ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ

22 November 2025 kanika odisha 0

କେନ୍ଦ୍ରାପଡ଼ା,୨୨ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ ଅବସରରେ ଶନିବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ […]

ସମାଜସେବୀ ଡ. ପ୍ରତାପ ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ ଆୱାର୍ଡ

22 November 2025 kanika odisha 0

କେନ୍ଦ୍ରାପଡ଼ା,୨୨ା୧୧:ସମାଜସେବୀ ଡ. ପ୍ରତାପ ଚନ୍ଦ୍ର ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ୍ ଆୱାର୍ଡ- ୨୦୨୫ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅଟ୍ଟଳ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ […]

ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା

22 November 2025 kanika odisha 0

କେନ୍ଦ୍ରାପଡ଼ା,୨୦ା୧୧:ଶିଶୁ ଶ୍ରମିକ ପ୍ରଥା ବିଲୋପ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା କେନ୍ଦ୍ରାପଡା ସହରର ଭାରତ ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜୟ ଭାରତୀ ସାଥିସମାଜ ସମ୍ପାଦକ ନିରଞ୍ଜନ ସାହୁଙ୍କ […]

ସମବାୟ ବ୍ୟାବସ୍ଥା ଦିଗହରା, ପ୍ରହଶନ ପାଲଟିଛି ଜିଲା ସ୍ତରୀୟ ସମବାୟ ସପ୍ତା ପାଳନ

22 November 2025 kanika odisha 0

ଦେରାବିଶ ୨୧/୧୧ ବେବର୍ତା ଅଜୟ ଦାସ-କୃଷି ଭିତିକ ସେବା, ଋଣ ପ୍ରଦାନ, ଜୀବିକା ସହାୟତା କ୍ଷେତ୍ରରେ ସମବାୟ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଛି । ସମବାୟ ଅନୁଷ୍ଠାନକୁ ଆର୍ôଥକ ଭାବେ ଆତ୍ମନିର୍ଭର କରିବା ସହ […]

ଦୀର୍ଘଦିନର ଦାବି ପୁରଣ   , ଛୋଟୀ ନହଙ୍ଗ ଆରଡି ରାସ୍ତା ନିର୍ମାଣ ଆରମ୍ଭ

21 November 2025 kanika odisha 0

କେନ୍ଦ୍ରାପଡ଼ା,୨୧ା୧୧:ଦେଶ ସ୍ୱାଧୀନ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନଥିଲା। ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନେ ଭତ୍ତା ଆଣିବାକୁ ଏବଂ ଖାଉଟି ସାମଗ୍ରୀ ଆଣିବା ପାଇଁ ଲୋକମାନେ ୧୦କିଲୋମିଟର ରାସ୍ତା […]

ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଘାଟିତ

21 November 2025 kanika odisha 0

କେନ୍ଦ୍ରାପଡ଼ା,୨୧ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବ ଶୁକ୍ରବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ […]

କୋରୋ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ସାଂସଦ କ୍ରୀଡା ଉଦଯାପିତ

21 November 2025 kanika odisha 0

କେନ୍ଦ୍ରାପଡ଼ା,୨୦ା୧୧:ପିଏମଶ୍ରୀ କୋରୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମରେ ୫ନଂ ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଯାପିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ […]

ପଳସିଂହା ଗ୍ରାମ ପଞ୍ଚାୟତରେ ତହସିଲ କାର୍ଯ୍ୟ

21 November 2025 kanika odisha 0

କେନ୍ଦ୍ରାପଡା,୨୧ା୧୧: ଆଜି କେନ୍ଦ୍ରାପଡା ବ୍ଲକର ପଳସିଂହା ଗ୍ରାମ ପଞ୍ଚାୟତରେ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଭାରପ୍ରାପ୍ତ ତହସିଲଦାର ରବିନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ରହି ସାଧାରଣ ଲୋକଙ୍କର ଆପର୍ତ୍ତ […]

ପୁନର୍ବାସର ସ୍ୱତନ୍ତ୍ର ଶିଶୁ ଥେରାପି କେନ୍ଦ୍ର ଉଦ୍ ଘ।ଟିତ

15 November 2025 kanika odisha 0

କେନ୍ଦ୍ରାପଡା ୧୪/୧୧- ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ପକ୍ଷରୁ ଏକ ସ୍ୱତନ ଶିଶୁ […]

ପ୍ରାକୃତିକ ଗହୀର ମଥା ଜଙ୍ଗଲ କେନ୍ଦ୍ରାପଡାର ସୁରକ୍ଷା କବଚ

13 November 2025 kanika odisha 0

କେନ୍ଦ୍ରାପଡା,୧୨ା୧୧: ଗହୀର ମଥା କଇଁଛ ସୁରକ୍ଷା ସମିତିର ଆହ୍ୱାନରେ ପରିବେଷ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ସମିତିର ସଭାପତି ପ୍ରକୃତି ବନ୍ଧୁ ହେମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି […]

ଏତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ଉଦ୍‌ଯାପିତ

12 November 2025 kanika odisha 0

କେନ୍ଦ୍ରାପଡା,୧୧ା୧୧: ଐତିହାସିକ କନ୍ଦ୍ରୋପଡା ବାଲିଯାତ୍ରା ମହୋତ୍ସବ ୨୦୨୫ର ଉଦ୍‌ଯାପନି ଉତ୍ସବ ବାଲିଯାତ୍ରା ମହୋତ୍ସବର ସଭାପତି ପ୍ରଦିପ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଟ ଆଇଜୀବୀ ସଂଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ […]

ଆନ୍ତର୍ଜାତୀୟ ଚିତ୍ର କର୍ମଶାଳାରେ କେନ୍ଦ୍ରାପଡ଼ାର ଚିତ୍ରଶିଳ୍ପୀ ସମ୍ବର୍ଦ୍ଧିତ

11 November 2025 kanika odisha 0

କେନ୍ଦ୍ରାପଡ଼ା ୧୦/୧୧: ଅନ୍ତର୍ଜାତୀୟ ଚିତ୍ରକର୍ମଶାଳା ପଡୋଶୀ ଦେଶ ନେପାଳରେ ଆୟୋଜିତ ଡ୍ରିମସ୍କେପ ନେପାଳ-୨୦୨୫ କାଠମାଣ୍ଡୁ ସ୍ଥିତ ନେପାଳ ଆର୍ଟ କାଉନସିଲ ନେପାଳ ଆର୍ଟ ଗ୍ୟାଲେରୀଠାରେ ଚଳିତ ମାସ ୦୪ତାରିଖ ରୁ ୦୬ ତାରିଖ ପର୍ଯ୍ୟନ୍ତ […]

ଗୋବରୀ ନଦୀକୁ ନଦୀର ମାନ୍ୟତା ଓ ପୁନରୁଦ୍ଧାର ସମସ୍ତଙ୍କର ଧ୍ୟେୟ ହେଉ ବାଲିଯାତ୍ରା ମହୋତ୍ସବର ୬ଷ୍ଠ ସଂଧ୍ୟାରେ ବିଶିଷ୍ଠ ବ୍ୟକ୍ତିଙ୍କ ମତ

11 November 2025 kanika odisha 0

କେନ୍ଦ୍ରାପଡା,୧୦ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଷଷ୍ଠ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦାନକରି କହିଲେ ଗୋବରୀ ନଦୀକୁ ନଦୀର ମାନ୍ୟତା ଓ ଏହାର ପୁନରୁଦ୍ଧାର ସହ କେନ୍ଦ୍ରାପଡା ବିକାଶ ଧ୍ୟେୟ […]

ସାଂସଦ ବୈଜୟନ୍ତ ପଣ୍ଡା ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରି ଓକିଲମାନଙ୍କର ବିଭିନ୍ନ ସମସ୍ୟାଉପରେ ଆଲୋଚନା କଲେ

11 November 2025 kanika odisha 0

କେନ୍ଦ୍ରାପଡା,୧୦ା୧୧: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନ କରିବାକୁ ଆସିଥିଲେ । ସେଠାରେ ସାଂସଦଙ୍କୁ ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା […]

୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ନିମନ୍ତେ ପ୍ରସ୍ତୁତି ବୈଠକ

9 November 2025 kanika odisha 0

କେନ୍ଦ୍ରାପଡା ୮/୧୧ – କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର […]

କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ମହିଳା ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ

9 November 2025 kanika odisha 0

କେନ୍ଦ୍ରାପଡା,୯ା୧୧: ରାଜ୍ୟ ଓଷ୍ଟାର ନିଷ୍ପତ୍ତି କ୍ରମେ ଜିଲ୍ଲା ଓଷ୍ଟାର ଆହ୍ୱାନରେ ଗୁଲନଗର ହାଇସ୍କୁଲ ପରିସରରେ ମହିଳା ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ ଜିଲ୍ଲା ଓଷ୍ଟାର ସଭାପତି ଆଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି […]

ସଦର ଥାନା ପକ୍ଷରୁ ଚକ୍ରୋଡା ପଞ୍ଚାୟତରେ ସାଇବର ସୁରକ୍ଷା ସଚେତନତା

9 November 2025 kanika odisha 0

କେନ୍ଦ୍ରାପଡ଼ା୮/୧୧- କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚକ୍ରୋଡା ପଞ୍ଚାୟତ ଅନ୍ତର୍ଗତ ତାରାପୁର ସାରଳା ମନ୍ଦିର ସମୁଖରେ ସରପଞ୍ଚ ତନୁଜା ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି। ଏହି ସଚେତନତା ସଭାରେ […]

ଆଇନସେବା ସଚେତନତା ଶିବିର

9 November 2025 kanika odisha 0

କେନ୍ଦ୍ରାପଡ଼ା,୯ା୧୧:ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ନିକିରାଇ ବୀର ହନୁମାନଜୀଉ +୨ମାଧ୍ୟମିକ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମୈାଳିକ କର୍ତ୍ତବ୍ୟ, ପୋକ୍ସୋ ଆକ୍ଟ,ଜେଜେ (ସିପିସି)ଆକ୍ଟ ଏବଂ ପିଓଏସଏଚ ଆକ୍ଟ ଉପରେ ଅନୁଷ୍ଠିତ ହୋଇଯାଇଛି। […]

ଦେଶ ବିଦେଶଗଲେ ଆମେ ଓଡିଶାକୁ ଆଉ କେନ୍ଦ୍ରାପଡାକୁ ଦେଖୁ

9 November 2025 kanika odisha 0

ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ସାଂସଦ ବୈଜୟନ୍ତ ପାଣ୍ଡାଙ୍କ ବକ୍ତବ୍ୟ କେନ୍ଦ୍ରାପଡା,୦୯ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନକରି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା କହିଲେ […]

କେନ୍ଦ୍ରାପଡାରେ ବନ୍ଦେ ମାତରମ୍‌ର ସାମୁହିକ ଗାନ ଓ ସ୍ୱଦେଶୀ ଶପଥ ପାଠ

7 November 2025 kanika odisha 0

କେନ୍ଦ୍ରାପଡ଼ା,୭ା୧୧:ବଙ୍କୀମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, […]

କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

7 November 2025 kanika odisha 0

କେନ୍ଦ୍ରାପଡ଼ା, ୭ା୧୧: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ […]

ଜିଲ୍ଲା ସ୍ତରୀୟ ମଡେଲ ପାର୍ଲାମେଣ୍ଟରେ ପିଏମଶ୍ରୀ କୋରୋ ବିଦ୍ୟାଳୟ

7 November 2025 kanika odisha 0

କେନ୍ଦ୍ରାପଡ଼ା,୭ା୧୧:ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ସୁରଭିର ମଡେଲ ପାର୍ଲାମେଣ୍ଟରେ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଓ ସସ୍ଥିର ଭବିଷ୍ୟତ ବିଲ -୨୦୨୫ ଉପରେ ଆଲୋଚନା କରିଥିଲେ। ବାଚସ୍ପତି ଭାବେ ମଧୁସ୍ମିତା […]

ସେବାର ପସରାନେଇ ଭାଇଚାରାର ମନ୍ତ୍ର ବୁଣିବ ବାଲିଯାତ୍ରା ମହୋତ୍ସବ

7 November 2025 kanika odisha 0

୫ଜଣ ଡାକ୍ତରଙ୍କୁ ଚିକିତ୍ସା ସେବାରେ ଅତୁଳନୀୟ ଅବଦାନ ଲାଗି ସମ୍ବର୍ଦ୍ଧିତ କେନ୍ଦ୍ରାପଡା,୦୭ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମହୋତ୍ସବରେ ସାହିତ୍ୟ ସଭା, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବ ବାଲିଯାତ୍ରା କମିଟିର ସଭାପତି […]

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

6 November 2025 kanika odisha 0

କେନ୍ଦ୍ରାପଡ଼ା,୬ା୧୧:ଜିଲ୍ଲା ସଂସ୍କୃତି ଭବନରେ ଗୁରୁବାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଶିଶୁ ହସିଲେ ଦେଶ ହସିବ। ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଅନ୍ୱେଷଣ କରିବା […]