ଶ୍ରୀବଳଦେବଜୀୟୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୧ା୭: କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ପବିତ୍ର ବାହୁଡା ରଥଯାତ୍ରା ନିମନ୍ତେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଶ୍ରୀଜୀୟୁଙ୍କ ଯାତ୍ରୀ ନିବାସ ସଭାଗୃହରେ...

ନିର୍ମାଣାଧୀନ ନୂତନ ସବଡିଭିଜନ ହସ୍ପିଟାଲରୁ ଜବରଦଖଲ ଉଛେଦ

ପଟ୍ଟାମୁଣ୍ଡାଇ ୨୦/୭ - ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ଥରେ ୫୫କୋଟି ଟଙ୍କା ବ୍ୟୟରେ ନୂତନ ସବଡିଭିଜନ ହସ୍ପିଟାଲ ଗୃହ ନିର୍ମାଣ ଚାଲିଛି । ଆଗାମୀ...

ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ

  ପଟ୍ଟାମୁଣ୍ଡାଇ ୨୦/୭ - ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଅଧୀନରେ ଥିବା ସାନଜରିଆ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ଦିବସ ଓ...

ଗୌର ପ୍ରସାଦ ଷଢଙ୍ଗୀ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ

ପଟ୍ଟାମୁଣ୍ଡାଇ ୨୦/୭\ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଗୌର ପ୍ରସାଦ ଷଢଙ୍ଗୀ ବିଦାୟୀ ଅଧ୍ୟକ୍ଷ କ୍ୟାପଟେନ...

ଅଯୋଧ୍ୟା ରାମ ମନ୍ଦିରରେ ଦାନ ଭେଟି ଚୋରି , କାର୍ଯ୍ୟାନୁଷ୍ଠାନ ଦାବି କଲା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ

କେନ୍ଦ୍ରାପଡା୨୦ା୭: ରାମ ମନ୍ଦିର ନାମରେ ରାଜନୀତି କରି ସରକାରକୁ ଆସିଥିବା ବିଜେପି ଦଳର ସମର୍ଥକ ତଥା ଆରଏସ୍‌ଏସ୍ ସଦସ୍ୟ ରାମ ମନ୍ଦିର ଦାନ ବା ଭେଟିକୁ ଚୋରି...

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା.

କେନ୍ଦ୍ରାପଡ଼ା, ୨୦/୭- କଟକସ୍ଥିତ ଚୌଧୁରୀ ବଜାରର କଳିଙ୍ଗ ଜିମନାସିୟମ୍‌ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।...

କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗକୁ ବିଧାୟକଙ୍କ ପୁସ୍ତକ ଦାନ

କେନ୍ଦ୍ରାପଡ଼ା,୨୦ା୭:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପାଠାଗାରକୁ କେନ୍ଦ୍ରାପଡା ବିଧାୟକ ତଥା ଇଂରାଜୀ ବିଭାଗର ପୁରାତନ ଛାତ୍ର ଗଣେଶ୍ୱର ବେହେରା ପୁସ୍ତକ ଓ କମ୍ପ୍ୟୁଟର ପ୍ରଦାନ କରିଛନ୍ତି।...

କେନ୍ଦ୍ରାପଡାରେ ବାମପନ୍ଥୀ ଦଳ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ

କେନ୍ଦ୍ରାପଡ଼ା,୨୦ା୭:ସିପିଆଇ, ସିପିଆଇ(ଏମ୍‌) ଓ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଏକ ଗଣବିକ୍ଷୋଭ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି।ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ତତ୍‌ଜନିତ...

ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା ସମିତି

କେନ୍ଦ୍ରାପଡ଼ା,୨୦ା୭:କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ନବ ନିର୍ବାଚିତ ପରିଚାଳନା କମିଟି କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର...

କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ..

କେନ୍ଦ୍ରାପଡ଼ା ୨୦.୭- କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡଲାଇନ୍ ଆଡଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଆଜି...

ବିପ୍ଲବୀଙ୍କ ସାହିତ୍ୟ କନିକାବାସୀଙ୍କ ମନରେ ବିପ୍ଳବର ବହ୍ନି ଜଳାଇଥିଲା

ବିପ୍ଲବୀ ଆନନ୍ଦ ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ କେନ୍ଦ୍ରାପଡ଼ା,୧୮ା୭:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୨ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଗୀତଗୋବିନ୍ଦ ସଦନରେ ଓଡିଶା ସାହିତ୍ୟ...

ଚୋରା ମଦ ଜବତ,୬ଗିରଫ

କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ସାମୁଦ୍ରିକ ଓ...

ତୁଳସୀକ୍ଷେତ୍ର ରଥଯାତ୍ରାରେ କଂଗ୍ରେସ ସେବାଦଳର ସେବା ଶିବିର

କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡ଼ା ପ୍ରସିଦ୍ଧ ତୁଳସୀ କ୍ଷେତ୍ର ଶ୍ରୀବଳଦେବଜୀଉଙ୍କ ରଥ ଯାତ୍ରାରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଜିଲ୍ଲା କଂଗ୍ରେସ ସେବାଦଳର ଦୁଇ ଦିନିଆ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।...

ବିପ୍ଲବୀ ଆନନ୍ଦ ଚନ୍ଦ୍ରଙ୍କ ୧୪୨ତମ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୧୮ା୭:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୨ତମ ଜୟନ୍ତୀ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀ ଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ...

ବାବା ବୈକୁଣ୍ଠନାଥ ସେବାସଂସ୍ଥା ପକ୍ଷରୁ ପୁରୀରେ ଶୁଖିଲାଖାଦ୍ୟ ବଣ୍ଟନ

କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡାର ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ସେବା ସଂସ୍ଥା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ପୁରୀ ବଡଦାଣ୍ଡର ଗୋୟେଙ୍କା ଧର୍ମଶାଳା ସମୁଖରେ ୧୦ହଜାର...

ଦୁଇ ବର୍ଷୀୟାନ୍ ସାହିତ୍ୟିକଙ୍କୁ ଜାଗରୂକ ସମ୍ମାନ

କେନ୍ଦ୍ରାପଡା ୧୭/୭ : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଯୁବ ସାହିତ୍ୟାନୁଷ୍ଠାନ ‘ଜାଗରୂକ' ପକ୍ଷରୁ ସ୍ଥାନୀୟ ମାଧପୁର ଠାରେ ଏକ ସ୍ୱତନ୍ତ୍ର ସାରସ୍ୱତ ଉତ୍ସବରେ ଜିଲ୍ଲାର ଦୁଇ ବର୍ଷୀୟାନ୍...

ଶ୍ରୀବଳଦେବ ଚେତନାର ଅନନ୍ୟ ବାହକ ଶ୍ରୀତାଳଧ୍ୱଜ ପତ୍ରିକା ଉନ୍ମୋଚିତ

କେନ୍ଦ୍ରାପଡ଼ା ୧୭ / ୭ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଅବସରରେ କେନ୍ଦ୍ରାପଡ଼ାରୁ ପ୍ରକାଶିତ ଶ୍ରୀତାଳଧ୍ୱଜ ପତ୍ରିକାର ନବମ ସଂଖ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ...

ରାମଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ କମିଟି ଗଠିତ

ପଟ୍ଟାମୁଣ୍ଡାଇ ତା ୧୭/୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତର ଶ୍ରୀରାମ ଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନ ସରକାରୀ ନିର୍ଦେଶନାମା ଅନୁଯାୟୀ ସମାପ୍ତ ହୋଇଛି...

ବେଳତଳ ଶ୍ରୀ ନୀଳମାଧବଜିଯୁଙ୍କ ରଥ ଯାତ୍ରା

ପଟ୍ଟାମୁଣ୍ଡାଇ ତା ୧୭/୭- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଶ୍ରୀନୀଳମାଧବ ଜିଯୁଙ୍କ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ।  ପ୍ରତ୍ୟୁଷରୁ...

ପଟ୍ଟାମୁଣ୍ଡାଇରେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ,ସାମାନ୍ୟ ବର୍ଷା ହେଲେ କଟୁଛି ବିଜୁଳି,ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ପଟ୍ଟାମୁଣ୍ଡାଇ ୧୬/୭ -ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ଚରମ ଅବହେଳା ଯୋଗୁଁ ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ...

ପଟ୍ଟାମୁଣ୍ଡାଇରେ ରଥଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ

ପଟ୍ଟାମୁଣ୍ଡାଇ ତା ୧୬/୭- ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ମୁଖ୍ୟ ରଥଯାତ୍ରା...

ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚାରେ ଘୋଷଯାତ୍ରା , ଭକ୍ତମାନେ ଖୁସିରେ ଆତ୍ମହରା ଦଶହାତ ଗଡିଲା ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡ଼ା,୧୬ା୭: ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ...

ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଶ୍ରୀଗୁଣ୍ଡିଚାରେ ସେବାକାର୍ଯ୍ୟ

କେନ୍ଦ୍ରାପଡ଼ା,୧୬ା୭:ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଗୁରୁବାର ଶ୍ରଦ୍ଧାଳୁମାନଙ୍କ ପାଇଁ...

ସୁନାମଧନ୍ୟ ଚିକିତ୍ସକ ଅଲେଖ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୧୬ା୭:ସୁନାମଧନ୍ୟ ଚିକିତ୍ସକ ଡା. ଅଲେଖ ଚନ୍ଦ୍ର ଦାସଙ୍କ ପଞ୍ଚମ ଶ୍ରାଦ୍ଧୋତ୍ସବ କେନ୍ଦ୍ରାପଡା ସହରସ୍ଥ ମିରପାଟଣାସ୍ଥିତ ବାସଭବନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ...

Skip to content ↓