BBSR- 6/6-ରାଜ୍ୟରେ BSKY ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦୂର କରିଛନ୍ତି । ଗୁରୁବାର ସେ ଏକ ଭିଡିଓ ଜାରି କରି ସ୍ପଷ୍ଟ କହିଛନ୍ତି ଯେ, BSKY ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ କି ଡିସ୍‌ଚାର୍ଜ କରିପାରିବେ ନାହିଁ। BSKY କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ […]

କେନ୍ଦ୍ରାପଡ଼ା, ୫/୬: ସାଧାରଣ ନିର୍ବାଚନ ଅବସରରେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାନସଭାର ନବନିର୍ବାଚିତ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କର ବିଜୟ ଫଳରେ ବିକାଶ ମଞ୍ଚର ସଭାପତି ତଥା ପରିବେଶବିତ୍ କାଶିନାଥ ରାଉତରାୟ ସମ୍ପାଦକ ବିଚିତ୍ର ବାରିକ, ଉପଦେଷ୍ଟା ପ୍ରତାପ ରୁଦ୍ର ପାଇକରାୟ, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ଧନେଶ୍ୱର ସେଠୀ, ମିକି ମହାପାତ୍ର, ନିରଞ୍ଜନ ଓଝା, ବିଶ୍ୱନାଥ ରାଉତରାୟ, ଲକ୍ଷ୍ମୀଧର ସ୍ୱାଇଁ, ସରୋଜ […]

  କେନ୍ଦ୍ରାପଡ଼ା, ୫ା୬: ସମ୍ପ୍ରତି ୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନରେ କେନ୍ଦ୍ରାପଡା ନବନିର୍ବାଚିତ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାନସଭାର ପ୍ରତାପ କେଶରୀ ଦେବ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଦୂର୍ଗାପ୍ରସନ୍ନ ନାୟକ ଓ ଅରବିନ୍ଦ ମହାପାତ୍ରଙ୍କୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ ତରଫରୁ ଅଭିନନ୍ଦନ । ସମଗ୍ର ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଆମ ଜିଲ୍ଲା ରାଜନୈତିକ ମାନଦଣ୍ଡରେ ରାଜ୍ୟରେ ୨୭ତମ ସ୍ଥାନରେ ସ୍ଥାନୀତ । […]

କେନ୍ଦ୍ରାପଡ଼ା, ୫ା୬: କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ଗଡ ଭାବେ ଖ୍ୟାତ । ଏହି ଗଡକୁ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଖଲ କରି ଇତିହାସ ରଚନା କରିଛନ୍ତି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ଶ୍ରୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରିଛନ୍ତି । ସେହିପରି ଭାବେ ମହାକାଳପଡା ବିଧାୟକ ବିଜେପି ପ୍ରାର୍ଥୀ ଦୂର୍ଗା ପ୍ରସନ୍ନ ନାୟକ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗାଁର ରଙ୍ଗାଧର ପରିଡାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ଦୁଇ ପରିବାରର ଲୁଗାପଟା ପୋଡି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲେ । ଚୁଚନାଅନୁଯାଇ ବାଲିପାଟଣା ଗ୍ରାମର ରଙ୍ଗାଧରଙ୍କ ଘରେ ମଙ୍ଗଳବାର ରାତି ପ୍ରୟ ଗୋଟାଏ ସମୟରେ ବିଦ୍ୟୁତ ସର୍ଟ ସର୍କିଟ […]