ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପଲ୍ଲିଶ୍ରୀମେଳାର ଶ୍ରେଷ୍ଠ ପ୍ରଡ୍ୟୁସର ଗ୍ରୁପକୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧୮ା୧:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା କଲେଜ ପଡିଆରେ ଚାଲିଥିବା ଜିଲ୍ଲା ସଂସ୍କୃତି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଶ୍ରେଷ୍ଠ ପ୍ରଡ୍ୟୁସର ଗ୍ରୁପ ଗୁଡିକୁ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶେଷ ଦିବସରେ ମେଳାର…

ତରାପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ

କେନ୍ଦ୍ରାପଡ଼ା,୧୮ା୧:ସନାତନ ଧର୍ମ ସୃଷ୍ଟିର ସର୍ବ ପୁରାତନ ତଥା ଏକମାତ୍ର ଧର୍ମ। ସନାତନ ସଂସ୍କୃତି ବସୁଧୈବ କୁଟୁମ୍ବକଂର ବାର୍ତ୍ତର୍ା ଦେଇଥାଏ। ସମଗ୍ର ବିଶ୍ୱର ମଙ୍ଗଳ କାମନା ତଥା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନାଦି କାଳରୁ ଏହି ଧର୍ମ ଚେଷ୍ଟା କରି ଆସିଛି…

ରେସୱା ସ୍ୱଳ୍ପରହଣୀ କେନ୍ଦ୍ର ଅନ୍ତେବାସୀଙ୍କୁ ଶୀତବସ୍ତ୍ର ବଣ୍ଟନ

କେନ୍ଦ୍ରାପଡ଼ା,୧୭ା୧:କେନ୍ଦ୍ରାପଡା ଭି.ଆଇ.ପି. ରୋଡ ସନ୍ନିକଟରେ ଅବସ୍ଥିତ ରେସୱା ସ୍ୱଳ୍ପରହଣୀ କେନ୍ଦ୍ରର ଅନ୍ତେବାସୀମାନଙ୍କୁ ସମାଜସେବୀ ସ୍ୱର୍ଗତା ନନ୍ଦିତା ବ୍ରହ୍ମାଙ୍କ ସ୍ମୃତିରେ ଡାକ୍ତର ସୁଧିର କୁମାର ବ୍ରହ୍ମା ଶୀତବସ୍ତ୍ର(ଶାଲ) ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା ପ୍ରତିଭା ପୂଜା ସଂସଦ…

ଜିଲାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଏସ୍‌ପି ଅଫିସ ଘେରାଉ କଲା ଜିଲା ବିଜେଡି

କେନ୍ଦ୍ରାପଡା,୧୬ା୧: କେନ୍ଦ୍ରାପଡ଼ା ଜିଲାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ପୁଲିସ ଏବେ ଗେରୁଆ ଗାମୁଚ୍ଛାଧାରୀଙ୍କୁ ସମ୍ମାନ ଦେଉଛି। ଗେରୁଆ ଗାମଛା ପକାଇଥିବା ଲୋକମାନେ ଯାହା ଦୋଷ କଲେ ସେମାନଙ୍କୁ ତିନିଖୁଣ ମାଫ। କିନ୍ତୁ ସାଧାରଣ ଜନତା ଟିକେ ଭୁଲ କଲେ ସେମାନଙ୍କୁ…

ଗୁଡି ସୂତା ଲାଗିଯିବାରୁ ମୃତ୍ୟୁ ମୁଖରୁ ବଞ୍ଚଲେ ଦେବେନ୍ଦ୍ର

କେନ୍ଦ୍ରାପଡ଼ା,୧୭ା୧: ବର୍ତ୍ତମାନ ଗୁଡିଉଡା ପର୍ବ ଚାଲିଛି । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସହର ଗୋବରୀ ନଦୀ କୂଳରେ ପିଲାମାନେ ଗୁଡି ଉଡେଇବାରେ ବ୍ୟସ୍ତ । ଗୁଡି ସୂତା ପ୍ଲାଷ୍ଟିକରେ ହେଉ ବା ମାଞ୍ଜା ସୂତା ହେଉ । ତାହା ସାଧାରଣ ବାଟୋଇମାନଙ୍କର…