ପୁନର୍ବାସ ପକ୍ଷରୁ ସଚେତନତାଧର୍ମୀ ଚିତ୍ରାଙ୍କନ ପ୍ରତିଯୋଗିତା

କେନ୍ଦ୍ରାପଡା ୩୦/୧୧- ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ତଥା ସମ୍ବେଦନଶୀଳତା ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱେଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଏକ ସଚେତନତାଧର୍ମୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଡିସେମ୍ବର ମାସ ୩ ତାରିଖକୁ…

ପ୍ରଥମ ଅସ୍ମିତା ଖେଳ ଇଣ୍ଡିଆ ଦୈାଡ କୁଦ ପ୍ରତିଯୋଗିତା ଉଦ୍‌ଯ।।ପିତ

କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ଜିଲ୍ଲା କ୍ରିଡା ସଂସଦ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ଖେଳ ଇଣ୍ଡିଆ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ଅଟୋନମସ୍ କଲେଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ବାଳିକା ବିଭାଗ ୧୪ ବର୍ଷରୁ କମ୍ ଓ ୧୬ ବର୍ଷରୁ କମ୍…

ରାଷ୍ଟବାଦୀ କବିତା ମହୋତ୍ସବ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୩୦/୧୧: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଆସନ୍ତା ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାରେ ଚତୁର୍ଥ ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏ ଉପଲକ୍ଷେ ରବିବାର ଦିନ ସ୍ଥାନୀୟ ଗୋପ ରାମ ମନ୍ଦିର…

ସାହିତ୍ୟ ସଂସଦର ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଆସନ୍ତା ମାସ ୨୬ ତାରିଖରେ ହେବା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଗରାପୁରସ୍ଥ ଶିବାନନ୍ଦ ଆଶ୍ରମ ପରିସରରେ କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଅଛି ।…

ଓକିଲ ଏକାଦଶକୁ ହରାଇ କେନ୍ଦ୍ରାପଡ଼ା ପୋଲିସ ବିଜୟୀ

କେନ୍ଦ୍ରାପଡ଼ା – ୩୦/୧୧- କେନ୍ଦ୍ରାପଡ଼ା କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେରେ କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବନ୍ଧୁତାପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ ମ୍ୟାଚ ରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ସେଥିରେ ସାମ୍ବାଦିକ ଏକାଦଶ, ଓକିଲ ଏକାଦଶ, ପୋଲିସ ଏକାଦଶ,…

e paper 29.11.2025

ODISHA EXPRESS KPD-29.11.2025

e pepar

ODISHA EXPRESS KPD-28.11.2025

ସତୀର୍ଥର ବାର୍ଷିକ ସ୍ୱନକ୍ଷେତ୍ର ଦିବସ ଉତ୍ତମ ସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କ ଭୂମିକା ଅବିସ୍ମରଣୀୟ

କେନ୍ଦ୍ରାପଡ଼ା,୩୦ା୧୧: କେନ୍ଦ୍ରାପଡ଼ା ବ୍ଲକ କୋରୋ ଗ୍ରାମର ସିଦ୍ଧବଟ ଠାରେ ସାହିତ୍ୟ ଅନୁଷ୍ଠାନ ସତୀର୍ଥର ଏକାଦଶ ବାର୍ଷିକ ସ୍ୱନକ୍ଷେତ୍ର ଷଠୀପୂଜା ଓ ସାସ୍ୱତ ମହାକୁମ୍ଭ ଅନୁଷ୍ଠିତ ହୋଇଯାଇଛି । ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ…