ପଟ୍ଟାମୁଣ୍ଡାଇ ବ୍ଲକରେ ବିପର୍ଯୟ କ୍ଷୟକ୍ଷତି ହ୍ରାସ ତାଲିମ ଶିବିର

ପଟ୍ଟାମୁଣ୍ଡାଇ ତା ୩୦/୧୦- ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ପରିଚିତ ଓଡିଶାରେ ବିପର୍ଯୟ ମୁକାବିଲା, ଜିରୋ କାଜୁୟାଲିଟି ଓ କ୍ଷୟକ୍ଷତି ହ୍ରାସ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଇ ପରିପ୍ରେକ୍ଷୀରେ…

ସରକାରୀ ଓକିଲଙ୍କ ଦୁର୍ନୀତି ନିବାରଣ ଶପଥ ପାଠ

କେନ୍ଦ୍ରାପଡ଼ା,୩୦ା୧୦:କେନ୍ଦ୍ରାପଡା ଜିଲ୍ଲା ଅଦଲତ ପରିସରରେ ଥିବା ପବ୍ଲିକ ପ୍ରସିକ୍ୟୁଟର ସୈାଭାଗ୍ୟବତୀ ଅହଲ୍ୟାମଣୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ସରକାରୀ ଓକିଲ ଦୁର୍ନୀତିମୁକ୍ତ ସେବା ଯୋଗାଇଦେବାକୁ ଶପଥ ଗ୍ରହଣ କରିଛନ୍ତି। ପବ୍ଲିକ ପ୍ରସିକ୍ୟୁଟର ଶ୍ରୀମତୀ ପଟ୍ଟନାୟକ ସମସ୍ତ ସରକାରୀ ଓକିଲମାନଙ୍କୁ ଏହି ଶପଥପାଠ…

ଖବରଦାତାଙ୍କ ଅକାଳ ବିୟୋଗ

ଡେରାବିଶ: ୩୦/୧୦  -କେନ୍ଦ୍ରାପଡା ଜିଲା ଡେରାବିଶ ଅଞ୍ଚଳର ସମାଜସେବୀ, ସେବାୟତ ତଥା ବରିଷ୍ଠ ଖବରଦାତା (କରୁଣାକର କର) କନି ନନାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଗୁରୁବାର ଦିନ ହଠାତ୍…

କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା

କେନ୍ଦ୍ରାପଡ଼ା,୩୦ା୧୦:କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପୋଲିସ ପକ୍ଷରୁ ପୈାର ଟାଉନହଲ ପରିସରରେ ଆୟୋଜିତ ସଚେତନତା ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ପୈାରହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ…