କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୮ା୧୦:ବାତ୍ୟା ମନ୍ଥା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ରାତିରୁ ମଙ୍ଗଳବାର ରାତି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ଏହାଦ୍ୱାରା ଲୋକମାନେ ଘରୁ ବାହାରକୁ ବାହାରି ପାରି ନାହାନ୍ତି। ଅତି ଜରୁରୀ କାମ ନ ଥିଲେ କେହି ଘରୁ ବାହାରକୁ ବାହାରି ନଥିଲେ।…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ , ଶପଥପାଠ ଏବଂ ରଙ୍ଗୋଲି କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୨୮ା୧୦:ଦୁର୍ନୀତି ନିବାରଣ ସଚେତନନା ସପ୍ତାହ (୨୭ ଅକ୍ଟୋବର -୨ ନଭେମ୍ବର) ପାଳନ ଅବସରରେ ସାଧୁତା ଶପଥ ପାଠ କରାଯାଇଛି। ଏହି ଉପଲକ୍ଷେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଅଧିକାରୀ /କର୍ମଚାରୀଙ୍କୁ ଓସ୍ୱାନ ପ୍ଲାଟଫର୍ମରେ ସାଧୁତାର ଶପଥ ପାଠ…

ରାଜ୍ୟ ପାରାସନ୍ତରଣ ପ୍ରତିଯୋଗିତାରେ ଚମକିଲା କେନ୍ଦ୍ରାପଡା

କେନ୍ଦ୍ରାପଡା ୨୮/୧୦- ଅକ୍ଟୋବର ୨୫ ଓ ୨୬ ତାରିଖ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାରାସନ୍ତରଣ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପାରା ସନ୍ତରଣକାରୀମାନେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି । ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟ ଲାଭ ସହ…