ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟରେ ,ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପ

କେନ୍ଦ୍ରାପଡ଼ା,୧୪ା୧:ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଭାରତ ସ୍କାଉଟସ ଆଣ୍ଡ ଗାଇଡସ ପକ୍ଷରୁ ତିନିଦିନିଆ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର ଓ ସ୍କାଉଟ ମାଷ୍ଟର ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ…

ବଟମହାପୁରୁଷଙ୍କ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡ଼ା,୧୪ା୧:କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ଅଧିନ ନୀଳକଣ୍ଠପୁର ଗ୍ରାମପଞ୍ଚାୟତର ନୁଆପାଟଣା ଗ୍ରାମର ବଟମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଚର୍ତୁଦଶତମ ଅଷ୍ଟ୍ରପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ଯୋଗଦେଇ ବଟ ମହାପୁରୁଷଙ୍କୁ ଦର୍ଶନ କରି ଆଶିର୍ବାଦ…

ପୁସ୍ତକମେଳାରେ ଦିବ୍ୟାଙ୍ଗ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣ

କେନ୍ଦ୍ରାପଡା ୧୪/୧- ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ଉଦଯାପନୀ ଦିବସରେ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ କଣ୍ଠଶିଳ୍ପୀଙ୍କ ଏକ ନିଆରା ସଙ୍ଗୀତ ଆସର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଂଶ ଗ୍ରହଣ କରିଥିବା…

କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି ପୁସ୍ତକମେଳା ସାହିତ୍ୟ ସମ୍ମାନରେ ସମ୍ମାନୀତ

କେନ୍ଦ୍ରାପଡା ୧୪/୧ : କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ଜ (କେମ୍‌) ପୁସ୍ତକମେଳା ଶ୍ରେଷ୍ଠ ସାହିତ୍ୟ ସମ୍ମାନ ସହରସ୍ଥ ମାଧପୁର ଗ୍ରାମର ବରିଷ୍ଠ କବୟିତ୍ରୀ ଓ କଥାକାର ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ତ୍ରୟୋବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳାରେ ସମ୍ମାନୀତ କରାଯାଇଛି । ଶ୍ରୀମତୀ…

ବରିଷ୍ଠ ନାଗରିକ ମଞ୍ଚର ବୈଠକ

କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆୟବା ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ପଡୋଶୀ ଗ୍ରାମ ପଞ୍ଚାୟତ ପୁରୁଷୋତ୍ତମର ୩ଜଣ ବରିଷ୍ଠ ନାଗରିକ ଯୋଗଦାନ…

ଶ୍ରୀ ବଳଦେବଜୀୟୁ ଏକାଡେମୀର ଚିତାକର୍ଷକ ଓଡିଶୀ ନୃତ୍ୟ ପ୍ରଦର୍ଶନ

କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡା ଜିଲ୍ଲା ଉତ୍ସବ ସଂନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ କେନ୍ଦ୍ରାପଡା ‘ଲ’କଲେଜ ଛକ ଶ୍ରୀ ବଳଦେବଜୀୟୁ ନାଟ୍ୟ ଓ ସଂସ୍କୃତି ଏକାଡେମୀର ନିର୍ଦ୍ଦେଶକ ଅଭିରାମ ନାୟକ ଓ ବରିଷ୍ଠ ନୃତ୍ୟଶିଳ୍ପୀ କୁମାରୀ ତପସ୍ୱିନୀ ନାୟକଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଗୁରୁ ପ୍ରଭାତ…

ତୁଳସୀକ୍ଷେତ୍ରରେ ମକର ଉତ୍ସବ

କେନ୍ଦ୍ରାପଡା,୧୪ା୧: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ତଥା ତୁଳସୀକ୍ଷେତ୍ରରେ ମକର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଧବାର ପ୍ରତୁଷରୁ ଦ୍ୱାର ଫିଟା ନୀତି, ଜୟମଙ୍ଗଳା ଆଳତୀ, ନୀତି ସ୍ନାନ ବଲ୍ଲଭ ଧୂପ ଅନୁଷ୍ଠିତ ହୋଇଥିଲା। ସକାଳ ୯ଟା ୩୦ରେ…