ମାନ୍ୟବର ମୁଖ୍ୟମନ୍ତ୍ରୀ କଥା କମ କହନ୍ତି କାମ ବେଶି କରନ୍ତି । ଆମ୍ଭେମାନେ ତାଙ୍କର ଶିଷ୍ୟ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକମାନଙ୍କ ପାଇଁ ଭଲ କାମ କରିବା , ସାଧାରଣ ଲୋକଟି ମୁହଁରେ ହସ ଫୁଟାଇବା ବୋଲି ରାଜ୍ୟ…
Month: December 2023
ଭି କେ ପାଣ୍ଡିଆନଙ୍କ ଗ୍ରସ୍ତ ପାଇଁ ପୂର୍ତ ବିଭାଗର ମନେ ପଡିଲା ରାସ୍ତା ମରାମତି : କେରଡାଗଡ-ଗୋପାଳପୁର ରାସ୍ତା ବିଭାଗ ପାଇଁ ଲେଉଟିଆ କିଆରୀ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ-ଗୋପାଳପୁର ପୂର୍ତ ବିଭାଗ ରାସ୍ତା ବିଭାଗ ପାଇଁ ଲେଉଟିଆ କିଆରୀ ପାଲଟିଥିବା ଅଭିଯୋଗ ହେଉଛି । ସାନବଡଗୋପାଳପୁର ବଜାରଠାରୁ କେରଡାଗଡ ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତାରେ ଅନେକ ସ୍ଥାନରେ ପିଚୁ ଉଠିଯିବା ସହ ରାସ୍ତା ଦବି…
ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ପ୍ରତିଯୋଗିତା
ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ସଂସଦ ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ -ଓ ଯୋଜନାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଦୁଇ ଦିନ ଧରି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାକୁ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ଏଥିରେ…
କେନ୍ଦ୍ରାପଡାରେ ଭିକେ ପାଣ୍ଡିଆନ୍ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା , ବହୁବିଧ ରୂପାନ୍ତିକରଣକୁ ନେଇ ବିରୋଧିଙ୍କୁ କଟାକ୍ଷ, ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାକୁ ବହୁତ ଭଲପାଆନ୍ତି
କେନ୍ଦ୍ରାପଡା, ୧୮/୧୨-ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ଙ୍କୁ କେନ୍ଦ୍ରାପଡାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ହଜାର ହଜାର ମୋଟର ସାଇକଲ ଶୋଭାଯାତ୍ରାରେ ବିଜେଡି କର୍ମୀମାନେ କେନ୍ଦ୍ରାପଡା ସହରସ୍ଥ ତିନିମୁହାଣୀଠାରୁ ସହର ପରିକ୍ରମା କରାଇ ଶ୍ରୀ ବଳଦେବଜୀଉ…
କେନ୍ଦ୍ରାପଡାରେ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ବିଜେପିର କଳାପତାକା ପ୍ରଦର୍ଶନ
କେନ୍ଦ୍ରାପଡା,ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହିତ ଶ୍ରୀ ବଳଦେବଜୀଉ ମନ୍ଦିର ଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଗସ୍ତ କରିବା ସମୟରେ…
ତୁଳସୀକ୍ଷେତ୍ର ସଦ୍ଭାବନା ସମିତିର ‘ଶାନ୍ତି ପ୍ରତିଷ୍ଠାରେ ଧର୍ମ’ ଶୀର୍ଷକ ସେମିନାର
କେନ୍ଦ୍ରାପଡା, ୧୮/୧୨:ମାନବ ସମାଜର କଲ୍ୟାଣ ସାଧନ ସବୁ ଧର୍ମର ମୂଳମନ୍ତ୍ର । ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କର ଧର୍ମର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ସଠିକ୍ ଅବଧାରଣାର ଅଭାବ କାରଣରୁ ସମୟ…
ପଟ୍ଟାମୁଣ୍ଡାଇରେ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ଉଛସ୍ୱିତ ସମ୍ବର୍ଦ୍ଧନା , ବଲୁରିଆ ଜ୍ୱାଇଁ ଯୋଗୁଁ ପଟ୍ଟାମୁଣ୍ଡାଇ ପାଇଁ ଓଡିଶା ଆସିଛି
ଓଡିଶା ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ ୫ଟି ଓ ନବୀନ ଓଡିଶା ଅଧକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ କାର୍ତିକେୟନ ପାଣ୍ଡିଆନ ଆଜି ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ପଟ୍ଟାମୁଣ୍ଡାଇ ଉପକଣ୍ଠ ଏମଏନ ହାଇସ୍କୁଲ ଠାରେ ପହଂଚିବା ମାତ୍ରେ ହଜାର ହଜାର ମହିଳା, ପୁରୁଷ ଯୁବ…
ଭଜପା ପକ୍ଷରୁ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ବିରୋଧ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକେୟାନ ପାଣ୍ଡିଆନଙ୍କୁ ପଟ୍ଟାମୁଣ୍ଡାଇ ଭାଜପା ବିରୋଧ କରିବା ସହ ନାରାବାଜି କରିଛନ୍ତି । କାର୍ତିକେୟାନ ପାଣ୍ଡିଆନ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ସଭା ମଂଚରେ ପହଂଚିବା ପୂର୍ବର ଭାଜପା…
କୁମ୍ଭୀର ଆକ୍ରମଣ ନେଇ ସଚେତନତା ଓ ମୃତ ଓ ଆହତଙ୍କ ସର୍ଭେ
ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ )ପକ୍ଷରୁ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଆକ୍ରମଣ ନେଇ ସର୍ଭେ କରାଯିବା ସହିତ ଏ ଦିଗରେ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଚଳିତବର୍ଷ କୁମ୍ଭୀର ଆକ୍ରମଣରେ ପଟ୍ଟାମୁଣ୍ଡାଇ…
ବ୍ଲକ୍ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଉଦଯାପିତ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା ଭବନେଶ୍ୱର ହାଇସ୍କୁଲ ପରିସରରେ ଶନିବାର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଟ୍ଟାମୁଣ୍ଡଇ ବ୍ଲକ ୩୦ ଟି ବିଦ୍ୟାଳୟର ୨୨୦ ଛାତ୍ରୀଛାତ୍ରଙ୍କୁ ନେଇ ଓଷ୍ଟା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ।…
କେନ୍ଦ୍ରାପଡା ସହର କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ସାଂଗଠନିକ ବୈଠକ
କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଛାପୁରସ୍ଥିତ ମା’ ବାରଙ୍ଗେଇଙ୍କ ମନ୍ଦିର ପରିସରରେ କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳରୁ…
କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା କାଉନସିଲରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ
କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା ଏବଂ ନିର୍ବାଚିତ କାଉନସିଲରଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରିନିଆଯାଇଥିବା ଜଣାପଡିଛି । ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି…
ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ସାଂଗଠନିକ ସଭା ଓ କର୍ମକର୍ତ୍ତା ନିର୍ବାଚନ
କେନ୍ଦ୍ରାପଡ଼ା, ୧୭ା୧୨ : ଗାନ୍ଧିଜୀ କେବଳ ଜଣେ ବ୍ୟକ୍ତି ନଥିଲେ । ସେ ଥିଲେ ଗୋଟିଏ ବିଚାରର ପ୍ରତିନିଧି ଏବଂ ତାଙ୍କର ଜୀବନ ହିଁ ଥିଲା ତାଙ୍କ ବିଚାରର ପ୍ରତିଛବି । ଯେଉଁଥି ପାଇଁ କେବଳ ଭାରତରେ ନୁହେଁ ବରଂ ସମଗ୍ର…
୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ସର୍କିଟ ହାଉସରେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୧୭ା୧୨ :୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଆଜି ପୂର୍ବାହ୍ନରେ ପ୍ରଦକ୍ଷଣ କେନ୍ଦ୍ର(ସର୍କିଟ ହାଉସ)ରେ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି…
ମହାବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶକୁ ନେଇ ଶିକ୍ଷାବିତଙ୍କ ଅସନ୍ତୋଷ : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଘଟଣାକୁ ନେଇ ବହୁ ଶିକ୍ଷାବିତ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଏହି ଘଟଣାରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ…
ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
କେନ୍ଦ୍ରାପଡ଼ା, ୧୬ା୧୨ : ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସହଭାଗିତାରେ ଆୟୋଜିତ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ…
ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ…
ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ବୈଠକ
ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲମୁନି କମିଟି ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରିଥିଲେ । ନିର୍ମାଣାଧୀନ କଲେଜ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟ…
ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ଆଲୋଚନାଚକ୍ର
ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଜେବି ସ୍ୱୟଂ ଶାସିତ କଲେଜ ସହକାରୀ ପ୍ରଫେସର ବିଭାବରୀ ବଳ ବିଷୟ…
୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ଗସ୍ତ ସଫଳ ପାଇଁ ପଟ୍ଟାମୁଣ୍ଡାଇ ବିଜେଡିର ପ୍ରସ୍ତୁତି
୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇର ଜ୍ୱାଇଁ ପ୍ରାକ୍ତନ ଆଇଏଏସ ଭି କେ ପାଣ୍ଡିଆନ ବିଜେଡି ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାଜନଗର ଓ ପଟ୍ଟାମୁଣ୍ଡାଇ ଗସ୍ତରେ ଆସୁଥିବାରୁ ତାଙ୍କ ଗସ୍ତ…
କେନ୍ଦ୍ରାପଡାରେ ଜାତୀୟ ପେନସନ୍ ଦିବସ ପାଳିତ
କେନ୍ଦ୍ରାପଡା, ୧୬/୧୨: ବିଶ୍ୱ ପେନସନ ଦିବସ ଉପଲକ୍ଷେ ଚଳିତ ବର୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖା ତରଫରୁ ଆଜି ଶନିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ପେନସନ ଉପଭୋକ୍ତାମାନଙ୍କର ସମ୍ମିଳନୀ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…
ଯାଜପୁରରୁ ବନ୍ଧାହେଲେ କଶ୍ମୀର ମୋଷ୍ଟୱାଣ୍ଟେଡ, ୫ ବର୍ଷ ଧରି ଲୁଚିରହିଥିଲେ
ଯାଜପୁର ଜିଲା ଧର୍ମଶାଳାର ନେଉଳପୁରରୁ ଇଶାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଘଟଣାରେ ଅଧିକ…
କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିଷ୍ଠାଦିବସ ଓ ଜେଜେବାପା/ଜେଜେମା ଦିବସ ପାଳନ
ଭାରତ ସରକାରଙ୍କ ଅଧିନସ୍ତ କେନ୍ଦ୍ରାପଡା ବାରିମୂଳ କେନ୍ଦ୍ରୀୟ ବିଦ୍ୟାଳୟରେ ୬୦ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏଥି ସହିତ ଜେଜେବାପା ଓ ଜେଜେମା ଦିବସ ମଧ୍ୟ ପାଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶୀ କୌଶଳ ଅଧ୍ୟକ୍ଷତା କରିଥିଲେ ।…
ନୂଆ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନିମନ୍ତେ କ୍ଷେତ୍ର ପରିଦର୍ଶନ କଲେ ବିଭିନ୍ନ ବିଭାଗର ଅଧିକାରୀ
କେନ୍ଦ୍ରାପଡ଼ା ଜିଲ୍ଲା କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ବାଇପାସ ରାସ୍ତା ପୁର୍ତ ବିଭାଗ ଅଧିନରେ ୨୧କୋଟି…










