ପତ୍ନୀ ହତ୍ୟା ଅଭିଯୋଗରେ ମା ,ପୁଅ ଗିରଫ

କେନ୍ଦ୍ରାପଡା ୨୨ା୭- ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆମ୍ବେର ଗ୍ରାମରେ ଗତ ଦୁଇଦିନ ତଳେ ନିଜ ପତ୍ନୀକୁ ପିଟି ପିଟି ମାରି ପୋଡି ଦେବା ଅଭିଯୋଗରେ ମା ଓ ପୁଅକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।…

ଓଡିଶା ସରକାର ୫-ଟି ସ୍କୁଲ ନାଁରେ ଦୁର୍ନୀତି କରୁଛନ୍ତି

ଭୁବନେଶ୍ୱର: ଓଡିଶାରେ ଶିକ୍ଷାନୁଷ୍ଠାନ ଦୁର୍ନୀତିର ଗନ୍ତାଘର ହୋଇଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି । ପିଜିଆଇ କ୍ଷେତ୍ରରେ ଓଡ଼ିଶାର ଶିକ୍ଷା ସବୁଠୁ ତଳେ ରହିଛି । ଓଡିଶାରେ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୂଷୁଡିପଡିଛି ।…

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ବିଭିନ୍ନ ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର

କେନ୍ଦ୍ରାପଡା ୨୧। ୭- କେନ୍ଦ୍ରାପଡା ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ନିତ୍ୟାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗରାପୁର ଡାକବଙ୍ଗଳା ଛକଠାରୁ…

ରିଲିଆନ୍ସ ଫାଉଣ୍ଡେସନ ଦ୍ୱାରା ପ୍ରାଣୀ ସ୍ୱାସ୍ଥ୍ୟ ସେବା ଶିବିର

କେନ୍ଦ୍ରାପଡା ୨୧/୭- କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ଗ୍ରାମ ପଞ୍ଚାୟତ ନରଣପୁର ଗ୍ରାମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରିଲିଆନ୍ସ ଫାଉଣ୍ଡେସନ…

ଧାନ କ୍ଷେତ ଫାଟି ଆଁ କରିଛି, ଏଣେ ଧାନ ମଣ୍ଡି ପଞ୍ଜିକରଣ ପାଇଁ ପ୍ରଶାସନର ତତ୍ପରତା

ଶ୍ରାବଣ ମାସ ଅଧା ହେଲାଣି ଧାନ କ୍ଷେତରେ ପାଣି ନାହିଁ, ତଳି ମାଟିରୁ ଉଠି ପାରୁନି । ମାଟି କାଦୁଅ ହେଉନି, ଚାଷ ଜମିକୁ ଚାଷୀ ଯିବାକୁ ଇଚ୍ଛା କରୁନି । ଯେତିକି ଚାଷୀଙ୍କ ତଳି ରୁଆ ପାଇଁ ହୋଇଥିଲା ତାହା…

୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମର…

ରାଜ୍ୟ କ୍ୟାବିନେଟ୍‍ ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ ପ୍ରସ୍ତାବ ଉପରେ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନା ସାମିଲ

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କମ୍ପ୍ରିହେନସିଭ କ୍ୟାନସର ପ୍ଲାନ ପାଇଁ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ ମାର୍ଶାଘାଇ-ଜମ୍ବୁ ରାସ୍ତାର ହେବ ପ୍ରଶସ୍ତିକରଣ ଭୁବନେଶ୍ୱର,୨୧ା୦୭-ରାଜ୍ୟ କ୍ୟାବିନେଟ୍ ର ୬୨ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ…

ପୋଖରୀପୁଟ ଡି ଏ ଭି ପବ୍ଲିକ ସ୍କୁଲରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ୨୦।୨-ଗୁରୁବାର ୨୦୨୨-୨୩ ଶିକ୍ଷାବର୍ଷର ସିବିଏସସି ଦଶମ କୃତି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନ ଉତ୍ସବ ପୋଖରୀପୁଟ ସ୍ଥିତ ଡିଏଭି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ…

ପୁରୁଣା ବସଷ୍ଟାଣ୍ଡରେ ସାତୋଟି ଦୋକାନ ଘର ମାଟିରେ ମିଶିଲା

କେନ୍ଦ୍ରାପଡା୨୦/୭- କେନ୍ଦ୍ରାପଡା ସହରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆ ବସଷ୍ଟାଣ୍ଡସ୍ଥିତ ୫୦ଟି ଦୋକାନ ଘରକୁ ଉଚ୍ଛେଦ କରିଥିଲେ । ଗୁରୁବାର ପୁରୁଣା…

ଶିଶୁ ପ୍ରତିପାଳନ ଯତ୍ନ ପାଇଁ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡ଼ା ପ୍ରଦକ୍ଷଣ ଭବନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅନୁକୂଲ୍ୟରେ ଓ ଏଲଡବ୍ଲୁବି ଅନୁଷ୍ଠାନର ସହଭାଗୀତାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଶିଶୁ ପ୍ରତିପାଳନ ଯତ୍ନ ସଚେତନତା କାର୍ଯ୍ୟକ୍ରମର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ

କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜିଲ୍ଲା ଦକ୍ଷତା କମିଟିର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ କେନ୍ଦ୍ରାପଡା…

ପଟ୍ଟାମୁଣ୍ଡାଇ ରୋଗୀକଲ୍ୟାଣ ସମିତି ବୈଠକ

ଭିତ୍ତିଭୂମି ବିକାଶ ସହ ଉତ୍ତମ ରୋଗୀ ସେବା ଯୋଗାଇବାକୁ ନିର୍ଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ନୀତି ଆପଣାଇ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବାରୁ ଉନ୍ନତମାନର ଭିତ୍ତିଭୂମି…

କେନ୍ଦ୍ରାପଡାର ଗର୍ବ ଓ ଗୈାରବ ଆନ୍ତଃର୍ଜାତୀୟ ଭଲିବଲ ଖେଳାଳି ମହମ୍ମଦ ରାଜାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୨୦ା୭: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ କେନ୍ଦ୍ରାପଡା ମାଟିର ପୁଅ ତଥା ଭଲିବଲ ଖେଳାଳି ମହମ୍ମଦ ରାଜାକୁ ସମ୍ବର୍ଦ୍ଧିତ କରାଯିବା ଉଦେଶ୍ୟରେ ଏକ ସଭା ସଭାପତି ରମଣୀ ରଞ୍ଜନ ରାଉତରାୟଙ୍କ…

କୃଷଙ୍କ ବିନା ବ୍ଲକସ୍ତରୀୟ ଉଦ୍ୟାନକୃଷି କର୍ମଶାଳା , ସରକାରୀ ସ୍ତରରେ କୃଷକଙ୍କୁ ଦିଆଗଲାନି ସୁଚନା

କେନ୍ଦ୍ରାପଡା ୨୦ ।୭-ଉପଯୁକ୍ତ ସଚେତନତା ଓ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା କୃଷିର ବିକାଶ ସହ କୃଷକମାନେ ସଶକ୍ତ ହୋଇ ଆର୍ôଥକ ପ୍ରଗତି ହାସଲ କରିପାରିବାକୁ ସରକାର କୃଷକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ସରକାରୀ ବାବୁ ମାନଙ୍କ…

ଆନ୍ତର୍ଜାତୀୟ ଭଳିବଲ ଖେଳାଳି ମହମ୍ମଦ ରାଜାଙ୍କୁ କେନ୍ଦ୍ରାପଡାରେ ଉତ୍ସସିତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୧୯ା୭ : ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ଭଲିବଲ ଫେଡେରେସନ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ଚମ୍ପିୟନଶିପରେ ଅଶଂଗ୍ରହଣ କରି ଘରକୁ ଫେରିଥିବା କେନ୍ଦ୍ରାପଡା ମାଟିର ପୁଅ ମହମ୍ମଦ ରାଜାଙ୍କୁ ଜନ୍ମମାଟିରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।…

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଓ ବ୍ଲାକମେଲିଂ ଅଭିଯୋଗରେ ୨କୋର୍ଟ ଚାଲାଣ

  କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଘରଭଡା ନେଇ ରହୁଥିବା ଜନୈକ ବ୍ୟକ୍ତିଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଓ ତା’ର ନେକେଡ ଫଟୋ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ସଂପୃକ୍ତ ନାବାଳିକାର ପିତାଙ୍କ ଅଭିଯୋଗକ୍ରମେ ଟାଉନ…

ଶିକ୍ଷକ ଅଭାବ ପ୍ରତିବାଦ ଜଳାପୋକ ବିଦ୍ୟାଳୟରେ ତାଲା

କେନ୍ଦ୍ରାପଡ଼ା ୧୯/୭ – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଶିକ୍ଷାଦାନରେ ବାଧା ଦେଖାଦେଇଛି । କେଉଁଠି ଗୋଟିଏ ଶିକ୍ଷକରେ ପାଠ ପଢା ହେଉଛି ତ କେଉଁ ୫ ଟା କ୍ଲାସରେ ୨ ଟି ଶିକ୍ଷକ ଅଛନ୍ତି ।…

କେନ୍ଦ୍ରାପଡା ବନ୍ୟା ନିୟନ୍ତ୍ରଣ କରିବାକୁ ଜାତୀୟ ମାନବାଧିକାର ଆୟୋଗଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଋତୁରେ ହେଉଥିବା ବନ୍ୟା ବିତ୍ପାତରୁ ରକ୍ଷା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଦୀ, ନାଳମାନଙ୍କରେ କୂଳ ବନ୍ଧ ନଥିବା, ଜଳ ନିଷ୍କାସନ…

ବିରଳ ଅସ୍ତ୍ରୋପ୍ରଚାର ମହିଳାଙ୍କ ପେଟରୁ ବାହାରିଲା ୬ କିଲୋ ଟିୁ୍ୟମର

କେନ୍ଦ୍ରାପଡା, ୧୯ା୭: ଜଣେ ମହିଳାଙ୍କ ପେଟରୁ ପାଖାପାଖି ୬ କିଲୋ ଓଜନର ଟିୁ୍ୟମର ଅପରେସନ୍ କରାଯାଇ ବାହାର କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହର ତିନିମୁହାଣିସ୍ଥିତ ଶ୍ରୀରାମ ହସ୍ପିଟାଲରେ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ମହାକାଳପଡା…

ଜବରଦଖଲ ଉଚ୍ଛେଦ ଭୟରେ ବ୍ୟବସାୟୀ ଭାଙ୍ଗିନେଲେ ଦୋକାନ ଘର

କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଏକ ପୁରାତନ ସହର ହୋଇଥିବାବେଳେ ଅଣ ଓସାରିଆ ରାସ୍ତାକୁ ବ୍ୟବସାୟୀମାନେ ଜବରଦଖଲ କରି ସଙ୍କୁଚିତ କରୁଛନ୍ତି । ବିଭିନ୍ନ ଛକ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଜିଲ୍ଲା ତଥା ପୌର ପ୍ରଶାସନ ଜବରଦଖଲ ହଟାଇ ସହରକୁ ସରସ ସୁନ୍ଦର…

ମଣିଷ ଖିଆ କୁମ୍ଭୀରକୁ ଧରି ନଦୀରେ ଛାଡ଼ିଲା ବନ ବିଭାଗ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ନାଳରେ ଏକ ବଡ କୁମ୍ଭୀର ଭାସୁଥିବା ଦେଖି ଆତଙ୍କ ସୃଷ୍ଟି ହୋଇଥିଲା । ବୁଧବାର ସକାଳୁ କିଆବୁଦା ମୂଳରେ ଶୋଇଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନଖଣ୍ଡ ଅଧିକାରୀ ସୁଦର୍ଶନ…

ବଦଳି ଆଦେଶକୁ ଦେଖାତିର କରି ଗାଦି ଛାଡୁ ନାହାନ୍ତି ଅଧ୍ୟାପକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା,୧୯ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ଗାଦି ଛାଡୁନଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସେଠାରେ…

ପାରିବାରିକ କଳହର କରୁଣ ପରିଣତି ପତ୍ନୀକୁ ହତ୍ୟାକଲା ସ୍ୱାମୀ

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାଗ୍ରସ୍ତ ସ୍ୱାମୀ ତାର ପତ୍ନୀକୁ ପିଟି ମାରିବା ପରେ ଘଟଣାକୁ ଆତ୍ମହତ୍ୟା ରୁପ ଦେବା ପାଇଁ ଘର ଭିତରେ ଶବରେ ନିଆଁ ଲଗାଇ ପୋଡି…

ଦାରିଦ୍ର‌୍ୟ କବଳରୁ ମୁକ୍ତ ହେଉଛି ଭାରତ

ଗଣତାନ୍ତ୍ରିକ ଓ ପ୍ରଜାମଙ୍ଗଳ ଶାସନ ବ୍ୟବସ୍ଥାରେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି । ଆମ ଦେଶ ଭାରତରେ ମଧ୍ୟ ଏଥିପାଇଁ ଜୋରସୋରରେ ଉଦ୍ୟମ ଚାଲିଛି । ଦାରିଦ୍ର‌୍ୟ ଏକ ସ୍ଥିତି ଓ ପକ୍ରିୟା ଏବଂ ଏହାର କାରଣ…