କେନ୍ଦ୍ରାପଡା ଜିଲ୍ଲାରେ ସାଇବର ସୁରକ୍ଷା ରଥ ପହଞ୍ଚିଲା

କେନ୍ଦ୍ରାପଡ଼ା, ୨ା୧୦: ସେପ୍ଟେମ୍ବର ୩୦ରେ ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆରମ୍ଭ ହୋଇଯାଇଥିବା ବେଳେ ଆଜି କେନ୍ଦ୍ରାପଡାରେ ସାଇବର ସୁରକ୍ଷା ରଥ ପହଞ୍ଚିଛି । ଏହି ଅବସରରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ସହରର ତିନିମୁହାଣି…

ମୈାସୁମୀ ସାହିତ୍ୟ ପରିଷଦର ପୁସ୍ତକ ଉନ୍ମୋଚନ ଓ କବିତାଉ ପାଠୋତ୍ସବ

  କେନ୍ଦ୍ରାପଡ଼ା, ୨ା୧୦ : ମୈାସୁମୀ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗୁଲନଗରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କବି ପ୍ରେମାନନ୍ଦ ଖଣ୍ଡୁଆଳଙ୍କ ରଚିତ ଗଳ୍ପ ସଙ୍କଳନ “ଅଜବ ମଣିଷ” ଉନ୍ମୋଚନ ହେବା ସହ ଏକ ଭବ୍ୟ କବିତା ପାଠୋତ୍ସବ ଅନୁଷ୍ଠିତ…

ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟଷ୍ଟଡିଜ୍ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, ୨ା୧୦ : ଅର୍କ ଏକାଡେମୀ ଅଫ୍ ମାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜର ଚେୟାରମ୍ୟାନ ଅନୁଜ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ…

ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ

କେନ୍ଦ୍ରାପଡ଼ା, ୨ା୧୦ : କେନ୍ଦ୍ରାପଡା ସହରର ତିନିମୁହାଣି ଛକସ୍ଥିତ ଗାନ୍ଧୀ ପୀଠରେ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଧାୟକ…

ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, ୨ା୧୦: ସମସ୍ତଙ୍କ ଭିତରେ ରହୁ ଶାନ୍ତିସୌହାର୍ଦ୍ଦ । ଅହିଂସାର ମନ୍ତ୍ରରେ ହୁଅନ୍ତୁ ସମସ୍ତେ ଉଦ୍‌ବୁଦ୍ଧ । ଆମ ସ୍ୱରାଜ୍ୟ ପରିଣତ ହେଉ ସୁରାଜ୍ୟରେ । ସାକାର ହେଉ ବାପୁଙ୍କ ସ୍ୱପ୍ନ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ…

ମଦ ବିରୋଧୀଙ୍କ ସଭା, ଶୋଭାଯାତ୍ରା ଓ ଦାବିପତ୍ର

କେନ୍ଦ୍ରାପଡ଼ା,୨ା୧୦: ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଦ ବିରୋଧୀମାନଙ୍କର ଜିଲ୍ଲା ସଦର ମହକୁମାରେ ସଭା ଓ ଶୋଭାଯାତ୍ରା ସଂଗଠିତ ହୋଇଯାଇଛି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆହ୍ୱାନରେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ପୂର୍ବାହ୍ନରେ ସହରର ନୂଆ ବସଷ୍ଟାଣ୍ଡସ୍ଥିତ ପୂର୍ବତନ…

ଅସହାୟା ସରୋଜିନୀଙ୍କୁ ଭେଟି ସମବେଦନା ଜଣାଇଲେ ବିଧାୟକ , ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ , ବ୍ୟକ୍ତିଗତ ଭାବେ ଗୃହ ନିର୍ମାଣ ପ୍ରତିଶୃତି

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତ ସାହୁପଡା ଗ୍ରାମର ଅସହାୟା ରୋଗୀଣା ବୃଦ୍ଧା ସରୋଜିନୀ ମହାନ୍ତି ଓ ତାଙ୍କର ଏକମାତ୍ର ଦିବ୍ୟାଙ୍ଗ କନ୍ୟାଙ୍କ ଦୁର୍ଦଶାର କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ଉଭୟ…

ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ସ୍ଲୋଗାନରେ ସୀମିତ ସ୍ୱଚ୍ଛତା ଅଭିଯାନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ପକ୍ଷରୁ ସହରରେ ସ୍ୱଚ୍ଛତା ଅଭିଯାନ ଜାରି ରହିଛି । ସୋମବାର ଗାନ୍ଧିଜୟନ୍ତି ଉପଲକ୍ଷେ ପୌରପରିଷଦ ପକ୍ଷରୁ ବ୍ୟାପକ ସଫାଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗାଡି ଗାଡି ପଡି ରହି…

ପଟ୍ଟାମୁଣ୍ଡାଇ ବିଜେଡି ଜନସମ୍ପର୍କ ପଦଯାତ୍ରା

ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ଓ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ନେତୃତ୍ୱରେ ବିଜେଡି…

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପୌର ଅଧକ୍ଷ ହେମନ୍ତ ସାହୁ,ମୁଖ୍ୟଅତିଥି, ପ୍ରଫେସର ବୈଷ୍ଣବ ସିଂ…

ପଟ୍ଟାମୁଣ୍ଡାଇ କଲେଜ ଆଲୁମ୍ୟୁନ ଆସୋସିଏସନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଟ୍ଟାମୁଣ୍ଡାଇ ୨ା୧୦-ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଆଲୁମ୍ୟୁନି ଆସୋସିଏସନ ପକ୍ଷରୁ ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଆଲୁମ୍ୟୁନି ଆସୋସିଏସନର କାର୍ଯ୍ୟକର୍ତା ମାନେ ମହାବିଦ୍ୟାଳୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ…

୧୯୮୧ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ଉତ୍ସବରେ ଶିକ୍ଷାଦାତା ଗୁରୁ ସମ୍ନର୍ଦ୍ଧିତ

କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ୧୯୮୧ମସିହା ମାଟ୍ରିକ ବ୍ୟାଚ ଛାତ୍ରମାନଙ୍କ ବାର୍ଷିକ ବନ୍ଧୁମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ…

ଡିଏଭି ପବ୍ଲିକ ସ୍କୁଲରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସହର ସନ୍ନିକଟ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ “ଏକ ଅକ୍ଟୋବର ଏକ ଘଣ୍ଟା ଶ୍ରମ ଦାନ” କରି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଲ ରୂପାୟନ କରିଛନ୍ତି । ଏହି…

୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଓ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍‌

କେନ୍ଦ୍ରାପଡା,୧/୧୦- କେନ୍ଦ୍ରାପଡା ଜିଲ୍ଲାର ୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଏବଂ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍ ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ତାଇକୋଣ୍ଡୋ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା…

କଟକ- ଚାନ୍ଦବାଲି ରାସ୍ତାରେ ଖାଲ ଯୋଗୁଁ ଦୂର୍ଘଟଣା ଘଟି ସ୍କୁଟି ଚାଳକ ଗୁରୁତ୍ତର

କେନ୍ଦ୍ରାପଡ଼ା, : କଟକ-ଚାନ୍ଦବାଲି ରାସ୍ତାର ଚଣ୍ଡିବଜାର ଠାରୁ ଚାନ୍ଦୋଳ ମଧ୍ୟରେ ଥିବା ରାସ୍ତାରେ ବହୁତ ଗୁଡିଏ ଖାଲଖମା ପରିପୂର୍ଣ୍ଣ ହୋଇଥିବାରୁ ସେହି ରାସ୍ତାରେ ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟି ଧନଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହୋଇଆସୁଛି । ଆଜି ସନ୍ଧ୍ୟା…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

କେନ୍ଦ୍ରାପଡ.୧/୧୦- ପୌର ପରିଷଦ ଟାଉନ ହଲ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଟ ନାଗରିକ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦାୟକ ଶଶିଭୂଷଣ ବେହେରା ଯୋଗ ଦେଇ…

ଓଡିଶା କ୍ରିକେଟ ଆଶୋସିଏସନ ତରଫରୁ ଅମ୍ପାୟାର ସୋମନାଥଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ଅନୁଦାନ

କେନ୍ଦ୍ରାପଡା,୧ା୧୦ : ଗତ ଜୁଲାଇ ମାସରେ ବୋନ କ୍ୟାନସରରେ ପୁରୁଶତ୍ତମପୁର ଗ୍ରାମର ସୋମନାଥ ନାୟକଙ୍କ (ଓସିଏ ପ୍ୟାନେଲ ଅମ୍ପାୟାର) ମୃତ୍ୟୁ ଘଟିଥିଲା । ସୋମନାଥ ପରିବାର ମୁଖ୍ୟ ଉପାର୍ଜନକାରୀ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଏକମାତ୍ର ୬…

କେନ୍ଦ୍ରୀୟ ବିଦ୍ୟାଳୟଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କେନ୍ଦ୍ରାପଡା,୧/୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା କେନ୍ଦ୍ରୀୟବିଦ୍ୟାଳୟ ବାରିମୂଳଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ୧ ଅକ୍ଟୋବର ଦିନ ୧୦ ବେଳେ ଏକ ଘଣ୍ଟା ଶ୍ରମ ଦାନ କରିବା…

କେନ୍ଦ୍ରାପଡା ପୌରାଞ୍ଚଳ ୧୮ନଂ ୱାର୍ଡରେ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ

କେନ୍ଦ୍ରାପଡା,୧/୧୦- ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳନ ପୂର୍ବଦିନ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରାପଡା ପୌରାଞ୍ଚଳର ୧୮ନଂ ୱାର୍ଡକୁ ସ୍ଥାନୀୟ ପୌରସଭ୍ୟ ଚୌଧୂରୀ ସୁକୁମାର ଦାସଙ୍କ ନେତୃତ୍ୱରେ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ସରିତା ସାହୁ ଉପସ୍ଥିତରହି…

ଜଳସେଚନ ଓ ବାଣିଜ୍ୟ କାରବାରର ଏକମାତ୍ର ବିକଳ୍ପ ଥିବା ସର୍ବ ପୁରାତନ ବ୍ରିଟିଶ ଅମଳର ଗୋବରୀ ସମ୍ପ୍ରସାରିତ କେନାଲ ଅସ୍ତିତ୍ୱ ହରାଇଛି

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳ ୧୫ ପଂଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲକୁ ସଂଜୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ । ଅତିତରେ ଏହି ଗୋବରୀ କେନାଲ ଦେଇ ଜଳସେଚନ ଓ ବାଣିଜ୍ୟ କାରବାରର ହେଉଥବା…

ଜଙ୍ଗଲ ଜମିରେ ହୋଟେଲ ନିର୍ମାଣ ବିଧାୟକଙ୍କ ସଂପୃକ୍ତି ଅଭିଯୋଗକୁ ମିଥ୍ୟା ବୋଲି ପ୍ରେସ ବିବୃତିରେ ପ୍ରକାଶ କଲେ ବରିଷ୍ଠ ବିଜେଡି ନେତା କ୍ଷିରୋଦ ପ୍ରଧାନ

ପଟ୍ଟାମୁଣ୍ଡାଇ ୧/୧୦ -ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲଛକ ଓ ରାଜନଗରରେ ଗତ ୨୯ ତାରିଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିବା ବେଳେ ରବିବାର ବରିଷ୍ଠ ବିଜେଡି…

ଉଦ୍‌ଘାଟନ ପୂର୍ବର ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ନିପାଣିଆ ସେତୁ ଉଦ୍‌ଘାଟନ ଓ ନିପାଣିଆ ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ପାଇଁ ଆଜି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଯିବାର ଥିଲା । ମାତ୍ର ଏହା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ…

ଗାନ୍ଧିବାଦୀ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୩୦ା୯: ଗାନ୍ଧିବାଦୀ ନେତା, ଶିକ୍ଷାବିତ୍ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଚ୍ଛଗରିଆସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ ହୃଷିକେଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପ୍ରତାପ କୁମାର…

୫ଦଫା ଦାବି ନେଇ କେନ୍ଦ୍ରାପଡା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଅନ୍ୟ ୧୭ ଗୋଟି ରାଜ୍ୟ ଭଳି ଆମ ରାଜ୍ୟର ସାମ୍ବାଦିକ…