କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ଅସୀ ଓ ମସୀ ପ୍ରଦାନ

କେନ୍ଦ୍ରାପଡ଼ା,୬ା୮:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ସଂଘର ମୁଖପତ୍ର ‘ଅସି ଓ ମସି’ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ଼ା ଅଚ୍ୟୁତ ସାମନ୍ତଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ...

ପଟ୍ଟାମୁଣ୍ଡାଇ ବନ୍ୟା ପରେ ସ୍ଥିତି ସଂଗୀନ, ରିଲିଫ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ,ସିଂହଗାଁ ସମେତ ବହୁ ଗାଁ ବାହ୍ୟଜଗତରୁ ବିଛିନ୍ନ , ବନ୍ୟାଞ୍ଚଳରେ ବିଧାୟକ ଓ ଜିଲ୍ଲାପାଳ

ପଟ୍ଟାମୁଣ୍ଡାଇ ତା ୧/୮-ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳ ର ୧୧ ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହେବା ସହିତ ପ୍ରାୟ...

ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପଶୁ ସମ୍ପଦ ସୁରକ୍ଷା

କେନ୍ଦ୍ରାପଡ଼ା,୨ା୮:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକମାନଙ୍କ ନିକଟରେ ଆବଶ୍ୟକୀୟ...

ଆସନ୍ତା ପଞ୍ଚାୟତ ନିର୍ବାଚନରେ ରେକର୍ଡ ସୃଷ୍ଟି କରିବ ଓଜେସିପି

କେନ୍ଦ୍ରାପଡ଼ା,୨ା୮:ଆସନ୍ତା ୨୦୨୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି(ଓଜେସିପି) ରେକର୍ଡ ସଂଖ୍ୟକ ସିଟରେ ବିଜୟୀ ହେବ। ଓଜେସିପି ସମର୍ଥନରେ କେନ୍ଦ୍ରାପଡା ଜିଲ୍ଲାର...

ବିଧାୟକ ଗଣେଶ୍ୱର ବେହେରାଙ୍କ ବନ୍ୟାଞ୍ଚଳ ଗସ୍ତ, ଗୋଖାଦ୍ୟ, ବୋତଲ ପାଣି ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ରିଲିଫ କମିଶନର ଓ ଜିଲ୍ଲାପାଳଙ୍କ ପାଖରେ ଦାବି.

କେନ୍ଦ୍ରାପଡା ୩୧/୭ : ବିଧାୟକ ଗଣେଶ୍ୱର ବେହେରା ଓ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତାମାନେ ବ୍ରାହ୍ମଣୀ ନଦୀର ବନ୍ୟାପ୍ଲାବିତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ...

ବିପତ୍ତି ବେଳେ ପ୍ରଚାରର ରାଜନୀତି , ପରିଦର୍ଶନ ଏବେ ଫଟୋ ଉଠାରେ ସୀମିତ

ଭୁବନେଶ୍ୱର ୩୧/୭ – ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଆକସ୍ମିକ ଦୁର୍ଘଟଣା, ଦୁର୍ଦ୍ଦିନ ସମୟରେ ବିପନ୍ନଙ୍କ ପାଖରେ ଛିଡ଼ା ହୋଇ ସାହାଯ୍ୟର ହାତ ବଢ଼ାଇବା ଜଣେ ନେତା ଓ...

ବ୍ରାହ୍ମଣୀରେ ପ୍ରଥମ ବନ୍ୟାଜଳ, ପଟ୍ଟମୁଣ୍ଡାଇ ଧୋୟାଂଚଳ ଜଳମଗ୍ନ

ରାସ୍ତାରେ ଗାଢ ଗଛ ଉପୁଡ଼ି ଯାତାୟାତ ବାଧା ନୀଳକଣ୍ଠପୁରରେ ମରାମତି ହୋଇନଥିବା ଘାଇ ଦେଇ ଗାଁରେ ପଶିଲା ପାଣି ବୁଡ଼ିଗଲା ନଳକୂପ, ବିଶୁଦ୍ଧ ପାନୀୟ ଜଳର ସଙ୍କଟ...

ପ୍ରତିଶ୍ରୁତି ରଖିଲା ଜଳନିକାସ ବିଭାଗ , ଚାଷ ଜମିରୁ ହେଲା ବର୍ଷା ଜଳ ନିଷ୍କାସିତ

ଜଳନିଷ୍କାସନ ପଥ ଜବରଦଖଲ ଜଳବନ୍ଦି ଘଟଣା, ପଟ୍ଟାମୁଣ୍ଡାଇ ୩୦/୭ -ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର, ଅରଡା ଚାହାପାଡା ଗ୍ରାମରେ ସୃଷ୍ଟି ହୋଇଥିବା କୃତ୍ରିମ...

ମଠମନ୍ଦିରର ସଂସ୍କୃତିକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱରୋପ

ମନ୍ଦିର ପରିଚାଳନା ଟ୍ରଷ୍ଟି ଓ ସେବକ ପ୍ରତିନିଧିଙ୍କ ବୈଠକ ଡେରାବିଶ, ୩୦ା୦୭ -ଗାଁର ସଂସ୍କୃତି ଓ ଆଧ୍ୟାତ୍ମିକ ପରିବେଶକୁ ସମୃଦ୍ଧ କରିଥିଲା ଗାଁରେଥିବା ବିଭିନ୍ନ ମଠ ଓ...

ବ୍ରାହ୍ମଣ ମହାସଂଘ ଓ ସଂସ୍କୃତ ଭାରତୀର ମହର୍ଷି ବ୍ୟାସଦେବଙ୍କ ଜୟନ୍ତୀ ପାଳନ

କେନ୍ଦ୍ରାପଡା ୩୦/୭: କେନ୍ଦ୍ରାପଡା ଜିଲ୍ଲାର ବ୍ରାହ୍ମଣ ମହାସଂଘ ଓ ସଂସ୍କୃତି ଭାରତୀ, କେନ୍ଦ୍ରାପଡାଶାଖାର ମିଳିତ ଆନୁକ୍ୟୁଲ୍ୟରେ ପୈାରାଞ୍ଚଳା ଅନ୍ତର୍ଗତ ମା ସାନମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ହରିହର...

ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା,୩୦ା୭:କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାୟୋମେଟ୍ରିକ ଉପସ୍ଥାନ ପକାଉନାହାନ୍ତି। ସରକାର କାର୍ଯ୍ୟାଳୟକୁ ଆସିବା ଓ ଫେରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହାକୁ...

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୨୦ୱାର୍ଡସଭ୍ୟ/ସଭ୍ୟାଙ୍କ ସ୍ୱାକ୍ଷର ମେଳ କଲେ ଉପଜିଲ୍ଲାପାଳ

  କେନ୍ଦ୍ରାପଡ଼ା,୨୮ା୭:କେନ୍ଦ୍ରାପଡା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ସୋମବାର ତାହାର ଦସ୍ତଖତ...

ପୌର ଉନ୍ନତିମୂଳକ କାର୍ଯ୍ୟରେ ପୋତି ହୋଇଛି ଜଳ ନିଷ୍କାସନ ପଥ, ଚାଷଜମି ଜଳମଗ୍ନ , ଦାବିପତ୍ର ଦେବାକୁ ଯାଇ ନିରାଶ ଫେରିଲେ ଚାଷୀ

ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ପୌରାଂଚଳରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଏବେ ସାଧାରଣ ଲୋକଙ୍କ ସହ ଚାଷୀଙ୍କ ପାଇଁ ବଡ଼ କାଳ ସାଜିଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ଜଳ...

ଅଳପୁଆ ଦାମୋଦରପାଟଣା ଗ୍ରାମରୁ ଚୋରୀଚା , ଚୌଦକୁଲାଟ ଫାଣ୍ଡିରେ ଏତଲା

ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର କନକଲତା ଦାସଙ୍କ ଘରେ ଏକ ବଡ଼ଧରଣର ଚୋରୀ ହୋଇଛି । ଏ ସମ୍ପର୍କରେ କନକଲତା...

ସାନଜରିଆ ଆୟଷ୍ମାନ କେନ୍ଦ୍ରରେ ବିଶ୍ୱ ଯକୃତ ଦିବସ

ପଟ୍ଟାମୁଣ୍ଡାଇ ୨୮/୭ - ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସାନଜରିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ବିଶ୍ୱ ଯକୃତ ଦିବସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ...

ଅଢ଼ାଯୋଡ଼ି ପି.ୟୁ.ପି. ସ୍କୁଲରେ କୃତ୍ରିମ ବନ୍ୟା, ପାଣିରେ ଭାସୁଛି ବିଦ୍ୟାଳୟ ପରିସର,ବିପଦରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ ୨୮/୭ - ଗତ କିଛି ଦିନ ହେବ କ୍ରମାଗତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସଠିକ୍...

ଲଘୁଚାପଜନିତ ଲଗାଣ ବର୍ଷା ,ପୌରାଞ୍ଚଳରେ ଜଳବନ୍ଦୀ ସ୍ଥିତି

ପଟ୍ଟାମୁଣ୍ଡାଇ, ୨୮/୭ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଗତ କିଛି ଦିନ ହେବ ଜାରି ରହିଥିବା ଅବିରତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ...

ଆଇନ ମହାବିଦ୍ୟାଳୟ ଦ୍ୱାରା ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦ୍ଘାଟିତ

କେନ୍ଦ୍ରାପଡା ୨୭/୭ : କେନ୍ଦ୍ରାପଡାର ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଆଇନ ସହାୟତା କେନ୍ଦ୍ର ଦ୍ୱାରା ଗୁହାଳସିଙ୍ଘ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ନିଃଶ୍ଲୁକ ପ୍ରାଥମିକ ଆଇନ ସହାୟତା...

ପ୍ରତିଶୃତି ପରେ ପ୍ରସ୍ତାବିତ ଗଣଧାରଣା ଆନ୍ଦୋଳନ ସ୍ଥଗିତ

କେନ୍ଦ୍ରାପଡା୨୭/୭: ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କେନ୍ଦ୍ରାପଡା ଗଣ୍ଡାଖିଆ ରାସ୍ତାର ମରାମତି ଓ ପୁନଃ ନିର୍ମାଣ ଦାବିରେ ଜୁଲାଇ ୨୮ ଗଣଧାରଣା...

ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ଆଇନ ପ୍ରଣୟନ ଦାବି

କେନ୍ଦ୍ରାପଡ଼ା,୨୭ା୭:ଗୋ ସମ୍ମାନ ଆହ୍ୱାନ ଅଭିଯାନ ଦ୍ୱିତୀୟ ଚରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ଜୁଲାଇ ୨୫ତାରିଖରେ ଦେଶର ୭୯୦ଟି ଜିଲ୍ଲାରେ ୧୫କୋଟିରୁ ଉର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ପ୍ରାର୍ଥନାପତ୍ର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,...

ସୋମବାର କେନ୍ଦ୍ରାପଡା ଜିଲ୍ଲାର ସବୁ ବିଦ୍ୟାଳୟ ବନ୍ଦ

କେନ୍ଦ୍ରାପଡ଼ା,୨୬ା୭:ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି।...

ତୁଳସୀକ୍ଷେତ୍ରରେ ଶ୍ରୀବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ରଥରେ ଦୁର୍ଲଭ ରଘୁନାଥ ବେଶ ଓ ଭାବପୂର୍ଣ୍ଣ ନୀଳାଦ୍ରି ବିଜେ

କେନ୍ଦ୍ରାପଡ଼ା (୨୬/୭)-ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଅଧିଷ୍ଠାତ୍ରୀ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପର୍ବର ଅନ୍ତିମ ପର୍ଯ୍ୟାୟ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।...

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି।ନିଟ୍ ପେପର ଲିକ୍ ମାମଲା ସହିତ ଜଡିତ ତାଙ୍କ ଇସ୍ତଫା ଦାବି କରି କୋକରା ଜନତା ଦଳ ଗତ ୩୬ ଦିନ ଧରି ଜନ୍ତର ମନ୍ତରରେ ପ୍ରତିବାଦ କରିଆସୁଛି।

ଇସ୍ତଫା ପରେ, ବିବିସି ଲେଖିଥିଲା ଯେ ମୋଦି ସରକାର ଛାତ୍ର ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି। ଗାର୍ଡିଆନ୍ ଲେଖିଥିଲା ଯେ ମୋଦି ସରକାରଙ୍କ ୧୨...

ସୁନାବେଶରେ ଝଲସିଲେ ଶ୍ରୀଜିଉ

ପୁରୀ,୨୫ା୭- ଦାରୁବ୍ରହ୍ମ ଆଜି ମହଣ ମହଣ ସୁନାରେ ଛାଉଣି ହୋଇଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀବିଗ୍ରହ। ଗୁଣ୍ଡିଚା...

Skip to content ↓