନ୍ଦ୍ରରେ…

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ହରଘର ତ୍ରିରଙ୍ଗା ଶୋଭାଯାତ୍ରା

ଦେଶବାସୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହିତ ଏକତା ସୂତ୍ରରେ ବାନ୍ଧି ରଖିବାକୁ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ବ୍ୟାପି ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା…

ପଟ୍ଟାମୁଣ୍ଡାଇ ବ୍ଲକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ବ୍ୟାପି ଅଗଷ୍ଟ ୧୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହେଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା

କେନ୍ଦ୍ରାପଡ଼ା, ୧୪ା୮: କେନ୍ଦ୍ରାପଡା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୮ ସ୍ୱାଧୀନତା ଦିବସ ଓ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅବସରରେ ଆଜି ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି…

ଅଖିଳ ଭାରତ ମହିଳା ସାଂସ୍କୃତିକ ସଗଠନ ପକ୍ଷରୁ ଏସସିବି ଦୁଷ୍କର୍ମ ଘଟଣାକୁ ନିନ୍ଦା

କେନ୍ଦ୍ରାପଡ଼ା, ୧୪ା୮: ବିଜେପି ଶାସନରେ ଦିନକୁ ଦିନ ନୃଶଂସ ଓ ଅମାନବୀୟ ଘଟଣାର ଆଉ ଏକ ନମୂନା,ଏସ୍ ସି ବି ମେଡିକାଲରେ ରୋଗୀଙ୍କୁ ବଳାତ୍କାର ଘଟଣାକୁ ଅଖିଳ ଭାରତ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମଏସଏସ)ର ଦୃଢ଼ ନିନ୍ଦା  କରିଛି  । କଟକ ଶ୍ରୀରାମଚନ୍ଦ୍ର…

ଗାଙ୍ଗପଡା ପଞ୍ଚାୟତର ମହିଳା ମହାସଙ୍ଘର ଜମାଖାତା ଅଚଳ , ବିଡିଓଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,୧୪ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ମହିଳା ମହାସଙ୍ଘର ଦୁଇଟି ଜମାଖାତାକୁ ବିଡିଓ ଅଚଳ କରିଦେବା ପ୍ରତିବାଦରେ ବୁଧବାର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଅଭିଯୋଗ ହୋଇଛି। ମହାସଙ୍ଘର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ…

କେନ୍ଦ୍ରାପଡା ଓରମାସ ପକ୍ଷରୁ ରାକ୍ଷୀ ଷ୍ଟଲ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା,୧୪ା୮: କେନ୍ଦ୍ରାପଡା ଓରମାସ ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ, ମୁଖ୍ୟ ଶାଖା ସମ୍ମୁଖରେ ହୋଇଥିବା ରାକ୍ଷୀ ଷ୍ଟଲକୁ ବୁଧବାର ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ମଧ୍ୟରେ…

ଯୁବକକୁ ନଦୀକୁ ଠେଲି ଦେଇଥିବା ସନ୍ଦେହ, ଖୋଜୁଛି ଅଗ୍ନିଶମ ବିଭାଗ

କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ପାଖ ଦେଇ ଯାଇଥିବା ବିରୂପା ନଦୀରେ ଜଣେ ଯୁବକଙ୍କୁ କେତେଜଣ ଦୁର୍ବୃତ୍ତ ଠେଲି ଦେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ନଦୀରେ ନିଖୋଜ ହୋଇଯାଇଥିବାବେଳେ ସମସ୍ତ ଦୃଶ୍ୟ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ…