କେନ୍ଦ୍ରାପଡ଼ା,୨ା୨ : ନିର୍ବାଚନ ବର୍ଷ ହେଇଥିଲେ ବି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ଅନ୍ତରୀଣ ବଜେଟ ୨୦୨୪-୨୫ରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା ଏବଂ ଗ୍ରାମୀଣ ଋଣ ପ୍ରଦାନ କ୍ଷେତ୍ର ପାଇଁ ଅନୁଦାନ ଅତ୍ୟନ୍ତ ନୈରାଶ୍ୟ ଜନକ । ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା, ମଣ୍ଡିକୁ ଜାତୀୟ ଡିଜିଟାଲ ବଜାର ସହିତ ସଂଯୋଗ, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଘୋଷଣା, ପିଏମ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା […]
Day: 2 February 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଆୟ ଉତ୍ପାଦନ ପରିମାଣ ଓ ନିୟୋଜନ ନିର୍ଦ୍ଧାରଣରେ ଶାସ୍ତ୍ରୀୟ ଅର୍ଥଶାସ୍ତ୍ରୀ ଓ କେନସଙ୍କ ବିତର୍କ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଛତ୍ରପୁର ସରକାରୀ ବିଜ୍ଞାନ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରଞ୍ଜନ ବେହେରା ବିଷୟବିଶାରଦ ଭାବେ ଯୋଗ ଦେଇ ଆଲୋଚନାଚକ୍ର ବିଷୟବସ୍ତୁ ଉପରେ ତାତ୍ଵିକ ଆଲୋଚନା କରିଥିଲେ […]
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ପୋହଳ- ବାଟିପଡା ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଗଙ୍ଗାରମପୁର ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ମାତ୍ର ଦୁଇଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି । ଏହି ସ୍କୁଲ ଦ୍ବୟର ପ୍ରଧାନଶିକ୍ଷକ ପ୍ରଭାକର ପରିଡ଼ା ଓ ଶୁଭା°ଶୁ କୁମାର ଦାସଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି,ଟ୍ରଫି ଓ ମାନପତ୍ର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ଓ ତୁଳସୀ ମହିଳା କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ଭାବେ ପରିବେଶ ସମାଜବିଜ୍ଞାନ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ସମାଜବିଜ୍ଞାନୀ ନବନିତା ରଥ ଯୋଗ ଦେଇ ପରିବେଶ ଉପରେ ପ୍ରତିକୂଳ ଜଳବାୟୁର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର […]
କେନ୍ଦ୍ରାପଡା ୨/୨- ଅଜି କାଲି ବିଭିନ୍ନ ପ୍ରକାରର ଅତ୍ୟା ଧୁନିକ ଖାଦ୍ୟ ପାଇଁ ଆମର ଭିନ୍ନ ଭିନ୍ନ ପେଟ ଜନିତ ରୋଗ ଦେଖା ଦେଉଛି । ଆମେ ଏହା ପାଇଁ ମେଡ଼ିକାଲର ଦ୍ୱାରସ୍ଥ ହୋଇଥାଇ । କେନ୍ଦ୍ରାପଡା ଜିଲ୍ଲାର କନ୍ତିଆ ମଧୁ ଦାସ ପୀଠ ରେ ବହୁ ପ୍ରାଚୀନ କାଞ୍ଜି ପାଣି ଯେଉଁମାନେ ପିଅନ୍ତି, ସେମାନଙ୍କର ପେଟ ଜନିତ ରୋଗ ର ସମସ୍ୟା ବିନା ମେଡିସିନ ରେ ହୋଇଥାଏ ବୋଲି […]
କେନ୍ଦ୍ରାପଡ଼ା, ୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବ୍ରେନ୍ଟି ଟେକ୍ନୋଲୋଜି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ ପ୍ରକୋଷ୍ଠର ସଂଯୋଜିକା ପ୍ରାଧ୍ୟାପିକା ଡ. ବାସନ୍ତୀ ଶୁକ୍ଳା ବୃତ୍ତି ଓ ନିଯୁକ୍ତି ଉପରେ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ମନମାନିକୁ ନେଇ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଭଙ୍ଗାରୁଜା କରିଥିବା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟ ପରସ୍ପର ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ପୋଲିସ ସରପଂଚକୁ ଗିରଫକରି କୋଟ ପଠାଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିବା ବେଳେ କଟକ ମେଡିକାଲରୁ ଚିକିତ୍ସାହୋଇ ଫେରୁଥିବା ବେଳେ […]
ଶୁକ୍ରବାର ଅପରାହ୍ନ ରେ ହଠାତ ହୋଇଥିବା ଝଡ଼ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଥିଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳରେ ବ୍ୟାପକ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ ଜମିରେ ହୋଇଥିବା ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଅମଳ ହେବାର ସମୟ ଆସିଯାଇଥିବା ବେଳେ ଏହି ବର୍ଷା ଦାଉ ସାଧିଛି । ବହୁ ଚାଷୀ ବିଲରୁ ମୁଗ, ବିରି ଉପାଡ଼ି ପକାଇଥିବା ବେଳେ ଆଉ କିଛି ଚାଷୀ […]










