କେନ୍ଦ୍ରାପଡ଼ା, ୨୭ା୮: ଡ଼ାକ୍ତର ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶ ସେବା, ସଂକଳ୍ପ ଓ ଉତ୍ସର୍ଗର ସର୍ବଶ୍ରେଷ୍ଠ ରୂପକାର । ତାଙ୍କ ପରି ମଣିଷ ଆଜିର ସଂସାରରେ ବିରଳ ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ନିସ୍ୱାର୍ଥପର ସେବକ ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ୨ୟ ବାର୍ଷିକ ସ୍ମରଣ ସଭା ଅବସରରେ ସଂକଳିତ ସ୍ମରଣିକା “ଫେରିଆସ ଡାକ୍ତର”ର ଉନ୍ମୋଚନ ଉତ୍ସବରେ ମୁଖ୍‌ଯ ଅତିଥି ରୂପେ ଯୋଗଦେଇ ଶାନ୍ତି ନିକେତନ […]

କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି କୁମାର ହସନ୍‌, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ମକର ଦାସ, ସମାଜସେବୀ ବାବାଜୀ ପରିଡା, ମଣିପୁର ଦଙ୍ଗାରେ ମୃତାହତ ହୋଇଥିବା ବ୍ୟକ୍ତିବିଶେଷ ଓ ଦୁର୍ଘଟଣାରେ ଦେହାନ୍ତ […]

କେନ୍ଦ୍ରାପଡ଼ା, ୨୭ା୮: ସମଗ୍ର ବିଶ୍ୱକୁ ପ୍ରେମ ବନ୍ଧନରେ ବାନ୍ଧିରଖି ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଶ୍ରୀମନ୍ଦିରରେ ତାଙ୍କର ମାନବୀୟ ଲୀଳା କରୁଛନ୍ତି । ସେଥିମଧ୍ୟରେ ଭାଇ ଓ ଭଉଣୀର ଅତୁଟ ପ୍ରେମ ବନ୍ଧନର ଅନ୍ୟତମ ଉଦାହରଣ ହେଉଛି ଗହ୍ମା ପୂର୍ଣ୍ଣମୀ ବା ରକ୍ଷା ବନ୍ଧନ ଉତ୍ସବ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଶ୍ରୀକ୍ଷେତ୍ରରୁ ଜଗତଜନନୀ ମା’ […]

କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡା ସଦର ପୁଲିସ ଆଜି ସକାଳେ ଏକ ବେଆଇନ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି । ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଚାନ୍ଦବାଲି ଅଞ୍ଚଳରୁ ବେଆଇନ କୋଇଲା ପିକ୍ ଅପ୍ ଭ୍ୟାନ୍ ଯୋଗେ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଗାଡିଟିକୁ ଧରିବାକୁ ଚେଷ୍ଟା କରିଥିଲା […]

କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ସଦରଥାନା ପୋଲିସ ଆଜି ତିନି ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ କଦଳୀବାଡି ଗ୍ରାମର ବାପା ପୁଅ   ଓ ମା କୁ ଏକ ବଧୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ସମସ୍ତେ ୨୦୧୬ ମସିହାରୁ ଫେରାର ଥିଲେ ବୋଲି ସଦରଥାନା ଆଇଆଇସି ସରୋଜ କୁମାର ସାହୁ ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଫେସର ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ପ୍ରଫୁଲ୍ଲ ଦାସ, ଗୟାଧର ଧଳ, ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ବୈଷ୍ଣବ ଚରଣ […]

କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା “ହର ଘର ଏକ ପୌଧା” ଅନ୍ତର୍ଗତ ଏକ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ ସାରା ଭାରତ ବର୍ଷରେ କୋଣ ଅନୁକୋଣରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଯଥା ସ୍ମାଇଲପ୍ଲିଜ ଫାଉଣ୍ଡେସନ, ନିସ୍ୱାର୍ଥ […]

କେନ୍ଦ୍ରାପଡା, ୨୬ା୮ – କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ମିଥ୍ୟା ତଥ୍ୟ ଓ ଜାଲି କାଗଜପତ୍ର ଦେଖାଇ ଚଂଚକତା ଉପାୟରେ ଅନୁମତି ନେବା ସହିତ ଡିଜିଟାଲ ଡୋର ନମ୍ବର କରିବା ଆଳରେ ଲୋକଙ୍କୁ ଠକେଇ କରିବା ଶେଷରେ ନବଯୁଗ ଇନଫୋଟେକ ପ୍ରାଇଭେଟ ଲିମିଟେଡ କୁ ମହଙ୍ଗା ପଡ଼ିଛି । ଏଥିରେ ସଂପୃକ୍ତ ସଂସ୍ଥାର ତଥାକଥିତ ଜିଲ୍ଲା ପରିଚାଳକ ରେବତୀକାନ୍ତ ମହାପାତ୍ର ଓ ସହଯୋଗୀ ନବୀନ କିଶାନଙ୍କୁ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ଗିରଫ […]

କେନ୍ଦ୍ରାପଡ଼ା,୨୬ା୮: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ବଡ଼ଭାଇକୁ କେତେଜଣ ଦୁର୍ବୁତ୍ତ ମାରୁଥିବା ଦେଖି ସାନଭାଇ ପ୍ରତିରୋଧକରିଥିଲେ । ଯାହାର ପରିଣାମସ୍ୱରୂପ ଦୁର୍ବୁତ୍ତମାନେ ତାଙ୍କୁ ଲୁହାରଡ୍‌ରେ ପିଟିପିଟି ମାରିଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ କଂସାର ଗ୍ରାମରେ ମୃତ ଉତ୍ତମ ସେଠୀଙ୍କ ବଡ଼ଭାଇ ରମେଶ ସେଠୀଙ୍କ ସହ ତାଙ୍କର […]

କେନ୍ଦ୍ରାପଡ଼ା, ୨୫ା୮: ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ମାରଣ ନୀତି ପାଇଁ ସି.ପି.ଆଇ. ଲଢେଇ ଡାକରା ଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ.)ର କେନ୍ଦ୍ରାପଡା ଜିଲ୍ଲା ପରିଷଦ ବୈଠକ ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଭାପତି ସାଥି ବାବାଜୀ ଧଳଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା ବାବାଜି ପରିଡା, ବରିଷ୍ଠ ଜନବାଦୀ ସାହିତ୍ୟିକ କୁମାର ହାସନ, ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଉଦେଶ୍ୟରେ […]

ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବ ନଗର ଗ୍ରାମ ପାଖ ଏକ ପାଟ ନାଳିରେ ଗୁରୁବାର ସଂନ୍ଧ୍ୟାରେ ଏକ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନବିଭାଗକୁ ଖବର ଦେଇଥିଲେ । ଆଜି ବନବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀରକୁ ଉଦ୍ଧାର କରବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଯାହକୁ ନେଇ ସ୍ଥାନୀୟ ଅଂଚଳରେ କୌକୁଆଭୟ ଖେଳି ଯାଇଛି ।ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ବଳଦେବନଗର ଗ୍ରାମରେ ଅନେକ ଧାନ […]

କେନ୍ଦ୍ରାପଡ଼ା, ୨୫ା୮: ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦୁଇ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅଷ୍ଟମ ଦିନରେ ପହଞ୍ଚିଛି । ଆଜି ସେହି ଧାରଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପହଞ୍ଚି ଧାରଣାକାରୀଙ୍କୁ ସମର୍ଥନ ଜଣାଇ କିଛି ସମୟ ସେଠାରେ ବସିରହିଥିଲେ । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ଶିକ୍ଷାଗତ […]

କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ମହିଳା ଟିମ୍ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ସୁପାରିଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଜିଲ୍ଲା ସଭାପତି- ରୋସନା ସାହୁ, ଉପସଭାପତି- ଲତିକା ସାହୁ, ବୈଜୟନ୍ତୀବାଳା ଲେଙ୍କା, କବିତା ମଲ୍ଲିକ, ଭାରତୀ ଦଳାଇ, ସୁଲୋଚନା ସାହୁ, ମଞ୍ଜୁଲତା ରାଉତ, ନମିତା ସାହୁ, କଳ୍ପନା ବେହୁରା, ସବିତା ସାହୁ ଓ ମିନତୀ ପରିଡା । ସାଧାରଣ ସମ୍ପାଦକ- ବିଦୂଲତା […]

ଶିକ୍ଷା ହେଉଛି ବିକାଶ ଓ ସାମାଜିକ ପରିବର୍ତନର ମାର୍ଗଦର୍ଶକ ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜର ୪୩ତମ ପ୍ରତିଷ୍ଠା ଦିବସ ଓ ପ୍ରତିଷ୍ଠାତା ସ୍ୱର୍ଗତ ବୈକୁଣ୍ଠ ପ୍ରଧାନଙ୍କ ପ୍ରତିମର୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଯୋଗ ଦେଇ […]

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ବୁଧବାର ସଫଳତାର ସହ ଲ୍ୟାଣ୍ଡିଂ କରିଛି । ଏହି ଅବିସ୍ମରଣୀୟ ସଫଳତା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଦେଶର କୋଣ ଅନୁକୋଣରୁ ଧନ୍ୟବାଦର ସୁଅ ଛୁଟୁ ଥିବାବେଳେ ଇସ୍ରୋରେ ବୈଜ୍ଞାନିକ ଫ୍ଲାଇଙ୍ଗ ଜୋନ୍‌ରେ କାର୍ଯ୍ୟ ଭାର ନେଇ ଗତକାଲି ସଫଳ ହୋଇଥିବା ପଟ୍ଟାମୁଣ୍ଡାଇ ଅଂଚଳର ପୁଅ ସୁଶୀଲ କୁମାର ନାୟକଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଯାହା କେନ୍ଦ୍ରାପଡ଼ା ଜିଲ୍ଲା […]

चंद्रयान-3 की सफल लैंडिंग के बाद इसरो को साभिने बधाई  भेजे। भारत ने चंद्र मिशन को सफलतापूर्वक पूरा कर एक बड़ा इतिहास रचा है। प्रधानमंत्री नरेंद्र मोदी ने इस उपलब्धि के लिए दक्षिण अफ्रीका से टीम चंद्रयान और देश के सभी वैज्ञानिकों को वीसी के जरिए बधाई दी. चंद्रयान-3 की […]

ଉତ୍କଳ ବିଶ୍ୱ ବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ଓ ପଟ୍ଟାମୁଣ୍ଡାଇ କଲେଜ ଆକ୍‌୍ୟୁଏସି ପଦାର୍ଥବିଜ୍ଞାନ, ରାଜନୀତିବିଜ୍ଞାନ ଓ ବାଣିଜ୍ୟ ବିଭାଗ ମିଳିତ ସହଯୋଗରେ କଲେଜ ପରିସରରେ ଏକ କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୌଶଳ ବିକାଶ କେନ୍ଦ୍ର ନିର୍ଦେଶକ ପ୍ରଫେସର ଅବିଦ ଅଲ୍ଲୀ ଖାନ ମୁଖ୍ୟଅତିଥି ଓ ରିସର୍ଚ୍ଚ ଆସୋସିଏଟ ଡ଼ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଶିଷ୍ଟ ବାମପନ୍ଥୀ ନେତା ଦିବଂଗତ ବାବାଜୀ ପରିଡା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ମଦନରାୟ,ହରେକୃଷ୍ଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସ୍ଥାନୀୟ ଟାଉନ କ୍ଳବ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମଂଚ ଉପଦେଷ୍ଟା ଡ଼ କେଳୁ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ,ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ସମ୍ପାଦକ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ୧୫ନଂ କେନାଲର ଶାଖା ଅଠରବାଟିଆ ମାଇନର୍ କେନାଲ ଶୁଖିଲା ପଡିଛି । ଫଳରେ ୨ ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ରୁଆ ପୋତା କାର୍ଯ୍ୟ ହୋଇପାରିନାହିଁ । ବର୍ଷା ପାଣିକୁ ଭରସା କରି କେତେକ ଜମିରେ ହଳ କରାଯାଇଥିଲେ ମଧ୍ୟ ଜମିସବୁ ପାଣି ଅଭାବରୁ ଶୁଖିଲା ପଡିଛି । ରୁଆପୋତା କାର୍ଯ୍ୟ ଆଗେଇ ପାରୁନଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି […]

କେନ୍ଦ୍ରାପଡ଼ା, ୨୩ା୮: ଦୀର୍ଘଦିନ ଧରି କେନ୍ଦ୍ରାପଡା ଜିଲ୍ଲା ରେଳ ଦେଖିନଥିଲା ମାତ୍ର ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମାଲବାହି ରେଳ ଚାଲିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଚାଲି ପାରିଲା ନାହିଁ । ଯଦି ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ପାସେଞ୍ଜର ରେଳ ଚାଲୁ ନହୁଏ ତେବେ ସମସ୍ତ ଜନ ସାଧାରଣଙ୍କୁ ଏକ ଜୁଟ କରି ଆସନ୍ତା ଆକ୍ଟୋବର ପ୍ରଥମ ସପ୍ତାହରେ କେନ୍ଦ୍ରାପଡାର ସମସ୍ତ ରେଳ ଷ୍ଟେସନରେ […]

କେନ୍ଦ୍ରାପଡ଼ା,୨୩ା୮ : ଚନ୍ଦ୍ରଯାନ-୩ର ନିରାପଦ ଓ ସଫଳ ଅବତରଣ ନିମନ୍ତେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ, କେନ୍ଦ୍ରାପଡାର ଶିବାନନ୍ଦ ଆଶ୍ରମ ଓ ଶିବାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଦିବ୍ୟଜୀବନ ସଙ୍ଘର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଯାନ-୩ର ସଫଳତା ପୂର୍ବକ ଚନ୍ଦ୍ର ପୃଷ୍ଟରେ ଅବତରଣ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ଏହି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାସୀଙ୍କୁ ଉତମ ପରିବହନ ସେବା ଯୋଗାଇବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସରକାରୀ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଅଂଚଳ ବାସୀ ଦୀର୍ଘଦିନର ଦାବୀ କରିଆସୁଥିଲେ । ଅଂଚଳବାସୀଙ୍କ ଦାବୀକୁ ଗୁରୁତ୍ୱ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଠାରେ ଏକ ଅତ୍ୟାଧୁନିକ ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟି ଅନୁରୋଧ କରିଥିଲେ । […]

ଇତିହାସ ରଚିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଓ ୟୁରୋପୀୟ ମହାକାଶ ସଂସ୍ଥା ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତା  ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ […]