କେନ୍ଦ୍ରାପଡ଼ା,୧୭ା୧୦:ନୂତନ ଶ୍ରମ ଆଇନକୁ ପ୍ରତ୍ୟାହାର କରାଯିବା ଦାବିରେ କେନ୍ଦ୍ରାପଡା ସି.ଆଇ.ଟି.ୟୁ. ପକ୍ଷରୁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଶ୍ରମିକମାନଙ୍କର…
Category: ରାଜ୍ୟ
ପଟ୍ଟାମୁଣ୍ଡାଇରେ ବର୍ଣ୍ଣବୋଧ ବଂଟନ ଅଭିଯାନ
ପଟ୍ଟାମୁଣ୍ଡାଇ ୧୫/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନଳଢଳିଆ ପ୍ରାଥମିକ ବିଦ୍ୟାଳୟ” ରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ବର୍ଣ୍ଣବୋଧ ଶିକ୍ଷାର ପ୍ରସାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ “ବର୍ଣ୍ଣବୋଧ ବଂଟନ ଅଭିଯାନ” କରାଯାଇଥିଲା ।…
ଶିଶୁ ଥେରାପି କେନ୍ଦ୍ର ପାଇଁ ଦାନ
କେନ୍ଦ୍ରାପଡା ୧୫/୧୦- କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଶିଶୁଙ୍କ ଥେରାପି ସେବା ନିମନ୍ତେ ଏକ ନୂତନ ଥେରାପି କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। କେନ୍ଦ୍ରାପଡ଼ା…
ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ଜୟନ୍ତୀ ପାଳନ
କେନ୍ଦ୍ରାପଡା ୧୫/୧୦ –ଭାରତର ପୂର୍ବତନ ରାଷ୍ରପତି ତଥା ଭାରତରତ୍ନ ଡଃ ଏ. ପି.ଜେ.ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ୯୪ତମ ଜୟନ୍ତୀ ପାଳନ କରାଯାଇଥିଲା । ମେଡିକାଲ ରୋଡରେ ଥିବା ଡଃ. ଅବଦୁଲ୍ କଲାମଙ୍କ ପ୍ରତିମୂର୍ତ୍ତିରେ…
୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ , ୨ ଗିରଫ
ପଟ୍ଟାମୁଣ୍ଡାଇ ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ପୋଖରିଆପଡା ଗ୍ରାମରେ ଚଢ଼ାଉ କରାଯାଇ ୧୧୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଏମାନେ…
ରାଜ୍ୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତା
ତିନୋଟି ବର୍ଗରେ ଚମ୍ପିୟନ କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡ଼ା,୧୫ା୧୦:୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତା- ୨୦୨୫ରେ କେନ୍ଦ୍ରାପଡା ଜିଲ୍ଲା ତିନୋଟି ବର୍ଗରେ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିବା ସହ ୩ଟି ଟ୍ରଫି ହାସଲ କରିଛି। ଚଳିତମାସ ୧୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ…
ବଳଦେବଜୀଉ ମନ୍ଦିର ବୁଲି ଦେଖିଲା ରାଜ୍ୟ ପ୍ରତ୍ନତ୍ତ୍ୱ ବିଭାଗ
କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିରର ସର୍ବେକ୍ଷଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଦଳ ବୁଧବାର କେନ୍ଦ୍ରାପଡ଼ାରେ ପହଞ୍ଚି ମନ୍ଦିରର ସ୍ଥିତି ପରଖିଛନ୍ତି। ଏହି ଦଳ ପ୍ରଥମେ ଶ୍ରୀଜୀଉଙ୍କ ମୁଖ୍ୟ ଦେଉଳର ଜଗମୋହନରେ ଥିବା ଖୁମ୍ବର ଫାଟକୁ ତଦାରଖ କରିଥିଲେ।…
କେନ୍ଦ୍ରାପଡା ଗଜଲକ୍ଷ୍ମୀ ମଣ୍ଡପରେ ଗଣେଶ୍ୱର ବେହେରା
କେନ୍ଦ୍ରାପଡା,୧୪ା୧୦: କେନ୍ଦ୍ରାପଡାରେ ଅନୁଷ୍ଠିତ ସର୍ବବୃହତ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୬କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କେନ୍ଦ୍ରାପଡା ମୁନିସିପାଲଟି ସମେତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ଓ ପଟ୍ଟମୁଣ୍ଡାଇ ବ୍ଲକର ବିଭିନ୍ନ ଗ୍ରାମମାନଙ୍କର ପୂଜା ଉତ୍ସବ ପାଳିତ ହେଉଛି…
ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ବୈଠକ
କେନ୍ଦ୍ରାପଡା ୧୩/୧୦- କେନ୍ଦ୍ରାପଡା ଡିଆରଡିଏ କାର୍ଯ୍ୟଳୟ ପ୍ରାଗଂଣରେ ସରକାରୀ ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଅନିରୁଦ୍ଧ ବେହେରାଙ୍କ ସଭାପତିତ୍ୱରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଦସ୍ୟମାନେ ସେମାନଙ୍କର ସମସ୍ୟା ଉପସ୍ଥାପନ…
କେନ୍ଦ୍ରାପଡା କଲେଜରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ
କେନ୍ଦ୍ରାପଡ଼ା,୧୩ା୧୦:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ଜେନା…
ଗଜଲକ୍ଷ୍ମୀ ପୂଜା ମେଳଣ ଓ ଭଷାଣୀ ପାଇଁ ଶାନ୍ତି କମିଟି ବୈଠକ
କେନ୍ଦ୍ରାପଡ଼ା,୧୨ା୧୦: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମେଳଣ ଏବଂ ଭସାଣି ନିମନ୍ତେ ଆଜି ମୁନିସିପାଲିଟି ଟାଉନହଲ ଠାରେ ଭସାଣି ଏବଂ ମେଳଣର ଶୃଙ୍ଖଳିତ ଆୟୋଜିତ ନେଇ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ାର ଗଣପର୍ବ…
ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ ଯୁବକ
କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ତାଙ୍କ ମାଆଙ୍କ ସହିତ ଝିଅ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ । ପରିବାର ଲୋକ ଝିଅର ଚିତ୍କାର ଶୁଣି ଘର ି ଝିଅକୁ…
ମୁଗବାଡିି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା
କେନ୍ଦ୍ରାପଡ଼ା ୧୧/୧୦ କେନ୍ଦ୍ରାପଡ଼ା ସହର ଉପକଣ୍ଠ ମୁଗବାଡ଼ି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହେଉଅଛି । ପ୍ରଥମ କରି ୫୭ ବର୍ଷ ପୂର୍ବେ ବିଲ ମୁଗବାଡ଼ିର କୋଲିଆ ଛକ ଠାରେ ଥାନପତି ପୂଜା କମିଟି ଦ୍ୱାରା ଗଜଲକ୍ଷ୍ମୀ ପୂଜା ଆୟୋଜନ…
ଗୋପବନ୍ଧୁଙ୍କ ଭଳି ସେବକ ସମଗ୍ର ଦେଶ ତଥା ବିଶ୍ୱରେ ବିରଳ
ଉକ୍ତଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ କେନ୍ଦ୍ରାପଡ଼ା,୯ା୧୦:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନୁହଁନ୍ତି। ସେ ହେଉଛନ୍ତି ଜାତୀୟ ମଣି। କାରଣ ଅଦ୍ୟାବଧି କୌଣସି ରାଜ୍ୟରେ ଏଭଳି ନେତା ସୃଷ୍ଟି ହୋଇନାହାଁନ୍ତି ଯିଏ ଦୁଃଖି, ଦରିଦ୍ରଙ୍କ ସେବା ପାଇଁ…
ମା’ପୈାର୍ଣ୍ଣମାସୀ ଦୁର୍ଗା ପୂଜା ସମିତି ପକ୍ଷରୁ ଶାରଦୀୟ ସାହିତ୍ୟ ଆସର
କେନ୍ଦ୍ରାପଡ଼ା,୬ା୧୦:ମା ‘ପୌର୍ଣ୍ଣମାସୀ ଦୁର୍ଗା ପୂଜା ସମିତି,ବାଲିଆ ପକ୍ଷରୁ ଆମ ଗାଁ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବାଲିଆ ହାଟସ୍ଥିତ ଦୁର୍ଗା ମଣ୍ଡପରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପୂଜା ସମିତିର ସଭାପତି ବିଶିଷ୍ଟ ବାସ୍ତୁବୀତ ନାରାୟଣ ପତିଙ୍କ ଅଧ୍ୟକ୍ଷତା ଓ ଆମ…
୧୮ରୁ କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ ଆରମ୍ଭ
କେନ୍ଦ୍ରାପଡ଼ା,୬ା୧୦:ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍ ଅନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ ତଥା ୫ମ ଡାକ୍ତର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚାମ୍ପିଅନସିପ -୨୦୨୫ ଚଳିତ ଅକ୍ଟୋବରମାସ ୧୮ ଓ ୧୯ ତାରିଖ ୨ଦିନ…
ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି କେନ୍ଦ୍ରାପଡା ସହର
କେନ୍ଦ୍ରାପଡ଼ା,୬ା୧୦:କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ସହର ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନିକଟରେ ରଙ୍ଗୀନ ଆଲୋକରେ ଗେଟ୍ ନିର୍ମାଣ ହୋଇଛି। ଏହି ଝଲସୁଥିବା ମନଲୋଭା ଗେଟ୍ ଦେଖିବା ପାଇଁ ସନ୍ଧ୍ୟାରେ ଲୋକଙ୍କ…
ତୁଳସୀକ୍ଷେତ୍ର ମହୋତ୍ସବ ପାଇଁ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ମହୋତ୍ସବ ନିମନ୍ତେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତୁଳସୀକ୍ଷେତ୍ର କଳାକାର ସଙ୍ଘ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ…
ବଳଦେବସେନା ପକ୍ଷରୁ ରସାବଳି ଦିବସ ପାଳିତ
କେନ୍ଦ୍ରାପଡ଼ା,୪ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳିକୁ ଜିଆଇ ମାନ୍ୟତା ପ୍ରଦାନ ପରେ ସମଗ୍ର ଦେଶରେ ରସାବଳିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ଏହାକୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ଏହାର ଦୁଇବର୍ଷ ପୂର୍ତ୍ତି…
ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ବିଶାଳ ପଦଯାତ୍ରା , ଦାୟୀତ୍ୱ ନେଲେ ନୂତନ ଜିଲ୍ଲା ସଭାପତି ଡା.ଦେବସ୍ମିତା ଶର୍ମା
କେନ୍ଦ୍ରାପଡ଼ା,୩ା୧୦:ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡାର ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରବେଶ କରି ଦାୟୀତ୍ୱ ଗ୍ରହଣ କରିଛନ୍ତି। ପ୍ରଥମେ ଗରାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ପରେ ତିନିମୁହାଣିସ୍ଥିତ ଗାନ୍ଧୀ…
ଜିଲ୍ଲା ବୋଇତବନ୍ଦାଣ ସମିତି କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ
କେନ୍ଦ୍ରାପଡ଼ା,୩ା୧୦:ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଗୋପସ୍ଥିତ ଜାଭିଅର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢିକରଣ କରାଯାଇଥିଲା। ଏଥିସହିତ ୨୦୨୪ର କର୍ମକର୍ତ୍ତାମାନଙ୍କୁ…
ମେଲାଣି ନେଉଛନ୍ତି ମା’ଜଗତଜନନୀ
ପଟ୍ଟାମୁଣ୍ଡାଇ ତା ୩/୧୦- -ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ଓ ଭସାଣି ଉତ୍ସବ ଲଘୁଚାପ ଜନିତ ଲଗାଣବର୍ଷା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ…
ମୁଣ୍ଡ ଉପରେ ଡହଡହ ନିଆଁ ଜାଳି, ମା’ଙ୍କୁ ଝୁଣାର ଧୂଆଁ ଅର୍ପଣ କରନ୍ତି ମାନସିକଧାରୀ ଭକ୍ତ
ଦୁର୍ଗା ପୂଜାରେ ନିଆରା ପରମ୍ପରା , ଭକ୍ତର ଭକ୍ତିରେ ପଟାନ୍ତର ନାହିଁ । ମା’ଙ୍କ କରୁଣା ଟିକକ ପାଇବା ପାଇଁ ଭକ୍ତ କେତେ ନିଷ୍ଠା ଓ କାଷ୍ଠାରେ ଡାକିଥାଏ ମା’ଙ୍କୁ । ନିର୍ଜଳ ଉପବାସ ସାଙ୍ଗକୁ ଭକ୍ତିର ଅର୍ଘ୍ୟ ମା’ର ଚରଣ…
କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ଆର୍ôଥକ ସହୟତା ଦାବି କଲେ ବିଧାୟକ
କେନ୍ଦ୍ରାପଡା,୨୫ା୯: କେନ୍ଦ୍ରାପଡାରେ ଚଳିତ ବର୍ଷ ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ପର୍ବ ଭକ୍ତି ଓ ଉତ୍ସାହର ସହ ପାଳୀତ ହେବ । ଏହି ଗଜଲକ୍ଷ୍ମୀ ପୂଜା ଓଡିଶା ବିଖ୍ୟାତ ଏବଂ କେନ୍ଦ୍ରାପଡା ଜିଲ୍ଲାର ଏହା ସର୍ବବୃହତ ସାର୍ବଜନୀନ ଗଣପର୍ବ ।…









