ରାତି ଅଧରେ କେନ୍ଦ୍ରାପଡା କଲେଜ ଜମି ଜବରଦଖଲ ନେଇ ବିସ୍ପୋରକ ସ୍ଥିତି , ଜିଲ୍ଲା ପ୍ରଶାସନର ଆଶୁ ହସ୍ତକ୍ଷେପରେ ବର୍ତ୍ତମାନ ପାଇଁ ଟଳିଛି ସଙ୍କଟ

କେନ୍ଦ୍ରାପଡ଼ା,୧୪ା୧୨:କେନ୍ଦ୍ରାପଡା କଲେଜ ଜମିକୁ ଜବର ଦଖଲ କରିବା ପାଇଁ ଶନିବାର ବିଳମ୍ବିତ ରାତିରେ ଏକ ବିସ୍ପୋରକ ଅବସ୍ଥା ସୃଷ୍ଟି ହୋଇଛି। ଭୀଷଣ ଶୀତରେ ସମସ୍ତେ ଘରେ ଥିବା ବେଳେ ୪/୫ଟି ହାଇୱା ଗାଡି ଓ ଏକ ଜେସିବି ମେସିନ ସାହାଯ୍ୟରେ କେନ୍ଦ୍ରାପଡା…

ଶ୍ରୀବଳଦେବଜୀଉ ମଣ୍ଡଳର କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡ଼ା,୧୪ା୧୨:ଶ୍ରୀନିଳାଚଳ ନିଖିଳୋତ୍ପଳ ପାଲାଗାୟକ ପରିଷଦର ଶାଖା ଶ୍ରୀବଳଦେବଜୀଉ ମଣ୍ଡଳର ଏକ ବୈଠକ ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଗାୟକ ରମାକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଡେରାବିଶ ଓ କେନ୍ଦ୍ରାପଡା ବ୍ଲକର ସମସ୍ତ ଗାୟକ,…

ଗୋପାଳଜୀୟୁ ମନ୍ଦିରରେ ବ୍ରାହ୍ମଣମହାସଭା

କେନ୍ଦ୍ରାପଡ଼ା,୧୪ା୧୨: ଗୋପାଳଜୀୟୁ ମନ୍ଦିର ପରିସରରେ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ପ୍ରାକ୍ତନ ସଭ୍ୟ ସ୍ୱର୍ଗତ ଦାମୋଦର ତ୍ରିପାଠୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲ । କେନ୍ଦ୍ରାପଡା…

ତେଇଶିତମ ପୁସ୍ତକମେଳାର ନୂଆ ଆକର୍ଷଣ ହେବ “ଯୁବ ସ୍ପନ୍ଦନ”

କେନ୍ଦ୍ରାପଡା ୧୪/୧୨: ଆସନ୍ତା ଜାନୁୟାରୀ ୬ ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତେଇଶିତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ନୂତନ ଆକର୍ଷଣ “ଯୁବ ସ୍ପନ୍ଦନ” ହେବ ବୋଲି ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍ (କେମ୍‌) ପ୍ରକାଶ କରିଛି। ପୂର୍ବ…