ଅବଦୁଲ କରିମଖାନ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୨୬ରେ

କେନ୍ଦ୍ରାପଡା,୨୪ା୧: ଆସନ୍ତା ୨୬ତାରିଖରେ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୨୬ତାରିଖରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇ ଆସନ୍ତା…

ଏବେବି ମାନବିକତା ବଞ୍ଚିିଛି : ରାସ୍ତାରୁ ପାଇଥିବା ଅର୍ଥ ଓ ସାମଗ୍ରୀ ଫେରାଇଦେଲେ ଶିକ୍ଷୟତ୍ରୀ

କେନ୍ଦ୍ରାପଡ଼ା,୨୪ା୧ : ଏବେବି ମାନବିକତା ବଞ୍ଚିରହିଛି। ଅର୍ଥର ମୋହକୁ ପରିତ୍ୟାଗ କରି ଜଣେ ଶିକ୍ଷୟିତ୍ରୀ ରାସ୍ତାରୁ ପାଇଥିବା ୬ହଜାରରୁ ଉର୍ଦ୍ଧ୍ୱ ଅର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସଂପୃକ୍ତ ମାଲିକଙ୍କୁ ଫେରାଇଦେଇଛନ୍ତି। କେନ୍ଦ୍ରାପଡା ବ୍ଲକ ଅଂଚଳର ଜଣେ ଶିକ୍ଷୟତ୍ରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ…