କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ବୈଠକ ନଗର ସଭାପତି ରାଜେଶ ମହାନ୍ତିଙ୍କ ସଭାତିତ୍ୱରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠରେ ଆଗାମୀ ବିଧାନସଭା ନିର୍ବାଚନ-୨୦୨୪ ପାଇଁ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା…
Category: ରାଜ୍ୟ
ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ମୋଟର ଚାଳକସଂଘ ଆଲୋଚନା
ପଟ୍ଟାମୁଣ୍ଡାଇ ତା ୧୩.୮-ଓଡିଶା ମୋଟର ଚାଳକ ସଂଘ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ସଂଘର କର୍ମକର୍ତ୍ତାମାନେ ପଟ୍ଟାମୁଣ୍ଡାଇ ନଗର ମହିଳା ବିଜେଡି ସଭାନେତ୍ରୀ କାଉନସିଲର ଲାସ୍ୟମୟୀ ସାହୁ ଓ ଯୁବନେତା ନିରାକାର ସାହୁଙ୍କ ନେତୃତ୍ୱ ବିଭିନ୍ନ ସମସ୍ୟା ନେଇ ଆଜି ସନ୍ଧ୍ୟାରେ ରାଜନଗର…
ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ , ୧ମୃତ ଓ ୧ଗୁରୁତର
ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ ୧ ମୃତ ୧ ଆହତ ହୋଇଥିବା ଜଣାପଡିଛି । ଗତକିଛି ଦିନ ଧରି ବର୍ଷା ଅଭାବରୁ ଚାଷ କାର୍ଯ୍ୟ ହୋଇପାରିନଥିଲା । ଆଜି ଅପରାହ୍ନ ୪ ଟା ସମୟରେ ପ୍ରବଳ…
ଜିଲ୍ଲା ସିନିଅର ହ୍ୟାଣ୍ଡବଲ ଦଳର କେଉଁଝର ଯାତ୍ରା
କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡା ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ସମ୍ପାଦକ ସେକ ସୈାକତ ଖାନ ଓ ସଭାପତି ଚିନ୍ତାମଣୀ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡା ହ୍ୟାଣ୍ଡବଲ ଦଳ ରାଜ୍ୟ ସିନିଅର ହ୍ୟାଣ୍ଡବଲ ଚମ୍ପିୟନସିପ ପାଇଁ କେଉଁଝର ଯାତ୍ରା କରିଛନ୍ତି । ଏହି ୩୬ତମ ରାଜ୍ୟ…
ଗରଦପୁର ବ୍ଲକ ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨ ଗୁରୁତର ୧୮ ଛାତ୍ରଛାତ୍ରୀ ଆହାତ
କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କାର୍ଯ୍ୟଳୟ ଠାରୁ ୧୦ କିମି ଦୂରରେ କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା ବ୍ଲକ ଆଦର୍ଶ ବିଦ୍ୟାଳୟ ରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଦୁଇଟି ଶ୍ରେଣୀରେ ୧୮ ଜଣ ଛାତ୍ରଛାତ୍ରୀ ଆହାତ ହୋଇ ପାଟକୁରା…
ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାରିଲା ବୋହୂ, ପୋଲିସ ହାତରେ ଭାଇରାଲ୍ ଭିଡିଓ ,ତଦନ୍ତ ଜାରି
ପଟ୍ଟାମୁଣ୍ଡାଇ ୧୨ା୮-କଳିଯୁଗିଆ ବୋହୂ । ଭୁଲିଗଲା ହିତାହିତ ଜ୍ଞାନ । ଆଉ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ନିର୍ଧୁମ ପିଟିଲା । ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ବିଧା ଚାପୁଡ଼ା ମାରିବା ସହିତ ପିଙ୍କୁ ଦୌଡିଆ ବୋଲି ଡାକ ମାରୁଥିଲେ…
ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, ୧୦ା୮: ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡାରୁ ୫ଜଣ ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି । କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମଠାରେ ଚଳିତମାସ ୭ ଓ ୮ ତାରିଖରେ ଓଡିଶା ଟାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ସବଜୁନିୟର ଓ ସିନିୟର ବାଳକ/ବାଳିକା…
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ
କେନ୍ଦ୍ରାପଡ଼ା,୧୧ା୮ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁସାସନ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ, ସହସଂଯୋଜକ ଦୋଳଗୋବିନ୍ଦ…
ଶିବାନନ୍ଦ ଆଶ୍ରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,୧୧ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସୁରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)…
ଦିହୁଡିପୁର ସମିତି ସଭ୍ୟା ଉପନିର୍ବାଚନ :ବିଜେଡି ସମର୍ôଥତର ବାଜିମାତ!
ପଟ୍ଟାମୁଣ୍ଡାଇ ୧୧ା୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତିସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ସମିତିସଭ୍ୟା ପଦବୀ ପାଇଁ ଗତ ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଆସନକୁ ପୁନଃରାୟ ନିଜ ହାତରେ ରଖିବା…
ଡକାୟତ କରିବା ଯୋଜନା ବେଳେ ପୋଲିସର ଚଢାଉ , ୪ ଲୁଟେରା ଗିରଫ ମୋବାଇଲ ସହିତ ସ୍କୁଟି ଜବତ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି, ରାହାଜାନି ଲୁଟ୍ ଭଳି ଘଟଣା ଘଟାଉଥିବା ଏକ ଡକାୟତ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେହେଲେ…
ବିଦ୍ୟୁତ୍ ଖୁଂଟରେ ନିର୍ମିତ ପୋଲରୁ ଖସି ନଅ ବର୍ଷର ବାଳକ ମୃତ
କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନାଥପୁର ଗ୍ରାମର ନଅ ବର୍ଷର ବାଳକ ରବିବାର ସନ୍ଧ୍ୟାରେ ବିଦ୍ୟୁତ୍ ଖୁଂଟରେ ନିର୍ମିତ ପୋଲରୁ ଖସିପଡ଼ିବା ପରେ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ହେମନ୍ତ ଜେନାଙ୍କ ପୁଅ ନାମ…









