ଆବାସିକ ସେବାଶ୍ରମ ବିଦ୍ୟାଳୟରେ “ଆମେ ଜାଣିବା ଆମେ ଜିଣିବା ” କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ତା୨୭/୦୯: ୨୬/୦୯/୨୩ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବେରୁହାଁ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଚଳିତ ବର୍ଷର ପ୍ରଥମ ଅଭିଭାବକଙ୍କ ସମ୍ମିଳନୀ…

ପ୍ରଥମ ପର୍ଯ୍ୟାୟ ଇଭିଏମ୍ ମେସିନ୍ ପରୀକ୍ଷଣ ନେଇ ସର୍ବଦଳୀୟ ବୈଠକ

କେନ୍ଦ୍ରାପଡ଼ା, ୨୭/୦୯: ଇଭିଏମ୍ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ନେଇ ଏକ ସର୍ବଦଳୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଟାଉନହଲ ପରିସରରେ ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଉପନଗରପାଳ ଆକବରୀ ଖାତୁନ ଓ…

ଜିଗରଣ ୟୁ ଜି ଏମ ଇ ସ୍କୁଲ ଶିକ୍ଷକ ନିଯୁକ୍ତି ଦାବୀ କରି ଧାରଣା

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଂଟା ପଂଚାୟତ ଜିଗରଣ ୟୁଜିଏମ ଏଇ ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୧୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ବେଳେ ମାତ୍ର ୪ଜଣ ଶିକ୍ଷକରେ ପାଠପଢା ହେଉଛି । ଯାହାଫଳରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଆବଶ୍ୟକ…

ସ୍ୱଛ ସବୁଜ ପଟ୍ଟାମୁଣ୍ଡାଇ ନାରାରେ କମ୍ପିଲା ପଟ୍ଟାମୁଣ୍ଡାଇ ସହର

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହିତ ପଟ୍ଟାମୁଣ୍ଡାଇ ସହରକୁ ଆବର୍ଜନା ମୁକ୍ତ କରି ସ୍ୱଚ୍ଛ ସବୁଜ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ, ପଟ୍ଟାମୁଣ୍ଡାଇ କଲେଜ ଓ ମହିଳା କଲେଜ ଏନସିସି ଓ ସ୍କାଉଟ, ମହିଳା ସମିତି,ସ୍ୱଚ୍ଛଭାରତ…

ଅସହାୟ ସରୋଜିନୀ ଓ ଶଶୀକଳାଙ୍କୁ ଭେଟିଲେ ପୂର୍ବତନ ବିଧାୟକ ଅଂଶୁମାନ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ସାହୁପଡ଼ା ଗ୍ରାମର ପକ୍ଷାଘାତ ପୀଡିତା ଅସହାୟ ବୃଦ୍ଧା ସରୋଜିନୀ ଓ ତାଙ୍କ ଦିବ୍ୟାଙ୍ଗ କନ୍ୟା ଶଶୀକଳାଙ୍କ ଦୁଃଖ ଯାତନା ସମ୍ପର୍କରେ ଶୁଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ରାଜନଗର ର…

ଚୋରି ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି ଓ ଲୁଟ୍ ନିତିଦିନିଆ ଘଟଣା ହୋଇଥିବା ବେଳେ ଏବେ ଏକ ଦୋକାନ ଚୋରି ଘଟଣାରେ ଜଣେ ଅପରାଧୀଙ୍କୁ ଶାସ୍ତି ମିଳିଛି ।  ୪ ମାସ ଭିତରେ ପଟ୍ଟାମୁଣ୍ଡାଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଜଣେ ଲୁଟେରାଙ୍କୁ ୩…

କୃଷକ ଓ କୃଷିଜୀବି ମହିଳା ତାଲିମ ଶିବିର

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଥିବାରୁ ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବାରୁ ସମସ୍ତ କୃଷି ବିକାଶ ଯୋଜନାର ସଫଳ ରୂପାୟନ କରି…

ବିଭିନ୍ନ ଦୁର୍ନୀତିର ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରଣହୁଙ୍କାର ଦେଲା କଂଗ୍ରେସ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି , ଶାସକଦଳ ପ୍ରେମ. ସାଧାରଣ ଜନତାଙ୍କ ହକରେ ବାଧକ ସାଜିଥିବା ଧୃତରାଷ୍ଟ୍ର ସଦୃଶ୍ୟ ବିଡିଓଙ୍କ ବିରୁଦ୍ଧରେ ବୁଧବାର ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲା…

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ ଜେନାଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟକର୍ତା ମାନେ ବନ୍ଦେ ମା ତରଙ୍ଗ…

କବିତା ସଙ୍କଳନ “ବନ୍ଦେ ମାତରମ୍‌” ଉନ୍ମୋଚିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ଡାଃ ମନୋରଞ୍ଜନ ଦାଶଙ୍କ ୮ମ କବିତା ସଙ୍କଳନ “ବନ୍ଦେ ମାତରମ୍‌” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପୋଖରୀଆପଡାସ୍ଥ ଟାଉନ କ୍ଲବ ଠାରେ ଉନ୍ମୋଚନ ସମାରୋହରେ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ…

ଚାରିଆଡେ ଅଳିଆ,ସହରବାସୀଙ୍କୁ ଡେଙ୍ଗୁ ଭୟ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାର ସମସ୍ତ ୨୦ ଗୋଟି ୱାର୍ଡର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡି ଠିକାଦାରଙ୍କ କବଜାରେ ଥିବାଭଳି ମନେ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ରାଜ୍ୟରେ ଏବେ ମାରାତ୍ମକ ଜ୍ୱର ଡେଙ୍ଗୁ ତାର କାୟା…

ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୧୦ହଜାର ଜୋରିମାନା

କେନ୍ଦ୍ରାପଡ଼ା,୨୬ା୯: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକଙ୍କୁ ତଥ୍ୟ ପ୍ରଦାନରେ ଅବହେଳା ପାଇଁ ରାଜ୍ୟ ସୂଚନା କମିଶନ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥକୁ ସେ…

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଯୁବକ କୋର୍ଟ ଚାଲାଣ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଂଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି । ଖୁଦୁରୁକୁଣୀ ଓଷା ସରିବା ପରେ ମୂର୍ତି ବିସର୍ଜନ କରିବା ପାଇଁ ନାବାଳିକା ସାଙ୍ଗମାନଙ୍କ ସହିତ ନଦୀକୂଳକୁ ଯାଇଥିଲା…

ପଟ୍ଟାମୁଣ୍ଡାଇ ପୌରପରିଷଦରେ ଖୋଲାଖୋଲି ଅପଚୟ ହେଉଛି ବିଦ୍ୟୁତ, ବିଲ ଗଣୁଛି ପରିଷଦ

ସାରା ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରପରିଷଦରେ ରାତି ଦିନ ୨୪ ଘଂଟା ବିଜୁଳି ଷ୍ଟ୍ରଟ ବତୀ ଜଳୁଛି । ବିଦ୍ୟୁତ ଅପଚୟ ହେବା ସହ କୋଟି କୋଟି ଟଙ୍କା…

ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଧୋୟାଂଚଳ ଗସ୍ତ

୨୦୨୪ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ କିଛିଟା ଉଷ୍ମତା ଆସିଗଲାଣି । ସବୁ ଦଳ ନିଜ ନିଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିକାଶମୂଳକ କାମ ସହ ଦଳୀୟ ଆଭ୍‌ିମୁଖ୍ୟକୁ ବିଭିନ୍ନ ପ୍ଳାଟଫର୍ମରେ ଜନସାଧାରଣଙ୍କ ପାଖରେ…

ପଟ୍ଟାମୁଣ୍ଡାଇ ପୌରପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା ବୈଠକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହିତ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର…

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ତା୨୫/୦୯: ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍‌ହଲ୍ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ…

ଗୁଲନଗର ପଞ୍ଚାୟତରେ ଗଣେଶମେଢ ମେଲଣ ଓ ଭସାଣୀ ଉତ୍ସବ

କେନ୍ଦ୍ରାପଡା, ୨୫/୯: କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗର ପଞ୍ଚାୟତରେ ଗଣେଶମେଢ ମେଲଣ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭାସାଣୀ ଊତ୍ସବରେ ପାଞ୍ଚାତୟରୁ ୯ଟି ମେଢ ଯୋଗ ଦେଇଥିଲେ । ପ୍ରାତ ୮ଟାରୁ ଏହି ଉତ୍ସବ ଆରମ୍ଭ କରାଯାଇଥିଲା…

ମଦ ପିଇବାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ , ଜଣେ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା  ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଶାସନ ଗ୍ରାମରେ ଦୁଇ ଯୁବକ ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳି ହେବାରୁ ଜଣେ ଆଉ ଜଣଙ୍କୁ ଛୁରା ଭୁଷି ଦେଇଥିଲା । ଯାହାଫଳରେ ଯୁବକ ଗୁରୁତର ହୋଇ…

ଅଖିଳ ଭାରତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ହେଲେ ମହମ୍ମଦ ଅମୀର

କେନ୍ଦ୍ରାପଡ଼ା, ୨୫ା୯: ଅଖିଳ ଭାରତୀୟ ଏସ.ସି. , ଏସ.ଟି. , ଓ.ବି.ସି. ଏବଂ ସଂଖ୍ୟାଲଘୁ ବିକାଶ ପରିଷଦର ରାଷ୍ଟ୍ରୀୟ ସଭାପତି ରାଜ ସିଂ ଭରଦ୍ୱାଜଙ୍କ ସହମତିରେ ୭ଟି ରାଜ୍ୟର ରାଜ୍ୟ ସଭାପତି ଓ ରାଜ୍ୟ ମହାସଚିବଙ୍କ ନାମ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ…

ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଖୋଲାଯିବ :ମନ୍ତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ବିଜ୍ଞାନର ପ୍ରଚାର ପ୍ରସାର ତଥା ଭିତରକନିକା ଜୈବ ବିବିଧତା ଉପରେ ଛାତ୍ର ଛାତ୍ରୀ ମାନେ ଗବେଷଣା କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି…

ନିଖିଳ ଓଡିଶା ଜେଲ କର୍ମଚାରୀ ମହାସଙ୍ଘର ଡାକରାରେ କାରାରକ୍ଷୀଙ୍କ ଆମରଣ ଅନଶନ

କେନ୍ଦ୍ରାପଡ଼ା,୨୫ା୯: ନିଖିଳ ଓଡିଶା ଜଲେ କର୍ମଚାରୀ ସଙ୍ଘର ଡାକରାରେ ୫ଦଫା ଦାବି ନେଇ କାରାରକ୍ଷୀମାନେ କେନ୍ଦ୍ରାପଡା ଉପକାରାଗାର ସମ୍ମୁଖରେ ଆମରଣ ଅନଶନରେ ବସି ରହିଥିବା ଦେଖିବାକୁ ମିଳିଛି । କାରାରକ୍ଷୀମାନେ ଗତ ଚଳିତମାସ ୩ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କର୍ତ୍ତବ୍ୟ…

ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆଧ୍ୟାତ୍ମିକ ପକ୍ଷ ପାଳନ, ଗରାପୁର ଆଶ୍ରମରେ ଚିଦାନନ୍ଦଙ୍କ ଜୟନ୍ତୀ ସମାରୋହ

କେନ୍ଦ୍ରାପଡ଼ା, ୨୪ା୯: କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତମାସ ୮ତାରିଖରେ ବିଶ୍ୱ ଦିବ୍ୟଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୩୬ତମ ଜୟନ୍ତୀ ଠାରୁ ୨୪ତାରିଖ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ…