ଡା ଗଦାଧର ମଲ୍ଲିକ ପ୍ରତିମୂର୍ତ୍ତି ଓ ସ୍ମରଣିକା ଉନ୍ମୋଚିତ

କେନ୍ଦ୍ରାପଡା .ତା ୩୧.୦୩.୨୪ ବିଶିଷ୍ଟ ସମାଜବାଦୀନେତା ଗାନ୍ଧୀ ବିଚାରଧାରାର ପ୍ରବକ୍ତା ସ୍ୱାଧୀନଚେତା ସ୍ୱାଭିମାନୀ ବ୍ୟକ୍ତିତ୍ବ ଡା ଗଦାଧର ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଓ ସ୍ମରଣିକା “ସ୍ମରଣୀୟ ଗଦାଧର “ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ…

ଆଦର୍ଶ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ-ଜମରାସ୍ଥିତ ମା’ମଙ୍ଗଳା ଉଚ୍ଚ ବିଦ୍ୟାପୀଠର ଆଦର୍ଶ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓଷ୍ଟାର…

କେନ୍ଦ୍ରାପଡାରେ ମଦର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ

କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ହାଇସ୍କୁଲଛକରେ ଆଜି ମଦର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ନାମରେ ଏକ ନୂତନ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି । ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ସ୍କୁଲକୁ ଉଦଘାଟନ…

ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନରେ ଧ୍ରୁବ ଜେନା ସଭାପତି ଓ ବ୍ରଜସୁନ୍ଦର ରାଉତ ସମ୍ପାଦକ ନିର୍ବାଚିତ

କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା ଆଇନଜୀବୀ ରବିନାରାୟଣ ମହାନ୍ତିଙ୍କୁ ୨ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଜେନା ୨୩୯ଟି…

ଧୋୟାଞ୍ଚଳରେ କଂଗ୍ରେସ କର୍ମୀ ସମ୍ମିଳନୀ

କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଣ୍ଡରା ଓ ଅମୃତମଣୋହି ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଣ୍ଡରା ସମ୍ମିଳନୀରେ ଚିତ୍ତରଞ୍ଜନ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅମୃତମଣୋହି ସମ୍ମିଳନୀରେ କୁଳମଣୀ ମଲ୍ଲିକ ସଭାପତିତ୍ୱ କରିଥିଲେ ।…

କଳା ଧନ କୁଆଡେ ଗଲା ପ୍ରଶ୍ନ ଉଠାଇଲେ ଜଷ୍ଟିସ୍ ନାଗରତ୍ନା

ନୂଆଦିଲ୍ଲୀ,୩୧ ।୩: ହାଇଦ୍ରାବାଦରେ ଶନିବାର ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଅଦାଲତ ଓ ସମ୍ବିଧାନ ସମ୍ମିଳନୀ,୨୦୨୪’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ବିଚାରପତି ବି.ଭି ନାଗରତ୍ନା ବିମୁଦ୍ରୀକରଣ ପଦକ୍ଷେପକୁ ସମାଲୋଚନା କରି ରାଜ୍ୟପାଳଙ୍କୁ ସେମାନଙ୍କ କର୍ତବ୍ୟ କରିବାକୁ କହିବା ସହିତ…

ସକାଳେ ମେଘୁଆ ମଧ୍ୟହ୍ନରେ ତାପ ପ୍ରଚଣ୍ଡ

କେନ୍ଦ୍ରାପଡା-ଗତଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ରବିବାର ସକାଳୁ ସକାଳୁ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ…

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କଖାରୁଣି ଦଳିତ ସାହି ପୋଖରୀରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ସେ ଗତ କାଲି ଶନିବାର ରାତିରୁ ନିଖୋଜ ଥିଲେ ମଧ୍ୟ ପୋଲିସ୍ ନିକଟରେ କୌଣସି ସୂଚନା ଦିଆଯାଇ…