କେନ୍ଦ୍ରାପଡ଼ା,୧୦ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ କଳପଡା ମାର୍କେଟସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳପଡା ଗ୍ରାମର ଅଧିବାସୀ ତଥା ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶରତ ଚନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା…
ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୂତି ଘଟଣା ; ଛାତ୍ରୀଙ୍କ ପୁରୁଷ ବନ୍ଧୁ ଗିରଫ ଓ କୋର୍ଟ ଚାଲାଣ
ପୁରୁଷ ବନ୍ଧୁଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ତେରୋହି ଗ୍ରାମବାସୀଙ୍କ ଗ୍ରାମାଂଚଳ ଥାନା ସମ୍ମୁଖରେ ଧାରଣା ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମର ଛାତ୍ରୀ ସଙ୍ଗୀତାଙ୍କ ପୋଡିହୋଇ ମୃତ୍ୟୁ ବରଣ କରିବା ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ…
ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସିବର୍ଣ୍ଣବଶେ ଚିତ୍ର ଲୋକାର୍ପିତ
କେନ୍ଦ୍ରାପଡା,୧୦ା୮: ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ଜନ୍ମଭିଷେକ ନୀତି ପାଳନ ହେବା ଅବସରରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କମିଟି ଦ୍ୱାରା ପ୍ରସ୍ତୁତ ଏକ ପରିକଳ୍ପିତ ସୁବର୍ଣ୍ଣ ବେଶର ଏକ ସୁନ୍ଦର ଅକର୍ଶଣୀୟ ସଦୃଶ୍ୟ ନମୁନା ଚିତ୍ର ବିଗ୍ରହ…
କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର
ପଟ୍ଟାମୁଣ୍ଡାଇ ୧୦/୮ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୬ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ସ୍ୱାମିଜୀଙ୍କ ପାଦୁକା ପୂଜା,…
ବଳଦେବସେନା ପକ୍ଷରୁ ରାକ୍ଷୀପୂର୍ଣ୍ଣିମାରେ ସେବାକାର୍ଯ୍ୟ
କେନ୍ଦ୍ରାପଡ଼ା,୯ା୮:ଆଜି ପବିତ୍ର ରକ୍ଷାବନ୍ଧନ ଓ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସଭ ପାଇଁ ତୁଳସୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି।ଏହି ଦିବସରେ ମହାପ୍ରଭୁଙ୍କ କୃପା ଭିକ୍ଷା କରିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ମହାପ୍ରଭୁ ହଲାୟୁଧ ଶ୍ରୀଶଙ୍କର୍ଷଣ ଆଜି ଲକ୍ଷେ…
ପୁନର୍ବାସ ପକ୍ଷରୁ ଯୌନଶୋଷଣ ନିରୋଧ ସଚେତନତା ସଭା
କେନ୍ଦ୍ରାପଡା ୮/୮- ଉଭୟ ସଂଗଠିତ ଓ ଅସଂଗତିତ କ୍ଷେତ୍ରରେ କାର୍ଯ୍ୟରତା ମହିଳାମାନଙ୍କୁ ଏକ ସୁସ୍ଥ ଓ ନିରାପଦ କର୍ମ ପରିବେଶ ଯୋଗାଇ ଦେବା ଉଦ୍ଦେଶ୍ୟରେ ପୋସ୍ ଆଇନ, ୨୦୧୩ର ପ୍ରଣୟନ କରାଯାଇଅଛି । ଏହି ଯୌନଶୋଷଣ ନିରୋଧ ଆଇନରେ ରହିଥିବା ପ୍ରତିରୋଧଗତ,…
କେନ୍ଦ୍ରାପଡା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି
କେନ୍ଦ୍ରାପଡା ସଦର,୮ା୮ – କେନ୍ଦ୍ରାପଡା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ୫ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତିର ପାଞ୍ଚ ଶହରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀ ନୁଆ ବସଷ୍ଟାଣ୍ଡ ନିକଟସ୍ଥ…
ବଡପଡା ଛାତ୍ରୀ ପୋଡି ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତପାଇଁ ଦାବି କଲା ବିଜେଡି
କେନ୍ଦ୍ରାପଡା ୭/୮ – ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମର ଛାତ୍ରୀ ପି ଡି ସଂଗୀତା ନିଆଁରେ ପୋଡି ମୃତଙ୍କ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର…
ଛାତ୍ରୀ ଆତ୍ମଦାହ ଘଟଣା, ବଡପଡାରେ ରାଜ୍ୟ ବିଜେଡି ଟିମ
ରାଜ୍ୟ ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ କଲେଜ ଛାତ୍ରୀ ଆତ୍ମଦାହ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହିତ ଆଜି…
ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପି ସି ସି ଟିମ
ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ପହଂଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀ ପି ଡି ସଂଗୀତାଙ୍କ ପରିବାରକୁ ଭେଟି ଏହି ସମବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ I…
ବିଜେପି ପ୍ରତିନିଧିଦଳର ସ୍ଥିତି ଅନୁଧ୍ୟାନ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଶାସକ ବିଜେପି ଟିମ I କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ସେଠୀ, କେନ୍ଦ୍ରାପଡ଼ା ବିଧାନସଭା ସଭା ବିଜେପି…
ବାମପନ୍ଥୀ ନେତାଙ୍କ ଘଟଣାସ୍ଥଳ ପରିଦର୍ଶନ
ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ଛାତ୍ରୀ ମୃତ୍ୟୁ ଘଟଣାର ସ୍ଥିତି ଅନୁସନ୍ଧାନ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବାମପନ୍ଥୀ ଦଳ ନେତାମାନେ I ଜିଲ୍ଲା ସି ପି ଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ନରୋତ୍ତମ ପାର୍ଥସାରଥୀ, ସୋମନାଥ ବିଶ୍ୱାଳ,…
ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
କେନ୍ଦ୍ରାପଡା ୩୧ା୭ – କେନ୍ଦ୍ରାପଡା ଜିଲ୍ଲାରେ ଜୁଲାଇ ୧୬ରୁ ୨୧ତାରିଖ ଓ ଜୁଲାଇ ୨୯ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଅଞ୍ଚଳ, ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ମୁନିସିପାଲଟି ବହୁ ଅଞ୍ଚଳ…
ସମ୍ରାଟ ଜେନା ଜାତୀୟ ଯୁବ କଂଗ୍ରେସ ସମ୍ପାଦକ
ପଟ୍ଟାମୁଣ୍ଡାଇ ୩୦/୭ – ରାଜନଗର ନିର୍ବାଚନମଣ୍ଡଳୀର ଟାଣୁଆ ଯୁବନେତା ପଟ୍ଟାମୁଣ୍ଡାଇ ପୌର ପରିଷଦ ୧୫ନଂ ୱାର୍ଡ କାଉନସିଲର ଅଳଭା ଗ୍ରାମର ସମ୍ରାଟ ଜେନାଙ୍କୁ ଅଖିଳ ଭାରତ ଯୁବକଂଗ୍ରେସ ସମ୍ପାଦକ ଭାବେ ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ ) କେସି ବେଣୁଗୋପାଳ…
ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ , ତୁହାକୁ ତୁହା ବର୍ଷା ଯୋଗୁଁ ବିପନ୍ନଙ୍କ ଦୁର୍ଦଶା ବଢୁଛି
ପଟ୍ଟାମୁଣ୍ଡାଇ ତା ୩୦/୭-ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ବୃଦ୍ଧି କରିଛି ।ଆଜି ସକାଳ ଠାରୁ ଲଗାଣବର୍ଷା ଲାଗି ରହିଛି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା…
ଜିଲ୍ଲା ସଡ଼କ ନିରାପତ୍ତା କମିଟି ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା
କେନ୍ଦ୍ରାପଡ଼ା, ୩୦/୭.- ଟ୍ରାଫିକ ନିୟମର କଡ଼ାକଡ଼ି ଅନୁପାଳନ ଓ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ରୋକା ଯାଇପାରିବ ବୋଲି ବୁଧବାର କେନ୍ଦ୍ରାପଡା ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଆଇଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ଲାଗି , ଅଗଷ୍ଟ ୨ରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ , ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ.
କେନ୍ଦ୍ରାପଡ଼ା, ୩୦.୭. କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ସେବା ବନ୍ଦ ରହିବ । କେନ୍ଦ୍ରାପଡ଼ା ଡାକ…
ଚିତ୍ରଗୁରୁ ସୌମ୍ୟରଂଜନଙ୍କୁ ଓଡିଶା ସୃଜନ ଯୁବ ସମ୍ବର୍ଦ୍ଧନା-୨୦୨୫
କେନ୍ଦ୍ରାପଡା- ଚିତ୍ରକଳା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରତିଯୋଗୀତାରେ ନିଜ କଳାର ଉନ୍ନତି ସହିତ କେନ୍ଦ୍ରାପଡା ଓ ଓଡିଶା ପାଇଁ ଗୌରବ ଆଣୁଥିବା କ୍ରିଷା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର…
ପୁନର୍ବାସ ପକ୍ଷରୁ ପାରାକ୍ରୀଡାବିତ୍ ଙ୍କୁ ଆର୍ଥିକ ପ୍ରୋତ୍ସାହନ
କେନ୍ଦ୍ରାପଡା ୨୯/୭- ଜିଲ୍ଲାର ଭିନ୍ନକ୍ଷମମାନଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଜାତୀୟସ୍ତରୀୟ ପାରା କ୍ରୀଡ଼ାବିତ୍ ସୁଧୀର ମଲିକଙ୍କୁ କ୍ରୀଡା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଗୋଆ ଠାରେ…
ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ , ବହୁ ଗ୍ରାମ ଜଳବନ୍ଦି
ପଟ୍ଟାମୁଣ୍ଡାଇ ତା ୨୯/୭-ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି । ବନ୍ୟାଜଳ ପ୍ରାୟ ସ୍ଥିର ରହିଛି । ଅଳଭା ଠାରେ ଗତକାଲି ଥିବା ବନ୍ୟା ଜଳ ପତ୍ତନ ୧୫ଫୁଟ ରହିଛି । ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ତୁହା…
ବ୍ରାହ୍ମଣୀ ବନ୍ୟାରେ ଭାସି ଯାଇ ୧ମୃତ, ମୃତ ପରିବାରକୁ ସହାୟତା ଦାବୀ
ପଟ୍ଟାମୁଣ୍ଡାଇ ତା ୨୯/୭- ବ୍ରାହ୍ମଣୀ ନଦୀରେ ୨ୟ ଥର ବନ୍ୟା ଆସିବା ଫଳରେ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ଶାସନ ପଂଚାୟତ ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ପଡିବା ସହିତ ହଜାର ହଜାର ଲୋକ ବିପନ୍ନ ହୋଇଛନ୍ତି । ଶ୍ରୀରାମପୁର,…
ବ୍ରାହ୍ମଣୀରେ ପୁଣି ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇର ବ୍ୟାପକ ଅଂଚଳ ଜଳମଗ୍ନ
ପଟ୍ଟାମୁଣ୍ଡାଇ ୨୮/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଫସଲହାନୀ ଘଟିଥିଲ।। ସଂପ୍ରତି ବନ୍ୟାପାଣି ଚାଷଜମିରୁ ଶୁଖି ନଥିବାବେଳେ ବ୍ରାହ୍ମଣୀ ନଦୀରେ ପୁଣି ବନ୍ୟା ଆସିଛି ।…
ଦିବ୍ୟାଙ୍ଗ କାଉଡ଼ିଆଙ୍କ ଜଳାଭିଷେକ
କେନ୍ଦ୍ରପଡା ୨୮/୭- ଏବେ ଶ୍ରାବଣ ମାସ ଚାଲିଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ମାନଙ୍କ ହାତରେ ଶ୍ରାବଣର କାଉଡ଼ି ଭାର। ଗୋଟିଏ ଲକ୍ଷ୍ୟ ଜଳାଭିଷେକ କରିବା ଓ ମାନସିକ ପୂରଣ କରିବା। ଭିନ୍ନ ଭିନ୍ନ ଭାବରେ କାଉଡ଼ିଆ ମାନେ ବାବା…
ବିଶ୍ୱ ହେପାଟାଇଟିସ ଦିବସ ପାଳିତ
କେନ୍ଦ୍ରାପଡ଼ା,୨୮ା୭ :ଜିଲ୍ଲାସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡା ପକ୍ଷରୁ ସୋମବାର ଅପରାହ୍ନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ମନୋରଞ୍ଜନ ରାଉତ…









