ପୁନର୍ବାସ ପକ୍ଷରୁ ପାରାକ୍ରୀଡାବିତ୍ ଙ୍କୁ ଆର୍ଥିକ ପ୍ରୋତ୍ସାହନ

କେନ୍ଦ୍ରାପଡା ୨୯/୭- ଜିଲ୍ଲାର ଭିନ୍ନକ୍ଷମମାନଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଜାତୀୟସ୍ତରୀୟ ପାରା କ୍ରୀଡ଼ାବିତ୍ ସୁଧୀର ମଲିକଙ୍କୁ କ୍ରୀଡା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଗୋଆ ଠାରେ…

ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ , ବହୁ ଗ୍ରାମ ଜଳବନ୍ଦି  

ପଟ୍ଟାମୁଣ୍ଡାଇ ତା ୨୯/୭-ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି ।  ବନ୍ୟାଜଳ ପ୍ରାୟ ସ୍ଥିର ରହିଛି ।  ଅଳଭା ଠାରେ ଗତକାଲି ଥିବା ବନ୍ୟା ଜଳ ପତ୍ତନ ୧୫ଫୁଟ ରହିଛି ।  ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ତୁହା…

ବ୍ରାହ୍ମଣୀ ବନ୍ୟାରେ ଭାସି ଯାଇ ୧ମୃତ, ମୃତ ପରିବାରକୁ ସହାୟତା ଦାବୀ

ପଟ୍ଟାମୁଣ୍ଡାଇ ତା ୨୯/୭- ବ୍ରାହ୍ମଣୀ ନଦୀରେ ୨ୟ ଥର ବନ୍ୟା ଆସିବା ଫଳରେ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ଶାସନ ପଂଚାୟତ ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ପଡିବା ସହିତ ହଜାର ହଜାର ଲୋକ ବିପନ୍ନ ହୋଇଛନ୍ତି । ଶ୍ରୀରାମପୁର,…

ବ୍ରାହ୍ମଣୀରେ ପୁଣି ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇର ବ୍ୟାପକ ଅଂଚଳ ଜଳମଗ୍ନ

ପଟ୍ଟାମୁଣ୍ଡାଇ ୨୮/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଫସଲହାନୀ ଘଟିଥିଲ।। ସଂପ୍ରତି ବନ୍ୟାପାଣି ଚାଷଜମିରୁ ଶୁଖି ନଥିବାବେଳେ ବ୍ରାହ୍ମଣୀ ନଦୀରେ ପୁଣି ବନ୍ୟା ଆସିଛି ।…

ଦିବ୍ୟାଙ୍ଗ କାଉଡ଼ିଆଙ୍କ ଜଳାଭିଷେକ

କେନ୍ଦ୍ରପଡା ୨୮/୭- ଏବେ ଶ୍ରାବଣ ମାସ ଚାଲିଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ମାନଙ୍କ ହାତରେ ଶ୍ରାବଣର କାଉଡ଼ି ଭାର। ଗୋଟିଏ ଲକ୍ଷ୍ୟ ଜଳାଭିଷେକ କରିବା ଓ ମାନସିକ ପୂରଣ କରିବା। ଭିନ୍ନ ଭିନ୍ନ ଭାବରେ କାଉଡ଼ିଆ ମାନେ ବାବା…

ବିଶ୍ୱ ହେପାଟାଇଟିସ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮ା୭ :ଜିଲ୍ଲାସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡା ପକ୍ଷରୁ ସୋମବାର ଅପରାହ୍ନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ମନୋରଞ୍ଜନ ରାଉତ…

ଆୟବା ଗାଁର କୁନି କାଉଡିଆଙ୍କ ଶ୍ରାବଣ ଯାତ୍ରା

କେନ୍ଦ୍ରାପଡ଼ା,୨୮ା୭:ପବିତ୍ର ଶ୍ରାବଣ ମାସରେ ସବୁଆଡ଼େ ଶିବଭକ୍ତ ମାନଙ୍କ ଭିଡ। ମାନସିକ ମନାସି ଶିବଭକ୍ତ ମାନେ ଦୂରଦୂରାନ୍ତକୁ ପାଣି ଭାର ନେଇ ଯାତ୍ରା କରୁଛନ୍ତି। ଭକ୍ତିର ଏହି ଆଧ୍ୟତ୍ମିକ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗାଁର କୁନିକୁନି ପିଲାମାନେ।…

ଡାକ୍ତରଖାନା ଟେଣ୍ଡରରେ ଅନିୟମିତା ଅଭିଯୋଗ

କେନ୍ଦ୍ରାପଡ଼ା, ୨୮ା୭: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଅବହେଳା ପରେ ଏବେ ଟେଣ୍ଡର ପରିଚାଳନାରେ ଅନିୟମିତତା ହେଉଛି । ଏପରି ଅଭିଯୋଗ ଉତ୍କଳ ଏଣ୍ଟରପ୍ରାଇଜର୍ସର ମାଲିକ ଶେଖ ମହମ୍ମଦ ନିୟାଜଉଦ୍ଦିନ ଆଣି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ…