ଡାଲମା ହଣ୍ଡାରେ ସାପ , ଲୋକେ ଆତଙ୍କିତ , ସ୍ୱାସ୍ଥ୍ୟକେନ୍ଦ୍ରରେ ଶତାଧିକ ଲୋକଙ୍କ ଭିଡ଼
ପଟ୍ଟାମୁଣ୍ଡାଇ ତା ୧୯/୩- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ प्रसाद ଡାଲମା ହଣ୍ଡାରେ ସାପ […]
