kanika odisha

ପୋଖରୀ ନିଲାମ ବାତିଲ ବିରୋଧରେ ଏସଏସଜି ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ , କ୍ଷତି ପୁରଣ ଦାବି

କେନ୍ଦ୍ରାପଡା ତା.୧୪/୪: କୁହୁଡି ପଞ୍ଚାୟତରେ ୨୦୨୪-୨୫ ମସିହାର ପୋଖରୀ ଗୁଡିକର ନିଲାମ୍ ବିନା କାରଣରେ ବନ୍ଦ କରାଯାଇ ଲକ୍ଷ୍ୟାଧିକ ଟଙ୍କା କ୍ଷତି କରାଯାଇଛି । ସମ୍ବାଦ ଆଞ୍ଚଳିକ...

ଜିଲ୍ଲା କଂଗ୍ରେସ ଭବନରେ ଆମ୍ବେଦକରଙ୍କ ଜୟନ୍ତି ପାଳନ

କେନ୍ଦ୍ରାପଡ଼ା,୧୪/୪: କେନ୍ଦ୍ରାପଡା ସହର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟ ପରିସରରେ...

ସମ୍ବିଧାନର ସୁରକ୍ଷା ଦେଶର ସୁରକ୍ଷା: ଆମ୍ବେଦକର ବିଚାରମଞ୍ଚ

କେନ୍ଦ୍ରାପଡ଼ା,୧୪ା୪:ଡକ୍ଟର ଆମ୍ବେଦକର ବିଚାରମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତବର୍ଷର ପ୍ରଥମ ଆଇନମନ୍ତ୍ରୀ ପୁଣ୍ୟାତ୍ମା ବାବାସାହେବ ଡ. ଭୀମରାଓ ଆମ୍ବେଦକର ୧୩୨ତମ ଜନ୍ମ ଜୟନ୍ତୀ ବିଚାର ମଞ୍ଚର...

କେନ୍ଦ୍ରାପଡ଼ାର ପ୍ରିୟଙ୍କାଙ୍କ ପ୍ରଥମା ପୁରସ୍କାର ପୁସ୍ତକ ପାଠକାର୍ପିତ

କେନ୍ଦ୍ରାପଡା ୧୩/୪ : ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଭୁବନେଶ୍ୱରର ଟାଇମପାସ ସଂସ୍ଥା ପକ୍ଷରୁ ପ୍ରଥମା ପୁରସ୍କାରପ୍ରାପ୍ତ ଯୁବ ପ୍ରତିଭାଙ୍କ କୃତିକୁ ପ୍ରତିବର୍ଷ ‘ବହିବିଷୁବ' ଅବକାଶରେ ପ୍ରକାଶ...

ସିଏମ୍ ଟ୍ରଫ୍ ଆନ୍ତଃଜିଲ୍ଲା କବାଡି ଓ ଭଲିବଲ ଚାମ୍ପିଆନ୍ ଟ୍ରଫି୍ ଉଦଯାପିତ

କେନ୍ଦ୍ରାପଡା ତା.୧୨/୪ : ଆନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କବାଡି ଏବଂ ଭଲିବଲ୍ ୧୪ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ସି.ଏମ୍‌. ଟ୍ରଫି୍ ୨୦୨୬ କେନ୍ଦ୍ରାପଡା...

କେନ୍ଦ୍ରାପଡାରେ ନାରୀ ଶକ୍ତି ବନ୍ଦନ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୌଠକ

କେନ୍ଦ୍ରାପଡ଼ା,୧୩ା୪:କେନ୍ଦ୍ରାପଡ଼ା ଜିଲ୍ଲାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ ଶୋଭାଯାତ୍ରା କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।...

ହନୁମାନ ଜୟନ୍ତୀ ଉପଲକ୍ଷେ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ

କେନ୍ଦ୍ରାପଡ଼ା,୧୩ା୪:କେନ୍ଦ୍ରାପଡ଼ାରେ ମଙ୍ଗଳବାର ହନୁମାନ ଜୟନ୍ତୀ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହିତ ବଜରଙ୍ଗ ଦଳ ଓ ହନୁମାନ ଭକ୍ତମାନଙ୍କ ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା...

ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା,୧୩ା୪:କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ...

ଓଡିଆ ପକ୍ଷପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ପାଳିତ

କେନ୍ଦ୍ରାପଡ଼ା,୧୩ା୪:ଓଡିଆ ପକ୍ଷ ପାଳନର ତ୍ରୟୋଦଶ ଦିନ ଅବସରରେ ସୋମବାର ଡେରାବିଶ ବ୍ଲକ ଅଧିନସ୍ଥ ମିଶନ ଶକ୍ତି କାଫେ ପରିସରରେ ଜିଲ୍ଲାସ୍ତରୀୟ “ପାରମ୍ପରିକ ଖାଦ୍ୟ ଦିବସ” ବହୁ ଉତ୍ସାହ...

ପଟ୍ଟାମୁଣ୍ଡାଇ କଲେଜ ୧୯୯୩ ବ୍ୟlଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ପଟ୍ଟାମୁଣ୍ଡାଇ ୧୨/୪ ପଟ୍ଟାମୁଣ୍ଡାଇ କଲେଜର ୧୯୯୩ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ତଥା ଅଧ୍ୟାପକ ନୃସିଂହ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ...

ଖଡ଼ିଅଣ୍ଟା ହାଇସ୍କୁଲରେ ଗୁରୁ ପୂଜନ

ପଟ୍ଟାମୁଣ୍ଡାଇ ତା ୧୨/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ହାଇସ୍କୁଲରେ ୨୦୦୭ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନଶିକ୍ଷକ...

ପଟ୍ଟାମୁଣ୍ଡାଇ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସାମ୍ବିଧାନିକ ସମ୍ମିଳନୀ

ପଟ୍ଟାମୁଣ୍ଡାଇ ତା ୧୨/୪- ପଟ୍ଟାମୁଣ୍ଡାଇ ବ୍ଲକ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୧୭ତମ ସାମ୍ବିଧାନିକ ସମ୍ମିଳନୀ ବଡ଼ମୋହନ ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।...

କେନ୍ଦ୍ରାପଡା ଜିଲ୍ଲା ବାଳକ ଓ ବାଳିକାମାନଙ୍କ କ୍ରିକେଟ ଟୁର୍ଣ୍ଣାମେଟ ପ୍ରସ୍ତୁତି

କେନ୍ଦ୍ରାପଡା ତା.୧୨/୪ :କେନ୍ଦ୍ରାପଡା ଜିଲ୍ଲା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୧୬ବର୍ଷ ଓ ୧୯ବର୍ଷରୁ କମ ବାଳକ ଓ ସେହିପରି ବାଳିକାମାନଙ୍କର ପ୍ରସ୍ତୁତି ମ୍ୟାଚ ହେଉଥିବା ସମୟରେ କେନ୍ଦ୍ରାପଡା...

କେନ୍ଦ୍ରାପଡା ସାଇକେଲ କ୍ଲବ ର ବାର୍ଷିକ ବନ୍ଧୁମିଳନ

କେନ୍ଦ୍ରାପଡା ୧୨/୪: କେନ୍ଦ୍ରାପଡା ସାଇକେଲ କ୍ଲବର ବାର୍ଷିକ ବନ୍ଧୁମିଳନ ସ୍ଥାନୀୟ ଇଚ୍ଛାପୁର ସ୍ଥିତ ଶ୍ୟାମାକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ "ସମାଜ ଗଠନରେ ସୁସ୍ଥ...

ବସପୁର ପଞ୍ଚାୟତରେ ବରିଷ୍ଠ ନାଗରିକ ମାନଙ୍କ କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡ଼ା,୧୨/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ପଞ୍ଚାୟତ ବରିଷ୍ଠ ନାଗରିକ ମାନଙ୍କର ତୃତୀୟ ପର୍ଯ୍ୟାୟ ବୈଠକ ଆରିପଦାସ୍ଥିତ ସାହାରା ସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୧ରେ ସାମୁହିକ ଗଣବିବାହ

କେନ୍ଦ୍ରାପଡ଼ା,୧୦ା୪:ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆସନ୍ତା୨୧ ତାରିଖରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଖେଳ ପଡିଆରେ ସାମୁହିକ ଗଣ ବିବାହ ଆୟୋଜିତ ହେବ। ଏହି ଗଣ ବିବାହରେ ମୋଟ...

ତିନିମୁହାଣୀ- ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ବାଲିଗଦା

ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କେନ୍ଦ୍ରାପଡ଼ା,୧୧ା୪:ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ କେନ୍ଦ୍ରାପଡା ସହରର ମୁଖ୍ୟରାସ୍ତାରେ ବାଲିଗଦା କରାଯାଇଛି। ଅଭିଯୋଗ ଅନୁଯାୟି ତିନିମୁହାଣୀ- ନୂଆବସଷ୍ଟାଣ୍ଡ ମୁଖ୍ୟ...

୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ନିମ୍ନମାନର ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ରାଜପଥ କତ୍ତୃପକ୍ଷ

କେନ୍ଦ୍ରାପଡ଼ା,୧୧ା୪:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କୁ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ...

ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୯ା୪:ଓଡ଼ିଆ ପକ୍ଷର ନବମ ଦିନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଠକୀୟ ଅଭ୍ୟାସ ବୃଦ୍ଧି ପାଇଁ ପୁସ୍ତକ ମେଳା ଓ ପୁସ୍ତକ କ୍ରୟ ଅଭିଯାନ “ଆସ ବହିଟିଏ...

ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା , ପୌରାଂଚଳବସୀ ମୌଳିକ ସୁବିଧାରୁ ବଂଚିତ

  ପଟ୍ଟାମୁଣ୍ଡାଇ ୯/୪ - ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି ।...

ବିଶିଷ୍ଟ ଜନନାୟକ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବି

କେନ୍ଦ୍ରାପଡ଼ା,୯ା୪:ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ଉପବାଚସ୍ପତି ଯଦୁମଣି ମଙ୍ଗରାଜଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକରେ କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇ...

ପୋଖରିଆପଡ଼ା ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ୦୮/୦୪ ବହୁ କିମ୍ବଦନ୍ତୀ ବହନ କରି ଆସିଥିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ପୋଖରିଆପଡ଼ା ଗ୍ରାମର ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ...

ପୁନର୍ବାସ ପକ୍ଷରୁ ବିଶ୍ୱ ଅଟିଜିମ୍ ଦିବସ ପାଳିତ

କେନ୍ଦ୍ରାପଡା ୩/୪: ଯୌଥ ପାରିବାରିକ ବ୍ୟବସ୍ଥା ବଦଳରେ ଏକକ ପରିବାରର ଆଦୃତି ଓ ଏହା ସହିତ କରୋନା ମହାମାରୀକାଳୀନ ସାମାଜିକ ବିଛିନ୍ନତା ପ୍ରଭୃତି ସମ୍ପ୍ରତି ଅଟିଜିମ ପରି...

ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରଦ୍ଧାଞ୍ଜଳି ଦିବସ

କେନ୍ଦ୍ରାପଡ଼ା,୪ା୪:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅବିଭକ୍ତ କଟକ ଜିଲ୍ଲାର ପ୍ରଥମ ମହିଳା ତଥା ରାଜନଗରର ପ୍ରଥମ ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଗରାପୁର ଠାରେ...