କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ହରିଜନ ସାହିରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇଛି । ଗାଁ ଦାଣ୍ଡରୁ ବର୍ଷା ପାଣି ନିଷ୍କାସନ ପାଇଁ ସରକାରୀ ଜାଗା ନ ଥିବାରୁ କିଛି ଲୋକ ସେମାନଙ୍କ…
Month: September 2023
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ଚନ୍ଦ୍ରମଉଳି ଶୈବ ପୀଠରେ ଦୀପଦାନ
ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିବସ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଚନ୍ଦନନଗର ଚନ୍ଦ୍ରମଉଳି…
ଆନ୍ଧ୍ରରେ ଆମ୍ବଲାନ୍ସ ଦୁର୍ଘଟଣାରେ ମୃତକଙ୍କ ଶବ ଗାଁରେ ପହଂଚିଲା,
ଶୋକାକୁଳ ପରିବେଶ, ଗୋବିନ୍ଦପୁର ଲୋକାରଣ୍ୟ, ନେତା ଓ ଜନତାଙ୍କ ସୁଅ ଚୁଟିଛି ଭୁବନେଶ୍ୱରରୁ ଆମ୍ବଲାନ୍ସ ଯୋଗେ ଚିକିତ୍ସା ପାଇଁ ବାଙ୍ଗାଲୋର ଯାଇଥିବା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଓ ଆଳି ଅଙ୍ଗାରକ୍ଷ ଅଂଚଳର ବାପା, ଦାଦା ଓ ଝିଅ ଜ୍ୱାଇଁ ୪ ଜଣ ଫେରିବା…
ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍ସିପ୍ , ସବ୍ ଜୁନିଅର ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଖେଳାଳୀ ମନୋନୀତ
କେନ୍ଦ୍ରାପଡ଼ା, ୧୬ା୯: ଦ୍ୱିତୀୟ ରାଜ୍ୟସ୍ତରୀୟ ହକି ଚମ୍ପିଆନ୍ପିସ୍ର ସବ୍-ଜୁନିଅର୍ ବାଳିକା ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ ଜଣିଆ ଟିମ୍ ସେମାନଙ୍କ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ । ଆଜି ସେମାନଙ୍କୁ ଜର୍ସି ପ୍ରଦାନ କରି ପ୍ରତିଯୋଗିତାରେ ସଫଳତାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି…
ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଗିରଫ
କେନ୍ଦ୍ରାପଡ଼ା,୧୬ା୯ : ଗ୍ୟାଙ୍ଗଷ୍ଟର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଟାଉନ ଥାନା କେଶ ନମ୍ବର ୧୨୯/୨୦୨୦ରେ ଚୁନେଇ ଫେରାର ଥିଲା । ପୋଲିସ…
ଜନଶିକ୍ଷଣ ସଂସ୍ଥାନର ପରିଚାଳନା ପରିଷଦ ବୈଠକ
କେନ୍ଦ୍ରାପଡା ଜିଲ୍ଲାରେ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟରତ ଜନଶିକ୍ଷଣ ସଂସ୍ଥାନର ଦ୍ୱିତୀୟ ବର୍ଷର ପ୍ରଥମ ପରିଚାଳନା ପରିଷଦ ବୈଠକ ସଂସ୍ଥାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସ୍ଥାନର ଭବିଷ୍ୟତ କାର୍ଯ୍ୟପନ୍ଥା ସହିତ ତାଲିମ ନେଉଥିବା ସମସ୍ତ ହିତାଧିକାରୀଙ୍କୁ…
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣାକୁ ୧୨ଦିନ ପୁରିଲା,ଆନ୍ଦୋଳନରେ ସାମିଲ ହେଲା ବିଜେପି
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି । କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଦାବି ଦିନକୁ ଦିନ ତୀବ୍ର ହେଉଥିବା ବେଳେ ସରକାରଙ୍କ…
ସାକ୍ଷରତା ହିଁ ସଶକ୍ତିକରଣର ଅମୋଘ ଅସ୍ତ୍ର: ଅତିରିକ୍ତ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୧୬ା୯: “ଆଇନଗତ ସାକ୍ଷରତା ମାଧ୍ୟମରେ ଓଡ଼ିଶାରେ ମହିଳା ସଶକ୍ତିକରଣ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ୟୁଏସ୍ କନସୁଲେଟ୍ ଜେନେରାଲଙ୍କ ସହାୟତାରେ ‘ସ୍ୱାତୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ…
ବଢ଼ିବାରେ ଲାଗିଛି ନକଲି ଡାକ୍ତରଙ୍କ ନକଲି ଔଷଦ କାରବାର
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖୁଲମଖୁଲା ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ନକଲି ଔଷଦ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି । ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ନକଲି ଡାକ୍ତର ଦେଉଥିବା ଔଷଦ ଏବେ ମୃତ୍ୟୁର କାରଣ…
ଜିଲ୍ଲା ଶିକ୍ଷା ବିଭାଗ ମନମାନି ; ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ହୋଇପାରୁନି
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରାୟ ୧୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ…
ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ୯ ଦିନରେ,୧୯୪ ସ୍କୁଲରେ ପାଠପଢ଼ା ଠପ୍
ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଆଜି ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରଚଂଳର ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନ ୯ ଦିନରେ ପହଂଚିଛି । ଶିକ୍ଷକ ମାନେ ସମୂହ ଛୁଟି ନେଇ ଚଳିତ ମାସ ୮ ତାରିଖରୁ ଆରମ୍ଭ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।…
ଆନ୍ଧ୍ର ମର୍ମତୃନ୍ତ ଦୁର୍ଘଟଣା ଘଟଣା , ମୃତ ଦେହ କିପରି କେନ୍ଦ୍ରାପଡ଼ାରେ ପହଁଞ୍ଚିବ ଆଲୋଚନା କଲେ କେନ୍ଦ୍ରାପଡ଼ା ବିଧାୟକ
ଶୁକ୍ରବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ମର୍ମତୃନ୍ତ ଦୁର୍ଘଟଣା ଘଟି କେନ୍ଦ୍ରାପଡ଼ା ଜିଲାର ୪ ଜଣଙ୍କ ଅକାଳ ବିୟୋଗ ଘଟିଛି । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇ ବ୍ଲକ୍ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ତ୍ରିଲୋଚନ ନାୟକ, ବିଜୟ…
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅବ୍ୟାହତ ଧାରଣାରେ ସାମିଲ ହେଲେ କେନ୍ଦ୍ରାପଡା ବିଧାୟକ
କେନ୍ଦ୍ରାପଡ଼ା,୧୫ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଏଗାର ଦିନରେ ପହଞ୍ଚିଛି । ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇ ରଖିବାକୁ ଜିଦରେ ଅଟଳ ଥିବା କ୍ରିୟାନୁଷ୍ଠାନ କମିଟି ଜିଲ୍ଲାର ବିଭିନ୍ନ…
ଉତ୍କଳ ସମାଜ ପକ୍ଷରୁ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରଶାସନକୁ ଦାବିପତ୍ର
କେନ୍ଦ୍ରାପଡ଼ା,୧୫ା୯: ଜଳସେଚନର ଅଭାବ ଯୋଗୁଁ କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାର କୃଷକ ପରିବାରର କର୍ମଠ ଯୁବକ ଓ ଯୁବତୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅଚଳ ହୋଇ ପଡିଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକର…
ଚିକିତ୍ସା କାରାଇ ଫେରିବା ବାଟରେ ଆନ୍ଧ୍ରରେ ଆମ୍ବୁଲାନ୍ସ୍ ଦୁର୍ଘଟଣା: ପଟ୍ଟାମୁଣ୍ଡାଇ ଓ ଆଳି ଅଂଚଳର ୪ଜଣ ମୃତ
ଏମିତି ବି ଆସେ ମୃତ୍ୟୁ । ଚାହୁଁଚାହୁଁ ଚାଲିଗଲା ଅକାଳର ୨ ପରିବାରର ୪ ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍ରେ ଚିକିତ୍ସା କରାଇ ଆମ୍ବୁଲାନ୍ସ୍ରେ ଫେରିବା ବାଟରେ ରାସ୍ତାରେ…
ଟ୍ରକ୍ ଧକ୍କାରେ ଜଣଙ୍କର ୨ ଗୋଡ଼ କଟିଲା ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ତାଳଚେର ବସ୍ଷ୍ଟାଣ୍ଡ ସମ୍ମୁଖ ୧୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଚାଉଳିଆକୁତା ଅଞ୍ଚଳର ହରି ବେହେରା (୫୫) ରାସ୍ତାରେ ଯାଉଥିବାବେଳେ…
‘ଆୟୁଷ୍ମାନ ଭବଃ’ ସଫଳ ଅଭିଯାନର ପ୍ରଶାସନିକ ପ୍ରସ୍ତୁତି
କେନ୍ଦ୍ରାପଡ଼ା, ତା୧୪/୦୯: “ଆୟୁଷ୍ମାନ ଭବଃ” ଅଭିଯାନର ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବାକୁ ପହଂଚାଇବା ପାଇଁ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ନିର୍ଦ୍ଦେଶ ଦେଇଛନ୍ତି । ଏଇ ଅବସରରେ ହେଲ୍ଥ୍…
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଦଶମ ଦିନରେ ଧାରଣାକୁ ନେତୃତ୍ୱ ଦେଲା ମାର୍ଶାଘାଇ ବ୍ଲକ
କେନ୍ଦ୍ରାପଡ଼ା,୧୪ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଦଶ ଦିନ ପୁରିଛି । ବର୍ଷାର ପ୍ରକୋପ ଆନ୍ଦୋଳନର ତାତିକୁ ଥଣ୍ଡା କରିପାରି ନାହିଁ । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ମାର୍ଶାଘାଇ…
ରାସ୍ତା ନଥିବାରୁ ୨ ଶହ ପରିବାର ବନ୍ଦୀ,ଘରୁ ବାହାରିଲେ ଆଣ୍ଠୁଏ କାଦୁଅ
କେନ୍ଦ୍ରାପଡ଼ା,୧୪/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତ ଅଧୀନ ବଡଗାଁ ଅଞ୍ଚଳରେ ରାସ୍ତାରେ ପାଣି ହୋଇଯିବାରୁ ପଞ୍ଚାୟତର ୨ ଶହ ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଘରୁ ବାହାରିଲେ ଆଣ୍ଠୁଏ ଲେଖାଏଁ ପଙ୍କ କାଦୁଅ । ବାଇକ୍ରେ ଗଲେ ଖାଲରେ…
ପ୍ରଶିକ୍ଷଣ ବେଳେ ଟଳି ପଡିଲେ ଯବାନ
କେନ୍ଦ୍ରାପଡା ସହରର ସୁନାଇଲୋ ଗ୍ରାମର ସଂଗ୍ରାମ ମହାନ୍ତି(୪୩) ଗତ ବୁଧବାର ଦିନ ସି.ଆର.ପି.ଏଫ. ଛତିଶଗଡ କ୍ୟାମ୍ପରେ ପ୍ରଶିକ୍ଷଣ ନେଉଥିବା ବେଳେ ହଠାତ ହୃତ୍ଘାତ ହେବାରୁ ଟଳି ପଡିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ…
ଚୋରାନିଶା କାରବାରର ଭୟଙ୍କର ସ୍ଥିତି: ନିଶା କବଳରେ ଛାତ୍ର ଓ ଯୁବକ
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରାମଦ,ଡ୍ରଗ୍ସ,ଗଞେଇ, ଧଳାଜହର କାରବାର ଖୁଲମ୍ଖୁଲା ଭାବେ ବଢ଼ିଚାଲିଛି । ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଚେଖୁଲମ୍ଖୁଲା ବେପାର ଚାଲିଛି । ଗାଁରେ ଚୋରାମଦ…
ଟାଉନ ପୋଲିସ ଦ୍ୱାରା ଚାଲିଛି ଗାଡି ଯାଞ୍ଚ, ବାଇକ ଚାଳକଙ୍କ କୋକୁଆ ଭୟ
କେନ୍ଦ୍ରାପଡ଼ା, ୧୩ା୯: ପ୍ରଶାସନିକ ସ୍ଥାଣୁତା ପାଇଁ କେନ୍ଦ୍ରାପଡା ସହରରେ ଜବରଦଖଲ, ଟ୍ରାଫିକ ସମସ୍ୟା ବଢିବଢି ଚାଲିଛି । ବାଇକ ଚାଳକଙ୍କ ବେଆଇନ ଭାବେ ବେପରୁଆ ଗାଡିଚାଳନା ସାଙ୍ଗକୁ ବିକଟାଳ ଶଦ୍ଦ କରିବା ସହରବାସୀଙ୍କୁ ଭୟଭିତ କରି ରଖିଛି । ତେବେ ଆନନ୍ଦର…
୧୩ ଦିନରେ ଧାନ ଗଛରୁ ଥୋଡ ଚିଞ୍ଛା ବାହାରିଲା, ଚାଷୀ ହତାସ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୩ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି । ଏହାକୁ ନେଇ ଚାଷୀ କୃଷିବିଭାଗ ଅଫିସରେ ଜାଣାଇଛନ୍ତି । କୃଷୀ ଅଧିକାରୀ କ୍ଷେତ ବୁଲି ଅନୁଧ୍ୟାନ କରିବା ପାଇଁ ପ୍ରତିଶୃତି…










