ବେସରକାରୀ ସ୍କୁଲ ସଙ୍ଘ କରିବ ତ୍ରୀରଙ୍ଗା ଯାତ୍ରା

କେନ୍ଦ୍ରାପଡ଼ା ୧୪ା୧: ଜିଲ୍ଲା ବେସରକାରୀ ସ୍କୁଲ ସଙ୍ଘର ସାଧାରଣ ପରିଷଦ ବୈଠକ ଗୋପସ୍ଥିତ ସେଣ୍ଟଜାଭିଅର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନିରଞ୍ଜନ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷା ଅଧିକାର ଆଇନ ଆଧାରରେ ବେସରକାରୀ ସ୍କୁଲର…

ଶ୍ରୀଜଗନ୍ନାଥଙ୍କ ଭାବର ପୁଲକରେ ପୁଲକିତ ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ା, ତା ୧୪/୦୧: ଭାବର ପୁଲକରେ ପୁଲକିତ ହୋଇଛନ୍ତି ତୁଳସୀକ୍ଷେତ୍ରର ଶ୍ରଦ୍ଧୁଳୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଶ୍ରଦ୍ଧାର ସହ ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ କେନ୍ଦ୍ରାପଡ଼ାବାସୀ ସମର୍ପି ଦେଉଛନ୍ତି । ‘ଅର୍ପଣ…

ଅନନ୍ତ ସ୍ୱାଇଁ ଥିଲେ ଟାଣୁଆ ସଂଗଠକ ଓ ଦରଦୀ ନେତା: କଂଗ୍ରେସ

କେନ୍ଦ୍ରାପଡ଼ା ୧୪/୧- କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ଆଜି ଗରାପୁରସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ କଂଗ୍ରେସ ନେତା ତଥା ବ୍ଲକ କିଷାନ କଂଗ୍ରେସ ସଭାପତି ଅନନ୍ତ କୁମାର ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ…

ବିଶିଷ୍ଟ ସମାଜସେବୀ ନାରାୟଣ ପତି ପାଇଲେ ଓଡିଶା ରତ୍ନ ସମ୍ମାନ

କେନ୍ଦ୍ରାପଡ଼ା ୧୪ା୧: କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ ନାରାୟଣ ପତିଙ୍କୁ ଓଡିଶା ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଉପଲକ୍ଷେ ଓଡିଶା ସଂସ୍କୃତି କଳା ଏକାଡ଼େମୀ ଓ ସଙ୍ଗୀତ ମୂର୍ଚ୍ଛନା ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଜାତୀୟ ଶିଶିର ମହୋତ୍ସବ-…

ଜାନୁଆରୀ ୨୬ରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି-ସଂଯୁକ୍ତ କିଷାନ ମୋର୍ଚ୍ଚା

କେନ୍ଦ୍ରାପଡ଼ା ୧୪ା୧: ମୋଦି ସରକାର ଦେଶର କୃଷକ ଓ ଶ୍ରମିକମାନଙ୍କୁ ଦେଇଥରବା ପ୍ରତିଶୃତିକୁ ପୁରଣ ନକରିବା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଐତିହାସିକ କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ତାରିଖ ଦିନ ସଂଗଠିତ କରିଥିବା ଟ୍ରାକ୍ଟର ରାଲିର ସ୍ମୃତି ସ୍ୱରୂପ ଆସନ୍ତା…

ପଟ୍ଟାମୁଣ୍ଡାଇ କଲେଜରେ ରାଜନୀତିବିଜ୍ଞାନ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଓ ରାଜନଗର ଶ୍ରୀଜଗନ୍ନାଥ କଲେଜ ରାଜନୀତି ବିଜ୍ଞାନ ବିଭାଗ ମିଳିତ ସହଭାଗିତାରେ ଡେଭେଲଭମେଂଟ, ଡେମୋକ୍ରେସୀ ଆଣ୍ଡ ପଲିଟିକ୍ସ ଇନ ଇଣ୍ଡିଆ-ରିସେଣ୍ଡ ଟ୍ରେଣ୍ଡ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ କଲେଜରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ…

ଗଣ୍ଡକୂଳରେ ରାଜ୍ୟସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର

ନୀଳାଚଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଚାଲିଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଗଣ୍ଡକୁଳ ଜୟଗୁରୁ ଆଶ୍ରମରେ…

ପୂର୍ବତନ ସମିତିସଭ୍ୟ କଲ୍ୟାଣ ସ୍ୱାଇଁଙ୍କ ପରଲୋକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତର ପୂର୍ବତନ ସମିତି ସଭ୍ୟ କଲ୍ୟାଣ କୁମାର ସ୍ୱାଇଁଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ…

ଭକ୍ତିର ମହକରେ ମହକିତ ପଟ୍ଟାମୁଣ୍ଡାଇର ପୌରାଞ୍ଚଳ,  ବିଭିନ୍ନ ୱାର୍ଡରେ ଅର୍ପଣ ରଥର ପରିକ୍ରମା

ଭକ୍ତିର ମହକରେ ମହକିତ ହୋଇଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ପଟ୍ଟାମୁଣ୍ଡାଇର ପୌରାଞ୍ଚଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳ  ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ । ଶ୍ରଦ୍ଧାର ସହ ‘ଅର୍ପଣ…

ବଳଦେବ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

କେନ୍ଦ୍ରାପଡ଼ା ୧୨ା୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ପୁରାତନ ବିଦ୍ୟାଳୟ ବଳଦେବ ଉଚ୍ଚ ବିଦ୍ୟାଳୟରେ ୟୁଥ୍ ଆଣ୍ଡ ଇକୋ କ୍ଲବ୍ ସୌଜନ୍ୟରେ ପବିତ୍ର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ ସଭାପତିତ୍ୱ…

ସଂସ୍କୃତି ପୁରୁଷ ଦିବାକର ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ, କସ୍ତୁରି କଳାନିକେତନ, ଚେତନା ସାହିତ୍ୟ ସଂସଦ ଆଦି ଅନେକ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା,କେନ୍ଦ୍ରାପଡ଼ା କର୍ମଜୀବି ସାମ୍ବାଦିକ ସଂଘର ପ୍ରାକ୍ତନ ସଭାପତି, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ ସ୍ତମ୍ଭକାର, ସଂସ୍କୃତି ପୁରୁଷ ଦିବାକର ବିଶ୍ୱାଳଙ୍କ…

ବଳଦେବନଗରରେ ଜୋରରେ ଭାସୁଛି କୁମ୍ଭୀର, ସାଧାରଣରେ ଆତଙ୍କ!

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବନଗର ଜୋରରେ ଆଜି ଏକ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଛି । ଚଳିତ ବର୍ଷ କୁମ୍ଭୀର ଆକ୍ରମଣରେ ପଟ୍ଟାମୁଣ୍ଡାଇ…

ସ୍ୱରତୀର୍ଥର ବାର୍ଷିକ ଉତ୍ସବ ଓ ଭଞ ସଂଗୀତ ସମାରୋହ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସଂଗୀତାନୁଷ୍ଠାନ ସ୍ୱରତୀର୍ଥର ୯ମ ବାର୍ଷିକୋତ୍ସବ ସଭାପତି କବି ଡାଃ ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟରେ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ହୃଷୀକେଶ ରଥ ଉଦଘାଟନ କରିଥିଲେ…

ମଳୟ ଦାସ ଜିଲ୍ଲା କଂଗ୍ରେସ ଓବିସି ଅଧ୍ୟକ୍ଷ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ବରିଷ୍ଠ ନେତା ମଳୟ ଦାସ ଜିଲ୍ଲା କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ ଅଜୟ ସିଂହ ଯାଦବ ନିଯୁକ୍ତି ଦେଇଛନ୍ତି । ଜଣେ…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ପୌରାଂଚଳ , ପଟ୍ଟାମୁଣ୍ଡାଇର ବିଭିନ୍ନ ୱାର୍ଡରେ ଅର୍ପଣ ରଥର ପରିକ୍ରମା

ଆସନ୍ତା ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ ଭକ୍ତିର…

ବନୋଜ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଂଟ. ଯାଜପୁର କ୍ରିକେଟ ଟିମ ଚମ୍ପିୟାନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ମହାବୀର କ୍ରିକେଟ କ୍ଲବ ପଡିଆରେ ଆୟୋଜିତ ବନୋଜ ସାହୁ ସ୍ମାରକୀ ଚ୍ୟାଲେଞ୍ଜ ଟ୍ରଫିର ଫାଇନାଲ ମ୍ୟାଚ କେନ୍ଦ୍ରାପଡ଼ା ବାଲାବାବା କ୍ରିକେଟ କ୍ଲବ ଓ ଯାଜପୁର ଜାଗୁଳାଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି…

ଆନ୍ତର୍ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜୟୀ ସାହାଦତ ଖାନକୁ କେନ୍ଦ୍ରାପଡାରେ ଉଛୋସିତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ୧୩ା୧: ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଫେରିଥିବା କୁନି ଧାବକ ସାହାଦତ ଖାନକୁ କେନ୍ଦ୍ରାପଡାରେ ଉଛୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସାହାଦତ ନେପାଳରୁ ଫେରି ଦୁହୁରିଆ ନିକଟରେ ପହଞ୍ଚିବା ପରେ ସେଠାରୁ ଏକ ସୁସଜ୍ଜିତ…

କେନ୍ଦ୍ରାପଡା ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନାଚକ୍ର

କେନ୍ଦ୍ରାପଡ଼ା ୧୩ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ “କର୍ତ୍ତବ୍ୟ ଓ ସାଧୁତା” ଉପରେ ଏକଦିବସୀୟ ଆଲୋଚନାଚକ୍ର ବିଭାଗୀୟ ସେମିନାର ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଲୋକକଳା ମାଧ୍ୟମରେ ବିକାଶର ବାର୍ତା 

କେନ୍ଦ୍ରାପଡ଼ା, ତା ୧୨/୦୧: ଓଡ଼ିଶାର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଓ ଉନ୍ନୟନମୂଳକ ଯୋଜନାର ବାର୍ତା ବାଂଟିବେ ଲୋକକଳାକାର । ଏଥି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର…

ରୁଦ୍ରାଣୀ ପବ୍ଲିକ ସ୍କୁଲ ର ୧୮ ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା ୧୨/୧- କେନ୍ଦ୍ରାପଡା ସହର ନିକଟ ରୁଦ୍ରାଣୀ ପବ୍ଲିକ ସ୍କୁଲର ୧୮ ତମ ବାର୍ଷିକ ଉତ୍ସବ “ଆରମ୍ଭ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ସମ୍ମାନିତ ଅତିଥି ଭାବରେ ସେଣ୍ଟ ଜାଭିଅର…

ରେସୱା ଅନ୍ତେବାସୀଙ୍କୁ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

କେନ୍ଦ୍ରାପଡ଼ା ୧୨ା୧: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରେସ୍‌ୱା ଅନ୍ତେବାସୀଙ୍କୁ ଆଜି କମ୍ବଳ ବଣ୍ଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରଟସ୍ ପ୍ରଫେସର ଡଃ…

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

  କେନ୍ଦ୍ରାପଡ଼ା ୧୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ଯୁବ ରେଡ୍‌କ୍ରସ୍ ଆନୁକୂଲ୍ୟରେ ୨୭ତମ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମାଜିକ…

ଅବସର କର୍ମଚାରୀ ପରିଷଦ ବନ୍ଧୁମିଳନ ଓ ଆଲୋଚନା ସଭା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଅବସର କର୍ମଚାରୀ ପରିଷଦ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଓ ଆଲୋଚନା ସଭା ଝାଡ଼ବଣ ଠାରେ ଅନୁଷ୍ଠିତ ହୋଇଯାଇଛି ।  ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରେମାନନ୍ଦ…

ଏମ ଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମ୍ମିଳନୀ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଯୋଗ ଦେଇ ଶିକ୍ଷା ଓ…