କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା- ୨୦୨୪

5 February 2025 kanika odisha 0

କେନ୍ଦ୍ରାପଡ଼ା, ୫ା୨: ଜଜାଙ୍ଗ କ୍ଲଷ୍ଟରର ନିପୁଣ ଓଡିଶା-୨୦୨୪ କାର୍ଯ୍ୟକ୍ରମ ଜଜାଙ୍ଗ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କ୍ଲଷ୍ଟର ସଂଯୋଜିକା ସ୍ନେହଲତା ପରିଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଛି । […]

ବଜେଟ ୨୦୨୫-୨୬ରେ କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ,

5 February 2025 kanika odisha 0

କେନ୍ଦ୍ରାପଡ଼ା,୫ା୨: କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ହେଉଛି୨୦୨୫-୨୬ କେନ୍ଦ୍ରୀୟ ବଜେଟ। କର୍ପୋରେଟ ଲୁଣ୍ଠନ ପାଇଁ ବଜେଟ ଉଦ୍ଦିଷ୍ଟ ବୋଲି ଅବିହିତ କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା, […]

ବାଲି ଘାଟକୁ କେନ୍ଦ୍ର କରି ଗଣ୍ଡଗୋଳ , ୩ ଆହତ

5 February 2025 kanika odisha 0

ପଟ୍ଟାମୁଣ୍ଡାଇ ୫/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚନ୍ଦନପୁର ବାଲି ଘାଟରୁ ବେଆଇନ ବାଲି ଉତୋଳନକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ […]

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

4 February 2025 kanika odisha 0

ପଟ୍ଟାମୁଣ୍ଡାଇ ୪/୨ -ପଟ୍ଟାମୁଣ୍ଡାଇ ଅଂଚଳର ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା କରାଯାଇ ପବିତ୍ର ବ୍ରାହ୍ମଣୀ ନଦୀରୁ ଶୁଦ୍ଧଜଳ ଅଣାଯାଇ ଯଜ୍ଞ […]

ଇଛାପୁର ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

4 February 2025 kanika odisha 0

କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ମଙ୍ଗଳବାର ଅପରାହ୍ନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ପରିଷଦର ସଭାପତି ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ […]

ଶିଳ୍ପ ପାଇଁ ଜମି ହରାଉଥିବା ଚାଷୀଙ୍କ ପ୍ରତିନିଧି, ଜିଲ୍ଲାପାଳଙ୍କ ଆଲୋଚନା

4 February 2025 kanika odisha 0

କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ ଅଂଚଳରେ ଶିଳ୍ପ ପାଇଁ ଜମି ହରାଇବାକୁଥିବା ଚାଷୀ ପ୍ରତିନିଧିମାନଙ୍କ ସହ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ଗରାପୁରସ୍ଥିତ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା […]

ଦିନ ଦ୍ୱିପ୍ରହରରେ ଥାନା ସାମ୍ମୁଖରୁ ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ

4 February 2025 kanika odisha 0

ପଟ୍ଟାମୁଣ୍ଡାଇ ୪/୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଛି । ଗ୍ରାମଂଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର […]

ଧାନବିକି ରଖିଥିଲେ ଟଙ୍କା,  ଲୁଟି ନେଲେ ଦୁର୍ବୃତ

4 February 2025 kanika odisha 0

ପଟ୍ଟାମୁଣ୍ଡାଇ ୪/୨-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା […]

ଦଶିପୁର ଗ୍ରାମପଞ୍ଚାୟତରେ ମିନି ଧାନମଣ୍ଡି ଖୋଲାଯିବାକୁ ଦାବି

3 February 2025 kanika odisha 0

କେନ୍ଦ୍ରାପଡା,୩ା୨: ଦଶିପୁର ଗ୍ରାମପଞ୍ଚାୟତରେ ଏକ ମିନି ଧାନମଣ୍ଡି ଖୋଲାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତଟି ହେଉଛି ନଦୀ ନାଳ ଘେରା ଅଞ୍ଚଳ। ପୂର୍ବରୁ ଏହି […]

ଅନ୍ତର୍ଜାତୀୟ କବି ଡ. କଳ୍ପନା ମଲ୍ଲିକଙ୍କୁ ‘ଭଗ୍ନି ନିବେଦିତା’ ସମ୍ମାନ

3 February 2025 kanika odisha 0

କେନ୍ଦ୍ରାପଡ଼ା,୩ା୨: ବିଶିଷ୍ଟ ଅନ୍ତର୍ଜାତୀୟ କବି ସମାଜସେବୀ ଡ. କଳ୍ପନା ମଲ୍ଲିକଙ୍କୁ ‘ଭଗ୍ନି ନିବେଦିତା’ ସମ୍ମାନରେ ସମ୍ମାନିତ କରାଯାଇଛି। ଆମି ଭାରତ ବୋଲଛି ଟ୍ରଷ୍ଟ, ବୋଇବନ୍ଧୁ ପବ୍ଲିକେଶନ ଓ ବି.ଆଇ.ପି.ର ମିଳିତ ଆନୁକୂଲ୍ୟରେ କଲିକତାର ସଲ୍‌ଟଲେକ […]

ଶିକ୍ଷକନେତା ଭଗବାନ ଜେନାଙ୍କ ୮ମ ସ୍ମାରକୀ ବକ୍ତ୍ରୁତାମାଳା ଜାତୀୟ ଶିକ୍ଷାନୀତି, ୨୦୨୦

3 February 2025 kanika odisha 0

କେନ୍ଦ୍ରାପଡ଼ା, ୩ା୨: ଶିକ୍ଷକନେତା ତଥା ସାହିତ୍ୟିକ ପ୍ରାଧ୍ୟାପକ ଭଗବାନ ଜେନାଙ୍କ ଅଷ୍ଟମ ସ୍ମାରକୀ ବକ୍ତ୍ରୁତାମାଳା ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଲ’ କଲେଜ କଲୋନୀ ସ୍ଥିତ ଶ୍ରୀ ବଳଦେବଜୀଉ କଳା […]

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଶ୍ରମିକଙ୍କୁ ସହାୟତା ପ୍ରଦାନ

3 February 2025 kanika odisha 0

କେନ୍ଦ୍ରାପଡ଼ା, ୩ା୨: ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା) ଅଧୀନରେ ହିତାଧିକାରୀ […]

କେନ୍ଦ୍ରାପଡାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

3 February 2025 kanika odisha 0

କେନ୍ଦ୍ରାପଡ଼ା, ୩ା୨: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରପରିଷଦ ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ […]

ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ କଟକ ମଙ୍ଗଳା କ୍ଲବ ଚମ୍ପିୟନ

2 February 2025 kanika odisha 0

କେନ୍ଦ୍ରାପଡା,୨ା୨: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କଟକର ମଙ୍ଗଳା କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ […]

ଜେଜେବାପା ଜେଜେମାଆ ପୂଜନ ଓ ପୁରସ୍କାର ବିତରଣ ଉତ୍ସବ

2 February 2025 kanika odisha 0

ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ଜେଜେ ବାପା ଜେଜେ ମା ପୂଜନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ […]

ଶିଶୁଙ୍କ ପାଇଁ ଦିନଟିଏ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ

2 February 2025 kanika odisha 0

କେନ୍ଦ୍ରାପଡା,୧/୨ – ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁ ମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି […]

ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ବାର୍ଷିକ ଉତ୍ସବ

2 February 2025 kanika odisha 0

ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ୬୩ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି I ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ […]

କେନ୍ଦ୍ର ବଜେଟ ଜନବିରୋଧୀ ଓ ଅଭିବୃଦ୍ଧି ବିରୋଧୀ

2 February 2025 kanika odisha 0

କେନ୍ଦ୍ରାପଡ଼ା,୧ା୨: କେନ୍ଦ୍ର ବଜେଟ୍ ଜନବିରୋଧୀ ଓ ଅଭିବୃଦ୍ଧି ବିରୋଧୀ ବୋଲି କହିଛନ୍ତି ସିପିଆଇ(ଏମ୍‌) କେନ୍ଦ୍ରାପଡା ଜିଲ୍ଲା କମିଟି ସମ୍ପାଦକ ଗୟାଧର ଧଳ। ସେ କହିଛନ୍ତି ଯେ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା […]

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ୨କୋର୍ଟ ଚାଲାଣ

2 February 2025 kanika odisha 0

କେନ୍ଦ୍ରାପଡ଼ା,୧ା୨: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ହୋଟେଲ ଚଣ୍ଡିଆ ପ୍ୟାଲେସର ମାଲିକ ବଳରାମ ସାହୁ ଓରଫ ବାବୁନିଙ୍କୁ ଶନିବାର ସକାଳ ପ୍ରାୟ ୧୦ଟା ବେଳେ ପୁରୁଣା କଚେରୀ ନିକଟସ୍ଥ ମାଛ ଦୋକାନରେ […]

ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ , ବାଳିକା ପ୍ରଦର୍ଶନୀ ମ୍ୟାଚରେ ଆଳି ବିଜୟୀ

1 February 2025 kanika odisha 0

କେନ୍ଦ୍ରାପଡା,୧ା୨: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଶନିବାର ଏକ ବାଳିକା ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଆଥଲେଟିକ […]