ତୁଳସୀକ୍ଷେତ୍ରରେ ଝୁଲଣଯାତ୍ରା ଅନୁଷ୍ଠିତ

22 August 2026 kanika odisha 0

କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଝୁଲଣ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଆଜି ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ପୂଜାପଣ୍ଡାଙ୍କ ଦ୍ୱାରା ଅଳଙ୍କାର ଆଭୂଷଣରେ ସଜ୍ଜିତ କରାଯାଇ ଝୁଲଣ ଗୃହକୁ ବିଜେ କରାଯାଇଥିଲା। […]

କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ବିଜେଡିର ଦାବିପତ୍ର

21 August 2026 kanika odisha 0

କେନ୍ଦ୍ରାପଡା ୨୧/୮ : କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁର୍ବ ଚରଣ ସାହୁ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ […]

ଶିବାନନ୍ଦ ଆଶ୍ରମରେ ମାଗଣା ସ୍ୱାସ୍ଥ୍ୟ ଶିବିର

21 August 2026 kanika odisha 0

କେନ୍ଦ୍ରାପଡ଼ା,୨୧ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ପିଙ୍ଗଳ ଗଇଦୁଆ ସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆପୋଲୋ ହସପିଟାଲର ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସରୋଜିନୀ ଯୋଶୀ ତଥା […]

ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ବଳଭଦ୍ରପୁରରେ ରିଲିଫ ବଣ୍ଟନ

21 August 2026 kanika odisha 0

ପଟ୍ଟାମୁଣ୍ଡାଇ ତା ୨୧/୮- ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ […]

ବନ୍ୟା ବିପନ୍ନଙ୍କ ଦୁର୍ଦଶା ବଢ଼ି ବଢ଼ି ଚାଲିଛି : ବାହ୍ୟଜଗତରୁ ବିଛିନ୍ନ ଗାଁରେ ଡ଼ଙ୍ଗା ପାନୀୟଜଳ ଗୋଖାଦ୍ୟ ଅଭାବ

21 August 2026 kanika odisha 0

ଭାସୁଛି କୁମ୍ଭୀର ଲୋକେ ଥରହର ସରକାରୀ ରିଲିଫ ସମୁଦ୍ରକୁ ଶଙ୍ଖେ ପଟ୍ଟାମୁଣ୍ଡାଇ ତା ୨୦/୮ ବ୍ରାହ୍ମଣୀ ଓ କାଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟା ପରିସ୍ଥିତି ରେ ଧୀରେ ଧୀରେ ସାମାନ୍ୟ ସୁଧାର […]

ଜିଲ୍ଲା ବିଜେପି ମହିଳା ମୋର୍ଚା ରିଲିଫ ବଣ୍ଟନ

21 August 2026 kanika odisha 0

ପଟ୍ଟାମୁଣ୍ଡାଇ ତା ୨୧/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଶ୍ରୀରାମପୁର ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ମୋର୍ଚା ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି I ଜିଲ୍ଲା ମହିଳା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜ୍ୟୋସ୍ନାରାଣୀ […]

ବିଶ୍ୱ ହିନ୍ଦୁପରିଷଦ ବଜରଙ୍ଗ ଦଳର ଅଖଣ୍ଡ ଭାରତ ଶପଥ

21 August 2026 kanika odisha 0

ପଟ୍ଟାମୁଣ୍ଡାଇ ତା ୨୧/୮- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ରାଧା ରମଣ ମଠ ସରସ୍ଵତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ […]

ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ମୃତ ତପନଙ୍କ ଅସହାୟ ପରିବାରକୁ ସହାୟତା

15 August 2026 kanika odisha 0

ପଟ୍ଟାମୁଣ୍ଡାଇ ତା ୧୪/୮ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଦାବେଳେ ଅସହାୟଙ୍କ ପାଇଁ ସାହାରା ସାଜିଛି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ପଟିଲୋ ପଂଚାୟତ ନନ୍ଦନ ଗ୍ରାମର ତପନ ବାରିକ […]

ଅଗଷ୍ଟ ୧୬ରେ ରାଜ୍ୟସ୍ତରୀୟ ଶିକ୍ଷକ ଆନ୍ଦୋଳନ ପ୍ରସ୍ତୁତି , କେନ୍ଦ୍ରାପଡା ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା

6 August 2026 kanika odisha 0

କେନ୍ଦ୍ରାପଡା ୬/୮: ବିଭିନ୍ନ ଦାବି ନେଇ ଅଗଷ୍ଟ ୧୬ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଶିକ୍ଷକ ଆନ୍ଦୋଳନ ପାଇଁ ଶିକ୍ଷକମାନେ ପ୍ରସ୍ତୁତ ହେଉଛନ୍ତି । ଏଥି ପାଇଁ ବୁଧବାର ଦିବା ୧୦ ଘଟିକା ସମୟରେ କେନ୍ଦ୍ରାପଡା ବ୍ଲକ […]

ଶ୍ରୀ ଭଳଦେବଜୀୟୁଙ୍କ ସୁନା ବେଶ ପାଇଁ ଭକ୍ତ ଦାନକଲେ , ଶ୍ରଦ୍ଧାଳୁଙ୍କ ଦ୍ୱାରା ତିନୋଟି ପିତ୍ତଳ ଛାଉଣୀ କବାଟ ଲଗାଗଲା

6 August 2026 kanika odisha 0

କେନ୍ଦ୍ରାପଡା ୬/୮ : କେନ୍ଦ୍ରପଡାର ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ, ଜଗ ମୋହନ ଦ୍ୱାର, ମଝି ଦେଉଳ ଦ୍ୱାର ଏବ୍‌ଂ ସିଂହଦ୍ୱାରରେ ନବନିର୍ମିତ ପିତଳ ଛାଉଣୀ ଯାଉଁଳି କବାଟ ଲଗା […]

କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ଅସୀ ଓ ମସୀ ପ୍ରଦାନ

6 August 2026 kanika odisha 0

କେନ୍ଦ୍ରାପଡ଼ା,୬ା୮:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ସଂଘର ମୁଖପତ୍ର ‘ଅସି ଓ ମସି’ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ଼ା ଅଚ୍ୟୁତ ସାମନ୍ତଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ଅତିଥି ଭବନରେ ଏବଂ ଓଡ଼ିଶାର ବର୍ଷିଆନ […]

ପଟ୍ଟାମୁଣ୍ଡାଇ ବନ୍ୟା ପରେ ସ୍ଥିତି ସଂଗୀନ, ରିଲିଫ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ,ସିଂହଗାଁ ସମେତ ବହୁ ଗାଁ ବାହ୍ୟଜଗତରୁ ବିଛିନ୍ନ , ବନ୍ୟାଞ୍ଚଳରେ ବିଧାୟକ ଓ ଜିଲ୍ଲାପାଳ

3 August 2026 kanika odisha 0

ପଟ୍ଟାମୁଣ୍ଡାଇ ତା ୧/୮-ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳ ର ୧୧ ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହେବା ସହିତ ପ୍ରାୟ ୬୫ହଜାର ଲୋକ ବିପନ୍ନ ହୋଇଛନ୍ତି । […]

ବିଧାୟକ ଗଣେଶ୍ୱର ବେହେରାଙ୍କ ବନ୍ୟାଞ୍ଚଳ ଗସ୍ତ, ଗୋଖାଦ୍ୟ, ବୋତଲ ପାଣି ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ରିଲିଫ କମିଶନର ଓ ଜିଲ୍ଲାପାଳଙ୍କ ପାଖରେ ଦାବି.

1 August 2026 kanika odisha 0

କେନ୍ଦ୍ରାପଡା ୩୧/୭ : ବିଧାୟକ ଗଣେଶ୍ୱର ବେହେରା ଓ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାମାନେ ବ୍ରାହ୍ମଣୀ ନଦୀର ବନ୍ୟାପ୍ଲାବିତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ଓ ପେଣ୍ଠପାଳ ପଞ୍ଚାୟତ ଅଧିନସ୍ଥ ସିଂହଗାଁ, […]

ବିପତ୍ତି ବେଳେ ପ୍ରଚାରର ରାଜନୀତି , ପରିଦର୍ଶନ ଏବେ ଫଟୋ ଉଠାରେ ସୀମିତ

31 July 2026 kanika odisha 0

ଭୁବନେଶ୍ୱର ୩୧/୭ – ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଆକସ୍ମିକ ଦୁର୍ଘଟଣା, ଦୁର୍ଦ୍ଦିନ ସମୟରେ ବିପନ୍ନଙ୍କ ପାଖରେ ଛିଡ଼ା ହୋଇ ସାହାଯ୍ୟର ହାତ ବଢ଼ାଇବା ଜଣେ ନେତା ଓ ଅଧିକାରୀଙ୍କ ନୈତିକ କର୍ତ୍ତବ୍ୟ। ମାତ୍ର ଆଜିକାଲି […]

ବ୍ରାହ୍ମଣୀରେ ପ୍ରଥମ ବନ୍ୟାଜଳ, ପଟ୍ଟମୁଣ୍ଡାଇ ଧୋୟାଂଚଳ ଜଳମଗ୍ନ

31 July 2026 kanika odisha 0

ରାସ୍ତାରେ ଗାଢ ଗଛ ଉପୁଡ଼ି ଯାତାୟାତ ବାଧା ନୀଳକଣ୍ଠପୁରରେ ମରାମତି ହୋଇନଥିବା ଘାଇ ଦେଇ ଗାଁରେ ପଶିଲା ପାଣି ବୁଡ଼ିଗଲା ନଳକୂପ, ବିଶୁଦ୍ଧ ପାନୀୟ ଜଳର ସଙ୍କଟ ଧୋୟାଂଚଳରେ କୁମ୍ଭୀର ଆତଙ୍କ, ଆଶଙ୍କାରେ ଗ୍ରାମବାସୀ […]

ପ୍ରତିଶ୍ରୁତି ରଖିଲା ଜଳନିକାସ ବିଭାଗ , ଚାଷ ଜମିରୁ ହେଲା ବର୍ଷା ଜଳ ନିଷ୍କାସିତ

31 July 2026 kanika odisha 0

ଜଳନିଷ୍କାସନ ପଥ ଜବରଦଖଲ ଜଳବନ୍ଦି ଘଟଣା, ପଟ୍ଟାମୁଣ୍ଡାଇ ୩୦/୭ -ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର, ଅରଡା ଚାହାପାଡା ଗ୍ରାମରେ ସୃଷ୍ଟି ହୋଇଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାରୁ ଶେଷରେ ମୁକ୍ତି ପାଇଛନ୍ତି […]

ମଠମନ୍ଦିରର ସଂସ୍କୃତିକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱରୋପ

31 July 2026 kanika odisha 0

ମନ୍ଦିର ପରିଚାଳନା ଟ୍ରଷ୍ଟି ଓ ସେବକ ପ୍ରତିନିଧିଙ୍କ ବୈଠକ ଡେରାବିଶ, ୩୦ା୦୭ -ଗାଁର ସଂସ୍କୃତି ଓ ଆଧ୍ୟାତ୍ମିକ ପରିବେଶକୁ ସମୃଦ୍ଧ କରିଥିଲା ଗାଁରେଥିବା ବିଭିନ୍ନ ମଠ ଓ ମନ୍ଦିର ସନ୍ଧ୍ୟା ଆଳତୀ ହେଉ ବା […]

ବ୍ରାହ୍ମଣ ମହାସଂଘ ଓ ସଂସ୍କୃତ ଭାରତୀର ମହର୍ଷି ବ୍ୟାସଦେବଙ୍କ ଜୟନ୍ତୀ ପାଳନ

31 July 2026 kanika odisha 0

କେନ୍ଦ୍ରାପଡା ୩୦/୭: କେନ୍ଦ୍ରାପଡା ଜିଲ୍ଲାର ବ୍ରାହ୍ମଣ ମହାସଂଘ ଓ ସଂସ୍କୃତି ଭାରତୀ, କେନ୍ଦ୍ରାପଡାଶାଖାର ମିଳିତ ଆନୁକ୍ୟୁଲ୍ୟରେ ପୈାରାଞ୍ଚଳା ଅନ୍ତର୍ଗତ ମା ସାନମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ହରିହର ଶତପଥୀଙ୍କ ବେଦପାଠରେ ମହାସଂଘର ଉପସଭାପତି ରବିନ୍ଦ୍ର […]

ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ

31 July 2026 kanika odisha 0

କେନ୍ଦ୍ରାପଡ଼ା,୩୦ା୭:କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାୟୋମେଟ୍ରିକ ଉପସ୍ଥାନ ପକାଉନାହାନ୍ତି। ସରକାର କାର୍ଯ୍ୟାଳୟକୁ ଆସିବା ଓ ଫେରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହାକୁ କର୍ମଚାରୀମାନେ ମାନୁନାହାନ୍ତି। ଏହିଭଳି ଅଭିଯୋଗ ଜିଲ୍ଲାପାଳଙ୍କ […]

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୨୦ୱାର୍ଡସଭ୍ୟ/ସଭ୍ୟାଙ୍କ ସ୍ୱାକ୍ଷର ମେଳ କଲେ ଉପଜିଲ୍ଲାପାଳ

29 July 2026 kanika odisha 0

  କେନ୍ଦ୍ରାପଡ଼ା,୨୮ା୭:କେନ୍ଦ୍ରାପଡା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ସୋମବାର ତାହାର ଦସ୍ତଖତ ମେଳକ କରାଯାଇଛି। ତିଖିରୀ ଗ୍ରାମପଞ୍ଚାୟତର ୨୦ଜଣ […]

ପୌର ଉନ୍ନତିମୂଳକ କାର୍ଯ୍ୟରେ ପୋତି ହୋଇଛି ଜଳ ନିଷ୍କାସନ ପଥ, ଚାଷଜମି ଜଳମଗ୍ନ , ଦାବିପତ୍ର ଦେବାକୁ ଯାଇ ନିରାଶ ଫେରିଲେ ଚାଷୀ

29 July 2026 kanika odisha 0

ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ପୌରାଂଚଳରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଏବେ ସାଧାରଣ ଲୋକଙ୍କ ସହ ଚାଷୀଙ୍କ ପାଇଁ ବଡ଼ କାଳ ସାଜିଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ଜଳ ନିଷ୍କାସନ ପଥ ଓ ପୁରୁଣା ଡ୍ରେନ୍‌ଗୁଡ଼ିକ […]

ଅଳପୁଆ ଦାମୋଦରପାଟଣା ଗ୍ରାମରୁ ଚୋରୀଚା , ଚୌଦକୁଲାଟ ଫାଣ୍ଡିରେ ଏତଲା

29 July 2026 kanika odisha 0

ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର କନକଲତା ଦାସଙ୍କ ଘରେ ଏକ ବଡ଼ଧରଣର ଚୋରୀ ହୋଇଛି । ଏ ସମ୍ପର୍କରେ କନକଲତା ଚୌଦକୁଲାଟ ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି […]

ସାନଜରିଆ ଆୟଷ୍ମାନ କେନ୍ଦ୍ରରେ ବିଶ୍ୱ ଯକୃତ ଦିବସ

29 July 2026 kanika odisha 0

ପଟ୍ଟାମୁଣ୍ଡାଇ ୨୮/୭ – ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସାନଜରିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ବିଶ୍ୱ ଯକୃତ ଦିବସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ ଓ ବିଶେଷଜ୍ଞମାନେ ଯୋଗଦେଇ ଯକୃତକୁ ସୁସ୍ଥ […]

ଅଢ଼ାଯୋଡ଼ି ପି.ୟୁ.ପି. ସ୍କୁଲରେ କୃତ୍ରିମ ବନ୍ୟା, ପାଣିରେ ଭାସୁଛି ବିଦ୍ୟାଳୟ ପରିସର,ବିପଦରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର

29 July 2026 kanika odisha 0

ପଟ୍ଟାମୁଣ୍ଡାଇ ୨୮/୭ – ଗତ କିଛି ଦିନ ହେବ କ୍ରମାଗତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବିଭିନ୍ନ […]