ପତିତପାବନଜୀଉଙ୍କ ସୁନାବଶେ ଦେଖିବାକୁ ଭକ୍ତଙ୍କ ସମାବେଶ

  ପଟ୍ଟାମୁଣ୍ଡାଇ ୨୯.୬-ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ବଳଭଦ୍ର, ଜଗନ୍ନାଥ, ମା ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥିଲା । ଗତକାଲି ଶ୍ରୀଜୀଉମାନେ…

ପାଣି ଯୋଗୁଁ ଚାଷ କାମରେ ବାଧା ,ବିହନ ବୁଣୀ ବର୍ଷାକୁ ଚାହିଁଛି ଚାଷୀ

ପଟ୍ଟାମୁଣ୍ଡାଇ୨୮.୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ…

ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ଟାଣି ନେଲା କୁମ୍ଭୀର ,କ୍ଷତ ବିକ୍ଷତ ମୃତଦେହ ଊଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଂଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି । ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର…

କେନ୍ଦ୍ରାପଡାରେ ଇଦ୍‌-ଉଲ-ଜୁହା ପାଳିତ

କେନ୍ଦ୍ରାପଡା,୨୯ା୬- କେନ୍ଦ୍ରାପଡା ଜିଲ୍ଲା ସମେତ ସହରରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟର ପର୍ବ ଇଦ୍‌-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ମସଜିଦ ଓ ଇଦଘା ପଡିଆରେ ସାମୂହିକ ନମାଜ ପ୍ରାର୍ଥନା ସକାଳ…

ବାଇକର ବିକଟାଳ ଶଦ୍ଦରେ କୋକୁଆ ଭୟ

କେନ୍ଦ୍ରାପଡା,୨୯ା୬ – ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ଥିବାର ଅନୁଭବ ହେଉନାହିଁ । ସରକାରୀ ସମ୍ପତ୍ତିର ସୁରକ୍ଷା ନାହିଁ । ଜିଲ୍ଲା ଅଧିବାସୀଙ୍କ ସ୍ୱାର୍ଥପ୍ରତି ପ୍ରଶାସନର ନଜର ରହୁନାହି । ପ୍ରଶାସନୀକ ଅଭିଯୋଗ ଜନ ଶୁଣାଣିରେ…

ତୁଳସୀ କ୍ଷେତ୍ରରେ ବାହୁଡା ଯାତ୍ରା ,ଦିତୀୟ ଦିନରେ ବ୍ରହ୍ମତାଳଧ୍ୱଜ ରଥ ସିଂହଦ୍ୱାରରେ ଲାଗିଲା

କେନ୍ଦ୍ରାପଡା,୨୯ା୬ – ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ବାହୁଡାର ୨ୟ ଦିବସରେ ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଁଞ୍ଚିଯାଇଛି । କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ୨ୟ ଦିନ ରଥ ଟଣା ଦିନ ୩ଟା ସମୟରେ ଆରମ୍ଭ…

ମାତ୍ରାଧିକ ଶଦ୍ଦ କରୁଥିବା ଡିଜେକୁ ଜବତ କଲା ପୋଲିସ

କେନ୍ଦ୍ରାପଡା,୨୯ା୬ – ବିଭିନ୍ନ ଶୋଭାଯାତ୍ରାରେ ୬୫ଡିସେମେଲ ମଧ୍ୟରେ ବାଜା ବଜାଇବା ପାଇଁ ଅନୁମତି ଥିବା ବେଳେ ଅନେକ ସ୍ଥାନରେ ଏହାକୁ ମାନୁନାହାନ୍ତି । ଏପରି ଏକ ଘଟଣାରେ କେନ୍ଦ୍ରାପଡା ସଦରଥାନା ପୋଲିସ ଏକ ଡିଜେ ବାଜାକୁ ଜବତ କରି ଥାନାରେ ରଖିଛି…

ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ଟାଣି ନେଲା କୁମ୍ଭୀର ,ଏବେ ଯାଏଁ  ପତ୍ତା ମିଳିନାହିଁ ।

କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି।ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ପାଣି ଭିତରକୁ …

ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ପାଳିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ବକ୍ତାରପୁର ମାଉସୀମା ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କୁ ପାରମ୍ପାରିକ ରୀତିରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ…

ବାହୁଡାରେ ହେଲା ଶ୍ରୀ ଭଲଦେବଜୀୟୁଙ୍କ ପହଣ୍ଡି ,ଗୁରୁବାର ରଥଟଣା

କେନ୍ଦ୍ରାପଡା-୨୮/୦୬: ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବାହୁଡା ଯାତ୍ରା ଅବସରରେ ବୁଧବାର ରଥ ମୁଖ ପରିବର୍ତନ ସହ ଶ୍ରୀଜୀଉ ମାନଙ୍କ ରଥ ଉପରକୁ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ବାହୁଡା ଯାତ୍ରା ପାଇଁ ଶ୍ରୀଜୀଉ ମାନଙ୍କ…

କେନ୍ଦ୍ରାପଡା ଜିଲ୍ଲା ଶ୍ରମ ବିଭାଗରେ ଦୁର୍ନିତି ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା,୨୮ା୬: କେନ୍ଦ୍ରାପଡା ଜିଲ୍ଲା ଶ୍ରମ ବିଭାଗରେ ପୁଣି ଆଉ ଏକ ମୃତ ହିତାଧିକାରୀଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିବା ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଦିନ ଅଭିଯୋଗ ହୋଇଥିବା ଜଣାପଡିଛି । ୨୦୨୨ ମସିହା ଅକ୍ଟୋବର…

ବିଜେପିର ମିଶ୍ରଣ ପର୍ବ

କେନ୍ଦ୍ରାପଡ଼ା ୨୮ା୬ : କେନ୍ଦ୍ରାପଡା ଜିଲ୍ଲା ଭାଜପା କାର୍ଯ୍ୟାଳୟଠାରେ ଆଳି ନିର୍ବାଚନ ମଣ୍ଡଳୀରେ “ଘର ଘର ଜନସମ୍ପର୍କ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପରେ ଚରପଡା ପଞ୍ଚାୟତର ଅନେକ ବିଜେଡି ଓ କଂଗ୍ରେସର କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେବା ଓ ସୁଶାସନ…

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କର ପୁନେର ଶିକ୍ଷା ସମାରୋହ ଜି-୨୦ରେ ଯୋଗଦାନ,

କେନ୍ଦ୍ରାପଡା-୨୮ା୬- ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଣାଳୟ ପକ୍ଷରୁ ୬ ଦିନ ଧରି ପୁଣେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଶିକ୍ଷା ସମାରୋହ ଜି-୨୦ରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ…

Banks play spoilsport for MSME units

3RD PARTY AGENTS USED BY BANKS TO RECOVER LOANS TURN HEADACHES FOR MANY Kendrapara : Employment generation program for youths through establishment of Micro, Small and Medium Enterprises (MSME) have…

ପ୍ରକାଶ ପାଇଛି ବିଶ୍ୱକପ-୨୦୨୩ ର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ . ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ପ୍ରକାଶ ପାଇଛି । ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ…

ଅଜଣା ପୋକଙ୍କ ଆତଙ୍କ

ପଟ୍ଟାମୁଣ୍ଡାଇ ୨୭ା୬- କେନ୍ଦ୍ରାପଡା ଜିଲ୍ଲ ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ପ୍ରକାର ଅଜଣା ପୋକ ଆତଙ୍କ ସୃଷ୍ଟି କରିଛି । ଏପରି ପ୍ରଜାତିର ପୋକ ଚାରି ଆଡେ ବ୍ୟାପି ଯାଇଥିବା ବେଳେ, କାମୁଡି ଦେଲେ କୁଣ୍ଡେଇ ହେବା ସହିତ ଫଳି ଯାଉଥିବାର ଦେଖିବାକୁ…

ରାଜ୍ୟ ସାମ୍ବାଦିକ ସଙ୍ଘ ତରଫରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ତା ୨୭/୬- ଆଜି ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ୧୧ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଯାଇଛି । ସଙ୍ଘ ଦାବି କରିଛି ଯେ, ମହାରାଷ୍ଟ ଓ ଛତିଶଗଡ଼ ଢାଞ୍ଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ…

କେନ୍ଦ୍ରାପଡା କଂଗ୍ରେସ ତରଫରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସହ ଗଣବିକ୍ଷୋଭ

କେନ୍ଦ୍ରାପଡା-୨୭/୬-ଘନ ଘନ ବିଜୁଳି କାଟ ଓ ଅହେତୁକ ବିଜୁଳି ଦର ପ୍ରତିବାଦରେ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ୱାନରେ ଜିଲ୍ଲା କଂଗ୍ରେସ ତରଫରୁ ମଙ୍ଗବାର ଦିନ ୯ଟାରେ କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଶତାଧିକ କଂଗ୍ରେସ କର୍ମୀ ସାମିଲ…

ମାଫିଆଙ୍କ କବଳରେ ପୋତା ଗୋବରୀ ନଦୀ ଜମି, କିସମ ବଦଳାଇ ଏକର ଏକର ଜମି ଚାଲିଛି ବିକ୍ରୀ,ସରକାର ନଦୀକୁ ବଂଚାଇ ରଖିବା ପାଇଁ ପଦକ୍ଷେପ ନେବା ଜରୁରି ।

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ୨୦କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି । ନଦୀ ପୋତି ହୋଇପଡିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଜନସାଧାରଣ ଓ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ପରେ…

ମହାକାଳପଡା ବଉଳକଣୀ ଠାରେ ବିଜେପିର ସଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

କେନ୍ଦ୍ରାପଡା,୨୬/୬- ମହାକାଳପଡା ବଉଳକଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ୯ ବର୍ଷ ଉପଲକ୍ଷେ ସାଧାରଣ ସଭାରେ ପବିତ୍ର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଦୁର୍ଯୋଧନ ସାହୁ, ଜିଲ୍ଲା ସଭାପତି ରଞ୍ଜିତ ଆଚାର୍ଯ୍ୟ, ଅନୁସୂଚିତ ଜାତି…

ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲା ସ୍ତରୀୟ ସଚେତନତା

କେନ୍ଦ୍ରାପଡା,୨୬/୬- ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୮ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମିଳିତ ଆନୁକୁଲ୍ୟରେ ଏକ…

ତାପମାତ୍ରା ବୃଦ୍ଧି ପାଇଁ ବିଲୁପ୍ତ ହେଇଯିବ ମଣିଷ ଜାତି! ଗ୍ରୀଷ୍ମର ଅଭୂତପର୍ବ ରୌଦ୍ର ଦାବାନଳକୁ ବୃକ୍ଷରୋପଣ ହିଁ ରୋଧ କରିପାରିବ: ଜନମଂଚ

ପଟ୍ଟାମୁଣ୍ଡାଇ:୨୬/୦୬ ଗତ କିଛି ଦିନଧରି ଜଳବାୟୁ ପରିବର୍ତନର ପ୍ରଭାବ ଦେଖିବାକୁ ମିଳୁଛି । ବିଶ୍ୱତାପମାନ ବୃଦ୍ଧି ଯୋଗୁ କେତେବେଳେ ମରୁଡି ତ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ବିନାଶର କାରଣ ସାଜୁଛି । ଚଳିତ ବର୍ଷ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଗ୍ରୀଷ୍ମ…

ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ । ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ…

ହେରାପଞ୍ଚମୀରେ ରଥ କାଠ ଭାଙ୍ଗିଲେ ମହାଲକ୍ଷ୍ମୀ

କେନ୍ଦ୍ରାପଡ଼ା ୨୫/୬- ଆଡପ ମଣ୍ଡପରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଆଜି ଥିଲା ହେରାପଞ୍ଚମୀ ନୀତି । ଏହି ଅବସରରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ଶ୍ରୀଜିଉମାନଙ୍କ ପହୁଡ ଫିଟାଯାଇ ମଙ୍ଗଳା…