ODISHA EXPRESS KPD- 23.11.2025
Month: November 2025
ନାରୀଙ୍କ ବିକାଶ ବିନା ସମାଜର ସାମଗ୍ରିକ ବିକାଶର ସ୍ବପ୍ନ ଅଧୁରା
ଅଇନିପଡା – ପଛପଡା ଗାଁ ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ସାମ୍ପ୍ରତିଜ ସମୟରେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ସଫଳତା ଓ ପରାକାଷ୍ଠା ପ୍ରଦର୍ଶନ କରି ସାମାଜିକ ବିକାଶର ସୂତ୍ରଧର ପାଲଟି ଯାଇଛନ୍ତି , ନାରୀମାନଙ୍କ ବିକାଶ ବିନା ସମାଜର ସାମଗ୍ରିକ…
ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କୁ ପଟ୍ଟାମୁଣ୍ଡାଇରେ ସମ୍ବର୍ଦ୍ଧନା
ପଟ୍ଟାମୁଣ୍ଡାଇ ତା ୨୩/୧୧- ରାଜ୍ୟ ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଅଇନିପଡା -ପଛପଡା ଗାଁ ଉତ୍ସବ ଉଦଘାଟନ କରିବା ପାଇଁ ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତରେ ଆସିଥିବାବେଳେ ତାଙ୍କୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…
ଉପଦେଷ୍ଟା ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ
କେନ୍ଦ୍ରାପଡା,୨୩ା୧୧: କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଙ୍ଘର ସାଧାରଣ ବୈଠକ ରବିବାର ସ୍ଥାନୀୟ ବିନାୟକ ପ୍ୟାଲେସଠାରେ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ସମ୍ପନ୍ନ ଭିତ୍ତିକ ଠିକାଦାର ମାନେ ଯୋଗଦେଇଏହି ମହାସଂଘ ର କାର୍ଯ୍ୟପନ୍ଥା ପନ୍ଥା ଓ ଏହାର…
ସାହିତ୍ୟିକମାନେ ଶାନ୍ତ ସୁନ୍ଦର ଶୃଙ୍ଖଳିତ ସମାଜର ବାର୍ତାବହ
ଅଇନିପଡା- ପଛପଡା ଗାଁ ଉତ୍ସବ ବସୁଧା -୨୦୨୫ ପଟ୍ଟାମୁଣ୍ଡାଇ ତା ୨୨/୧୧-ସାମ୍ପ୍ରତିକ ଅବକ୍ଷୟ ସମାଜକୁ ଠିକଣା ବାଟରେ ଆଣିବା ପାଇଁ ସାହିତ୍ୟିକମାନେ ସମାଜରେ ଶାନ୍ତି ଓ ପ୍ରେମର ବାର୍ତା ପ୍ରଦାନ କରି ଏକ ଶାନ୍ତ ସୁନ୍ଦର ଶୃଙ୍ଖଳିତ ସମାଜର ବାର୍ତାବହ ହୋଇଛନ୍ତି…
ପଟ୍ଟାମୁଣ୍ଡାଇ କଲେଜରେ ଓଡିଶା କେମିକାଲ ସୋସାଇଟି ଅଧିବେଶନ
ପଟ୍ଟାମୁଣ୍ଡାଇ ତା ୨୨/୧୧- ଓଡିଶା କେମିକାଲ ସୋସାଇଟି ଓ ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଓଡିଶା କେମିକାଲ ସୋସାଇଟିର ୩୦ତମ ଆଞ୍ଚଳିକ ଅଧିବେଶନ ଓ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଓଡିଶା କେମିକାଲ ସୋସାଇଟି ସଭାପତି…
ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ୧୯୭୭ର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ
କେନ୍ଦ୍ରାପଡା ୨୨/୧୧- ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ୧୯୭୭ ମସିହା ଇତିହାସ ବିଭାଗ ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ବନ୍ଧୁମିଳନ ଉତ୍ସବ କେନ୍ଦ୍ରାପଡା କୋରଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡ. ବିନୋଦିନୀ ଦାସଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ରାପଡା…
ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ
କେନ୍ଦ୍ରାପଡ଼ା,୨୨ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ ଅବସରରେ ଶନିବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ…
ସମାଜସେବୀ ଡ. ପ୍ରତାପ ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ ଆୱାର୍ଡ
କେନ୍ଦ୍ରାପଡ଼ା,୨୨ା୧୧:ସମାଜସେବୀ ଡ. ପ୍ରତାପ ଚନ୍ଦ୍ର ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ୍ ଆୱାର୍ଡ- ୨୦୨୫ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅଟ୍ଟଳ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡା ମାଟିର ପୁଅ ଆଇନଜୀବୀ ଡ.…
ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା
କେନ୍ଦ୍ରାପଡ଼ା,୨୦ା୧୧:ଶିଶୁ ଶ୍ରମିକ ପ୍ରଥା ବିଲୋପ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା କେନ୍ଦ୍ରାପଡା ସହରର ଭାରତ ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜୟ ଭାରତୀ ସାଥିସମାଜ ସମ୍ପାଦକ ନିରଞ୍ଜନ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ‘କ୍ୟାମ୍ପେନ ଏଗନେଷ୍ଟ…
ସମବାୟ ବ୍ୟାବସ୍ଥା ଦିଗହରା, ପ୍ରହଶନ ପାଲଟିଛି ଜିଲା ସ୍ତରୀୟ ସମବାୟ ସପ୍ତା ପାଳନ
ଦେରାବିଶ ୨୧/୧୧ ବେବର୍ତା ଅଜୟ ଦାସ-କୃଷି ଭିତିକ ସେବା, ଋଣ ପ୍ରଦାନ, ଜୀବିକା ସହାୟତା କ୍ଷେତ୍ରରେ ସମବାୟ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଛି । ସମବାୟ ଅନୁଷ୍ଠାନକୁ ଆର୍ôଥକ ଭାବେ ଆତ୍ମନିର୍ଭର କରିବା ସହ ଏହି ନୀତି ଓଡ଼ିଶାର ସମବାୟ ଆନ୍ଦୋଳନକୁ…
ଦୀର୍ଘଦିନର ଦାବି ପୁରଣ , ଛୋଟୀ ନହଙ୍ଗ ଆରଡି ରାସ୍ତା ନିର୍ମାଣ ଆରମ୍ଭ
କେନ୍ଦ୍ରାପଡ଼ା,୨୧ା୧୧:ଦେଶ ସ୍ୱାଧୀନ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନଥିଲା। ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନେ ଭତ୍ତା ଆଣିବାକୁ ଏବଂ ଖାଉଟି ସାମଗ୍ରୀ ଆଣିବା ପାଇଁ ଲୋକମାନେ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ନତୁବା ପଙ୍କ…
ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଘାଟିତ
କେନ୍ଦ୍ରାପଡ଼ା,୨୧ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବ ଶୁକ୍ରବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଉଦଘାଟକ ଭାବେ…
କୋରୋ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ସାଂସଦ କ୍ରୀଡା ଉଦଯାପିତ
କେନ୍ଦ୍ରାପଡ଼ା,୨୦ା୧୧:ପିଏମଶ୍ରୀ କୋରୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମରେ ୫ନଂ ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଯାପିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି…
ପଳସିଂହା ଗ୍ରାମ ପଞ୍ଚାୟତରେ ତହସିଲ କାର୍ଯ୍ୟ
କେନ୍ଦ୍ରାପଡା,୨୧ା୧୧: ଆଜି କେନ୍ଦ୍ରାପଡା ବ୍ଲକର ପଳସିଂହା ଗ୍ରାମ ପଞ୍ଚାୟତରେ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଭାରପ୍ରାପ୍ତ ତହସିଲଦାର ରବିନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ରହି ସାଧାରଣ ଲୋକଙ୍କର ଆପର୍ତ୍ତ ଅଭିଯୋଗ ଶୁଣିବା ସହିତ ବହୁ କାର୍ଯ୍ୟର…
ପୁନର୍ବାସର ସ୍ୱତନ୍ତ୍ର ଶିଶୁ ଥେରାପି କେନ୍ଦ୍ର ଉଦ୍ ଘ।ଟିତ
କେନ୍ଦ୍ରାପଡା ୧୪/୧୧- ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ପକ୍ଷରୁ ଏକ ସ୍ୱତନ ଶିଶୁ ଥେରାପି କେନ୍ଦ୍ର ଆଜି କେନ୍ଦ୍ରାପଡ଼ା ସହରର…
ପ୍ରାକୃତିକ ଗହୀର ମଥା ଜଙ୍ଗଲ କେନ୍ଦ୍ରାପଡାର ସୁରକ୍ଷା କବଚ
କେନ୍ଦ୍ରାପଡା,୧୨ା୧୧: ଗହୀର ମଥା କଇଁଛ ସୁରକ୍ଷା ସମିତିର ଆହ୍ୱାନରେ ପରିବେଷ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ସମିତିର ସଭାପତି ପ୍ରକୃତି ବନ୍ଧୁ ହେମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ବରିଷ୍ଠ…
ଏତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ଉଦ୍ଯାପିତ
କେନ୍ଦ୍ରାପଡା,୧୧ା୧୧: ଐତିହାସିକ କନ୍ଦ୍ରୋପଡା ବାଲିଯାତ୍ରା ମହୋତ୍ସବ ୨୦୨୫ର ଉଦ୍ଯାପନି ଉତ୍ସବ ବାଲିଯାତ୍ରା ମହୋତ୍ସବର ସଭାପତି ପ୍ରଦିପ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଟ ଆଇଜୀବୀ ସଂଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସଭାପତି ଅଭିମନ୍ୟୁ…
ଆନ୍ତର୍ଜାତୀୟ ଚିତ୍ର କର୍ମଶାଳାରେ କେନ୍ଦ୍ରାପଡ଼ାର ଚିତ୍ରଶିଳ୍ପୀ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା ୧୦/୧୧: ଅନ୍ତର୍ଜାତୀୟ ଚିତ୍ରକର୍ମଶାଳା ପଡୋଶୀ ଦେଶ ନେପାଳରେ ଆୟୋଜିତ ଡ୍ରିମସ୍କେପ ନେପାଳ-୨୦୨୫ କାଠମାଣ୍ଡୁ ସ୍ଥିତ ନେପାଳ ଆର୍ଟ କାଉନସିଲ ନେପାଳ ଆର୍ଟ ଗ୍ୟାଲେରୀଠାରେ ଚଳିତ ମାସ ୦୪ତାରିଖ ରୁ ୦୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଠାରେ ଆକାର…
ଗୋବରୀ ନଦୀକୁ ନଦୀର ମାନ୍ୟତା ଓ ପୁନରୁଦ୍ଧାର ସମସ୍ତଙ୍କର ଧ୍ୟେୟ ହେଉ ବାଲିଯାତ୍ରା ମହୋତ୍ସବର ୬ଷ୍ଠ ସଂଧ୍ୟାରେ ବିଶିଷ୍ଠ ବ୍ୟକ୍ତିଙ୍କ ମତ
କେନ୍ଦ୍ରାପଡା,୧୦ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଷଷ୍ଠ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦାନକରି କହିଲେ ଗୋବରୀ ନଦୀକୁ ନଦୀର ମାନ୍ୟତା ଓ ଏହାର ପୁନରୁଦ୍ଧାର ସହ କେନ୍ଦ୍ରାପଡା ବିକାଶ ଧ୍ୟେୟ ହେଉ । ବାଲିଯାତ୍ରା ମହୋତ୍ସବ କମିଟିର…
ସାଂସଦ ବୈଜୟନ୍ତ ପଣ୍ଡା ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରି ଓକିଲମାନଙ୍କର ବିଭିନ୍ନ ସମସ୍ୟାଉପରେ ଆଲୋଚନା କଲେ
କେନ୍ଦ୍ରାପଡା,୧୦ା୧୧: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନ କରିବାକୁ ଆସିଥିଲେ । ସେଠାରେ ସାଂସଦଙ୍କୁ ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ…
୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ନିମନ୍ତେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା ୮/୧୧ – କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର…
କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ମହିଳା ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ
କେନ୍ଦ୍ରାପଡା,୯ା୧୧: ରାଜ୍ୟ ଓଷ୍ଟାର ନିଷ୍ପତ୍ତି କ୍ରମେ ଜିଲ୍ଲା ଓଷ୍ଟାର ଆହ୍ୱାନରେ ଗୁଲନଗର ହାଇସ୍କୁଲ ପରିସରରେ ମହିଳା ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ ଜିଲ୍ଲା ଓଷ୍ଟାର ସଭାପତି ଆଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାନେତ୍ରୀ ରିନା ରାଉତ…










