ମଣ୍ଡପଡ଼ା ଠାକୁର ନିଗମାନନ୍ଦ ଆଶ୍ରମର ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ୧୭/୧୨–ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ମଣ୍ଡପଡ଼ା ଶାଖା ସଂଘର ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଇ ଅବସରରେ ଶୁଭାଧିବାସ, ସନ୍ଧ୍ୟାପୂଜା, ଆରତୀ, ସ୍ତୋତ୍ର ବନ୍ଦନା, ଜୟଗୁରୁ କୀର୍ତନ ସହିତ ଜୟଗୁରୁ ନାମଯଂଜ୍ଞ ଅନୁଷ୍ଠିତ ହୋଇଥିଲା । ମଣ୍ଡପଡ଼ା ଆସନ ମନ୍ଦିର ସଭାପତି ଖଗେଶ୍ୱର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ର ସଂଘ ପରିଚାଳନା କମିଟିର ସଦସ୍ୟ ସଂଗ୍ରାମ କେଶରୀ ସିଂହଙ୍କ ସହିତ ବହୁ ଭକ୍ତ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading