ବ୍ରାହ୍ମଣୀ ଗର୍ଭରୁ ବେଆଇନ ବାଲି ଲୁଟ୍‌, ବନ୍ଧ ସୁରକ୍ଷା ପ୍ରତି ବିପଦ ପଥର ପ୍ୟାକିଂ ଧସିବା ସମ୍ଭାବନାରେ ଅତଙ୍କିତ ଲୋକେ

ପଟ୍ଟାମୁଣ୍ଡାଇ୧୨/୭ -ନଦୀ ହେଉଛି ସଭ୍ୟତାର ଜୀବନରେଖା। କିନ୍ତୁ ଯେତେବେଳେ ସେହି ନଦୀକୁ କେନ୍ଦ୍ର କରି ସରକାରୀ ବ୍ୟବସ୍ଥା ଭିତରେ ଦୁର୍ନୀତିର ଚେର ମାଡ଼ିଯାଏ ସେତେବେଳେ ଜୀବନରେଖା ହିଁ...

ହରା ଭାରତ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ୧୩/୭ -ହରା ଭାରତ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ମାଗଣା ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ସାହସ୍ରାଧିକ ଗୁଆ, କାଗଜୀ...

ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମଣ୍ଡାଇ ୧୩/୭ - ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ନାୟକଙ୍କ ଏକାଦଶାହ ଅବସରରେ ଦକ୍ଷିଣଦିଆ ବୃନ୍ଦାବନ ନିବାସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।...

ଗୁଲନଗର ହାଇସ୍କୁଲ ଅଫିସ ଭିତରେ ପାଣି : ବର୍ଷାପାଣିରେ ପଶି ବିଦ୍ୟାଳୟ ଯାଉଛନ୍ତି ପିଲା

କେନ୍ଦ୍ରାପଡ଼ା,୧୩ା୭:ପ୍ରବଳ ବର୍ଷାରେ ଗୁଲନଗର ହାଇସ୍କୁଲ ପରିସର ଉଦବୃତ ଜଳରେ ବୁଡି ରହିଛି।ଫଳରେ ଦୈନିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବର୍ଷାପାଣି ଭିତରେ ପଶି ଯିବାଆସିବା କରୁଛନ୍ତି। ଏହି ଉଦବୃତ ଜଳ...

ଶ୍ରୀରାମପୁର ଆଧ୍ୟାତ୍ମିକ ସମାଜକୁ ତାରାମଣୀ ସାମନ୍ତରାୟଙ୍କ ଅବଦାନ ଅବିସ୍ମରଣୀୟ

ପଟ୍ଟାମୁଣ୍ଡାଇ ତା ୧୨/୭-ଶ୍ରୀରାମ ପୁର ଆଧ୍ୟାତ୍ମିକ ସମାଜକୁ ଦିବଙ୍ଗତା ମୟୀୟସୀ ମହିଳା ତାରାମଣୀ ସାମନ୍ତରାୟଙ୍କ ଅବଦାନ ଚୀର କାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ପଟ୍ଟାମୁଣ୍ଡାଇ ଅଂଚଳର...

କେନ୍ଦ୍ରାପଡାରେ ଭାରତ ପେଟ୍ରୋଲିୟମର ଜନକଲ୍ୟାଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ସହରରେ ଭାରତ ପେଟ୍ରୋଲିୟମ ପକ୍ଷରୁ କେତେକ ଜନକଲ୍ୟାଣ କାର୍ଯ୍ୟକ୍ରମ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ସଂପ୍ରତି ଚାଲୁ ରହିଥିବା ସ୍ୱଛତା...

ଗାନ୍ଧିମୂର୍ତ୍ତି ସମ୍ମୁଖରେ ଗଣ ସତ୍ୟାଗ୍ରହ , କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

କେନ୍ଦ୍ରାପଡ଼ା,୧୨ା୭:ନିଟ୍ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଥିବା ଦୃଷ୍ଟିରୁ କକ୍ରୋଚ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା...

ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ ପୁରାଣ ପ୍ରଭା ଓ ଧର୍ମ ସଂସ୍କୃତି ବିଭବ ପୁସ୍ତକ ଉନ୍ମୋଚନ

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ବ୍ଲକ ଅଧିନ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ‘ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ’ ଶୀର୍ଷକ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି।...

ବ୍ୟବସାୟୀଙ୍କୁ ଅକ୍ରମଣ ଓ ଲୁଟ ଘଟଣା , ଗିରଫ ଦାବୀରେ ଥାନାରେ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ ୧୧/୭ - କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅତର୍ଗତ କଖାରୁଣୀ ଗ୍ରାମର ବ୍ୟବସାୟୀ ଦୁଇଭାଇଙ୍କୁ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଂଚଳରେ...

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତିଲେ ମହିଳା, ସାହାଯ୍ୟ କଲା ପିନ୍ଧିଥିବା ଶାଢ଼ୀ

ପଟ୍ଟାମୁଣ୍ଡାଇ ୧୧/୭ - ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ କୂଳରେ ପୁଣି ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ। ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳା...

କେନ୍ଦ୍ରାପଡା ଜିଲ୍ଲା ଶାଖା ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି କନଭେନସନ୍

କେନ୍ଦ୍ରାପଡା୧୧ା୭ : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା ଶାଖା କନଭେନସନ୍ ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ସମ୍ମିଳନୀ କକ୍ଷରେ...

ହାଇଦ୍ରାବାଦ ଯାଇ ନେସନାଲ ଖେଳିବେ ବିକ୍ରମ ଓ ଅଭିଜିତ

ଜାତୀୟ ରଗବୀରେ କେନ୍ଦ୍ରାପଡ଼ା ଜିଲା ଆସୋସିଏସନ ଖେଳାଳୀଙ୍କ କରିସ୍ମା କେନ୍ଦ୍ରାପଡ଼ା,୧୧ା୭ : ଜାତୀୟ ସ୍ତରୀୟ ରଗବୀ ପ୍ରତିଯେଗିତା ପାଇଁ କେନ୍ଦ୍ରାପଡ଼ାର ଦୁଇଜଣ ଖୋଳାଳୀଙ୍କୁ ଚୟନ କରାଯାଇଛି। ଏହି...

ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଜଜଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ତା ୧୦/୭- କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ଜଜ୍ ମାନ୍ୟବର ଦୀପକ କୁମାର ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିଦର୍ଶନରେ ଆସିଥିଲେ। ମାନ୍ୟବର ଜିଲ୍ଲା ଜଜ...

ଖୋଲିଲା ହୀରାକୁଦ ଡ୍ୟାମର ସିଲୱେ ଗେଟ

  ମହାନଦୀ ଓ ଏହାର ଶାଖା ନଦୀ ଗୁଡିକ ନିକଟରେ ସତର୍କ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ଅନୁରୋଧ କେନ୍ଦ୍ରାପଡ଼ା,୧୦ା୭:ହୀରାକୁଦ ଡ୍ୟାମର ସ୍ପିଲୱେ ଗେଟ୍ ଖୋଲାଯାଇଥିବା ପରିପ୍ରେକ୍ଷୀରେ...

କଳପଡା ବଜାରରୁ ଦୋକାନ ଉଚ୍ଛେଦ

ଜମି ବେପାରୀଙ୍କ ସହ ହାତମିଳାଇଛନ୍ତି ତହସିଲଦାର ଜିଲ୍ଲାପାଳଙ୍କ ସହ କଥାହେଲେ ଜିଲ୍ଲା ବିଜେପି ନେତ୍ରୀ କେନ୍ଦ୍ରାପଡ଼ା,୧୦ା୭:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଳପଡ଼ା ବଜାରରେ କେତେକ ଶିକ୍ଷିତ ଯୁବକ ବ୍ୟବସାୟ...

ଦୁର୍ଘଟଣାରେ ଦୁଇ ସାମ୍ବାଦିକଙ୍କ ସମେତ ଜଣେ ଗୁରୁତର

କେନ୍ଦ୍ରାପଡ଼ା,୧୦ା୭:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରରୁ ଏସପିଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ହଳଦିଢିହ ଛକ ନିକଟରେ ଏକ ଦୁର୍ଘଟଣାରେ ଦୁଇ ଜଣ ସାମ୍ବାଦିକ ଓ ଜଣେ ସ୍ଥାନୀୟ...

ମଦଦୋକାନକୁ ବିରୋଧ କରି ଧାରଣାରେ ବସିଲେ ମହିଳା

କେନ୍ଦ୍ରାପଡା ୧୦/୭ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ହୋଇଥିବା ଏକ ମଦଦୋକାନକୁ ବିରୋଧ କରି ଦୋକାନ ଆଗରେ ଧାରଣାରେ ବସିଲେ ମହିଳା ।...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୮୨ତମ ଅଧିବେଶନ

କେନ୍ଦ୍ରାପଡା୧୦ା୭: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ୮୨ତମ ଅଧିବେଶନ ଗୋପସ୍ଥିତ ରାମ ମନ୍ଦିର ପରିସରରେ ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ...

କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମବାୟବିତ୍ ସମ୍ମିଳନୀ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ତା. ୧୦/୭ : କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ଆନୁକୂଲ୍ୟରେ ଆଜି ଜିଲ୍ଲା କଂଗ୍ରେସ ଭବନ ସଭାକକ୍ଷରେ ଏକ ସମବାୟବିତ୍ ସମ୍ମିଳନୀ ଜିଲ୍ଲା କଂଗ୍ରେସର ସଙ୍ଗଠନ...

କେନ୍ଦ୍ରାପଡାରେ ୫୩ନମ୍ବର ଜାତୀୟ ରାଜପଥ କାମ ନିମ୍ନମାନର କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲା ଯୁବ ସ୍ୱାଭିମାନ ମଞ୍ଚ

କେନ୍ଦ୍ରାପଡ଼ା,୯ା୭:ଚଣ୍ଡିଖୋଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ୫୩ ନଂ. ଜାତୀୟ ରାଜପଥ କାମ ନିମ୍ନମାନର ହେଉଥିବା ନେଇ କେନ୍ଦ୍ରାପଡ଼ାର ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ...

ଗାଁସାଥୀଙ୍କୁ ବକେୟା ପାରିଶ୍ରମିକ ପ୍ରଦାନ ପାଇଁ ଦାବି

କେନ୍ଦ୍ରାପଡ଼ା,୮ା୭:କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଗାଁସାଥୀ(ମେଟ)ମାନଙ୍କୁ ବର୍ଷ ବର୍ଷ ଧରି ବକେୟା ପାରିଶ୍ରମିକ ପ୍ରଦାନ କରାଯାଇନଥିବା ଯୋଗୁଁ ସେମାନେ ବହୁ ଦୁର୍ଦ୍ଦିନ ଭିତର...

ଗଛ ନବଞ୍ଚିଲେ ଅମ୍ଳାଜାନ ସ୍ଥିତି ଗମ୍ଭୀର ହୋଇପଡିବ: ଶ୍ରୀମା

କେନ୍ଦ୍ରାପଡ଼ା,୮ା୭:ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି ଯେ ବୃକ୍ଷ ହିଁ ଜୀବନ।...

ବୋତଲ ଗୋଟାଉଥିବା ବେଳେ ଭାସିଗଲେ ନାବାଳକ

କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜ୍ଞାନପୀଠ ନିକଟ କଜଳା ନାଳ କୂଳରୁ ବୋତଲ ଗୋଟାଉଥିବା ବେଳେ ଜଣେ ନାବାଳକ ନଦୀରେ ଭାସି ଯାଇଛନ୍ତି। ସ୍ଥାନୀୟ ଅର୍ବାନ ବ୍ୟାଙ୍କ...

ଗୋବରୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଲୋକଙ୍କ ଦ୍ୱାରା ଉଦ୍ଧାର

ପଟ୍ଟାମୁଣ୍ଡାଇ ୭/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନରେ ଥିବା ସାନଜରିଆ ପଂଚାୟତରେ ଆଜି ଏକ ଅଭାବନୀୟ ଚାଂଚଲ୍ୟକର ଘଟଣା ଘଟିଛି I ସ୍ଥାନୀୟ ଭେଡିସାହି...

Skip to content ↓