ପଟ୍ଟାମୁଣ୍ଡାଇ ଅଂଚଳରେ ନିର୍ଭୟରେ ଚାଲିଛି ଅବାଧ ଗଛକଟା, ଶୋଇଛି ବନବିଭାଗ !
କେନ୍ଦ୍ରାପଡା ୨୦ା୬-ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି । ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି । ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା […]
