ରାଜ୍ୟ

ଅଢ଼ାଯୋଡ଼ି ପି.ୟୁ.ପି. ସ୍କୁଲରେ କୃତ୍ରିମ ବନ୍ୟା, ପାଣିରେ ଭାସୁଛି ବିଦ୍ୟାଳୟ ପରିସର,ବିପଦରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ ୨୮/୭ - ଗତ କିଛି ଦିନ ହେବ କ୍ରମାଗତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସଠିକ୍...

ଲଘୁଚାପଜନିତ ଲଗାଣ ବର୍ଷା ,ପୌରାଞ୍ଚଳରେ ଜଳବନ୍ଦୀ ସ୍ଥିତି

ପଟ୍ଟାମୁଣ୍ଡାଇ, ୨୮/୭ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଗତ କିଛି ଦିନ ହେବ ଜାରି ରହିଥିବା ଅବିରତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ...

ଆଇନ ମହାବିଦ୍ୟାଳୟ ଦ୍ୱାରା ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦ୍ଘାଟିତ

କେନ୍ଦ୍ରାପଡା ୨୭/୭ : କେନ୍ଦ୍ରାପଡାର ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଆଇନ ସହାୟତା କେନ୍ଦ୍ର ଦ୍ୱାରା ଗୁହାଳସିଙ୍ଘ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ନିଃଶ୍ଲୁକ ପ୍ରାଥମିକ ଆଇନ ସହାୟତା...

ପ୍ରତିଶୃତି ପରେ ପ୍ରସ୍ତାବିତ ଗଣଧାରଣା ଆନ୍ଦୋଳନ ସ୍ଥଗିତ

କେନ୍ଦ୍ରାପଡା୨୭/୭: ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କେନ୍ଦ୍ରାପଡା ଗଣ୍ଡାଖିଆ ରାସ୍ତାର ମରାମତି ଓ ପୁନଃ ନିର୍ମାଣ ଦାବିରେ ଜୁଲାଇ ୨୮ ଗଣଧାରଣା...

ସୋମବାର କେନ୍ଦ୍ରାପଡା ଜିଲ୍ଲାର ସବୁ ବିଦ୍ୟାଳୟ ବନ୍ଦ

କେନ୍ଦ୍ରାପଡ଼ା,୨୬ା୭:ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି।...

ତୁଳସୀକ୍ଷେତ୍ରରେ ଶ୍ରୀବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ରଥରେ ଦୁର୍ଲଭ ରଘୁନାଥ ବେଶ ଓ ଭାବପୂର୍ଣ୍ଣ ନୀଳାଦ୍ରି ବିଜେ

କେନ୍ଦ୍ରାପଡ଼ା (୨୬/୭)-ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଅଧିଷ୍ଠାତ୍ରୀ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପର୍ବର ଅନ୍ତିମ ପର୍ଯ୍ୟାୟ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।...

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି।ନିଟ୍ ପେପର ଲିକ୍ ମାମଲା ସହିତ ଜଡିତ ତାଙ୍କ ଇସ୍ତଫା ଦାବି କରି କୋକରା ଜନତା ଦଳ ଗତ ୩୬ ଦିନ ଧରି ଜନ୍ତର ମନ୍ତରରେ ପ୍ରତିବାଦ କରିଆସୁଛି।

ଇସ୍ତଫା ପରେ, ବିବିସି ଲେଖିଥିଲା ଯେ ମୋଦି ସରକାର ଛାତ୍ର ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି। ଗାର୍ଡିଆନ୍ ଲେଖିଥିଲା ଯେ ମୋଦି ସରକାରଙ୍କ ୧୨...

ସୁନାବେଶରେ ଝଲସିଲେ ଶ୍ରୀଜିଉ

ପୁରୀ,୨୫ା୭- ଦାରୁବ୍ରହ୍ମ ଆଜି ମହଣ ମହଣ ସୁନାରେ ଛାଉଣି ହୋଇଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀବିଗ୍ରହ। ଗୁଣ୍ଡିଚା...

ପତିତପାବନଜୀଉଙ୍କ ସୁନାବଶେ ଦେଖିବାକୁ ଭକ୍ତଙ୍କ ସମାବେଶ

ପଟ୍ଟାମୁଣ୍ଡାଇ ୨୫/୭ -ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ପରେ ଶନିବାର ବଡ଼ ଏକାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମଧ୍ୟାହ୍ନ...

ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ଅନ୍ତର୍ଗତ ଗ୍ରାମୀଣ ପରିବହନ ଗାଡ଼ିର ଶୁଭାରମ୍ଭ

  କେନ୍ଦ୍ରାପଡ଼ା/ମହାକାଳପଡ଼ା , ୨୫.୦୭.୨୦୨୬ : ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଏକ ଗ୍ରାମୀଣ ପରିବହନ...

ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ନଗର କଂଗ୍ରେସ ପକ୍ଷରୁ ସେବାଶିବିର

କେନ୍ଦ୍ରାପଡ଼ା,୨୫ା୭:ଶ୍ରୀବଳଦେବଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ନଗର କଂଗ୍ରେସ ପକ୍ଷରୁ ରଥଦାଣ୍ଡରେ ଏକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଲୋକମାନଙ୍କୁ ଦହି ସରବତ...

କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ସେବା କାର୍ଯ୍ୟ

କେନ୍ଦ୍ରାପଡ଼ା,୨୫ା୭:ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ପବିତ୍ର ରଥ ଦାଣ୍ଡରେ ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସେବା କାର୍ଯ୍ୟ କରାଯାଇଛି। ପ୍ରସାଦ...

ସିଦ୍ଧ ଶୀବଳଦେବଜୀଉଙ୍କ ନୂତନ ଭଜନ ଲୋକାର୍ପିତ

କେନ୍ଦ୍ରାପଡ଼ା,୨୫ା୭:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଦୁଇଟି ଭଜନ ବାହୁଡାଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି। ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ବଳିଷ୍ଠ ସ୍ୱର...

ପଟ୍ଟାମୁଣ୍ଡାଇରେ ଜଳ ସମ୍ପଦ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପର ବିଭାଗ, କେନାଲ ଜଳ ଯୋଗାଣ, ନିର୍ମାଣଧୀନ ମେଗା ପ୍ରକଳ୍ପର ସମୀକ୍ଷା, ବ୍ୟାରେଜ୍ ନିର୍ମାଣର ଆକଳନ ପଟ୍ଟାମୁଣ୍ଡାଇ ୨୫/୭ –ପଟ୍ଟାମୁଣ୍ଡାଇ ଅଂଚଳର...

ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି ଦାମୋଦରପାଟଣା ପାଥମିକ ବିଦ୍ୟାଳୟ,ଶିକ୍ଷକ ଅଭାବରୁ ଅନ୍ଧକାରରେ ପିଲାଙ୍କ ଭବିଷ୍ୟତ

ପଟ୍ଟାମୁଣ୍ଡାଇ ୨୪/୭ -ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚୟତର ଦାମୋଦରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟ ଚାଲିଥିବା...

ରଥଦାଣ୍ଡରେ ଯୁବ କଂଗ୍ରେସର ସେବା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୨୪/୭ : କେନ୍ଦ୍ରାପଡା-ପବିତ୍ର ବାହୁଡା ଯାତ୍ରା ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ବଳ ଦେବଜୀୟୁଙ୍କ ବଡ ଦାଣ୍ଡରେ ବାହୁଡା ଯାତ୍ରାରେ ଯୋଗ...

ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ପରଲୋକ , ସରକାରୀ ସମ୍ମାନ ସହ ଗାର୍ଡ ଅଫ ଅନର ପ୍ରଦାନ

କେନ୍ଦ୍ରାପଡ଼ା,୨୪ା୭:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ପୂର୍ବତନ ସଭାପତି ବିମ୍ବାଧର ମୁଦୁଲିଙ୍କ ଆଜି...

ଭିଜିଲାନ୍ସ ଜାଲରେ ଆରଆଇ

କେନ୍ଦ୍ରାପଡ଼ା,୨୪ା୭:ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାଜସ୍ୱ ନୀରିକ୍ଷକ। ଏକ ମ୍ୟୁଟେସନ କେଶରେ ରିପୋର୍ଟ ପ୍ରଦାନ ନିମନ୍ତେ ଆର.ଇ. ୫ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ଅଳପୁଆ – ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ରେନକଟ ଯୋଗାଯୋଗ ବିଛିନ୍ନ ସମ୍ଭାବନା!

ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଛି ଗଭୀର ରେନକଟ।...

ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତିଲେ ସ୍କୁଲ ପିଲା

 ଖଡିଅଂଟା ବାତ୍ୟା ଆଶ୍ରୟସ୍ଥଳୀ    ପଟ୍ଟାମୁଣ୍ଡାଇ ୨୩/୭ -ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଖଡିଅଂଟା ସ୍କୁଲ ନିକଟରେ ଥିବା ବିପଦପୂର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀରେ ଗୁରୁବାର ସକାଳେ ଏକ ବଡ଼...

ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା,୨୩ା୭:ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ କରାଯାଇଛି।...

ସରକାରୀ ଓ ବେସରକାରୀ ସଂସ୍ଥାରେ ଇଂଟରନାଲ କମ୍ପେ୍ଲନ କମିଟି ଗଠନ ବାଧ୍ୟତାମୂଳକ

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ଶିବିର   ପଟ୍ଟାମୁଣ୍ଡାଇ ୨୧/୭ - ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ କୋର୍ଟ...

ଚିନ୍ତାମଣି ଗୁରୁଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡା୨୧ା୭: ମଧୁସାଗର ଆବାସିକ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ୱର୍ଗତ ଚିନ୍ତାମଣି ଗୁରୁଜୀଙ୍କ ପ୍ରିୟ ଛାତ୍ର ତଥା ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଶିକ୍ଷକ ନେତା ଭ୍ରମର ରାଉତଙ୍କ...

ଶେଷ ହୋଇଛି ୨୦୨୬ ହେରାପଞ୍ଚମୀ ରଙ୍ଗୋଲି ପ୍ରତିଯୋଗିତା

କେନ୍ଦ୍ରାପଡ଼ା ୨୧/୭: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମାଉସୀ ମା ମନ୍ଦିର ପରିସରରେ ହେରାପଞ୍ଚମୀ ଉପଲକ୍ଷେ ସମିର ଟିଭି ଏସ୍ ଏବଂ ଚକ୍ରବ୍ୟୁହ...