Year: 2026

ରାମଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ କମିଟି ଗଠିତ

ପଟ୍ଟାମୁଣ୍ଡାଇ ତା ୧୭/୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତର ଶ୍ରୀରାମ ଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନ ସରକାରୀ ନିର୍ଦେଶନାମା ଅନୁଯାୟୀ ସମାପ୍ତ ହୋଇଛି...

ବେଳତଳ ଶ୍ରୀ ନୀଳମାଧବଜିଯୁଙ୍କ ରଥ ଯାତ୍ରା

ପଟ୍ଟାମୁଣ୍ଡାଇ ତା ୧୭/୭- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଶ୍ରୀନୀଳମାଧବ ଜିଯୁଙ୍କ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ।  ପ୍ରତ୍ୟୁଷରୁ...

ପଟ୍ଟାମୁଣ୍ଡାଇରେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ,ସାମାନ୍ୟ ବର୍ଷା ହେଲେ କଟୁଛି ବିଜୁଳି,ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ପଟ୍ଟାମୁଣ୍ଡାଇ ୧୬/୭ -ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ଚରମ ଅବହେଳା ଯୋଗୁଁ ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ...

ପଟ୍ଟାମୁଣ୍ଡାଇରେ ରଥଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ

ପଟ୍ଟାମୁଣ୍ଡାଇ ତା ୧୬/୭- ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ମୁଖ୍ୟ ରଥଯାତ୍ରା...

ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚାରେ ଘୋଷଯାତ୍ରା , ଭକ୍ତମାନେ ଖୁସିରେ ଆତ୍ମହରା ଦଶହାତ ଗଡିଲା ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡ଼ା,୧୬ା୭: ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ...

ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଶ୍ରୀଗୁଣ୍ଡିଚାରେ ସେବାକାର୍ଯ୍ୟ

କେନ୍ଦ୍ରାପଡ଼ା,୧୬ା୭:ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଗୁରୁବାର ଶ୍ରଦ୍ଧାଳୁମାନଙ୍କ ପାଇଁ...

ସୁନାମଧନ୍ୟ ଚିକିତ୍ସକ ଅଲେଖ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୧୬ା୭:ସୁନାମଧନ୍ୟ ଚିକିତ୍ସକ ଡା. ଅଲେଖ ଚନ୍ଦ୍ର ଦାସଙ୍କ ପଞ୍ଚମ ଶ୍ରାଦ୍ଧୋତ୍ସବ କେନ୍ଦ୍ରାପଡା ସହରସ୍ଥ ମିରପାଟଣାସ୍ଥିତ ବାସଭବନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ...

ବ୍ରାହ୍ମଣୀ ଗର୍ଭରୁ ବେଆଇନ ବାଲି ଲୁଟ୍‌, ବନ୍ଧ ସୁରକ୍ଷା ପ୍ରତି ବିପଦ ପଥର ପ୍ୟାକିଂ ଧସିବା ସମ୍ଭାବନାରେ ଅତଙ୍କିତ ଲୋକେ

ପଟ୍ଟାମୁଣ୍ଡାଇ୧୨/୭ -ନଦୀ ହେଉଛି ସଭ୍ୟତାର ଜୀବନରେଖା। କିନ୍ତୁ ଯେତେବେଳେ ସେହି ନଦୀକୁ କେନ୍ଦ୍ର କରି ସରକାରୀ ବ୍ୟବସ୍ଥା ଭିତରେ ଦୁର୍ନୀତିର ଚେର ମାଡ଼ିଯାଏ ସେତେବେଳେ ଜୀବନରେଖା ହିଁ...

ହରା ଭାରତ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ୧୩/୭ -ହରା ଭାରତ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ମାଗଣା ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ସାହସ୍ରାଧିକ ଗୁଆ, କାଗଜୀ...

ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମଣ୍ଡାଇ ୧୩/୭ - ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ନାୟକଙ୍କ ଏକାଦଶାହ ଅବସରରେ ଦକ୍ଷିଣଦିଆ ବୃନ୍ଦାବନ ନିବାସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।...

ଗୁଲନଗର ହାଇସ୍କୁଲ ଅଫିସ ଭିତରେ ପାଣି : ବର୍ଷାପାଣିରେ ପଶି ବିଦ୍ୟାଳୟ ଯାଉଛନ୍ତି ପିଲା

କେନ୍ଦ୍ରାପଡ଼ା,୧୩ା୭:ପ୍ରବଳ ବର୍ଷାରେ ଗୁଲନଗର ହାଇସ୍କୁଲ ପରିସର ଉଦବୃତ ଜଳରେ ବୁଡି ରହିଛି।ଫଳରେ ଦୈନିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବର୍ଷାପାଣି ଭିତରେ ପଶି ଯିବାଆସିବା କରୁଛନ୍ତି। ଏହି ଉଦବୃତ ଜଳ...

ଶ୍ରୀରାମପୁର ଆଧ୍ୟାତ୍ମିକ ସମାଜକୁ ତାରାମଣୀ ସାମନ୍ତରାୟଙ୍କ ଅବଦାନ ଅବିସ୍ମରଣୀୟ

ପଟ୍ଟାମୁଣ୍ଡାଇ ତା ୧୨/୭-ଶ୍ରୀରାମ ପୁର ଆଧ୍ୟାତ୍ମିକ ସମାଜକୁ ଦିବଙ୍ଗତା ମୟୀୟସୀ ମହିଳା ତାରାମଣୀ ସାମନ୍ତରାୟଙ୍କ ଅବଦାନ ଚୀର କାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ପଟ୍ଟାମୁଣ୍ଡାଇ ଅଂଚଳର...

କେନ୍ଦ୍ରାପଡାରେ ଭାରତ ପେଟ୍ରୋଲିୟମର ଜନକଲ୍ୟାଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ସହରରେ ଭାରତ ପେଟ୍ରୋଲିୟମ ପକ୍ଷରୁ କେତେକ ଜନକଲ୍ୟାଣ କାର୍ଯ୍ୟକ୍ରମ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ସଂପ୍ରତି ଚାଲୁ ରହିଥିବା ସ୍ୱଛତା...

ଗାନ୍ଧିମୂର୍ତ୍ତି ସମ୍ମୁଖରେ ଗଣ ସତ୍ୟାଗ୍ରହ , କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

କେନ୍ଦ୍ରାପଡ଼ା,୧୨ା୭:ନିଟ୍ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଥିବା ଦୃଷ୍ଟିରୁ କକ୍ରୋଚ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା...

ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ ପୁରାଣ ପ୍ରଭା ଓ ଧର୍ମ ସଂସ୍କୃତି ବିଭବ ପୁସ୍ତକ ଉନ୍ମୋଚନ

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ବ୍ଲକ ଅଧିନ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ‘ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ’ ଶୀର୍ଷକ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି।...

ବ୍ୟବସାୟୀଙ୍କୁ ଅକ୍ରମଣ ଓ ଲୁଟ ଘଟଣା , ଗିରଫ ଦାବୀରେ ଥାନାରେ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ ୧୧/୭ - କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅତର୍ଗତ କଖାରୁଣୀ ଗ୍ରାମର ବ୍ୟବସାୟୀ ଦୁଇଭାଇଙ୍କୁ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଂଚଳରେ...

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତିଲେ ମହିଳା, ସାହାଯ୍ୟ କଲା ପିନ୍ଧିଥିବା ଶାଢ଼ୀ

ପଟ୍ଟାମୁଣ୍ଡାଇ ୧୧/୭ - ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ କୂଳରେ ପୁଣି ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ। ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳା...

କେନ୍ଦ୍ରାପଡା ଜିଲ୍ଲା ଶାଖା ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି କନଭେନସନ୍

କେନ୍ଦ୍ରାପଡା୧୧ା୭ : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା ଶାଖା କନଭେନସନ୍ ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ସମ୍ମିଳନୀ କକ୍ଷରେ...

ହାଇଦ୍ରାବାଦ ଯାଇ ନେସନାଲ ଖେଳିବେ ବିକ୍ରମ ଓ ଅଭିଜିତ

ଜାତୀୟ ରଗବୀରେ କେନ୍ଦ୍ରାପଡ଼ା ଜିଲା ଆସୋସିଏସନ ଖେଳାଳୀଙ୍କ କରିସ୍ମା କେନ୍ଦ୍ରାପଡ଼ା,୧୧ା୭ : ଜାତୀୟ ସ୍ତରୀୟ ରଗବୀ ପ୍ରତିଯେଗିତା ପାଇଁ କେନ୍ଦ୍ରାପଡ଼ାର ଦୁଇଜଣ ଖୋଳାଳୀଙ୍କୁ ଚୟନ କରାଯାଇଛି। ଏହି...

ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଜଜଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ତା ୧୦/୭- କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ଜଜ୍ ମାନ୍ୟବର ଦୀପକ କୁମାର ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିଦର୍ଶନରେ ଆସିଥିଲେ। ମାନ୍ୟବର ଜିଲ୍ଲା ଜଜ...

ଖୋଲିଲା ହୀରାକୁଦ ଡ୍ୟାମର ସିଲୱେ ଗେଟ

  ମହାନଦୀ ଓ ଏହାର ଶାଖା ନଦୀ ଗୁଡିକ ନିକଟରେ ସତର୍କ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ଅନୁରୋଧ କେନ୍ଦ୍ରାପଡ଼ା,୧୦ା୭:ହୀରାକୁଦ ଡ୍ୟାମର ସ୍ପିଲୱେ ଗେଟ୍ ଖୋଲାଯାଇଥିବା ପରିପ୍ରେକ୍ଷୀରେ...

କଳପଡା ବଜାରରୁ ଦୋକାନ ଉଚ୍ଛେଦ

ଜମି ବେପାରୀଙ୍କ ସହ ହାତମିଳାଇଛନ୍ତି ତହସିଲଦାର ଜିଲ୍ଲାପାଳଙ୍କ ସହ କଥାହେଲେ ଜିଲ୍ଲା ବିଜେପି ନେତ୍ରୀ କେନ୍ଦ୍ରାପଡ଼ା,୧୦ା୭:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଳପଡ଼ା ବଜାରରେ କେତେକ ଶିକ୍ଷିତ ଯୁବକ ବ୍ୟବସାୟ...

ଦୁର୍ଘଟଣାରେ ଦୁଇ ସାମ୍ବାଦିକଙ୍କ ସମେତ ଜଣେ ଗୁରୁତର

କେନ୍ଦ୍ରାପଡ଼ା,୧୦ା୭:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରରୁ ଏସପିଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ହଳଦିଢିହ ଛକ ନିକଟରେ ଏକ ଦୁର୍ଘଟଣାରେ ଦୁଇ ଜଣ ସାମ୍ବାଦିକ ଓ ଜଣେ ସ୍ଥାନୀୟ...

ମଦଦୋକାନକୁ ବିରୋଧ କରି ଧାରଣାରେ ବସିଲେ ମହିଳା

କେନ୍ଦ୍ରାପଡା ୧୦/୭ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ହୋଇଥିବା ଏକ ମଦଦୋକାନକୁ ବିରୋଧ କରି ଦୋକାନ ଆଗରେ ଧାରଣାରେ ବସିଲେ ମହିଳା ।...