ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍ ଗଣତି ଚାଲିଛି। କେନ୍ଦ୍ରାପଡା ଜିଲା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୧ରାଉଣ୍ଡ ସୁଦ୍ଧା ବିଜେଡି ପାର୍ଥୀ ଧ୍ରୁବ ସାହୁ ୩୪ ହଜାର ୧୭୨ ଖଣ୍ଡ ଭୋଟ୍ରେ ପାଇଥିବା ବେଳେ । ଭାଜପା ପ୍ରାର୍ଥୀ ଲଲିତ ବେହେରା ୨୫ହଜାର ୭୯୩ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଅଶୋକ ପତିହାରୀ ୧୦ ହଜାର ୩୩୨ ଖଣ୍ଡ ଭୋଟ୍ ମିଳିଛି। ବିଜେଡି ପାର୍ଥୀ ଧ୍ରୁବ […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡ଼ା,୪/୬- ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲ୍ଲାର ଏମ୍ପି ଆସନରେ ଭାଜପା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ତେବେ ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ୩୦,୪୫୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ୨୬୯୫୮ ଖଣ୍ଡ […]
କେନ୍ଦ୍ରାପଡ଼ା,୪/୬–୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲ୍ଲାର ଏମ୍ପି ଆସନରେ ଭାଜପା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ଷଷ୍ଟପର୍ଯ୍ୟାୟ ଭୋଟ୍ ଗଣତି ପରେ ବିଜେଡି ଲୋକ ସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୫ ହଜାର ୫୫୭ ଖଣ୍ଡ ଭୋଟ୍ ପାଇଛନ୍ତି। ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୦ ହଜାର […]
କେନ୍ଦ୍ରାପଡ଼ା, ୩ା୬: କେନ୍ଦ୍ରାପଡା ଜିଲ୍ଲାରେ ଶାନ୍ତିପୂର୍ଣ୍ଣଭାବେ ଭୋଟ୍ ଗ୍ରହଣ ସମାପ୍ତ ହୋଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ସକାଳ ୮ଟାରୁ ଭୋଟ୍ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ଭୋଟ ଗଣତି ପାଇଁ ୧୦ଟି ଲେଖାଏଁ ଟେବୁଲ୍ର ଆୟୋଜନ କରାଯାଇଥିବା ବେଳେ ମୋଟ୍ ୫ଟି ବିଧାନସଭା କ୍ଷେତ୍ର ନିମନ୍ତେ ୫୦ଟି ଟେବୁଲ୍ରେ ଭୋଟ ଗଣତି କରାଯିବ । ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡ଼ା ବିଧାନସଭା […]
କେନ୍ଦ୍ରାପଡା, ୩/୬: ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଜୀବନଶୈଳୀ ସଂଜାତ ପୀଡା ଅଧିକ ପ୍ରକାଶ ପାଇଥାଏ । ଗୃହକର୍ମର ଚାପ ଓ ବୟସର ଅଭିବୃଦ୍ଧି ସହ ସ୍ନାୟୁ ଓ ଅସ୍ଥିଗତ ସମସ୍ୟା ଭୋଗ କରିଥାନ୍ତି । ଏହି ବର୍ଗର ମହିଳାଙ୍କୁ ସଚେତନ କରିବା ପାଇଁ ପୁନର୍ବାସ ପକ୍ଷରୁ ମାଧପୁରସ୍ଥ ଥେରାପି କେନ୍ଦ୍ରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟଙ୍କ ସଞ୍ଚାଳନରେ ଆକ୍ୟୁପେଶନଲ […]
ଭୁବନେଶ୍ୱର,୩।୬: ଶନିବାର ନିର୍ବାଚନ ଶେଷ ହେବା ପରେ ମଙ୍ଗଳବାର ଆସିବ ଫଳାଫଳ। ତେବେ ଓଡ଼ିଶାର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ଜିତିବାକୁ ନେଇ ଆଶା ପ୍ରକଟ କରିଛନ୍ତି। ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ୱାରା ଜାରି ଏକ୍ଜିଟ୍ ପୋଲ ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢାଇଛି । ଏହି ସମୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବରିଷ୍ଠ ନେତାମାନଙ୍କ ସହ […]
ବିଶ୍ୱ ସାଇକେଲ ଦିବସ । ଯୁବଗୋଷ୍ଠୀ ଓ ବୟଜେଷ୍ଠଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ସବୁ ବର୍ଷ ଜୁନ ମାସ ୩ ତାରିଖରେ ସାଇକେଲ ଦିବସ ପାଳନ କରାଯାଏ । ମଣିଷ ସୁସ୍ଥ ରହିବା ପାଇଁ ବିଭିନ୍ନ ଉପାୟ ଆପଣାଉଥିବା ବେଳେ ସାଇକେଲ ଚଳାଇବା ଦ୍ୱାରା ଫିଟ ଓ ପଲ୍ୟୁସନ ଫ୍ରି ଜୀବନ ବିତାଇବା ସହିତ ଅଥନୈତିକ ଅଭିବୃଦ୍ଧିକୁ ବି ପ୍ରୋତ୍ସାହିତ କରିହେବ ବୋଲି ମିଳିତ ଜାତିସଂଘ ଏହି ଦିନକୁ […]
କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳର୨୦ଟି ୱାର୍ଡ ସମେତ ୧୯ ପଂଚାୟତ ପାଇଁ ଶନିବାର ଭୋଟଗ୍ରହଣ କାର୍ଯ୍ୟ ଶେଷ ହୋଇଛି । କାଁ ଭାଁ ଉତେଜନାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ କେନ୍ଦ୍ରାପଡା ଅଟୋନୋମିସ କଲେଜ ଷ୍ରଙ୍ଗ ରୁମରେ ରଖାଯାଇଛି । ଆସନ୍ତା ୪ ତାରିଖ ମଙ୍ଗଳବାର ଭୋଟ ଗଣତି ହେବା ନେଇ ପ୍ରସ୍ତୁତି ସରିଥିବା ବେଳେ […]
କେନ୍ଦ୍ରାପଡ଼ା, ୨ା୬: କେନ୍ଦ୍ରାପଡା ଲୋକସଭା ଆସନରେ ପ୍ରାୟ ୭୧.୨୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଆଳି ବିଧାନସଭା କ୍ଷେତ୍ରରେ ୬୩.୬୭ ପ୍ରତିଶତ, କେନ୍ଦ୍ରାପଡାରେ ୬୭.୬୬ ପ୍ରତିଶତ, ମହାକାଳପଡାରେ ୭୫.୩୨ ପ୍ରତିଶତ, ପାଟକୁରାରେ ୭୨.୭୨ ପ୍ରତିଶତ, ରାଜନଗରରେ ୬୬.୩୩ ପ୍ରତିଶତ, ମାହାଙ୍ଗାରେ ୭୬.୦୮ ପ୍ରତିଶତ ଓ ସାଲେପୁର ବିଧାନସଭା କ୍ଷେତ୍ରରେ ୭୭.୦୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା ଅଂଶୁମାନ, ବୈଜୟନ୍ତଙ୍କ […]
କେନ୍ଦ୍ରାପଡା, ୨/୬: ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଓଡିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ୍ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୪୯ତମ ଜୟନ୍ତୀ ଉତ୍ସବ ଗତ ମେ ମାସ ୨୯ ତାରିଖ ପୂର୍ବାହ୍ନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରେଡିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ କଳା ନକେତନର […]
କେନ୍ଦ୍ରାପଡା, ୨/୬: ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସହାୟତା କ୍ଷେତ୍ରରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାର ସକ୍ରିୟ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷ ମାଧପୁରସ୍ଥିତ ଥେରାପି କେନ୍ଦ୍ରଠାରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାର ସୁନାମଧନ୍ୟ ଚିକିତ୍ସକ ଡା. ବିଶ୍ୱପ୍ରକାଶ କାନୁନଗୋ ଓ ଡା. ସ୍ନେହଲତା କାନୁନଗୋ ଯୋଗଦେଇ ଏହି କକ୍ଷର ଶୁଭ ଲୋକାର୍ପଣ କରିଥିଲେ […]
ପଟ୍ଟାମୁଣ୍ଡାଇ ୧/୬ କେନ୍ଦ୍ରାପଡା ଓ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଶନିବାର ଶେଷ ପ୍ରର୍ଯ୍ୟୟ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା ବେଳେ କେତେକ ସ୍ଥାନରେ ଜାରି ରହିଛି । ପ୍ରବଳ ଗଳୁଗୁଳୁକୁ ଭୁକ୍ଷେପ ନ କରି ଭୋଟର ଭୋଟ ଦାନରେ ସାମଲି ହୋଇଥିଲେ । ଉଭୟ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ଇଭିଏମ ଉପରେ ଅନିଭଜ୍ଞତା କାରଣରୁ କେତେକ ସ୍ଥାନରେ ବଳମ୍ବରେ ମତଦାନ ହୋଇଥିଲା ବୋଲି […]
କେନ୍ଦ୍ରାପଡ଼ା, ୧ା୬:ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ପ୍ରାୟ ୬୨.୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା ଅଂଶୁମାନ ଓ ବୈଜୟନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଛି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ବିଜେପି ବିଧାୟକ ପ୍ରାର୍ଥୀ ଗିତାଞ୍ଜଳୀ ସେଠୀଙ୍କ ମଧ୍ୟରେ ହେଉଥିବା ବେଳେ ଆଳିରେ ମନ୍ତ୍ରୀ ପ୍ରତାପ କେଶରୀ […]
କେନ୍ଦ୍ରାପଡ଼ା, ୩୧ା୫: ଗଣତନ୍ତ୍ର ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ଭୋଟଦାନ କରିବାକୁ କେନ୍ଦ୍ରପଡ଼ା ଜିଲ୍ଲାର ସମସ୍ତ ମତଦାତାଙ୍କୁ ସାଦର ନିମନ୍ତ୍ରଣ ଓ ନିବେଦନ ଜଣାଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଏଥିସହ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଲଢ଼ୁଥିବା ୧୦ଜଣ ସାଂସଦ ପ୍ରାର୍ଥୀ ଓ ୪୦ ଜଣ […]
ନୂଆଦିଲ୍ଲୀ,୩୦ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ଅନ୍ୟ ପଟେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଭାଷା ଏବଂ ନୀତି ପାଇଁ କଡ଼ା କଥା କହି ମଧ୍ୟ ଆକ୍ରମଣ କରିଛନ୍ତି। ଗୁରୁବାର ଏକ ଚିଠି ଜାରି କରି ମନମୋହନ ପଞ୍ଜାବର ଲୋକଙ୍କୁ ଆହୁରି ଅନେକ […]
କେନ୍ଦ୍ରାପଡ଼ା, ୨୮/୫: କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କେନ୍ଦ୍ରାପଡାର ବିଧାନସଭା ପ୍ରାର୍ଥିନୀ ଗୀତାଞ୍ଜଳୀ ସେଠୀ, ଲୋକସଭା ସଂଚାଳନ କମିଟିର ମୁଖ୍ୟ ସଞ୍ଜୟ ରଥ, ମିଡିଆ ସେଲ୍ ସଭାପତି ନେହେରୁ କୁମାର ସାହୁ ଉପସ୍ଥିତ ଥିଲେ । ଗୀତାଞ୍ଜଳୀ ସେଠୀ ସମ୍ବାଦିକମାନଙ୍କ ଜରିଆରେ ଜିଲ୍ଲା […]
କେନ୍ଦ୍ରାପଡା, ୩୦/୫: ଭିନ୍ନକ୍ଷମ ବର୍ଗ ଭୋଟରଙ୍କ ମତଦାନ ପ୍ରକ୍ରିୟାରେ ପୂର୍ଣ୍ଣ ଅଂଶଗ୍ରହଣ ପାଇଁ ଚଳିତ ନିର୍ବାଚନକୁ ଅଧିକ ସୁଗମ ଓ ବ୍ୟାପକ ଅନୁକୂଳ ବ୍ୟବସ୍ଥା ଅବଲମ୍ବନ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦୃଷ୍ଟି ବାଧିତ ଭୋଟରମାନଙ୍କ ଅବଗତି ଉଦ୍ଦେଶ୍ୟରେ ଏକ – ‘ବ୍ରେଲ୍ ଭୋଟର ସଚେତନତା କର୍ମଶାଳା’ ପୁନର୍ବାସ ଥେରାପି କେନ୍ଦ୍ରରେ ବୁଧବାର ଆୟୋଜନ କରାଯାଇଥିଲା । ପୁନର୍ବାସର ମୁଖ୍ୟ […]
କେନ୍ଦ୍ରାପଡା, ତା.୨୯/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସି ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। କେନ୍ଦ୍ରପଡା ବାରୋ ଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଜନସମାବେଶକୁ ସମ୍ବୋଧିତ କରି କହିଛନ୍ତି ୪ ଜୁନ୍ ପରେ ଓଡିଶା ବିକାଶର ଏକ ନୂଆ ଯାତ୍ରା ବାହାରିବାକୁ ଯାଉଛି । ଆଜି ମୁଁ ଆପଣଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ଓ ଆପଣଙ୍କୁ ୧୦ ଜୁନ୍ […]
ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖ ଚି଼ହ୍ନରେ ବିଜୟୀ କରିବାକୁ ଆହ୍ୱାନ ଦେଉଛନ୍ତି । ଏଇ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ପଂଚାୟତ ଠାରେ […]
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ୧୨ ପଂଚାୟତକୁ ନେଇ ବୁଧବାର ବିଶାଳ ଯୁବଛାତ୍ର ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇ ଆଗାମୀ ସମୃଦ୍ଧ ଓ ସଶକ୍ତ ଓଡିଶାର ଯୁବଛାତ୍ର ମାନେ ନିର୍ମାତା ହୋଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ଶକ୍ତି ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କା ବଜେଟ ଆଣିବାକୁ […]
ରାଜ୍ୟର ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୋଜନା କରିଥିବାରୁ ସଂଖ୍ୟାଲଘୁ ଭାଇମାନଙ୍କର ବିଜେଡି ପ୍ରତି ସମର୍ଥନ ରହିଛି । ଏହି ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟ ହାତେଇବା ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ଅଧକ୍ଷ ରାଜ୍ୟସଭା ସାଂସଦ ମୁନା ଖାଁ ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ରାଜନଗର ବିଧାୟକ ତଥା ବିଜେଡି ବିଧାୟକ […]
କେନ୍ଦ୍ରାପଡା, ୨୮/୫: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ତଥା ରାଷ୍ଟ୍ରବାଦୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡ଼ିଂ ରୁମ୍ଠାରେ ଅୟୋଜିତ ଏହି ଉତ୍ସବରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀର ସଭରକରଙ୍କ କ୍ରାନ୍ତିକାରୀ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । […]
କେନ୍ଦ୍ରାପଡା ୨୮/୫- ନିର୍ବାଚନ ପ୍ରଚାର ଆଉ ଦୁଇଦିନ ଅଛି । ବୁଧବାର ଦିନ କେନ୍ଦ୍ରାପଡାରେ କେନ୍ଦ୍ର ଓ ରାଜ୍ୟରୁ ବହୁ ତୁଙ୍ଗ ନେତାମାନେ ଆସି ପ୍ରଚାର କରିବେ । ଗତକାଲି ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ପ୍ରଚାର କରିଥିଲେ । ମେ ୨୯ତାରିଖରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରୁଅ ପଡିଆ ଠାରେ ନିର୍ବାଚନୀ ପ୍ରଚାର କରିବେ । ଏହି ନିର୍ବାଚନୀ ସଭାରେ ବିଜେପି ସଂସଦୀୟ କ୍ଷେତ୍ରର […]
କେନ୍ଦ୍ରାପଡ଼ା, ୨୮ା୫: କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁରଗଡାସ୍ଥିତ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ସଭାପତିତ୍ୱରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ଦେବାଶିଷ ଦାଶ ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଶୋକ କୁମାର ତ୍ରିପାଠୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା […]










