କେନ୍ଦ୍ରାପଡା ୧୪/୭- କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ବ୍ଲକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର ପ୍ରତିବାଦରେ ଶୁକ୍ରବାର କେନ୍ଦ୍ରାପଡା ବ୍ଲକ ଘେରାଉ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଗରାପୁର କଂଗ୍ରେସ…
Author: kanika odisha
ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଲୋକପ୍ରିୟ ବରିଷ୍ଠ ଆଇନଜୀବୀଙ୍କ ତୈଳଚିତ୍ର ଉନ୍ମୋଚିତ
କେନ୍ଦ୍ରାପଡ଼ା, ୧୪ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପାଠାଗାର ପରିସରରେ ଦୁଇ ଲୋକପ୍ରିୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା…
ଅନନ୍ୟା ସ୍ଥିତପ୍ରଜ୍ଞI ସି ସି ଆର ଟି ବୃତ୍ତି ପାଇଁ ଯୋଗ୍ୟବିବେଚିତ
ଓଡିଶାର ସୁନାମଧନ୍ୟ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାସ ସ୍ମାରକୀ କଳାମନ୍ଦିର(ଗଡ଼ମେକର ),ନସିପୁର (ପଟ୍ଟାମୁଣ୍ଡାଇ )ର ଛାତ୍ରୀ ତଥା ବାଲିପଡ଼ା ଗ୍ରାମର ଶିକ୍ଷକ ଅଶୋକ କୁମାର ସାହୁ ଓ ମନୋରମା ସାହୁଙ୍କ ସୁପୁତ୍ରୀ ଅନନ୍ୟା ସ୍ଥିତିପ୍ରଜ୍ଞI ସାହୁ ସର୍ବଭାରତୀୟ ସି ସି ଆର…
ଦିହୁଡିପୁର ସମିତିସଭ୍ୟ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଅଗଷ୍ଟ ମାସ ୯ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି…
ନୂଆ ବସଷ୍ଟାଣ୍ଡରେ ଜବରଦଖଲ ଉଛେଦ କଲା ପୈାରପାଳିକା ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ୍ୱ ଜବରଦଖଲ କରିଥିଲେ
କେନ୍ଦ୍ରାପଡ଼ା, ୧୩ା୭ : ତିନିମୁହାଣି- ଅଙ୍ଗୁଳେଇ ରାସ୍ତାର ନୁଆ ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଥିବା ଶ୍ରୀଗୋବିନ୍ଦଜୀଉଙ୍କ ଜମିକୁ ଦୀର୍ଘ ୨୫ବର୍ଷ ଧରି ଜବରଦଖଲରେ ଦୋକାନ ଘର କରି ବ୍ୟବସାୟ କରୁଥିବା ବେଳେ ଶ୍ରୀଜୀଉ ବୋର୍ଡଙ୍କୁ କୈାଣସି ଭଡା ପଇଠ…
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
କେନ୍ଦ୍ରାପଡ଼ା, ୧୩ା୭ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜ୍ଞାନେନ୍ଦ୍ର ଦାସ ଉଦଘାଟନ କରିଥିଲେ…
ବିଳମ୍ବିତ ବର୍ଷା ସାଂଗକୁ କେନାଲ ଶୁଖିଲା , ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ
କେନ୍ଦ୍ରାପଡା ୧୩ା୭- ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ ତଳିପକା କାର୍ଯ୍ୟ ଚାଲିଛି । ଏପରିକି…
କୃଷି ଉତ୍ପାଦ ପାଇଁ ଜଳ ପରିଚାଳନା ବଡ଼ ସମସ୍ୟା,ସ୍ଥାଣୁ ପଲିଟିଛି ଦୁଇ ବିଭାଗ
କୃଷି ଆମର ଅର୍ଥନୀତିର ମୂଖ୍ୟ ଆଧାର । ଆମ ରାଜ୍ୟ ଏକ କୃଷି ଭିତିକ ରାଜ୍ୟ ହୋଇଥିବା ବେଳେ ବହୁଲୋକ କୃଷି ଉପରେ ନିର୍ଭରଶୀଳ । ରାଜ୍ୟର ବିକାଶ କ୍ଷେତ୍ରରେ କୃଷିର ଅଭିବୃଦ୍ଧି ମୂଖ୍ୟ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ।…
ସଂଜୀବନୀ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ
କେନ୍ଦ୍ରାପଡା ୧୨/୭- କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗରସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ଆଜି ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି କୂଳମଣି…
ଡେଙ୍ଗୁ ଓ ମାଲେରିଆ ରୋଗମୁକ୍ତ କେନ୍ଦ୍ରାପଡ଼ା ଆମର ଲକ୍ଷ୍ୟ: ସିଡିଏମ୍ଓ
କେନ୍ଦ୍ରାପଡ଼ା,୧୨୭ -ମୌସୁମୀ ବର୍ଷା କେବଳ ଚାଷ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିନଥାଏ ବରଂ ମଶାର ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ । ତେଣୁ ମଶାର ବଂଶ ବୃଦ୍ଧିକୁ ରୋକି କେନ୍ଦ୍ରାପଡ଼ାକୁ ସମ୍ପୂର୍ଣ୍ଣ ଡେଙ୍ଗୁ ଓ ମାଲେରିଆ ରୋଗରୁ ମୁକ୍ତ…
ଦୁଇଟି ସନ୍ତାନ ଆଇନ ଲାଗୁ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ୧୨/୭(ପିଏନଏସ)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ଫାଉଣ୍ଡେସନର ଜିଲ୍ଲା ସଭାପତି ପବିତ୍ର ପରିଡା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମନିନ୍ଦ୍ର ରାଉତ, ମହିଳା ସଭାନେତ୍ରୀ ରୋଜାଲିନ ମହାନ୍ତି, ଉପସଭାପତି ସୁଧୀର ପରିଡା ପ୍ରମୁଖ ଆଜି ଜିଲ୍ଲାପାଳଙ୍କ…
ଜିଲ୍ଲାର ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ (ଯୁକ୍ତଦୁଇ ଓ ଯୁକ୍ତତିନି) ମହାବିଦ୍ୟାଳୟ ସଂଘ ତରଫରୁ ଅଧ୍ୟାପକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ ସେମାନଙ୍କ ପ୍ରତି ହୋଇଥିବା ପାତରଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ…
କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ ମାନ୍ୟତା ଦାବି
କେନ୍ଦ୍ରାପଡା ଜିଲ୍ଲାକୁ ସହରାଞ୍ଚଳ ପରିବହନ(ଅର୍ବାନ ଟ୍ରାନ୍ସପୋର୍ଟ) ମାନ୍ୟତା ଦିଆଯିବାକୁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ମୋବସ୍ର ସୁବିଧା ସୁଯୋଗ ପାଇପାରିବ । କେନ୍ଦ୍ରାପଡା ରାଜ୍ୟ ସଦର ମହକୁମା ଭୂବନେଶ୍ୱର ମଧ୍ୟରେ ୭୦କିଲୋମିଟର ଦୂରରେ…
ଏମ ଏନ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀରେ ଗଣଧାରଣା,୩ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ପରେ ପ୍ରତ୍ୟାହୃତ
କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୌରବମୟ ଶିକ୍ଷାନୁଷ୍ଠାନ ତଥା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ଏହି…
ଲଷ୍ମୀସୁବଳ ବିଦ୍ୟାପୀଠରେ ଶିକ୍ଷକ ନିଯୁକ୍ତି ଦାବୀ କରି ତାଲାବନ୍ଦ ଆନ୍ଦୋଳନ
ପଟ୍ଟାମୁଣ୍ଡାଇ ତା ୧୧.୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଲଷ୍ମୀସୁବଳ ବିଦ୍ୟାପୀଠରେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହୋଇଛି । ସମ୍ପ୍ରତି ୮ଟି ଶ୍ରେଣୀରେ ୨୦୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ…
ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ନଗର କଂଗ୍ରେସ ତରଫରୁ ସ୍ୱାଗତ
ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ପୌରପରିଷଦରେ ନୂତନ ପୌର ନିର୍ବାହୀ ଅଧିକରୀ ଭାବେ ଯୋଗ ଦେଇଥିବା ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ମଙ୍ଗଳବାର ନଗର କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଛି । ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ…
ନିମ୍ନମାନର ଔଷଧ କାରବାରକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଭେଷଜ ବିଭାଗ
କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଂଚଳରେ ନିମ୍ନମାନର ଔଷଧ କାରବାର ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି । ଏ ନେଇ ଜିଲା ଭେଷଜ ବିଭାଗ ଚୁପ୍ ବସିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଜିଲା ଭେଷଜ ବିଭାଗ ପକ୍ଷରୁ…
ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣାର ୨୬ଦିନ ପରେ ପୋଲିସ ହାତଖାଲି, ଅଭିଯୁକ୍ତ ଗିରଫ ଦାବୀରେ ଆନ୍ଦୋଳନ ନିଷ୍ପତି
ପଟ୍ଟାମୁଣ୍ଡାଇ ୧୧.୭-ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ଗ୍ରାମର ଜନୈକା ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରଥମ ରଜ ଦିନ ନିଜ ଝିଅ ଘର ରାଜନଗର ଯିବା ପାଇଁ କହୁଣୀଆ ଛକରେ ଅପେକ୍ଷା କରିଥିବା ବେଳେ ଜନୈକ ଅସାମାଜିକ ଯୁବକ ବାଇକରେ…
ଜୁଲାଇ ୧୪ ବ୍ଲକ ଘେରାଉ ଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରାପଡା ନଗର କଂଗ୍ରେସର ନିଷ୍ପତ୍ତି
କେନ୍ଦ୍ରାପଡ଼ା ୧୧ା୭: ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ଜରୁରୀ ବୈଠକ ସଭାପତି ରାଜେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର…
ନୂଆ ବସଷ୍ଟାଣ୍ଡ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବାକୁ ନୋଟିସ,ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା
କେନ୍ଦ୍ରାପଡ଼ା ୧୧ା୭: କେନ୍ଦ୍ରାପଡା ସହରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଓ ନୂଆ ବସଷ୍ଟାଣ୍ଡର ନବୀକରଣ ପାଇଁ ଦୋକାନ ଘର ଉଚ୍ଛେଦ କରାଯିବା ପାଇଁ ପୌର ପ୍ରଶାସନ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କରିଛନ୍ତି ।…
ବିଶୁଙ୍ଖଳିତ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ କରି ବାଲିପାଟଣା ହାଇସ୍କୁଲରେ ତାଲା!
ପଟ୍ଟାମୁଣ୍ଡାଇ ୧୧.୭-ଗୁଣାତ୍ମକ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱଆରୋପ କରିବା ସହିତ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବାଲିପାଟଣା ହାଇସ୍କୁଲରେ ଏହାର ଚରମ ବ୍ୟତିକ୍ରମ ଦେଖିବାକୁ ମିଳିଛି । କେଉଁଠି ଶିକ୍ଷକ ଅଭାବରୁ…
ପଟ୍ଟାମୁଣ୍ଡାଇ ପୌରପରିଷଦ ବୈଠକରେ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ଓ ପୌରାଞ୍ଚଳ ବାସୀଙ୍କର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ଓ ଉତ୍ତମ ନାଗରିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସରକାର କୋଟି କୋଟି ଅନୁଦାନ ଯୋଗାଇ ଦେଇଛନ୍ତି ।…
ଲୁଣା ନଦୀରେ ବୁଡି +୨ବିଜ୍ଞାନ ଛାତ୍ରଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା, ୧୦/୦୭- ନିଷ୍ଠୁର ନିୟତି, ଅକାଳରେ ଝରିପଡିଲା ଜୀବନ କୁସୁମ, ଲିଭିଗଲା ଶିଶୁ ପ୍ରତିଭାର ଜୀବନ ପ୍ରଦୀପ. ଲୁଣା ନଦୀରେ ଜାଭିଅର ସ୍କୁଲର କୃତି ଛାତ୍ର କୀର୍ତ୍ତିମାନ ଶତପଥୀଙ୍କ ସଲିଳ ସମାଧି । ସଦ୍ୟ ପ୍ରକାଶିତ ଦଶମ ପରୀକ୍ଷାରେ ୯୨% ମାର୍କ୍ସ…
ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ ପାଳନ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ପରିସରରେ ରବିବାର ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ୍ ମ୍ୟୁଜିକ୍ ସ୍କୁଲର ମିଳିତ ସହଯୋଗରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ…









