କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନ ଥମିବାର ନାଁ ଧରୁନି । ଗତ ମଙ୍ଗଳବାର ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଚାଲିଥିବା ଗଣଧାରଣାକୁ ଆଜି ପଞ୍ଚମ ଦିନ ପୁରିଛି । ଗତ ୭ତାରିଖରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ପ୍ରକୋଷ୍ଠରେ ପ୍ରଶାସନର ଆହ୍ୱାନ କ୍ରମେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ […]

କେନ୍ଦ୍ରାପଡ଼ା, ୯ା୯: ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଅନୁଷ୍ଠିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଷ୍ଠାପର ଭାବରେ ଅଧ୍ୟୟନରତ ରହିଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ ତାଙ୍କ ବକ୍ତବ୍ୟରେ ବହୁ ମହାନ ବ୍ୟକ୍ତିମାନଙ୍କର ଛାତ୍ର ଜୀବନ ବିଷୟରେ ଆଲୋଚନା କରି କଠୋର […]

ମରକ୍କୋ,୯ା୯: ଭୂକମ୍ପରେ ଥରିଲା ମରକ୍କୋ । ତୁର୍କୀ ପରେ ମରକ୍େକାରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୮ । ଭୁଶୁଡ଼ିଲା ବଡ଼ ବଡ଼ କୋଠା । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଛି । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ । ଆଫ୍ରିକୀୟ ଦେଶ ମରକ୍କୋରେ ସକାଳୁ ସକାଳୁ […]

ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର -୪ ରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିବା ବେଳେ ଆସନ୍ତା କାଲି ମ୍ୟାଚକୁ ଚାହିଁ ବସିଛି ସାରା ବିଶ୍ୱ । ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓଲ୍‌ହାଇ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି […]

କେନ୍ଦ୍ରାପଡ଼ା ସିଭିଲ କୋର୍ଟ ପରିସରରେ ଆଇନସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜିଲ୍ଲା ଦୌରାଜଜ୍‌ ଶ୍ରୀ ବିଶ୍ୱଜିତ୍‌ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ୩୫୪ଟି ମାମଲାର ବିଚାର କରାଯାଇ ୧ କୋଟି ୫୯ଲକ୍ଷ ୬୪ହଜାର ୮୧୮ଟଙ୍କା ଆଦାୟ କରାଯାଇଛି । ଏହା ବ୍ୟତୀତ ବ୍ୟାଙ୍କ ଋଣ ବାବଦ ୨୩୬ ମାମଲା ଫଇସଲା କରାଯାଇ ୩୭ ଲକ୍ଷ ୩୯ ହଜାର […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ବୁଥ କଂଗ୍ରେସ କର୍ମୀ ସମ୍ମିଳନୀ ଶ୍ରୀ ମା ଛୁଆଳିଆ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କଂଗ୍ରେସ ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବୁଥ କମିଟିର ସଭାପତି, ବୁଥ କମିଟିର ସଦସ୍ୟ ଓ ବରିଷ୍ଠ କର୍ମୀମାନେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ କର୍ମୀମାନଙ୍କୁ ଆହ୍ୱାନ ଦେଇ ଆମେ ବିଧାନସଭା ଯିବା ବିଷୟରେ […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ନଂ ଜିଲ୍ଲା ପରିଷଦ ଜୋନ୍‌ର ଏକ ବିଶାଳ କର୍ମୀ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୧୩ରେ ମାଳବଣଠାରେ ଅନୁଷ୍ଠିତ ହେବାକୁ ଆଜି ଜୋନ୍ କଂଗ୍ରେସର ବୈଠକରେ ସ୍ଥିର କରାଯାଇଛି । ଏହି ଜୋନ୍ ଅନ୍ତର୍ଗତ ୮ଗୋଟି ପଞ୍ଚାୟତ ଯଥା କୋରୋ, ଘାଗରା, ଚାରିଗାଁ, ଧୂମାତ, ଇନ୍ଦୁପୁର, ନିକିରାଇ, ଢୋଲ ଓ କୁତରଙ୍ଗର କଂଗ୍ରେସ ସଭାପତି ଦଳୀୟ ପଞ୍ଚାୟତ ପ୍ରତିନିଧି ଓ ବରିଷ୍ଠ କର୍ମୀମାନେ ଗରାପୁର କଂଗ୍ରେସ କାର୍ଯ୍ୟାଳୟରେ […]

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବିଜୁଜନତା ଦଳ ସଭାପତି ଶଶାଙ୍କ ଶେଖର ପରିଡାଙ୍କୁ କେନ୍ଦ୍ରାପଡା ଟାଉନଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏହି ବ୍ଲକର ବିଜେଡି ନେତ୍ରୀ ରାଜଲକ୍ଷ୍ମୀ ରାଉତରାୟ ଗତକାଲି ୭ତାରିଖରେ ଶଶାଙ୍କ ଶେଖର ପରିଡା ତାଙ୍କୁ ଅଶୀଳ ଇଙ୍ଗିତ କରିଥିଲେ ବୋଲି କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗର ତଦନ୍ତ କରି ଏକ ମାମଲା ଋଜୁ କରି ଶ୍ରୀ ପରିଡାଙ୍କୁ […]

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ଏଥିପାଇଁ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଆନ୍ଦୋଳନ ଏବେ ତୀବ୍ରତ୍ତର ହେବାକୁ ବସିଛି । ଜିଲ୍ଲା ପ୍ରଶାସନର ସମସ୍ତ ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟରେ ଥିବା […]

କେନ୍ଦ୍ରାପଡା ୮/୯: ପ୍ରତି ବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଏ । ଏହି ଭୌତିକ ଚିକିତ୍ସା ମାଧ୍ୟମରେ ସମସ୍ତ ପ୍ରକାର ସ୍ନାୟବିକ ଯନ୍ତ୍ରଣାର ଉପସମ ସହିତ ଆଧୁନିକ ଜୀବନଶୈଳୀ ହେତୁ ମନୁଷ୍ୟ ଭୋଗୁଥିବା ମେରୁଦଣ୍ଡ ଓ ଆଥ୍ରାଇଟିସ୍‌ଜନୀତ ସମସ୍ୟାର ବିନା ଔଷଧରେ ସଫଳ ଉପଚାର କରାଯାଇପାରୁଛି । ଏହି ଦିବସର ତାତ୍ପର୍ଯ୍ୟକୁ ଗୁରୁତ୍ୱ ଦେବା ସହିତ ଜନସାଧାରଣରେ ବ୍ୟାପକ ସଚେତନତା ନିମନ୍ତେ କେନ୍ଦ୍ରାପଡା […]

ଅଟୋନୋମି ଟିମ ଗସ୍ତର ୮ଦିନ ପୂର୍ବରୁ ୭୧ଲକ୍ଷ ବ୍ୟୟ ଦର୍ଶାଇ ହରିଲୁଟ ଅଭିଯୋଗ କେନ୍ଦ୍ରାପଡ଼ା, ୮ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ କଲେଜ ଅର୍ଥ ହରିଲୁଟ ହୋଇଥିବା ଘଟଣା ପଦାକୁ ଆସିବାରେ ଲାଗିଛି । ପୂର୍ବରୁ ମହାବିଦ୍ୟାଳୟ ଅଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ପ୍ରାୟ ୩୦ଲକ୍ଷ ଟଙ୍କା ହରିଲୁଟ ହୋଇଥିବା, ଚାରା ରୋପଣରେ ୫ହଜାରକୁ ୪୦ହଜାର ଦର୍ଶାଇ ୩୫ହଜାର ଟଙ୍କା ହଡପ କରାଯାଇଥିବା ବେଳେ,ଗାନ୍ଧୀ […]

କେନ୍ଦ୍ରାପଡ଼ା, ୮ା୯: ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରୁ ନଗର ପରିକ୍ରମା, ସଙ୍କୀର୍ତ୍ତନ, ବୃକ୍ଷରୋପଣ, ଗଗନ ଆଚାର୍ଯ୍ୟଙ୍କ ଦ୍ୱାରା ରୁଦ୍ରାଭିଷେକ ଓ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଭଜନ ପରିରେଷଣ କରାଯାଇଥିଲା । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କର […]

ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିରୋଗ ଓ ସୁସ୍ଥ ରହିବା ପାଇଁ ନୀଳଆକାଶ ଓ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ବାର୍ତା ଦିଆଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲରେ ସଚେତନତା ସଭା ଆୟୋଜନ କରାଯାଇଥିଲା । ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ପି ଏଚ. ଇ ଓ ନୃସିଂହ ଚରଣ ଦାସ, ବିପି ଏମ ପ୍ରଶାନ୍ତ କୁମାର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲ ମୋସ୍କୁଲ ଅଭିଯାନ କମିଟି ଓ ପୁରାତନ ଛାତ୍ରସଂସଦ ପକ୍ଷରୁ ଏକ ମିଳିତ ବୈଠକ ଏମଏନ ହାଇସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୋସ୍କୁଲ ଅଭିଯାନ କମିଟିର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବରିଷ୍ଠ ଉପଦେଷ୍ଟା ଡ. କେଳୁଚରଣ ସ୍ୱାଇଁ,ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପୁରାତନ ଛାତ୍ର ସଂସଦ ସମ୍ପାଦକ […]

ପାଞ୍ଚଟି ଲାଇଟ୍‌କୁ ୫୦ ଲକ୍ଷ ଟଙ୍କା ! କେନ୍ଦ୍ରାପଡା ଜିଲ୍ଲା ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତାର ଡାଙ୍ଗମାଳ ପଚାଂୟତ ଭିତରକନିକା ଅଭୟାରଣ୍ୟ ଛକଠାରୁ ରାଜନଗର ବଜାର ପର୍ଯ୍ୟନ୍ତ ଉଜ୍ୱଳ ଆଲୋକୀକରଣ କରାଯିବା ପାଇଁ ୨୦୨୦ ମସିହାରେ ରାଜନଗର ଷ୍ଟେଟବ୍ୟାଙ୍କ ଛକଠାରେ ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଧୃବ ସାହୁଙ୍କ ନାମ ଥିବା ଫଳକ ମରାଯାଇଥିଲା । ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ୪୨ ଲକ୍ଷ ୯ ହଜାର ୫୨୫ଟଙ୍କା ବ୍ୟୟ […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ଜୁଣଗଡି ଗ୍ରାମର ମହେଶ୍ୱର ରାଉତ ମସ୍ତିଷ୍କ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଏସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ମହେଶ୍ୱରଙ୍କ ଘରେ ପହଂଚି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ଏମସ କର୍ତୁପକ୍ଷଙ୍କ ସହ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ଅଖପାଖ ଅଂଚଳରେ ପ୍ରାକୃତିକ ନାଳ, କେନାଲ, ନୟନଜୋରୀ ଓ ଜଳାଶୟଗୁଡିକ ଜବରଦଖଲ ହେବାରେ ଲାଗିଛି । ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଭବିଷ୍ୟତରେ ଏହା ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଏପରି କି ସହରରେ ଜଳମଗ୍ନ ହେବା ସହିତ ଆଖପାଖ ଅଂଚଳରେ ଚାଷଜମି ପଡିଆ ପଦିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ […]

ଅବକାରୀ ସବଇନ୍ସପେକ୍ଟରମାନଙ୍କ ଦକ୍ଷତା ବୃଦ୍ଧି ଲାଗି ବିଭାଗ ଇତିହାସରେ ପ୍ରଥମଥର ପାଇଁ ସେମାନଙ୍କୁ ଅବକାରୀ ଆଇନ୍‌, ଏଥିରେ ଥିବା ବିଭିନ୍ନ ଧାରା, ଏନ୍‌ଡିପିଏସ୍ ଆଇନ୍ ସହିତ ଅବକାରୀ ମାନୁଆଲ ସଂକ୍ରାନ୍ତରେ ତାଲିମ ଦିଆଯାଉଛି । ପ୍ରଥମ ଦଫାରେ ୪୮ ଜଣ ଅବକାରୀ ସବ୍‌-ଇନ୍ସପେକ୍ଟରଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି । ଭୁବନେଶ୍ବର ଅବକାରୀ ନିର୍ଦ୍ଦେଶାଳୟ ଠାରେ ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ […]

ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ପକ୍ଷ ରୁ ଉଦୟନିଧି ଷ୍ଟଲିନ ଦେଇଥିବା ସନତାନି ବିରୋଧ ମନ୍ତ୍ୟବକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁତ୍ତଳିକା ଦାହ ଚପଲ ମାଡ଼ କରାଗଲା କିଛି ଦିନ ତଳେ ତାମିଲନାଡୁର ଏକ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ ମଲେରାଇଆ ସହ ତୁଳନା କରି କହିଥିଲେ । ଯେ ସନାତନ ଧର୍ମ ସମ୍ପୂର୍ଣ୍ଣ ନାଶ ହେବ ଦରକାର । […]

ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ଅନିର୍ଦ୍ଦିଷ୍ଟକାଳ କାର୍ଯ୍ୟବନ୍ଦ ଧାରଣା ଆଜିଠାରୁ ଏକ ମାସପାଇଁ ସ୍ଥଗିତ ରଖି କାର୍ଯ୍ୟରେ ଯୋଗଦେବେ ଜିଲ୍ଲାର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।ରାଜ୍ୟ ସଂଘ ସରକାରଙ୍କ ସହିତ ଆଲୋଚନା ପରେ ଧାରଣକୁ ଏକମାସ ପାଇଁ ସ୍ଥଗିତ ରଖିଛି ।ମନ୍ତ୍ରୀ ପରିଷଦ ବୈଠକରେ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ଏକମାସ ସମୟ […]

ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ପତ୍ର ଲେଖିଛନ୍ତି । ଯୁଗ୍ମ ସଚିବ ଲେଖିଥିବା ପତ୍ରରେ ଉଲ୍ଲେଖ […]

କେନ୍ଦ୍ରାପଡାର ୟୁନିୟନ ବ୍ୟାଙ୍କ ଆନୁକୂଲ୍ୟରେ ବାରୋଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ୟୁନିୟନ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ସରୋଜ କୁମାର ରାଉତ, ଆର୍‌ଏବିଡି ମୁଖ୍ୟ ପୁଷ୍ପାଞ୍ଜଳୀ ରାଉତ, ଜିଲ୍ଲା ମିଶନ ଶକ୍ତି ଡିପିସି କୈଳାସ ସେନାପତି ଯୋଗ ଦେଇ ଋଣ ସହାୟତାରେ ମହିଳାମାନେ ସ୍ୱାବଲମ୍ବି ହେବା ସହିତ […]

ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଭାରତ ଯୋଡ ଯାତ୍ରାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ପଦଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଜଳା କଂଗ୍ରେସ କାର୍ଯ୍ୟାଳୟରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ପଦଯାତ୍ରା ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ସହରର ତିନିମୁହାଣୀଠାରେ ନିର୍ମିତ ଦାଣ୍ଡିଯାତ୍ରା ସ୍ମାରକୀ […]

କେନ୍ଦ୍ରାପଡ଼ା, ୭ା୯: ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନର ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୁଁ ବି ମିତା’ ଅଭିଯାନ । ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ କହିଥିଲେ ଯେ ସୁସ୍ଥ ଗଣତନ୍ତ୍ର ପାଇଁ ଭୋଟର୍‌ମାନଙ୍କର ପ୍ରମୂଖ ଭୂମିକା ରହିଛି […]