କେନ୍ଦ୍ରାପଡା,୧୪ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ତାଲିମ ଦେବା ନିମନ୍ତେ ୫୦ଜଣ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ୫ ଦିନ ବ୍ୟାପି ପ୍ରେରଣା ତାଲିମ ପ୍ରଦାନ କରାଯାଇଛି । ଚଳିତ ମାସ ୧୦ ତାରିଖରେ ଆରମ୍ଭ ହୋଇଥିବା ତାଲିମର ଆଜି ଅନ୍ତିମ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ଯୋଗଦାନ କରି କହିଲେ ଶିକ୍ଷକମାନେ ଜଗତଜନନୀଙ୍କୁ ଆରାଧନା କରି […]
ରାଜ୍ୟ
କେନ୍ଦ୍ରାପଡ଼ା,୧୪ା୨: କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତ ହାଇସ୍କୁଲରେ ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ଓ ସ୍କୁଲର ପ୍ରତିଷ୍ଠାତା ପଦ୍ମନାଭ ଛାଟୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ମୁଖ୍ୟ ଅତିଥି, ବର୍ଷିୟାନ ଶିକ୍ଷାବିତ୍ ରଘୁନାଥ ରାଉତ ମୁଖ୍ୟବକ୍ତା ଓ ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ସମ୍ମାନୀତ ଅତିଥି ଭାବେ […]
କେନ୍ଦ୍ରାପଡା,୧୪ା୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡାର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ରଙ୍କ ସଭାପତିତ୍ୱରେ ପୁଲବାମା ସହିଦ ଦିବସ କାର୍ଯ୍ୟକ୍ରମ ତିନିମୁହାଣ ଛକସ୍ଥିତ ଅମର ଯବାନ ସହିଦ ସ୍ତମ୍ବ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଏବଂ ସୁବେଦାର ମେଜର ହନରାରି ଲେଫ୍ଟନାଣ୍ଟ ବ୍ରଜ କିଶୋର ସାହୁ ସହିଦ ସ୍ତମ୍ବରେ ସାମୁହିକ ରିତ ଅର୍ପଣ କରିଥିଲେ ଓ ଦୀପକ ପ୍ରଜ୍ୱଳନ କରିଥିଲେ। ସହ ସମ୍ପାଦକ […]
କେନ୍ଦ୍ରାପଡ଼ା, ୧୩ା୨: ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡା, ଭାରତୀୟ ପ୍ରଶାସନିକ ସେବାର ସେବା ନିବୃତ୍ତଅଧିକାରୀ କ୍ଷେତ୍ର ପରିଦର୍ଶନରେ ଆସି କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଥିଲେ। ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସହିତ ସର୍ବ ପ୍ରଥମେ ମହାକାଳପଡ଼ା ବ୍ଲକର ବଡ଼କୁଳ ପଞ୍ଚାୟତ, ପରେ ପରେ କେନ୍ଦ୍ରାପଡା ବ୍ଲକର ଓସ୍ତପୁର ପଞ୍ଚାୟତ ଏବଂ ଶେଷରେ କେନ୍ଦ୍ରାପଡା ପୌରପାଳିକା ଗସ୍ତ କରି […]
କେନ୍ଦ୍ରାପଡ଼ା,୧୩ା୨: କେନ୍ଦ୍ରାପଡ଼ା ସହର ଗୋପଛକ ନିକଟ ଟିଭି ସେଣ୍ଟର ଠାରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୀତା ଯଜ୍ଞ, ଗୋ-ପୂଜା, ଭଜନ ସନ୍ଧ୍ୟା, ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜକ ସୁରେନ୍ଦ୍ର ନାଥ ଶତପଥିଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ବିକ୍ରମ କୁମାର ମଲ୍ଲ ଓ ଜୟନ୍ତୀ ମଲ୍ଲ ଯୋଗଦେଇଥିଲେ। ଏଥିରେ ୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ସଂକୀର୍ତ୍ତନ କରିଥିଲେ। ଅନ୍ୟମାନଙ୍କ […]
କେନ୍ଦ୍ରାପଡା,୧୩ା୨: ଭିନ୍ନକ୍ଷମତା ସହିତ ଆର୍ôଥକ ଅନାଗ୍ରସରତା ସର୍ବଦା ଓତଃପ୍ରୋତ ଭାବେ ଜଡ଼ିତ ଥାଏ । ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ ଗୁରୁତର ଭିନ୍ନକ୍ଷମତା ସହ ନିମ୍ନ ଆର୍ôଥକ ବର୍ଗରୁ ଆସିଥାନ୍ତି, ସେମାନଙ୍କ ନିମନ୍ତେ ଉଚ୍ଚଶିକ୍ଷା ସମାପନର ଲକ୍ଷ୍ୟ ଦୁରୁହ ହୋଇ ପଡିଥାଏ । ଫଳରେ ସେମାନଙ୍କ ମଧ୍ୟରୁ ଅନେକ ଅଧାରୁ ପାଠ ବନ୍ଦ କରିବାକୁ ବାଧ୍ୟ ହୋଇଥାନ୍ତି। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟରେ ଏହିପରି ଗୁରୁତର ଭିନ୍ନକ୍ଷମ ଓ […]
କେନ୍ଦ୍ରାପଡା,୧୩ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗର ଗ୍ରାମସ୍ଥିତ ତୈଳିକ ବୈଷ୍ୟ ସମାଜର ଇଷ୍ଟ ଦେବତା ମଦନମୋହନଜୀଉ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ମଙ୍ଗଳବାର ଦିନ ଘଟ ସ୍ଥାପନ ପରେ ଶୁଭାଧିବାସ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ବୁଧବାର ଦିନ ମାଘ ପୂର୍ଣ୍ଣିମା ଅବସରରେ ଅଷ୍ଟମ ପ୍ରହର ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ୬ଟି କୀର୍ତ୍ତନ […]
କେନ୍ଦ୍ରାପଡ଼ା,୧୨।୨: ରାଜ୍ୟର ଅଗ୍ରଣୀ ବେସରକାରୀ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୭ ତମ ସ୍ୱନକ୍ଷତ୍ର ଦିବସ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ପାଳିତ ହୋଇଯାଇଛି। ଚଳିତ ବର୍ଷ ପାଇଁ ବରିଷ୍ଠ କୃଷି ବିଜ୍ଞାନୀ ତଥା ମୃତ୍ତିକା ବିଶେଷଜ୍ଞ ତଥା କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ଅମରେଶ ନାୟକଙ୍କୁ ଦୀନବନ୍ଧୁ ସାହୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେଥିପାଇଁ ଉପାୟନ, ମାନପତ୍ର ଓ ତିରିଶ ହଜାର ଟଙ୍କାର […]
କେନ୍ଦ୍ରାପଡା,୧୨ା୨: କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ରାମନଗରପାଟଣାସ୍ଥିତ ମା’ ବନ୍ଧମଙ୍ଗଳାଙ୍କ ତୃତୀୟ ବାର୍ଷିକ ଉତ୍ସବ ଚଳିତ ମାଘ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ରବିବାର ଦିନ ଅଙ୍କୁରାରୋପଣ କରାଯିବା ପରେ ସୋମବାର ଦିନ ଗ୍ରାମବାସୀଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରାରେ ଗୋବରୀ ଘାଟରୁ ପାଣି ଆଣି ମଙ୍ଗଳା ମନ୍ଦିର ପରିସରରେ ଘଟ ସ୍ଥାପନ କରାଯିବା […]
କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେରଗାଁ ପଞ୍ଚାୟତ ବଜ୍ରବୁଢୀ ବାଳିକା ଉଚ୍ଚ ବିଦ୍ୟାଳୟର “ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା” ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଓ ଗଣିତ କ୍ଲବର ଛାତ୍ରୀମାନେ ବିଭିନ୍ନ ପ୍ରକାର ଗଣିତ ଓ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମହାପାତ୍ର ଓ ପ୍ରିୟଦର୍ଶିନୀ ଦାସ ପ୍ରଦର୍ଶନୀର ବିସ୍ତୃତ ପରିସରକୁ ପ୍ରଶଂସା କରି କହିଥିଲେ, “ଆମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସୃଜନଶୀଳତା […]
କେନ୍ଦ୍ରାପଡ଼ା,୧୦ା୨: ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଏକ ବୈଠକ କେନ୍ଦ୍ରାପଡାସ୍ଥିତ ଗୃହଲକ୍ଷ୍ମୀ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋଲଖ ବେହେରା ସଭାପତିତ୍ୱ କରିଥିଲେ । ମହାସଂଘର ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ତଥା ରାଜ୍ୟ ଉପସଭାନେତ୍ରୀ ସବିତା ଜେନାଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ରାଷ୍ଟ୍ରୀୟ ସ୍ତରରେ […]
କେନ୍ଦ୍ରାପଡା,୧୦ା୨:ପଲେଇ ପଂଚାୟତ ଅଧିନସ୍ଥ ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ବହୁ ଦୂରଦୂରାନ୍ତରୁ ଆସି ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଅତି ଆଗ୍ରହ ସହ ଏକତ୍ରିତ ହୋଇଥିଲେ । ଦୀର୍ଘଦିନ ପରେ ଭେଟ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦର ସୀମା ନଥିଲା । କ୍ଷୀରୋଦ ଚନ୍ଦ୍ର ଭଦ୍ର ଓ ନିରାକାର ଦାସ ଏହି ସମାବେଶର ଆୟୋଜନ କରିଥିଲେ । ସ୍କୁଲ […]
କେନ୍ଦ୍ରାପଡ଼ା, ୯ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରି ଶ୍ରୀ ବିଷ୍ଣୁ ମହାଯଜ୍ଞ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଶିବାନନ୍ଦ ତୋରଣ ଉଦଘାଟିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଠ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ […]
କେନ୍ଦ୍ରାପଡା,୯ା୨: ଆଇଟମ ର୍ଗାଲ ନିଶା ମହରଣା ଙ୍କ ନୃତ୍ୟକୁ ନେଇ ଛୁରା ମାଡ ହୋଇଛି । ଏଥିରେ ଦୁଇଜଣ ଗୁରୁତର ହୋଇ ନିଶ୍ଚନ୍ତ କୋଇଲି ମେଡିକାଲରେ ଚିକିସ୍ୱା ହେଉଥିବା ବେଳେ ଉକ୍ତ ରାତିରେ ଯାତ୍ରା ଆରମ୍ଭରୁ ବନ୍ଦ ହୋଇଯାଇଛି । ଧସ୍ତାଧସ୍ଥି ,ପିଟାପିଟି ଓ ଚେୟାର ଫୋଫଡା ଓ ଭାଙ୍ଗିବା ଯୋଗୁ ସହ ଶହ ଶହ ଦର୍ଶକ ଆହତ ହୋଇ ଖଣ୍ଡିଆ ଖାବରା ହୋଇଛନ୍ତି । ଯାତ୍ରା କଳାକାର ନିଜକୁ […]
କେନ୍ଦ୍ରାପଡ଼ା,୯ା୨:ପୂର୍ବତନ ବିଧାୟକ ଇନ୍ଦ୍ରମଣି ରାଉତ ଶିକ୍ଷକତା ଜୀବନରୁ ରାଜନେତା ହୋଇଥିଲେ। ଶିକ୍ଷକତା କରିବା ସମୟରେ ତାଙ୍କର ସମାଜସେବାର ବାସ୍ନା ବାରି ହୋଇଥିଲା। ସେ ନିଜସ୍ୱ ଅର୍ଥରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ସହାୟକ ହୋଇଥିଲେ। ମାଗୁଣୀ ନାମକ ଜଣେ କିଶୋର ବୁଲା ବିକାଳୀଙ୍କୁ ହଷ୍ଟେଲରେ ରଖି ପାଠ ପଢାଇ ଉଦାହରଣ ସୃଷ୍ଟି କରିଥିଲେ। ଜିଲା ପ୍ରତିଭା ପୂଜା ସମିତି ଆନୁକୂଲ୍ୟରେ ସଭାପତି ପ୍ରଦୀପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ଅନ୍ତର୍ଗତ ବକ୍ତାରପୁର ଛକରେ ଏକ ଦୁଖଃଦ ଘଟଣା ଘଟିଛି । ଏକ ପୂଜା ସାମଗ୍ରୀ ଦୋକାନରେ ନିଆଁ ଲାଗି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମହିଳା ଜଣଙ୍କ ହେଲେ ସ୍ଥାନୀୟ ବକ୍ତାରପୁର ଗ୍ରାମର କମଳା ସହୁ (୪୭) ବୋଲି ଜଣାପଡିଛି । କମଳା ଏକ ଛୋଟ ଦୋକାନ କରି ପୂଜା ସାମଗ୍ରୀ ଜିନିଷ ବିକ୍ରି କରିବା ସହ ପେଟ୍ରୋଲ ମଧ୍ୟ ବିକ୍ରି […]
ପଟ୍ଟାମୁଣ୍ଡାଇ ତା ୭/୨-ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ମନ୍ମଥ ନାଥ ହାଇସ୍କୁଲ୍ ପଡିଆରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବି ଏସ ଏସ ଓ ସୁଧାଂଶୁ ଶେଖର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ […]
କେନ୍ଦ୍ରାପଡା,୨୭ା୧: ପାରାଦୀପ – ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥର ୮ ଲେନ ରାସ୍ତା ନିର୍ମାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମାଟି, ବାଲି, ପାଣି ସୁରକ୍ଷା ମଞ୍ଚ(ମାବାପା)ର ଆବାହକ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଏକ ୩ଦଫା ଦାବି ନେଇ ପ୍ରସ୍ତାବ ଆଗତ କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ ଯେ […]
କେନ୍ଦ୍ରାପଡା, ୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତ ବୁଢାଗୋବିନ୍ଦ ମନ୍ଦିର ପରିସରରେ ଦେବାଶିଷ କୁବେରଙ୍କ ତତ୍ୱାବଧାନରେ ଉନବିଂଶ ବାର୍ଷିକ ଶାରଳା ମେଳା ଅନୁଷ୍ଠିତ ହୋଇଯାଇଛି । ଝଙ୍କଡ ମା’ ଶାରଳାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀବଳଦେବଜୀଉ ମନ୍ଦିରରୁ କରପଲ୍ଲବ ଓ ମହାପ୍ରସାଦ ଅଣାଯିବା ପରେ ଗୋବରୀ ଘାଟରୁ ଭକ୍ତମାନେ କଳସରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା । ପ୍ରେମାନନ୍ଦ କର ଓ ପତିତପାବନ ନାୟକ କର୍ତ୍ତା […]
ପଟ୍ଟାମୁଣ୍ଡାଇ ତା ୬/୨-ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର ଏକ ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଭାବେ ଜଣାଶୁଣା । ବନ୍ୟା ବିପନ୍ନ ଏହି ପଂଚାୟତ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ମାତୃ ସ୍ଥାନୀୟ ପ୍ରଶାସନ ଓ ପଂଚାୟତ ପ୍ରତିନିଧିଙ୍କ ସହଯୋଗରେ ପର୍ଯ୍ୟାୟକ୍ରମେ ଅନେକ ସମସ୍ୟାର ସମାଧାନ କରାଯାଇଛି । ଏହି ପଂଚାୟତର ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ବିଦ୍ୟୁତ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପଂଚାୟତବାସୀଙ୍କ ଗମନାଗମନ ସୁବିଧା ପାଇଁ […]
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରି ଶ୍ରୀ ବିଷ୍ଣୁ ମହାଯଜ୍ଞର ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମାଜର ମଙ୍ଗଳ କାମନା ନିମନ୍ତେ ଏହି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଶ୍ରୀମା’ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତିବର୍ଷ ଭଳି ଚଳିତବର୍ଷ ସାତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି […]
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇ.ସି.ଡି.ଏସ.) କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡିକେନ୍ଦ୍ର ଗୁଡିକ କିଣୁଥିବା ସାମଗ୍ରୀର କୈାଣସି ଭାଉଚର ରଖିନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ଶ୍ରୀଚରଣ ମାହାଳିଙ୍କ ପୁଅ ସୂଚନା ଅଧିକାର ଅଭିଯାନ କର୍ମୀ ରମାକାନ୍ତ ମାହାଳି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେ ସୂଚନା ଅଧିକାର ଆଇନରେ ମାର୍ଶାଘାଇ ଆଇ.ସି.ଡି.ଏସ.କୁ […]
କେନ୍ଦ୍ରାପଡ଼ା, ୬ା୨: ଶ୍ରୀମତୀ ଦେବୀ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡେରାବିଶି ବ୍ଲକର ଗରାମପୁର ଗ୍ରାମର ବସନ୍ତ କୁମାର ବଳ ଦୀର୍ଘଦିନ ଧରି କର୍କଟ […]
କେନ୍ଦ୍ରାପଡା,୬ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ୧୦ତାରିଖ ସୋମବାର କଲେଜ ଯୁବ ରେଡକ୍ରସ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ମହାବିଦ୍ୟାଳୟର ମୁଖଶାଳାରେ ଅବସ୍ଥିତ ଗାନ୍ଧିଭବନରେ ସେହିଦିନ ସକାଳ ୯ଟାରେ ଏହି ରକ୍ତଦାନ ଶିବିର ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ଏନେଇ ଏକ ପ୍ରସ୍ତୁତି ବୈଠକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଭଳି ମହତ […]