କେନ୍ଦ୍ରାପଡ଼ା, ୨୨ା୮: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କର ଆଜି ସକାଳ ୬.୪୦ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ଏସ୍ସିବି ମେଡିକାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ…
Category: ରାଜ୍ୟ
ଗୋକୁଳ ଚନ୍ଦ୍ର ସଂଗୀତ ସଦନର ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡା, ୨୨ା୮ – କେନ୍ଦ୍ରାପଡା ଜିଲ୍ଲାର ସର୍ବ ପ୍ରାଚୀନ ସଂଗୀତ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନର ବାର୍ଷିକ ସାଧାରଣ ପରିଷଦ ବୈଠକ ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସମ୍ପାଦକ ଉମାକାନ୍ତ…
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦ୍ରାପଡା ୨୨/୮: ଜିଲାପାଳଙ୍କ କାର୍ଯ୍ୟାଯାଳୟ ପରିସରରେ ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜିଲ୍ଲାର ସାମ୍ବାଦିକ ମାନେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ…
ସର୍ବଗୁଣ ସମ୍ପନ୍ନ ବ୍ୟକ୍ତି ସାମ୍ବିଧାନିକ ପଦବୀ ମଣ୍ଡନ କରନ୍ତୁ
ପଟ୍ଟାମୁଣ୍ଡାଇ ୨୨-୮*—ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିମାନେ ସାମ୍ବିଧାନିକ ପଦବୀ ମଣ୍ଡନ କଲେ ଭାରତବର୍ଷର ଗୌରବ ଓ ଗାରିମା ଅକ୍ଷୁର୍ଣ୍ଣ ରହିବ ବୋଲି ବିଶିଷ୍ଟ ଶିକ୍ଷାବିତ ସୁନାମଣି ଦାଶ ପ୍ରକାଶ କରିଛନ୍ତି । ଏକ ପ୍ରେସ ବିବୃତିରେ ଶ୍ରୀ ଦାଶ କହିଛନ୍ତି ବିଶ୍ୱ ଗଣତନ୍ତ୍ରର…
ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ମଧୁ ପେନସନ ବଂଟନ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାମାଜିକ ସୁରକ୍ଷା ଯୋଜନାରେ ମଧୁ ପେନସନ ବଂଟନ କାର୍ଯ୍ୟକ୍ରମ ୭ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭାଂଶୁ ସାହୁଙ୍କ ପୌରାହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଭତ। ବଂଟନ ଉତ୍ସବରେ ରାଜନଗର ବିଧାୟକ…
ଡ୍ରେନେଜ ବିଭାଗର ବେପରୁଆ କାର୍ଯ୍ୟ ଜଳ ନିଷ୍କାସନରେ ବାଧା କ୍ଷେତରେ ପୋଖାରୀର ଭ୍ରମ ,ହତାସ ଚାଷୀ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଉତିକଣ ଭେଡା କଖାରୁଣୀ ପାଟରେ ଲଘୁଚାପ ପ୍ରଭାବ ଓ କେନାଲ ପାଣି ଉପରକୁ ମୁଣ୍ଡକୁ ନ ଚଢି ଜମାଟ ହୋଇ ଧାନ ଗଛ ଉଚ୍ଚରେ ଜମିରେ ଲହଡି ମାରୁଛି । ଯାହା ଫଳରେ ଚାଷ ଜମିରୁ…
ପୁଣିଥରେ ଓଡ଼ିଶାରେ ନବୀନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି : ଅତନୁ
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ ଦେଉଳପଡ଼ା ଠାରେ ଭତା ବଂଟନ ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜଗଡ଼, ଅଳାଇଲୋ, ଦେଉଳପଡ଼ା, ବଳିପାଳ, ବିଜୟନଗର, ବଢ଼ିହ ୬ ଗୋଟି ପଂଚାୟତର ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଭତା ବଂଟନ…
ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ୧୯୬ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥିମଧ୍ୟରୁ ୧୯୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ…
ଭିତରକନିକା ଜାତୀୟ ଉଦ୍ୟାନରୁ ଚୋରା କାଠ ଚାଲାଣ ଗାଡି ଜବତ : ଜଣେ ଗିରଫ, ୧ ଫେରାର
କେନ୍ଦ୍ରାପଡା,୨୧ା୮; ଭିତରକନିକା ଜାତୀୟ ଉଦ୍ୟାନରୁ ଗରାଣି ଓ ବାତରା ଗଛକୁ କାଟି ଗାଡିରେ ବାହାରକୁ ଚୋରା ଚାଲାଣ କରୁଥିବା ବେଳେ ଗାଡି ଜବତ ହେବା ସହ ଜଣେ ଗିରଫ ହୋଇଛି । ଏହି ଘଟଣାର ମୁଖ୍ୟ ଆସାମୀକୁ ପୋଲିସ କିମ୍ବା ବନବିଭାଗ…
ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଚାଷୀଙ୍କ ଆନ୍ଦୋଳନ ଡାକରା
କେନ୍ଦ୍ରାପଡା ୨୧/୦୮- ଅଖିଳ ଭାରତ କୃଷକ ସଭା (ଇଓକଝ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଜିଲ୍ଲାରେ ଏକ ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଦାବୀକୁ ନେଇ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା (ରାଜସ୍ୱ)ଶ୍ରୀଯୁକ୍ତ ନିଲୁ ମହାପାତ୍ରଙ୍କୁ…
ଶ୍ରୀରାମ ମନ୍ଦିରରେ ଭିନ୍ନକ୍ଷମ ଦ୍ୱୟଙ୍କ ଆଦର୍ଶ ବିବାହ
କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବିବାହ କରାଇଲା ଜଣେ ଦୃଷ୍ଟି ବାଧିତଙ୍କୁ ଜଣେ ଦୃଷ୍ଟିଶକ୍ତି ଥିବା ଝିଅ ସହ କେନ୍ଦ୍ରାପଡା ୨୧/୮- ସାଧାରଣତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ କେହି ସହଜରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏଥିରେ…
ସର୍ପାଘାତରେ ମହିଳାଙ୍କ ମୃତ୍ୟୁ,ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଂଟିଭେନମ୍ ଅଛି ଡାକ୍ତର ନାହାଁନ୍ତି
ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଅଣ୍ଢରା ଗ୍ରାମରେ । ମୃତକଙ୍କ ହେଲେ କୀର୍ତନ ମଲ୍ଲିକଙ୍କ ପତ୍ନୀ ଜାନକୀ ମଲ୍ଲିକ । ଗତ ରବିବାର ସନ୍ଧ୍ୟାରେ ପାଖ ପଡୋଶୀ…
ସମବାୟ ସମିତିରେ ମିଳୁନି ସାର, ଚାଷୀକୁଳ ହତାଶ ଚଢ଼ା ଦରରେ ବଜାରରୁ ସାର କିଣି ବିଲରେ ପକାଉଛନ୍ତି
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି । ଚଳିତ…
ନଦୀକୂଳିଆ ଗାଧୁଆ ତୁଠର ସୁରକ୍ଷାବାଡ ତନଖି କଲେ ମୁଖ୍ୟ ବନସଂରକ୍ଷକ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ନଦୀନାଳରେ କୁମ୍ଭୀର ଉପଦ୍ରବ ଯୋଗୁଁ ନିରୀହ ଲୋକଙ୍କ ଜୀବନ ଚାଲି ଯାଉଛି । ନଦୀକୂଳିଆ ଗାଁଗୁଡିକର ଲୋକମାନେ ନଦୀରେ ବ୍ୟବହାର କରିବା ପାଇଁ ବନବିଭାଗ ପକ୍ଷରୁ ଗାଧୁଆତୁଠର ସୁରକ୍ଷା ବାଡଗୁଡିକ ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ…
ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା, ୭ ତୀର୍ଥଯାତ୍ରୀ ମୃତ, ୨୭ ଆହତ
ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭…
କେନ୍ଦ୍ରାପଡ଼ା ଜିଲ୍ଲା ସୈନିକ ସଙ୍ଘ ତରପରୁ ଲଦାଖ ସଡ଼କ ଦୁର୍ଘଟଣାରେ ସହୀଦ ହୋଇଥିବା ଯବାନ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା ପୂର୍ବତନ ସୈନିକ ସଂଘ ତରପରୁ ପୂର୍ବତନ ସୈନିକ ମାନେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଦୀପ ପ୍ରଜ୍ୱଳନ କରି ଲଦାଖ ଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ ଜଣ ସହୀଦ ଯବାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲା…
ବର୍ଷିୟାନ ସିପିଆଇ(ଏମ) ନେତା ବାବାଜୀ ପରିଡାଙ୍କ ପରଲୋକ: ବିଭିନ୍ନ ମହଲରୁ ଶୋକ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ସିପିଆଇ(ଏମ)ନେତା ବାବାଜୀ ପରିଡାଙ୍କର ରବିବାର ଭୋର ୬ ଟାରେ ପରଲୋକ ଘଟିଛି । ସେ ଦିର୍ଘଦିନ ଧରି ଲିଭର ସୋରିଆସିସ୍ ରୋଗରେ ପିଡୀତ ହୋଇ କଟକ ଏସସିବି ବଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ…
ନିମପୁର ଶାସନ ନୋଡାଲ ଉଚ୍ଚବିଦ୍ୟାଳୟରେ ନୈତିକ ସଚେତନତା ସଭା
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର-ଶାସନ ନୋଡାଲ ଉଚ୍ଚବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନୈତିକ ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ଗୀତା ଆଧାରିତ ନୈତିକ ଶିକ୍ଷା ଓ ସଚେତନତା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା ।…
ଯନ୍ତ୍ରୀ-ଠିକାଦାର ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର ନିର୍ମାଣ କାର୍ଯ୍ୟ
ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ଦ୍ୱାରା ବିଭିନ୍ନ ରାସ୍ତା, କୋଠାବାଡି, ସ୍କୁଲ କୋଠା ନିର୍ମାଣ କାର୍ଯ୍ୟ ଓ ମରାମତିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଆସୁଛି । ବାରମ୍ବାର ଅଭିଯୋଗ…
ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଓ ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ଦାବି
ରାଷ୍ଟ୍ରପତି, କେନ୍ଦ୍ରସଂସଦୀୟ ମନ୍ତ୍ରୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ଦାବୀପତ୍ର ପଟ୍ଟାମୁଣ୍ଡାଇ ; ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ପଟ୍ଟାମୁଣ୍ଡାଇ ଅଂଚଳ ସମଗ୍ର ବିଶ୍ୱରେ ଉପସ୍ଥିତି ଜାହିର କରିବାରେ ସଫଳ ହୋଇଛି । ରାଜ୍ୟ ରାଜନୀତିକୁ ନିୟଂତ୍ରଣ…
୫-ଟି ଅନୁଦାନ ଆତ୍ମସାତ ଯୋଜନା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବୋଧଗାଁ ଗ୍ରାମର ଅଧିବାସୀମାନେ ଶ୍ରୀ ଶ୍ରୀ ପାଗଳାବାବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଳିଥିବା ୫-ଟି ଅନୁଦାନକୁ ଆତ୍ମସାତ୍ ଉଦ୍ୟମ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ଏହି ବିଦ୍ୟାଳୟ…
କେନ୍ଦ୍ରାପଡା ବ୍ଲକ୍ ଘେରିଲା କଂଗ୍ରେସ
କେନ୍ଦ୍ରାପଡ଼ା,୧୮ା୮: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଶୁକ୍ରବାର କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ବ୍ଲକ୍ ଘେରାଉ କରାଯାଇଥିଲା । ଏହି ଉପଲକ୍ଷେ ଅତିଶୟ ପ୍ରତିକୂଳ ପାଗ ସତ୍ତ୍ୱେ କଂଗ୍ରେସ କର୍ମୀମାନେ ସରକାରୀ ଟାଉନ୍ ହାଇସ୍କୁଲ୍ ଛକଠାରୁ…
ଓଡିଶା କୃଷିସେବା ସଙ୍ଘ ଜିଲ୍ଲା ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା,୧୮ା୮ :ଓଡିଶା କୃଷିସେବା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ୟୁନିଟ ପକ୍ଷରୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଙ୍ଘର ଏହି କୃଷି ଅଧିକାରୀମାନେ ରାଜ୍ୟର ୭୭.୫୪ଲକ୍ଷ…
ସଦ୍ଭାବନା ଦିବସ , ଜାତୀୟ ଏକତା ଓ ସଂହତିକୁ ମଜବୁତ୍ ରଖିବାର ଚାବିକାଠି ଆମ ହାତରେ
କେନ୍ଦ୍ରାପଡ଼ା,୧୮ା୮: ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଏଇ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କୁ ସଦ୍ଭାବନା…









